ସଂଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ୨୦୨୨-୨୩ ବର୍ଷ ପାଇଁ ୩ଜଣ ଓଡ଼ିଆଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି । ୨୦୨୨ବର୍ଷରେ ଓଡ଼ିଶୀ ନୃତ୍ୟ ପାଇଁ ନିରଞ୍ଜନ ରାଉତଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ୨୦୨୩ ବର୍ଷ ପାଇଁ ୨ଜଣ ଓଡ଼ିଆ ପୁରସ୍କାର ଜିତିଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟରେ ସ୍ନେହପ୍ରଭା ସାମନ୍ତରାୟ ଏବଂ ଓଡ଼ିଶୀ ସଂଗୀତରେ ସଙ୍ଗିତା ଗୋସାଇଁଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

Comments are closed.