ଓଡ଼ିଶାରେ ବିଜେପି-୨୦, ବିଜେଡି-୧ ସିଟ୍ ଜିତିବ
ସମାଜ ଡିଜିଟାଲ ଡେସ୍କ: ୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ମିଳିବ ୨୦ ସିଟ୍ ଓ ବିଜେଡିକୁ ମିଳିବ ମାତ୍ର ଗୋଟିଏ ସିଟ୍। ଏହି ଦାବି କରିିଛନ୍ତି ବିଜେପି ନ୍ୟାସନାଲ ଆଇଟି ସେଲ ଅଧ୍ୟକ୍ଷ ଅମିତ ମାଲଭ୍ୟ। ଆଗାମି ଲୋକସଭା ନିର୍ବାଚନରେ ଓଡ଼ିଶାର ୨୧ଟି ଆସନରୁ ବିଜେପିକୁ ମିଳିବ ୨୦ ଆସନ। ବାକି ଗୋଟିଏ ଆସନ ବିଜେଡ଼ିକୁ ମିଳିବ। ଗଣମାଧ୍ୟମ ସଂସ୍ଥା ‘ଦ ଫଡେରାଲ’ର ସର୍ଭେକୁ ଆଧାର କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ଅମିତ ମାଲଭ୍ୟ। ଫେଡେରାଲ ପୁଥିୟାଥାଲାମୁରାଇ ୨୦୨୪ ପ୍ରି ପୋଲ ସର୍ଭେ ଓଡ଼ିଶାର ଲୋକସଭା ଫଳାଫଳକୁ ନେଇ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛି।
The BJP may get 20 and BJD just 1 LS seat in 2024 election, predicts Federal-Puthiyathalaimurai 2024 Pre-Poll Survey.
● BJP vote share: 54.90% (+16.50%)
● BJD vote share: 19.35% (-22.45%)
Link: https://t.co/y2Rog1q1Gy pic.twitter.com/93bbYHi275
— Amit Malviya (@amitmalviya) February 21, 2024
Comments are closed.