ନିର୍ବାଚନ ହାରିବା ପରେ ନାଁ ବଦଳାଇଲେ ୱାଇଏସଆର ନେତା; ପୱନ କଲ୍ୟାଣଙ୍କୁ କରିଥିଲେ ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଜନସେନା ପାର୍ଟିର ମୁଖ୍ୟ ପୱନ କଲ୍ୟାଣଙ୍କୁ ପରାଜିତ ନକରିପାରିବାରୁ ନିଜ ନାମ ବଦଳାଇଲେ ପୂର୍ବତନ ମନ୍ତ୍ରୀ ମୁଦ୍ରଗଡା ପଦ୍ମନାଭମ୍‌‌। ବର୍ତ୍ତମାନ…
Read More...

ଟି-୨୦ ବିଶ୍ୱକପ: ଆଜି ଭାରତ-ବାଂଲାଦେଶ ମୁକାବିଲା

ୱେଷ୍ଟଇଣ୍ଡିଜ୍‌‌: ୱେଷ୍ଟଇଣ୍ଡିଜ୍‌‌ ଓ ଆମେରିକାରେ ଚାଲିଥିବା ଟି-୨୦ ବିଶ୍ୱକପ ୨୦୨୪ ସୁପର-୮ ଗ୍ରୁପ-ଏ ରେ ଶନିବାର ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି। ଆଣ୍ଟିଗୁଆର ସାର ଭିଭିଆନ…
Read More...

ହ୍ୱାଟ୍ସଆପ୍‌‌ ଷ୍ଟକ୍‌‌ ମାର୍କେଟ ସ୍କାମ୍‌‌: ୭୧ବର୍ଷୀୟଙ୍କୁ ଚୁନ ଲଗାଇଲେ ମହିଳା, ଲୁଟିଲେ ୨କୋଟି

ନୂଆଦିଲ୍ଲୀ: ଷ୍ଟକ୍‌‌ ମାର୍କେଟ ସ୍କାମରେ ଫଶିଲେ ୭୧ବର୍ଷୀୟ ବୃଦ୍ଧ। ନିବେଶ କରିବାକୁ ଯାଇ ହରାଇଲେ ୨କୋଟି ଟଙ୍କା। ବୃଦ୍ଧ ଜଣଙ୍କ ପୂର୍ବରୁ ଅର୍ଥନୈତିକ ସେକ୍ଟରରେ କାମ କରୁଥିଲେ। ଅର୍ଥାତ ତାଙ୍କ ପୁରା ଜୀବନ ଟଙ୍କା…
Read More...

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ: କହିଲେ ରାଜନୀତିରେ ଏସବୁ ହୁଏ

ଭୁବନେଶ୍ୱର: କଂଗ୍ରେସ ଭବନରେ କାଳିମାଡ। କଂଗ୍ରେସ ଭବନରେ ପଶି ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ କରିଛନ୍ତି କିଛି ଅସନ୍ତୁଷ୍ଟ ଗୋଷ୍ଠୀ। ଆଜି କଂଗ୍ରେସ ଭବନରେ ବୈଠକ ଚାଲିଥିବା ବେଳେ ହଠାତ କିଛି ଯୁବକ…
Read More...

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ୧୦୮ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ

ପୁରୀ: ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡି ସ୍ନାନବେଦୀକୁ ଓହ୍ଲାଇ ଆସିବେ ମହାବାହୁ। ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧାମୂରତି। ଏହାପରେ…
Read More...

ପୁଟିନ୍‌‌-କିମ୍‌‌ ଜୋଙ୍ଗ୍‌‌ଙ୍କ ବନ୍ଧୁତା ଦେଖି ନାଟୋ ଦେଶ କାବା

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌‌ ଓ ଉତ୍ତର କୋରିଆ ଶାସକ କିମ୍‌‌ ଜୋଙ୍ଗ୍‌‌ ଉନ୍‌‌ଙ୍କ ବନ୍ଧୁତାର କିଛି ରୋଚକ ଦୃଶ୍ୟ ବିଶ୍ୱ ରାଜନୀତିରେ ଏବେ ହଇଚଇ ସୃଷ୍ଟି କରିଛି। ଦୁନିଆର ଦୁଇ…
Read More...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୬ରୁ୨୮ମଧ୍ୟରେ ଲଘୁଚାପ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବଢିବ। ଆଜି ଦକ୍ଷିଣ ଓଡ଼ିଶାରେ କିଛି ଅଞ୍ଚଳରେ ବର୍ଷା…
Read More...

ଜାଣନ୍ତୁ ଯୋଗ କରୁଥିଲେ କ’ଣ ଖାଇବେ

ସମାଜ ଡିଜିଟାଲ ଡେସ୍କ: ଆଜି ସାରା ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗମୟ ହୋଇଛି ସାରା ଦୁନିଆ। ଯୋଗ କରିବା ଦ୍ୱାରା ଶାରୀରିକ ସ୍ତରରେ ସୁସ୍ଥ ରହିବା ସହ ଜଣେ ବ୍ୟକ୍ତି ମାନସିକ ସ୍ତରରେ ମଧ୍ୟ ସୁସ୍ଥ…
Read More...

ଆଜି ୬ଘଣ୍ଟା କର୍ଫ୍ୟୁ କୋହଳ

ବାଲେଶ୍ୱର: ବାଲେଶ୍ୱର ସହରରେ ଆଜି ୬ଘଣ୍ଟା କୋହଳ ହୋଇଛି କର୍ଫ୍ୟୁ। ପ୍ରଶାସନ ପକ୍ଷରୁ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଏହି ସମୟରେ ଆବଶ୍ୟକ ଜିନିଷପତ୍ର କିଣିପାରିବେ ଲୋକେ। ଗତକାଲି ସକାଳ…
Read More...

ଶ୍ରୀନଗରରେ ଯୋଗ ଦିବସ ପାଳନ କଲେ ମୋଦୀ: କହିଲେ ଯୋଗ ପ୍ରତି ଆକର୍ଷଣ ବଢୁଛି

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ସାରା ବିଶ୍ୱ। ଚଳିତ ବର୍ଷ ଏହି ଦିବସରେ ଥିମ୍‌‌ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଏହି ଅବସରରେ ଶ୍ରୀନଗରରେ ଯୋଗ…
Read More...

କଳିଙ୍ଗ ଷ୍ଟାଡିୟମରେ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର: ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା…
Read More...

ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା : ରିପୋର୍ଟ ଦେଲା ବିଏମସି

ଭୁବନେଶ୍ୱର: ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣାରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଇଛି ଭୁବନେଶ୍ୱର ମହାନଗର ନିଗମ। ରିପୋର୍ଟରେ ଡ୍ରେନେଜ ବିଭାଗର ଅଧିକାରୀଙ୍କୁ ଦାୟୀ କରିଛି ବିଏମସି। ଡ୍ରେନ କାମ ନେଇ ସେହି ସମୟରେ…
Read More...

ଟି-୨୦ ବିଶ୍ୱକପ୍‌‌ରେ ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଆଜିଟୁ ଟି-୨୦ ବିଶ୍ୱକପରେ ଆରମ୍ଭ ହେଉଛି ସୁପର-୮ ମୁକାବିଲା। ସୁପର-୮ ରାଉଣ୍ଡର ପ୍ରଥମ ମ୍ୟାଚରେ ଭାରତ-ଆଫଗାନିସ୍ତାନକୁ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଆଜି ସନ୍ଧ୍ୟାରେ କେନସିଙ୍ଗଟନ୍‌‌ ଓଭାଲ…
Read More...

ବନ୍ଦ ହେବ ୩୦ହଜାରରୁ ଅଧିକ ମୋବାଇଲ୍‌‌ ନମ୍ବର: ଆପଣଙ୍କ ନମ୍ବର ଏଥିରେ ନାହିଁ ତ !

ସମାଜ ଡିଜିଟାଲ ଡେସ୍କ: ଦେଶରେ ବଢୁଥିବା ସାଇବର ଅପରାଧକୁ ରୋକିବା ପାଇଁ ଦୂରସଂଚାର ବିଭାଗ ପକ୍ଷରୁ ୩୯୨ଟି ମୋବାଇଲ୍‌‌ ହ୍ୟାଣ୍ଡସେଟ୍‌‌ କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ହ୍ୟାଣ୍ଡସେଟ୍‌‌ ଗୁଡିକ…
Read More...

ଅସହ୍ୟ ତାତି; ବଢ଼ିଲା ଏସି ମୂଲ୍ୟ

ନୂଆଦିଲ୍ଲୀ : ଦେଶରେ ଅସହ୍ୟ ଗ୍ରୀଷ୍ମପ୍ରବାହ ହେଉଥିବା ବେଳେ ଏସି ବିକ୍ରି ବଢ଼ିବାରେ ଲାଗିଛି। ତେବେ ଚାହିଦା ଅନୁଯାୟୀ ଯୋଗାଣ କମୁଥିବାରୁ ଜୁନରେ ଏସି ମୂଲ୍ୟ ୬ରୁ ୮% ବଢ଼ିଛି। ଅନ୍ୟପକ୍ଷରେ ଲୋକଙ୍କ ଘରେ ଓ ବ୍ୟବସାୟ…
Read More...

ସୁରମା ପାଢୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବାଚସ୍ପତି ନିର୍ବାଚିତ

ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ନୂଆ ବାଚସ୍ପତି ହେଲେ ସୁରମା ପାଢୀ। ସର୍ବସମ୍ମତି କ୍ରମେ ରଣପୁର ବିଧାୟିକା ସୁରମା ପାଢୀ ହୋଇଛନ୍ତି ବିଧାନସଭାର ବାଚସ୍ପତି। ସୁରମା ପାଢୀଙ୍କୁ ବାଚସ୍ପତି କରିବା ପାଇଁ ପ୍ରସ୍ତାବ…
Read More...

ବାଇକରେ ଲାଗିଲା ସିଲିଂ ପଙ୍ଖା

ସମାଜ ଡିଜିଟାଲ ଡେସ୍କ:  ଗରମରୁ ରକ୍ଷା ପାଇବାକୁ ଅନେକ ବ୍ୟକ୍ତି ଏକାଧିକ କୌତୂହଳପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିପରି ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଜଣେ ବ୍ୟକ୍ତି ନିଜ ପୁରୁଣା…
Read More...

ମୂଷା ଯୋଗୁଁ ଦୁଇ ଗୋଡ଼ ହରାଇଲେ ରୁଷ୍ ମହିଳା

ସମାଜ ଡିଜିଟାଲ ଡେସ୍କ: ମୂଷାଙ୍କ ଯୋଗୁଁ ରୁଷ୍ର ଜଣେ ମହିଳା ନିଜର ଦୁଇ ଗୋଡ଼ ହରାଇଥିବା ଜଣାପଡ଼ିଛି। ରୁଷ୍ ର ଷ୍ଟାଭରୋପୋଲ୍ ଅଞ୍ଚଳରେ ମାରିନା ନାମକ ୬୦ ବର୍ଷୀୟା ମହିଳାଙ୍କ ଘରଦ୍ବାର ନାହିଁ। କିଛିଦିନ ତଳେ ଅତ୍ୟଧିକ…
Read More...

ପ୍ରାକୃତିକ ବିପର୍ଯ୍ୟୟ ମୁକବିଲା ପାଇଁ ମକ୍ ଡ୍ରିଲ୍

ଆଠଗଡ: ବର୍ଷାଋତୁରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଠଗଡ ବ୍ଲକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ବୁଧବାର କଟକିଆସାହି ପଞ୍ଚାୟତର ପାଟେଣିଗାଁ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ଏକ ମକ ଡ୍ରିଲ…
Read More...

୬୬ବର୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସମାଜ ଡିଜିଟାଲ ଡେସ୍କ: ଆଜି ୬୬ବର୍ଷରେ ପାଦ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।୧୯୫୮ ମସିହା ଆଜିର ଦିନରେ ସେ ମୟୂରଭଞ୍ଜ ଜିଲାର ଉପରବେଡାଠାରେ ଜନ୍ମଗ୍ରହଣ କରିଥିଲେ। ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁରରୁ ରାଇସିନା…
Read More...

ଡବଲ ଇଞ୍ଜିନ ସରକାରରେ ମହାନଦୀ ବିବାଦ ସମାଧାନ ସହଜ ହେବ -ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଗଠନ ପରେ ତେଜିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ। ମହାନଦୀ ପାଣିକୁ ନେଇ ଶାସକ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଏବେ…
Read More...

ସିଏମଓରୁ ୨୨ ଜଣ ଓଏସଏସ ଅଧିକାରୀଙ୍କୁ କରାଗଲା ବଦଳି

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବା ପରେ ବିଭିନ୍ନ ବିଭାଗର ସମୀକ୍ଷା କରୁଛନ୍ତି। ରାଜ୍ୟ ଅତିଥି ଭବନରୁ ସରକାର ଚଳାଉଥିବା ମୋହନଙ୍କ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ…
Read More...

ରଥଯାତ୍ରା ପାଇଁ ଅନୁଷ୍ଠିତ ହେଲା ପରିଚାଳନା ବୈଠକ

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ନୀଳାଦ୍ରି ଭକ୍ତ ନିବାସ ପରିସରରେ ବସିଥିବା ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସମେତ…
Read More...

୪ଘଣ୍ଟା ପରେ ହେଲା ମଙ୍ଗଳ ଆଳତି

ପୁରୀ: ୪ଘଣ୍ଟା ପରେ ସ୍ୱାଭାବିକ ହେଲା ଶ୍ରୀମନ୍ଦିରରେ ନୀତିକାନ୍ତି। ମହାପ୍ରଭୁଙ୍କର ହେଲା ମଙ୍ଗଳ ଆଳତି। ପୂଜାପଣ୍ଡା ଓ ସିଂହାରିଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କର ବିବାହ ନୀତିରେ ମଧ୍ୟ ବିଳମ୍ବ ହୋଇଥିଲା। ଆଜି…
Read More...

୨୪ ବର୍ଷ ପରେ ଉତ୍ତର କୋରିଆ କାହିଁକି ଗଲେ ପୁଟିନ୍‌‌

ସମାଜ ଡିଜିଟାଲ ଡେସ୍କ: ୟୁକ୍ରେନ୍‌‌-ଋଷ ଯୁଦ୍ଧ ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌‌ ପୁଟିନ୍‌‌ ଦୁଇ ଦିନିଆ ଉତ୍ତର କୋରିଆ ଗସ୍ତ କରିଛନ୍ତି। ଉତ୍ତର କୋରିଆର ବୁଲେଟ ଟ୍ରେନ ଯେତେବେଳେ ଋଷର ପୂର୍ବ ଅଞ୍ଚଳ ଦେଇ ଚଳାଚଳ…
Read More...

୪୧ଟି ବିମାନବନ୍ଦରକୁ ବୋମାରେ ଉଡାଇବାକୁ ଧମକ: ଆଲର୍ଟରେ ପୁଲିସ

ନୂଆଦିଲ୍ଲୀ: ଦେଶରେ ସରକାରୀ ଓ ବେସରକାରୀ ସଂସ୍ଥାରେ ବୋମା ବିସ୍ଫୋରଣ ନେଇ ଧମକ ମିଳିବା ଭଳି ଘଟଣା ବଢିଚାଲିଛି। ଏଭଳି ସ୍ଥିତିରେ ମଙ୍ଗଳବାର ଦିନ ୪୧ଟି ବିମାନବନ୍ଦରରେ ବିସ୍ଫୋରଣ ହେବା ନେଇ ଧମକ ଦିଆଯାଇଛି। ଏକ ଇମେଲ…
Read More...

ପ୍ୟାରିସ୍‌‌ ଅଲିମ୍ପିକ୍ସ ପୂର୍ବରୁ ଇତିହାସ ରଚିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ପ୍ୟାରିସ୍‌‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହେବା ପୂର୍ବରୁ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ଫିନଲ୍ୟାଣ୍ଡ ଟୁର୍କୁରେ ଆୟୋଜିତ ପାଭୋ ନୁର୍ମି କ୍ରୀଡାରେ ନୀରଜ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ତୃତୀୟ…
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ୪ଘଣ୍ଟା ବିଳମ୍ବ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ୪ଘଣ୍ଟା ବିଳମ୍ବ ହୋଇଛି। ଏକାଦଶୀରେ ନୀତି ହେବା କଥା ହେଲେ ଦ୍ୱାଦଶରେ ନୀତି ଆରମ୍ଭ ହୋଇଛି। ପୂଜାପଣ୍ଡା ଓ ସିଂହାରିଙ୍କ ମଧ୍ୟରେ ବିବାଦ କାରଣରୁ ନୀତି ବିଳମ୍ବ…
Read More...

ଗୋପାଳପୁରରେ ବେଆଇନ କାର୍ଯ୍ୟକଳାପ ବନ୍ଦ କରିବାକୁ ଦାବି

ଗୋପାଳପୁର: ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ କନିଷି ତହସିଲଦାର ପ୍ରଳାୟନନ୍ଦ ଶତପଥୀ ଓ ବିଡ଼ିଓ ଅଂଶୁମାନ ମହାପାତ୍ରଙ୍କୁ ସାକ୍ଷାତ କରି ଗୋପାଳପୁର ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଗତ ଏକ ଦଶନ୍ଧି ଧରି ବେଆଇନ…
Read More...

ପୁରସ୍କାର ରାଶି ଦାନକଲେ ଡା ରାମଚନ୍ଦାନୀ: ୧୦ ଜଣ କର୍କଟ ରୋଗୀଙ୍କୁ ୫ହଜାର ଲେଖାଏଁ ଦାନ କଲେ

ବୁର୍ଲା: ପୁଣି ଚର୍ଚ୍ଚାରେ ଡାକ୍ତର ରାମଚନ୍ଦାନୀ। ସାମାଜିକ ସେବା ପାଇଁ ଲାଭ କରିଥିବା ସମ୍ମାନର ଅର୍ଥରାଶିକୁ ପ୍ରଦାନ କରି ଭିମ୍ସାର ମେଡିସିନ୍ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ କର୍କଟ…
Read More...

ବାପାଙ୍କ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବିବାହ

ସମାଜ ଡିଜିଟାଲ ଡେସ୍କ: ରୋଗଗ୍ରସ୍ତ ବାପାଙ୍କର ଚାଲିଛି ଆଇସିୟୁରେ ଚିକିତ୍ସା। ବାପାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ଆଇସିୟୁରେ ଦୁଇ ଝିଅଙ୍କ ହେଲା ବିବାହ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର…
Read More...

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା: ମେରିଟ୍‌‌ ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ

କଟକ: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାର ରାୟ ପ୍ରକାଶ ପାଇଛି। ମେରିଟ୍‌‌ ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଓସେପା ମେରିଟ୍‌‌ ଲିଷ୍ଟକୁ କାଏମ ରଖିଲେ…
Read More...

ସାଇକେଲ ଚଳାଇ ବିଧାନସଭା ଆସିଲେ ସିଦ୍ଧାନ୍ତ

ଭୁବନେଶ୍ୱର: ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢିବା ସହ ଜିତିବା ପରେ ବିଧାୟକ ଭାବେ ଶପଥ ଗ୍ରହଣ ପାଇଁ ଆଜି ବିଧାନସଭାକୁ ସାଇକେଲରେ ଆସିଛନ୍ତି ସିଦ୍ଧାନ୍ତ ମହାପାତ୍ର। ସାଇକେଲରେ ଆସିବା ସହ ସେ ପରିବେଶ ସୁରକ୍ଷା ପାଇଁ…
Read More...

ବିଧାୟକ ଭାବେ ଶପଥ ନେଲେ ନବୀନ

ଭୁବନେଶ୍ୱର: ବିଧାନସଭାରେ ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନବୀନ ପଟ୍ଟନାୟକ…
Read More...

ବିଧାନସଭାରେ ନବ ନିର୍ବାଚିତ ବିଧାୟକଙ୍କ ଶପଥପାଠ

ଭୁବନେଶ୍ୱର: ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି। ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ତାଙ୍କ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଓ ପ୍ରଭାତି ପରିଡା ମଧ୍ୟ…
Read More...

ବଦଳିବ କି ବୁଣାକାରଙ୍କ ଭାଗ୍ୟ

ସମ୍ବଲପୁର: ସମ୍ବଲପୁରୀ ବସ୍ତ୍ରର ଚାହିଦା ଅ‌ାଜି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଖୁବ୍ ଅଧିକ। ବିଭିନ୍ନ ପ୍ଲାଟଫର୍ମରେ ଭିନ୍ନ ଭିନ୍ନ ସମ୍ବଲପୁରୀ ଶାଢ଼ି ବିକ୍ରି କରି ବେପାରୀମାନେ ମୋଟା ଅଙ୍କର ଲାଭ ପାଉଛନ୍ତି। ହେଲେ…
Read More...

ହାଣ୍ଡିଶାଳକୁ ମହଙ୍ଗା ମାଡ: କନ୍ଦାଇଲାଣି ପିଆଜ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ରାଜ୍ୟକୁ ଅଗ୍ରସର ହୋଇନଥିବା ବେଳେ ତଥାପି ଏବେଠାରୁ ପନିପରିବା ଦର ବଢିବା ଲୋକଙ୍କୁ ବାଧୁଛି। ପିଆଜ ଦର ୫ଦିନ ମଧ୍ୟରେ କିଲୋଗ୍ରାମ୍‌‌ ପିଛା ପାଖାପାଖି ୧୦ଟଙ୍କା…
Read More...

ଛୁଆ ହାତୀକୁ Z+ ସୁରକ୍ଷା ଦେଉଛନ୍ତି ହାତୀପଲ: ଦେଖନ୍ତୁ କୌତହଳ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ଛୁଆ ହାତୀଟି ମାଟିରେ ଶୋଇ ରହିଛି। ଏଭଳି ସ୍ଥିତିରେ ଛୁଆ ହାତୀକୁ କାଳେ କେହି କ୍ଷତି ପହଞ୍ଚାଇବେ ସେଥିପାଇଁ Z+ ସୁରକ୍ଷା ଦେଇଛି ମା ଓ ଅନ୍ୟ ହାତୀପଲ। ଏହି ଭିଡ଼ିଓଟି ସତରେ ଯେତିକି କୌତୁହଳ ହୋଇଛି…
Read More...

ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ସେବା ବିପର୍ଯ୍ୟସ୍ତ

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ନିର୍ବାଚନ ମଣ୍ଡଳୀ ଝାରସୁଗୁଡ଼ାରେ ଜିଲା ମୁଖ୍ୟ ଚିକିତ୍ସାଳୟ ୭ ତାଲା ପ୍ରାସାଦ। କୋଠା ଭିତରେ ଭରିଛି ଅନେକ ସମସ୍ୟା। ହନ୍ତସନ୍ତ ହେଉଛନ୍ତି…
Read More...

କାଜୁ ତୋଟାରେ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର

ଚାନ୍ଦିପୁଟ: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାଛିପଙ୍କା ନିକଟସ୍ଥ କାଜୁ ତୋଟାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇ ୩ କୁଇଣ୍ଟାଲ ୪୮ କିଲୋ ଥିବା ପୋଲିସ ପକ୍ଷରୁ ଜଣାପଡିଛି । ଚଢ଼ାଉ…
Read More...

ଆଜିଠୁ ଖୋଲୁଛି ସ୍କୁଲ

ବାଲେଶ୍ୱର: ଖରା ଛୁଟି ପରେ ଆଜିଠୁ ରାଜ୍ୟରେ ଖୋଲୁଛି ସ୍କୁଲ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜିଠୁ ସ୍କୁଲ ଖୋଲିବାକୁ ସ୍ଥିର କରାଯାଇଥିଲା। ହେଲେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସ୍କୁଲ ଖୋଲିବ…
Read More...

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ: କର୍ଫ୍ୟୁ ଜାରି, ଇଣ୍ଟରନେଟ୍‌‌ ବନ୍ଦ

ବାଲେଶ୍ୱର: ଅଶାନ୍ତ ବାଲେଶ୍ୱର ସହର। ସୋମବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁଁ ବାଲେଶ୍ଵର ପୌରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ୧୭ତାରିଖ ରାତ୍ରି ୧୨ରୁ ୧୮ତାରିଖ ରାତ୍ରୀ ୧୨ଟା ପର୍ୟ୍ୟନ୍ତ…
Read More...

ମଶା ପାଇଁ ଚିନ୍ତାରେ ୟୁରୋପ: ପ୍ୟାରିସ୍‌‌ ଅଲିମ୍ପିକ୍ସକୁ ନେଇ ଚିନ୍ତିତ ବିଶେଷଜ୍ଞ

ସମାଜ ଡିଜିଟାଲ ଡେସ୍କ: ୟୁରୋପରେ ଗତ ଦୁଇ ଦଶନ୍ଧି ଧରି ମଶାଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଖାସ କରି ଆକ୍ରମଣକାରୀ ଏସିଆନ୍‌‌ ଟାଇଗର ମଶାଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଥିବାରୁ ଚିନ୍ତାରେ ପଡିଛନ୍ତି ପ୍ରଶାସନ।…
Read More...

ଜୁନ୍‌‌ ୧୮ ଓ ୧୯ରେ ଶପଥ ନେବେ ବିଧାୟକ: ବିଧାନସୌଧ ପରିସରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

ଭୁବନେଶ୍ୱର: ଜୁନ୍‌‌ ୧୮ ଓ ୧୯ ତାରିଖରେ ଶପଥ ନେବେ ନବ ନିର୍ବାଚିତ ବିଧାୟକ। ଏହାପରେ ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଏହି ତିନି ଦିନିଆ ବିଧାନସଭା ଅଧିବେଶନ ପାଇଁ ବିଧାନସୌଧ ପରିସରରେ ସୁରକ୍ଷା ବ୍ୟବସ୍ଥା…
Read More...

ମିଶନ ଶକ୍ତି ଗୋଟିଏ ମାଇକ୍ରୋ ସରକାର- ପ୍ରଭାତି ପରିଡା

ଭୁବନେଶ୍ୱର: ନୂଆ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ପରେ ବିଭାଗୀୟ ମନ୍ତ୍ରୀମାନେ ସମୀକ୍ଷା କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହଦେଓ କୃଷି ଭବନରେ ବୁଲିବା ସହ ବିଭାଗର ସମସ୍ତ ମୁଖ୍ୟଙ୍କ ସହ ବୈଠକ…
Read More...

୧୯ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ବସିବାକୁ ଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏହି ବୈଠକରେ ବିଧାୟକ ଦଳ ନେତା ଚୟନ କରାଯିବ ବୋଲି ସୂଚନା ମିଳିଛି।…
Read More...

ଟ୍ରେନ ଦୁର୍ଘଟଣା: ସହାୟତା ନମ୍ବର ଜାରି କଲା ରେଳପଥ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ଲୋକୋ ପାଇଲଟଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଯାବତ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।…
Read More...

ଇଣ୍ଟରନେଟ ନଥିଲେ ବି ୟୁପିଆଇ ପେମେଣ୍ଟ କରିପାରିବେ: ଜାଣନ୍ତୁ କେମିତି

ସମାଜ ଡିଜିଟାଲ ଡେସ୍କ: ଡିଜିଟାଲ ଯୁଗରେ ୟୁପିଆଇ ପେମେଣ୍ଟ କରିବା ସବୁଠାରୁ ସହଜ। କାରଣ ଏଥିପାଇଁ ଆପଣଙ୍କୁ ଖୁଚୁରା ପଇସା ସାଙ୍ଗରେ ନେବାକୁ ପଡିନଥାଏ। ଆପଣ ୟୁପିଆଇ ମାଧ୍ୟମରେ ୧ଟଙ୍କାରୁ ଆରମ୍ଭ କରି ୧ଲକ୍ଷ ଟଙ୍କା…
Read More...

୧୨ଘଣ୍ଟାର କଠିନ ପରିଶ୍ରମ ପରେ ବି ହାର ମାନି ନ ଥିଲେ: ଏମିତି ବନିଲେ ଆଇଏଏସ

ସମାଜ ଡିଜିଟାଲ ଡେସ୍କ: ଭାରତରେ ଏମବିବିଏସ ଏକ କଷ୍ଟକର ପାଠ୍ୟକ୍ରମ। ଏଥିପାଇଁ ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ନିଟ୍‌‌ ପରୀକ୍ଷାରେ ଭଲ ରାଙ୍କ ହାସଲ କରିବା ଅହୁରି କଷ୍ଟସାଧ୍ୟ। ଏଠାରେ ଏଭଳି ଜଣେ ସଫଳ ଝିଅଙ୍କ ଉଦାହରଣ…
Read More...

ମୁଖ୍ୟମନ୍ତ୍ରୀ ଦେବେ ବିଜୁଳି ବିଲ୍‌‌: ୭୫ବର୍ଷର ଭିଆଇପି ପରମ୍ପରା ଶେଷ

ଆସାମ: ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଫଳରେ ରାଜ୍ୟରେ ଶେଷ ହେବାକୁ ଯାଉଛି ଭିଆଇପି ପରମ୍ପରା। ଏଣିକି ଜନସାଧାରଣଙ୍କ ଟଙ୍କା ନୁହେଁ ବରଂ ନିଜ ପକେଟରୁ ବିଜୁଳି ବିଲ ଭରିବେ…
Read More...

ମସ୍କ ତେଜିଲେ ଇଭିଏମ୍‌ ବିବାଦ

ନୂଆଦିଲ୍ଲୀ: ଆମେରିକୀୟ ବ୍ୟବସାୟୀ ତଥା ଟେସ୍‌ଲା ଅଟୋମେଟିଭ୍ କମ୍ପାନୀର ମାଲିକ ଏଲନ ମସ୍କଙ୍କ ମନ୍ତବ୍ୟକୁ ନେଇ ଭାରତରେ ପୁଣି ଥରେ ଇଭିଏମ୍ ବିବାଦ ତେଜିଛି। ମସ୍କଙ୍କ ମନ୍ତବ୍ୟ ଇଭିଏମ୍‌ ଜାଲିଆତିର ଆଶଙ୍କାକୁ ତେଜାଇଛି…
Read More...

ଆଇଏଏସ୍ ଝିଅକୁ ସାଲ୍ୟୁଟ୍ ମାରିଲେ ଆଇପିଏସ୍ ବାପା

ହ୍ରାଇଦ୍ରାବାଦ: ସନ୍ତାନ ବାପାଙ୍କୁ ଅତିକ୍ରମ କରି ଉଚ୍ଚ ପଦରେ ଅଧିଷ୍ଠିତ ହେବା ଖୁସିର କଥା। କିନ୍ତୁ କାର୍ୟ୍ୟକ୍ଷେତ୍ରରେ ଏହାର ପ୍ରତିଫଳନ ଭାବାବେଗର ବିଷୟ। ରବିବାର ପିତୃ ଦିବସ ଅବସରରେ ଏଭଳି ଏକ ଫଟୋ ଆଧାରିତ ଖବର…
Read More...

ଶୌଚାଳୟରେ ବସିଥିଲା ନାଗ ସାପ: ବ୍ୟକ୍ତି ଜଣଙ୍କ ଦେଖିବା ମାତ୍ରେ …

ସମାଜ ଡିଜିଟାଲ ଡେସ୍କ: ରାସ୍ତାରେ କିମ୍ବା ଘରେ ସାପ ଦେଖିବା ସାଧାରଣତଃ ଭୟାନକ ଅଟେ। ହେଲେ କେବେ ଭାବିଛନ୍ତି କି ସକାଳୁ ସକାଳୁ ଶୌଚାଳୟକୁ ଯିବାମାତ୍ରେ ଯଦି ଆପଣ ଅଚାନକ ନାଗ ସାପ ଦେଖନ୍ତି ତେବେ କିଭଳି ଅବସ୍ଥା ହେବ।…
Read More...

ସମ୍ବଲପୁରର ସାମଗ୍ରିକ ବିକାଶ ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍‌‌ :ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁରରେ ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସୁଧୁରାଯିବ । ଏଥିପାଇଁ ଦୀର୍ଘ ଆଦୀ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି । ବିଶେଷ ଭାବରେ…
Read More...

ନୀତିଶ କୁମାର ଅସୁସ୍ଥ: ମେଡିକାଲରେ ଭର୍ତ୍ତି

ବିହାର: ବିହାରରୁ ଆସିଛି ବଡ ଖବର। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହଠାତ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମେଡିକାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌‌ ତାଙ୍କର ଚିକିତ୍ସା କରୁଥିବା ସୂଚନା ମିଳିଛି।…
Read More...

ରଜରେ ଅଘଟଣ: ପାଣିରେ ବୁଡି ଦୁଇ ନାବାଳକ ମୃତ

ରେଢ଼ାଖୋଲ:  ରେଢ଼ାଖୋଲ ସହର କଳିନ୍ଦର ଗ୍ରାମ ନିକଟ କୁକୁଡ଼ା ଫାର୍ମ ନିକଟରେ ଥିବା ଏକ ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ  ଅନୁଗୋଳ ଜିଲ୍ଲା ଟିକରପଡା ପୁରୁଣା କୋଟ ଥାନା ଅଂଚଳର ଟୁକୁନା…
Read More...

ଜର୍ଜିଆ ମେଲୋନିଙ୍କ ସହ ମୋଦୀଙ୍କ ଭିଡ଼ିଓ ଭାଇରାଲ: ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ଜି-୭ ବୈଠକରେ ଭାଗ ନେଇ ଭାରତ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ମୋଦୀ ପ୍ରଥମ ଥର ଇଟାଲୀ ଗସ୍ତ କରି ସେଠାରେ ଆୟୋଜିତ ଜି-୭…
Read More...

ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଲୋକଙ୍କୁ ଭଲ ବ୍ୟବହାର କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟ ଅତିଥିଭବନରେ ଚାଲିଛି ସମୀକ୍ଷା ବୈଠକ। ପୁଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇଜି ସମେତ ବରିଷ୍ଠ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ନିହତ

ଛତିଶଗଡ: ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବିଜାପୁର ଜିଲା ଆବୁଝମା ଜଙ୍ଗଲରେ ଗୁଳି ବିନିମୟରେ ୮ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ଜଣ…
Read More...

ଅମ୍ବାନୀ ପରିବାରରେ ସ୍ୱତନ୍ତ୍ର କୌଶଳରେ ପ୍ରସ୍ତୁତ ହୁଏ ଶହ ଶହ ରୁଟି: ଜାଣନ୍ତୁ କେମିତି କାମ କରେ ମେସିନ୍‌‌

ସମାଜ ଡିଜିଟାଲ ଡେସ୍କ: ଅମ୍ବାନୀ ପରିବାରର ନାମ ଶୁଣିବା ମାତ୍ରେ ବିଳାସପୂର୍ଣ୍ଣ ଜୀବନଶୈଳୀର ଚିତ୍ର ସାମ୍ନାକୁ ଆସିଥାଏ। ବିଳାସପୂର୍ଣ୍ଣ ଘର, ଗାଡି, ବ୍ରାଣ୍ଡେଡ୍‌‌ ପୋଷାକ ଠାରୁ ଆରମ୍ଭ କରି ଖାଦ୍ୟପାନୀୟ ପର୍ଯ୍ୟନ୍ତ…
Read More...

ପାନୀୟ ଜଳ ସମସ୍ୟା ନେଇ ରାସ୍ତା ରୋକ

ଫୁଲବାଣୀ: ଫୁଲବାଣୀ ପୌର ପରିଷଦରେ ପୃଥକ ପୃଥକ ଯାଗାରେ ରାସ୍ତା ରୋକ। ଶୁକ୍ରବାର ସକାଳୁ ଅରବିନ୍ଦ ନଗର ସାଳୁଆ ବଣ ସାହି ଓ ସନ୍ଧ୍ୟାରେ ଶଗଡ଼ିଆ ସାହିରେ ପାନୀୟ ଜଳ ସମସ୍ୟା ନେଇ ରାସ୍ତାରୋ ହୋଇଥିଲା। ପାଣି ସମସ୍ୟା ନେଇ…
Read More...

୫୦ଫୁଟ ବୋରୱେଲ୍‌‌ରେ ପଡିଗଲା ଶିଶୁ କନ୍ୟା: ୧୭ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ …

ନୂଆଦିଲ୍ଲୀ: ୪୫-୫୦ଫୁଟ ବୋରୱେଲ୍‌‌ ଗାତରେ ପଡିଗଲା ଶିଶୁ କନ୍ୟା। ଶିଶୁକୁ ଉଦ୍ଧାର କରିବାକୁ ୧୬-୧୭ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ। କିନ୍ତୁ ଦୁଃଖର କଥା ଶନିବାର ଦିନ ଶିଶୁଟିକୁ ମୃତ ଘୋଷଣା କରାଯାଇଛି। ଏଭଳି…
Read More...

ଆରଏସଏସ ଓ ବିଜେପି ମଧ୍ୟରେ ବଢୁଛି କି ଦୂରତା

ସମାଜ ଡିଜିଟାଲ ଡେସ୍କ: ଏକ ବର୍ଷ ହେବ ମଣିପୁର ଅଶାନ୍ତ। ସେଠାକାର ଲୋକାମାନେ ଶାନ୍ତିର ରାସ୍ତା ଖୋଜୁଛନ୍ତି। ଏହାପୂର୍ବରୁ ୧୦ ବର୍ଷ ହେବ ମଣିପୁରରେ ଶାନ୍ତି ବଜାୟ ରହିଥିଲା। ନିକଟରେ ରାଷ୍ଟ୍ରୀୟ ସ୍ୱଂୟ ସେବକ…
Read More...

‘ସମ୍ମିଳିତ ପ୍ରୟାସ ଆଗାମୀ ସମୟକୁ ସବୁଜ ଯୁଗ କରିବ’

ରୋମ୍‌ : ଜଳବାୟୁ ପରିବର୍ତ୍ତନକୁ ନେଇ ସମଗ୍ର ବିଶ୍ବ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାବେଳେ ଏହାକୁ ରୋକିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବ ସମୁଦାୟଙ୍କୁ ନିବେଦନ କରିଛନ୍ତି।…
Read More...

ଡେଲିଭରି ବଏକୁ ମାଡ଼ ମାରି ଲୁଟ୍‌‌

ଭବାନୀପାଟଣା: କଳାହାଣ୍ଡିି ଜିଲା ସଦର ଥାନା ଅନ୍ତର୍ଗତ ଜମୁନାବାହାଲ୍ ଗାଁ ନିକଟରେ ଜଣେ ଡେଲିଭରି ବଏକୁ ଆକ୍ରମଣ ହୋଇଛି। ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ମୋବାଇଲ, ଟଙ୍କା ଏବଂ କିଛି ପାର୍ଶଲ ସାମଗ୍ରୀ…
Read More...

ଗୋପାଳପୁର ପାନ୍ଥନିବାସରେ ରଜପର୍ବ ପାଳନ

ଗୋପାଳପୁର : ଗୋପାଳପୁର ପାନ୍ଥନିବାସରେ ତିନି ଦିନ ଧରି ରଜପର୍ବ ଉତ୍ସବ ପାଳନ କରାଯାଉଛି। ପରିଚାଳକ ବାପି ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ରଜ ଉତ୍ସବ ଅନୁଷ୍ଠିତ ହୋଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ରଜପର୍ବ…
Read More...

ଆଜି ରଜ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ଆଷାଢର ପହିଲି ପୁଲକରେ ପୁଲକିତ ଧରାପୃଷ୍ଠ। ରଜପାଇଁ ଗାଁଠୁ ସହର ଉତ୍ସବମୁଖର। ଦୋଳି ଖେଳରେ ମଉଜ କରୁଛନ୍ତି ଝିଅ ବୋହୂ। ଦ୍ୱିତୀୟ ଦିନରେ ସକାଳୁ ସକାଳୁ…
Read More...

୫ଦିନ ହେଲାଣି ଗାଁରେ ବିଦ୍ୟୁତ ନାହିଁ: ଧାରଣା ଦେଲେ ଗ୍ରାମବାସୀ

ଫୁଲବାଣୀ: ୫ଦିନ ହେଲା ବିଦ୍ୟୁତ ନାହିଁ। ଗ୍ରାମବାସୀଙ୍କୁ ଭଣ୍ଡଉଛନ୍ତି ବିଦ୍ୟୁତ କର୍ମଚାରୀ । ଏଭଳି ଅଭିଯୋଗ ଆସିଛି ଫୁଲବାଣୀ ବ୍ଲକ ଅନ୍ତର୍ଗତ ରୁଜାଙ୍ଗି ଗାଁରୁ । ଗାଁକୁ ବିଦ୍ୟୁତ ଯୋଗାଣ ଦାବିରେ ୧୫୭ ନମ୍ବର ଜାତୀୟ…
Read More...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ଦୁଇ ଗୁରୁତର

ପାଟଣା : ୨୦ ନଂ ଜାତୀୟ ରାଜପଥ ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବଲାଣିରୁ ଭୁବନେଶ୍ୱର ଯାଉଥିବା ' ମା ' ନାମକ ଏକ ଯାତ୍ରୀବାହୀ ବସକୁ ପଛପଟୁ ଏକ ୧୬ଚକିଆ ଲୁହାପଥର ଗୁଣ୍ଡ ବୋଝେଇ…
Read More...

ଭାରତୀୟ ସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଡ୍ରୋନ୍‌‌ ‘ନାଗାସ୍ତ୍ର-୧’: ଆତଙ୍କୀଙ୍କ ଉପରେ କରିବ ଏୟାରଷ୍ଟ୍ରାଇକ୍‌‌

ସମାଜ ଡିଜିଟାଲ ଡେସ୍କ: ଆତ୍ମନିର୍ଭର ଦିଗରେ ଆଉ ପାଦେ ଆଗକୁ ବଢିଛି ଭାରତର ପ୍ରତିରକ୍ଷା ବିଭାଗ। ଭାରତୀୟ ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍‌‌ ‘ନାଗାସ୍ତ୍ର-୧’। ପ୍ରଥମ ପର୍ଯ୍ୟାୟରେ ସେନାକୁ ୧୨୦ଟି…
Read More...

ସିକ୍କିମରେ ପ୍ରବଳ ବର୍ଷା; ୬ମୃତ, ଫସିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମ: ସିକ୍କିମରେ ପ୍ରବଳ ବର୍ଷା ଯୋଗୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ୧୫୦୦ ପର୍ଯ୍ୟଟକ ଫସି ରହିଥିବା ସୂଚନା ମିଳିଛି। ଏଠାରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଯେଉଁଥିପାଇଁ ପରିସ୍ଥିତି ଖରାପ ରହିଛି।…
Read More...

ରଜରେ ଅଘଟଣ: ବୋମା ନିଷ୍କ୍ରିୟ ବେଳେ ହାବିଲଦାର ମୃତ, ଘଟଣାସ୍ଥଳରେ ସାଇଣ୍ଟିଫିକ୍‌‌ ଟିମର ଯାଞ୍ଚ

କଟକ: ରଜରେ କଟକ ଗୋପାଳପୁର ଅଞ୍ଚଳରେ ଅଘଟଣ ଘଟିଛି। ପୁଲିସ ଜବତ କରିଥିବା ବୋମା ପାଣିରେ ନିଷ୍କ୍ରିୟ କରିବା ସମୟରେ ହଠାତ ଫୁଟିଥିଲା। ବୋମା ନିଷ୍କ୍ରିୟ କରୁଥିବା ହାବିଲଦାର ଗୁରୁତର ହେବାରୁ ତାଙ୍କୁ ଏସସିବିକୁ…
Read More...

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ମନମୁଖୀ ନିଷ୍ପତ୍ତି: ଯାତ୍ରୀଙ୍କ ହୋହଲ୍ଲା

ଭୁବନେଶ୍ୱର: ଏୟାର ଇଣ୍ଡିଆ ବିମାନର ମନମୁଖୀ ନିଷ୍ପତ୍ତି ପାଇଁ ଯାତ୍ରୀ କଲେ ହଙ୍ଗାମା। ଭୁବନେଶ୍ୱରରେ ଯାତ୍ରୀଙ୍କୁ ଛାଡିବା ବଦଳରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିଥିଲା ବିମାନ। ସେଠାରୁ ଯାତ୍ରୀଙ୍କୁ ନିଜ…
Read More...

ଦୋକାନରେ ପଶି ମା ଓ ଝିଅଙ୍କୁ ହାଣିଲେ ପଡୋଶୀ

ସମ୍ବଲପୁର: ଜମି ବିବାଦକୁ ନେଇ ମା-ଝିଙ୍କୁ ଆକ୍ରମଣ କଲେ ପଡୋଶୀ। ଘଟଣା ଘଟିଛି ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଦାନୀପାଲି ଅଞ୍ଚଳରେ । ଏଠାରେ ରହୁଥିବା ଇନ୍ଦୁ ଓ ପାୟଲଙ୍କୁ ତାଙ୍କ ପଡୋଶୀ ଆକ୍ରମଣ କରିଥିବା ଅଭିଯୋଗ…
Read More...

ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା, ଜଣେ ପୁଲିସ କର୍ମଚାରୀ ମୃତ

କଟକ: କଟକରେ କମିଶନରେଟ ପୁଲିସ ଜବତ ବୋମା ନିଷ୍କ୍ରିୟ ବେଳେ ବଡ ଅଘଟଣ। ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା। ସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ହୋଇଥିବା ବୋମା। ଆଜି ପୁଲିସ ପକ୍ଷରୁ ବୋମା…
Read More...

କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ବିଧାନସଭାର କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆଠଗଡ ବିଧାୟକ ରାଜା ସ୍ୱାଇଁଙ୍କୁ କାମଚଳା ବାଚସ୍ପତି ଭାବେ ରାଜଭବନରେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ।…
Read More...

କୁଏତ ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ୨ଜଣ ଓଡ଼ିଆ

ସମାଜ ଡିଜିଟାଲ ଡେସ୍କ: କୁଏତରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇଜଣ ଓଡ଼ିଆ। ସେମାନେ ହେଲେ ଆଠଗଡର ମହମ୍ମଦ ଜୁହର ଓ ଗଞ୍ଜାମ ଜିଲାର ସନ୍ତୋଷ ଗୌଡ। ଆଠଗଡ ତିଗିରିଆ ଥାନା କରଡାପଲ୍ଲୀ ଗାଁର…
Read More...

ବରପୁତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୁଷ୍ପମାଲ୍ୟାର୍ପଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜଧାନୀ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିଛନ୍ତି। ପ୍ରଥମେ ମ୍ୟୁଜିୟମ୍‌‌ ଛକରେ ବକ୍ସି ଜଗବନ୍ଧୁଙ୍କ…
Read More...

ଟ୍ରକ ଧକ୍କାରେ ୬ ମତ୍ସ୍ୟଜୀବୀ ମୃତ

ଆନ୍ଧ୍ରପ୍ରଦେଶ: ମତ୍ସ୍ୟଜୀବୀଙ୍କୁ ନେଇ ଯାଉଥିବା ପିକ୍‌‌ଅପ୍‌‌ ଭ୍ୟାନକୁ ପିଟିଲା ଟ୍ରକ। ଫଳରେ ଘଟଣାସ୍ଥଳରେ ୫ ଓ ମେଡିକାଲରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାରେ ଅନ୍ୟ ୫ଜଣଙ୍କୁ ଗୁରୁତର…
Read More...

ରଜ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବନସ୍ତେ ଡାକିଲା ରଜ, ବରଷକେ ଥରେ ଆସିଛି ରଜ। ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ନାଗପୁରରେ ଚାଞ୍ଚଲ୍ୟ: ବାପାକୁ କାର ଚଢାଇ ହତ୍ୟା, ୩୦୦କୋଟିର ସମ୍ପତ୍ତି ପାଇଁ ବୋହୂ ଦେଇଥିଲା ସୁପାରୀ

ନାଗପୁର: ବର୍ତ୍ତମାନ ଯୁଗରେ ସମ୍ପତ୍ତି ଲୋଭ ମଣିଷକୁ ଏଭଳି ଭାବେ ଅନ୍ଧ କରିଛି ଯେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲିଯାଉଛି। ସମ୍ପତ୍ତି ପାଇଁ ସବୁ ସମ୍ପର୍କ ଭୁଲି ଜଣେ ବୋହୂ କିଭଳି ପିଶାଚିନୀ ପାଲଟିଛି ତାହା ନାଗପୁର…
Read More...

କାଶୀପୁରରେ ଅଜଣା ରୋଗ ନେଲା ଆଉ ଏକ ଜୀବନ: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ରାୟଗଡା: କାଶୀପୁରରେ ଅଜଣା ରୋଗରେ ଗଲା ଆଉ ଏକ ଜୀବନ। ଆଜି ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ଅବସ୍ଥାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ରାତିରେ ଜଣେ ୧୩ ବର୍ଷ ଝିଅର ମୃତ୍ୟୁ ହୋଇଥିବା…
Read More...

ଆଜି ପହିଲି ରଜ: ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ପହିଲି ରଜ। କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁଠୁ ସହର। ଜ୍ୟେଷ୍ଠ ମାସ ଶେଷ ଓ ଆଷାଢର ପହିଲି ପୁଲକରେ ଆସିଛି ରଜ ପର୍ବ। ଆଷାଢର ପ୍ରଥମ ଜଳରେ ମାଟି ମା ହୋଇଛି ରଜସ୍ୱଳା। ଏଥିପାଇଁ ଏହିଦିନ…
Read More...

ଆଜି ସଜବାଜ: କାଲି ପହିଲି ରଜ

ଭୁବନେଶ୍ୱର: ରଜ ପାଇଁ ଆରମ୍ଭ ହୋଇଛି ସଜବାଜ। ଗାଁଠାରୁ ସହର ସବୁଠି ରଜ ପାଇଁ ପ୍ରସ୍ତୁତି ଜୋରଦାର। କୁଆଁରୀମାନେ ରଜ ୩ଦିନ ପାଳନ ପାଇଁ ନୂଆ ପୋଷାକ, ଦୋଳି ଖେଳିବା, ପିଠା ଖାଇବା, ଖେଳକୁଦ ଓ ମୁଉଜ କରିବାକୁ ସମସ୍ତ…
Read More...

ନବୀନ ନିବାସରେ ବିଜେଡି ନେତା

ଭୁବନେଶ୍ୱର: ନବୀନ ନିବାସରେ ପହଞ୍ଚିଛନ୍ତି ବରିଷ୍ଠ ବିଜେଡି ନେତା। ବିଜେଡି ନେତା ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ ନବୀନ ନିବାସ ଯାଇ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି। ମିଳିଥିବା…
Read More...

ଓଡ଼ିଶାର ୬୭ଟି ସ୍ଥାନରେ ସିବିଆଇ ଚଢାଉ

ଭୁବନେଶ୍ୱର:  ପୋଷ୍ଟାଲ୍‌‌ ପରୀକ୍ଷାରେ ଜାଲ ସାର୍ଟିପିକେଟ ନେଇ ରାଜ୍ୟର ବିଭିନ୍ନ ଜିଲାରେ ସିବିଆଇ ଚଢାଉ ହୋଇଛି। କଳାହାଣ୍ଡି, ନୂଆପଡା, ମୟୂରଭଞ୍ଜ, ବାଲେଶ୍ୱର, ରାୟଗଡା, କନ୍ଧମାଳ, କେନ୍ଦୁଝର, ଭଦ୍ରକ, ନବରଙ୍ଗପୁରର…
Read More...

ଆସିବ ‘ବର୍ଡର-୨’- ଘୋଷଣା କଲେ ସନ୍ନି ଦେଓଲ୍‌‌

ମୁମ୍ବଇ: ୧୯୯୭ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ବର୍ଡର’ର ସିକ୍ୱେଏଲ ‘ବର୍ଡର-୨’ ଆସିବାକୁ ଯାଉଛି। ଅନେକ ଦିନ ହେବ ‘ବର୍ଡର-୨’ ଫିଲ୍ମ ନିର୍ମାଣ ନେଇ ଚର୍ଚ୍ଚା ଲାଗି ରହିଥିଲା। ବର୍ତ୍ତମାନ ପ୍ରଶଂସକମାନଙ୍କ…
Read More...

ସୁଭଦ୍ରା ଯୋଜନାରେ କେମିତି ପାଇବେ ୫୦ହଜାର; ଜାଣନ୍ତୁ ଆବେଦନ ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶାରେ ନୂଆ ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ବଡ ଘୋଷଣା କରାଯାଇଛି। ୪ଟି ପ୍ରସ୍ତାବ ମଧ୍ୟରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ହେଉଛି ବଡ ଘୋଷଣା। ଆଗାମି ୧୦୦ଦିନ ଭିତରେ…
Read More...

ଏହି ୪ ଆତଙ୍କବାଦୀଙ୍କୁ ଧରାଇଲେ ପୁଲିସ ଦେବ ୨୦ଲକ୍ଷ ପୁରସ୍କାର: ଜାରି ହେଲା ସ୍କେଚ୍‌‌

ଜାମ୍ମୁ: ଡୋଡା ଜିଲାରେ ଦୁଇଟି ଆକ୍ରମଣରେ ସମ୍ପୃକ୍ତ ଚାରିଜଣ ଆତଙ୍କବାଦୀଙ୍କ ସ୍କେଚ୍‌‌ ଜାରି କରିଛି ଜାମ୍ମୁ-କାଶ୍ମୀର ପୁଲିସ। ଏମାନଙ୍କୁ ଧରିବା ପାଇଁ ସହାୟତା କଲେ ୨୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି…
Read More...

କେତେ ଟଙ୍କା ଦରମା ପାଆନ୍ତି ଉପ-ମୁଖ୍ୟମନ୍ତ୍ରୀ ? କ’ଣ ତାଙ୍କର କ୍ଷମତା ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ନୂଆ ସରକାର ଗଠନ ହୋଇଛି। ଆନ୍ଧ୍ରରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ଓଡ଼ିଶାରେ ବିଜେପିର ମୋହନ ମାଝି ମୁଖ୍ୟମନ୍ତ୍ରୀ ଭାବେ…
Read More...

ଆମେରିକାକୁ ହରାଇ ସୁପର-୮ରେ ଭାରତ

ନ୍ୟୁୟର୍କ: ଟ୍ୱେଣ୍ଟି୨୦ ବିଶ୍ୱକପର ସୁପର-୮ରେ ପ୍ରବେଶ କରିଛି ଭାରତ। ଅର୍ଶଦୀପ ସିଂହଙ୍କ ୪ୱିକେଟ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଆମେରିକାକୁ ୭ୱିକେଟରେ ପରାସ୍ତ କରି ସୁପର-୮ରେ ପ୍ରବେଶ କରିଛି…
Read More...

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ସନ୍ଧ୍ୟାରେ ହେବାକୁ ଥିବା ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ମୋଦୀ। ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ…
Read More...

ଶ୍ରୀଜିଉଙ୍କ ଦର୍ଶନ କଲେ ରାଜନାଥ ସିଂହ ଓ ଅଶ୍ୱିନୀ ବୈଷ୍ଣବ

ପୁରୀ: ପୁରୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପୁରୀ ସାଂସଦ ସମ୍ବିତ ପାତ୍ର ।…
Read More...

ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ନିର୍ଦ୍ଦେଶନାମା

ଭୁବନେଶ୍ୱର: ସରକାରୀ ଅଧିକାରୀଙ୍କ ଛୁଟି ନିର୍ଦ୍ଦେଶନାମାରେ ଆଂଶିକ ପରିବର୍ତ୍ତନ କରିଛି ସାଧାରଣ ପ୍ରଶାସନ ବିଭାଗ । ଛୁଟିରେ ଥିଲେ ବି ଫୋନ୍‌‌ରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩୦ ଜୁନ୍‌‌ ଯାଏ ସରକାରୀ…
Read More...

ସାଧାରଣ ଜନତାଙ୍କୁ ଭେଟିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝି। ଏହାପୂର୍ବରୁ ଭୁବନେଶ୍ୱରରେ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏହି ସମୟରେ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା…
Read More...

୪ବର୍ଷର ଝିଅକୁ ବାର୍ଡ ଫ୍ଲୁ: ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ପଶ୍ଚିମବଙ୍ଗ: ଭାରତ ସମେତ ବିଶ୍ୱର ଅନେକ ଦେଶରେ ଆତଙ୍କ ଖେଳାଇଛି ବାର୍ଡ-ଫ୍ଲୁ। ପୂର୍ବରୁ ଆମେରିକାରେ ମଣିଷ ଦେହରେ ବାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ଏବେ ଭାରତରେ ଚଳିତ ବର୍ଷର ଏହା ପ୍ରଥମ ମାମଲା ବୋଲି ସୂଚନା ମିଳିଛି।…
Read More...

ମହଙ୍ଗା ହେଲା ମଦ ଓ ବିୟର

ଚଣ୍ଡିଗଡ: ହରିୟାଣାରେ ନୂଆ ମଦ ନୀତି ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି । ନୂଆ ନୀତି ଲାଗୁ ହେବା ଫଳରେ ରାଜ୍ୟରେ ମଦ ବିକ୍ରେତାଙ୍କ ପାଇଁ ଏକ ଖରାପ ଖବର ଆସିଛି। କାରଣ ରାଜ୍ୟରେ ମଦ ମହଙ୍ଗା ହୋଇଛି। ଏହାବ୍ୟତୀତ ବିୟର…
Read More...

ଆଜି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏନ୍‌‌. ଚନ୍ଦ୍ରବାବୁ ନାଇଡୁ

ଆନ୍ଧ୍ରପ୍ରଦେଶ: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ତେଲୁଗୁ ଦେଶମ ପାର୍ଟି ସୁପ୍ରିମୋ ଏନ୍‌‌.ଚନ୍ଦ୍ରବାବୁ ନାଇଡୁ। ପୂର୍ବାହ୍ନରେ କ୍ରିଷ୍ଣା ଜିଲାର ଗଣାଭରମ ଅନ୍ତର୍ଗତ କେଶରପଲ୍ଲୀ ଆଇଟି ପାର୍କରେ ଆୟୋଜିତ ହେବ…
Read More...

ଶୁକ୍ର ଗୋଚର: ଚାନ୍ଦି ଭଳି ଚମକିବ ୫ଟି ରାଶିଙ୍କ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ଭୌତିକ ସୁଖ ଓ ସୁବିଧା ପାଇଁ ସହାୟକ ଶୁକ୍ରଗ୍ରହ ୧୨ଜୁନରେ ରାଶି ପରିବର୍ତ୍ତନ କରୁଛି। ବୁଧବାର ସନ୍ଧ୍ୟା ୬ଟା ୩୭ ମିନିଟରେ ଶୁକ୍ର ବୃଷରୁ ବାହାରି ମୁଥୁନରେ ପ୍ରବେଶ କରିବେ। ଶୁକ୍ରଙ୍କ ଏହି…
Read More...

ଦେଶର ପରବର୍ତ୍ତୀ ସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଲୀ: ଭାରତୀୟ ସେନାର ନୂଆ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଜୁନ୍‌‌ ୩୦ରେ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ଉପେନ୍ଦ୍ର ଦ୍ୱିବେଦୀ। ପରମ ବିଶିଷ୍ଠ ସେବା ପଦକ ଏବଂ…
Read More...