ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ସରକାର ଗଠନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝି। ସନ୍ଧ୍ୟା ୫ଟାରେ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ପ୍ରଥମ କ୍ୟାବିନେଟ ବୈଠକ ବସିବ।…
Read More...

ଆଜି ଟି-୨୦ରେ ଭାରତ-ଆମେରିକା ମୁକାବିଲା

ନ୍ୟୁୟର୍କ: ଚଳିତ ଆଇସିସି ଟି୨୦ ବିଶ୍ବକପର ବୁଧବାର ଆୟୋଜକ ଆମେରିକା ଓ ଭାରତ ମଧ୍ୟରେ ଗ୍ରୁପ-ଏ ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଖେଳାଯିବ। ଉଭୟେ ଦୁଇଟି…
Read More...

ଜୁନ୍‌‌ ୧୩ରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ

ଭୁବନେଶ୍ୱର: ଆସନ୍ତା ୧୩ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ସାମ୍ବାଦିକ ମାନେ ଲୋକସେବା ଭବନକୁ ଯିବା ଉପରେ କଟକଣା…
Read More...

‘କଳ୍କି-୨୮୯୮ ଏଡି’ର ଟ୍ରେଲର ରିଲିଜ ପରେ ରାଗିଗଲେ ଅମିତାଭ

ମୁମ୍ବଇ: ରିଲିଜ ହୋଇସାରିଛି ‘କଳ୍କି ୨୮୯୮ ଏଡି’ର ଟ୍ରେଲର। ବିଗ୍‌‌ ବି ଅମିତାଭ ବଚନ, ପ୍ରଭାସ, ଦୀପିକା ପାଦୁକୋନ୍‌‌, ଦିଶା ପଟାନୀ ଦ୍ୱାରା ଅଭିନୀତ କଳ୍କି ୨୮୯୮ ଏଡି’। ଏଥିରେ ଅମିତାଭଙ୍କୁ ଆକ୍ସନ ଅବତାରରେ ଦେଖି…
Read More...

ନିଟ୍‌‌-ୟୁଜି ପରୀକ୍ଷା ଫଳାଫଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌‌-ୟୁଜିକୁ ନେଇ ଦେଖା ଦେଇଥିବା ବିବାଦ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଯାଉଛି। ନିଟ୍‌‌ ୟୁଜି-୨୦୨୪କୁ ରଦ୍ଦ କରିବା ଲାଗି ହୋଇଥିବା ଆବେଦନର ଶୁଣାଣି…
Read More...

ସାବଧାନ୍‌‌! କେମିକାଲ ଆମ୍ବ ଖାଉଛନ୍ତି କି? ହୋଇପାରେ କର୍କଟ ରୋଗର କାରଣ

ସମାଜ ଡିଜିଟାଲ ଡେସ୍କ: ଗ୍ରୀଷ୍ମଋତୁ ସହ ବର୍ତ୍ତମାନ ଆମ୍ବ ସିଜିନ୍‌‌। ଅନେକ ଲୋକ ଆମ୍ବ ଖାଇବାକୁ ବହୁତ ଭଲ ପାଆନ୍ତି ତ ଆଉ କେହି ନୁହେଁ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବରେ କିଛି ଏଭଳି ରସାୟନିକ ପଦାର୍ଥ ବ୍ୟବହାର…
Read More...

ଜାଣନ୍ତୁ ଖରାଦିନେ ପିଲାଙ୍କୁ ଅଣ୍ଡା ଖାଇବାକୁ ଦେବେ କି ନାହିଁ

ସମାଜ ଡିଜିଟାଲ ଡେସ୍କ: ଅନେକ ଲୋକଙ୍କ ମତରେ ଖରାଦିନେ ଅଣ୍ଡା ଖାଇବାଠାରୁ ଦୂରେଇ ରହିବା ଭଲ। ଅଣ୍ଡା କେବଳ ଶୀତ ଦିନେ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଖରା ଦିନରେ ଅଣ୍ଡା ଖାଇବା ଦ୍ୱାରା ଶରୀର ଆହୁରି ଗରମ ହୋଇଯାଏ…
Read More...

ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବାହାଘର, ଆଜି ହେବ ନଗର ଭ୍ରମଣ

ଜି.ଉଦୟଗିରି: ମଙ୍ଗଳବାର ଦିନ ଶୀତଳ ଷଷ୍ଠୀ। ସୋମବାର ବିଳମ୍ବିତ ରାତିରେ ପରମ୍ପରା ଅନୁଯାୟୀ ପଞ୍ଚମୀ ତିଥିରେ ଦେବ ଦମ୍ପତିଙ୍କ ବିବାହ କାର୍ୟ୍ୟକ୍ରମ ସ୍ଥାନୀୟ ଶ୍ରୀଶ୍ରୀ ଆନନ୍ଦେଶ୍ବର ଓ ଶ୍ରୀଶ୍ରୀ ଧବଳେଶ୍ବର ମନ୍ଦିର…
Read More...

ହାରିବା ପରେ କାନ୍ଦିଲେ ପାକ୍‌‌ ଖେଳାଳି ନସିମ୍‌‌; ଶାନ୍ତ୍ୱନା ଦେଲେ ରୋହିତ

ମୁମ୍ବଇ: ଚଳିତ ଟି-୨୦ ବିଶ୍ୱକପରେ କୋହଲିଙ୍କୁ ପ୍ରଥମ ଓଭରରେ ଆଉଟ କରିଥିଲେ ପାକିସ୍ତାନ ଦଳର ବୋଲର ନସିମ୍‌‌ ଶାହ। ଏହାପରେ ସେ ବହୁତ ଖୁସି ହୋଇଥିଲେ। କିନ୍ତୁ ତାଙ୍କର ଏହି ଖୁସି ବେଶି ସମୟ ରହିନଥିଲା। ମ୍ୟାଚ ଶେଷରେ…
Read More...

ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡିଲେ ଭକ୍ତ ଦାସ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଭକ୍ତ ଦାସ। ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ଯୋଗୁଁ ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ…
Read More...

ପିଜ୍ଜା ଖାଉଥିଲେ ମହିଳା: ବେକରୁ ଏଭଳି ଚୋରି ହେଲା ଚେନ୍‌‌, ଭିଡ଼ିଓ ଦେଖି ତାଜୁବ୍‌‌

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ଭିଡ଼ିଓ ଭାଇରାଲ ହେଉଥିବା ଆମେ ଦେଖିବାକୁ ମିଳିଥାଏ। ଏବେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁଥିରେ ଏକ ଚେନ ଲୁଟେରା ଜଣେ…
Read More...

ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା: ପ୍ରଥମ ଦସ୍ତଖତ କଲେ ମୋଦୀ

ନୂଆଦିଲ୍ଲୀ: ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିଏମ କିଷାନ ନିଧିରେ ଚାଷୀଙ୍କ ଆକାଉଣ୍ଟକୁ ୧୭ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମା ଜାରି…
Read More...

ସୁସ୍ଥ ତ୍ୱଚା ପାଇଁ କଣ କରିବେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଖରାଦିନ ହେଉ କି ଶୀତଦିନ ଚର୍ମ ରୋଗ ସମସ୍ତଙ୍କ ପାଇଁ ଏକ ସାଧାରଣ ରୋଗର ସମସ୍ୟା ଭାବେ ଉଭା ହୋଇଛି। ତେବେ କାହିଁକି ହୋଇଥାଏ ଚର୍ମ ରୋଗ, ଯଦି ଆପର ଏହି ରୋଗର ଶିକାର ହୋଇଛନ୍ତି ତେବେ କଣ ଖାଇବେ କଣ…
Read More...

ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମାନେ ତୃତୀୟ ଥର ଶପଥ ନେବା ପରେ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ମୋଦୀଙ୍କ ନେତୃତ୍ୱରେ ଦେଶ ବିକାଶ ନୂଆ ପାହାଚରେ ପହଞ୍ଚିବା ନେଇ…
Read More...

୨୮୬ ଲିଟର ଦେଶୀ ମଦ ସହ କାର ଜବତ: ମହିଳା ସମେତ ୬ ଗିରଫ

ସମ୍ବଲପୁର: ବେଆଇନ ଭାବରେ ଦେଶୀ ମଦ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ। ଅବକାରୀ ବିଭାଗର ପେଟ୍ରୋଲିଂ ସମୟରେ ଏକ କାର ସହିତ ବିପୁଳ ଦେଶୀ ମଦ ଜବତ କରାଯାଇଛି। ରବିବାର ପେଟ୍ରୋଲିଂ ସମୟରେ ଧମା–ସମ୍ବଲପୁର ରାସ୍ତାରେ ଥିବା…
Read More...

୬୫୨ ବୋତଲ କଫସିରପ୍‌‌ ଜବତ କଲା ଅବକାରୀ ବିଭାଗ: ୪ଗିରଫ

ସମ୍ବଲପୁର :  ଜିଲା ଅବକାରୀ ବିଭାଗ ପକ୍ଷରୁ ଶୀତଳଷଷ୍ଠୀ ଯାତ୍ରାକୁ ଧ୍ୟାନରେ ରଖି ନିଶାଦ୍ରବ୍ୟର ବେଆଇନ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଅଭିଯାନ ଜାରି ରହିଛି। ମୋଟ ୩ଟି ସ୍ଥାନରେ ଚଢଉ କରାଯାଇ ମୋଟ ୬୫୨ କଫ ସିରପ…
Read More...

ଭୁବନେଶ୍ୱରରୁ ବ୍ରହ୍ମପୁରକୁ ବିମାନ ସେବା ବନ୍ଦ ହେବ କି?

ଗୋପାଳପୁର: ବହୁ ପ୍ରତିକ୍ଷିତ ଭୁବନେଶ୍ବର -ବ୍ରହ୍ମପୁର ଓ ବ୍ରହ୍ମପୁର -ଭୁବନେଶ୍ବର ବିମାନ ସେବା ବନ୍ଦ ହୋଇଯିବ କି? ଏନେଇ ସାଧାରଣରେ ଆଲୋଚନା ଜୋର ଧରିଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପ୍ରତି ସପ୍ତାହର ବୁଧୁବାର…
Read More...

ଶିବବିବାହ ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣି ପୀଠ: ଆଜି ମଙ୍ଗନ, କାଲି ବାହାଘର

ଆରଡି: ଚଳଚଞ୍ଚଳ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ। ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ପୀଠ। ମନ୍ଦିର ପରିସର ଓ ପୀଠକୁ ରଙ୍ଗିନ ଆଲୋକରେ ସୁସଜିତ କରାଯାଇଥିବା ବେଳେ ଫୁଲରେ…
Read More...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ମାଲ ବୋଝେଇ ଟ୍ରକ, ଗାଡ଼ି ଚାଳକ ମୃତ

ସିମୁଳିଆ: ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ମାଲ ବୋଝେଇ ଟ୍ରକ। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ପଡୋଶୀ ଆନ୍ଧ୍ରରୁ ବିହାର ରାଜ୍ୟ ପାଟନା ଯାଉଥିବା ଏକ ମାଲ ବୋଝେଇ ଟ୍ରକ ଆଜି ଭୋର ସମୟରେ ମାର୍କୋଣା ବସ…
Read More...

ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାଭାବିକ ୪ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବା ପରେ ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ସକ୍ରିୟ…
Read More...

ଆଇପିଏସ୍‌‌ ଆଶିଷ ସିଂହ ସମ୍ପୂର୍ଣ୍ଣ ସୁସ୍ଥ; ଭୁଲ ତଥ୍ୟ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର: ଆସିଲା ଆଇପିଏସ୍‌‌ ଆଶିଷ ସିଂହଙ୍କ ମେଡିକାଲ ରିପୋର୍ଟ। ଶାରିରୀକ ଓ ମାନସିକ ସ୍ତରରେ ଆଶିଷ ସିଂହ ସମ୍ପୂର୍ଣ୍ଣ ସୁସ୍ଥ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଭାରତୀୟ ନିର୍ବାଚନ କମିଶନ ଆଶିଷ ସିଂହଙ୍କ ବିରୋଧରେ…
Read More...

ପିଲାଙ୍କ ଉପରେ ପିତା ମାତାଙ୍କ କୌଣସି ଅଧିକାର ନାହିଁ: ଜାଣନ୍ତୁ କାହିଁକି ଏମିତି କହିଲେ କୋଟିପତି ମାଲିକାଣି ସୁଧା…

ସମାଜ ଡିଜିଟାଲ ଡେସ୍କ: ଇନଫୋସିସ୍‌‌ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ସୁଧା ମୁର୍ତ୍ତୀ କେବଳ ଜଣେ ସମାଜ ସେବୀ ନୁହଁନ୍ତି ବରଂ ଜଣେ ମାତା ମଧ୍ୟ। ଲୋକଙ୍କୁ ଜୀବନରେ ଆଗକୁ ବଢିବାରେ ସେ ଅନେକଙ୍କୁ ପ୍ରେରଣା…
Read More...

ସାବଧାନ! ଏମିତି ଗାଡି ଚଳାଇଲେ କଟିବ ୨୫ହଜାର ଚାଲାଣ

ନୂଆଦିଲ୍ଲୀ: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜୁନ ୧ରୁ ନୂଆ ନିୟମ ଲାଗୁ କରାଯାଇଛି। ଏଥିରେ ଦ୍ରୁତ ଗତିରେ ଗାଡି ଚଳାଇବା ପାଇଁ ଭାରି ମାତ୍ରାରେ ଜୋରିମାନା ଦେବାକୁ ପଡିବ। ନିୟମ ଅନୁଯାୟୀ ଯଦି କେହି ଦ୍ରୁତ ବେଗରେ…
Read More...

ନିଟ୍‌‌ ପରୀକ୍ଷାରେ ଗୋଟିଏ କୋଚିଂ ସେଣ୍ଟରରୁ ୮ଜଣ ଟପ୍ପର; ସମସ୍ତଙ୍କୁ ଶତପ୍ରତିଶତ ମାର୍କ ମିଳିବା ପରେ ଅଦାଲତରେ…

ନୂଆଦିଲ୍ଲୀ: ଜୁନ ୪ରେ ଦେଶରେ ନିର୍ବାଚନ ଫଳାଫଳ ଘୋଷଣା ହେବା ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ତାହା ହେଲା ନିଟ୍‌‌ ପରୀକ୍ଷା ଫଳାଫଳ। ଏବେ ଏହି ପରୀକ୍ଷା ଫଳାଫଳରେ ଅନିୟମିତତା ହୋଇଥିବା…
Read More...

ଶନିବାର ଦିନ କରନ୍ତୁ ନାହିଁ ଏହି ଭୁଲ; ମିଳିବ ଶୁଭଫଳ

ସମାଜ ଡିଜିଟାଲ: ଶନିବାର ହେଉଛି ନ୍ୟାୟର ଦେବତା ଶନି ଦେବଙ୍କ ବାର। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ ନ୍ୟାୟ ପ୍ରିୟ ଦେବତା ଏବଂ ମଣିଷକୁ ପୃଥିବୀ ପୃଷ୍ଟରେ ନିଜର କର୍ମ ଅନୁସାରେ ସେ ଫଳ ଦେଇଥାନ୍ତି। କୁହାଯାଏ ଯେ…
Read More...

ରଥଯାତ୍ରା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ଆଠଗଡ: ପବିତ୍ର ରଥଯାତ୍ରା ନିମନ୍ତେ ଶୁକ୍ରବାର ଆଠଗଡ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ନାରାୟଣପୁରରେ ମାଓ ଆକ୍ରମଣ

ଛତିଶଗଡ : ବିଏସଏଫ କ୍ୟାମ୍ପ ଉପରେ ମାଓବାଦୀଙ୍କ ରକେଟ ମାଡ। ଛତିଶଗଡ ନାରାୟଣପୁର ଇରାକବତୀ ସିଆରପିଏଫ କ୍ୟାମ୍ପକୁ ରକେଟ ମାଡ ହୋଇଥିବା ସୂଚନା ମିଳିଛି। ରକେଟ ମାଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯବାନ। ୪ଟି ବିଜିଏଲ…
Read More...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ

ଭୁବନେଶ୍ୱର: ବିଜେପି ନେତା ତଥା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ। ଆସନ୍ତା ୯,୧୦,୧୧ ତାରିଖ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଏଡିଜେ କୋର୍ଟ। ବୁଥରେ ଭଙ୍ଗରୁଜା…
Read More...

ମୋଦୀଙ୍କ ପାଇଁ ସମସ୍ତେ ଠିଆ ହୋଇଥିଲେ, ଦୁଇ କିଙ୍ଗ୍‌‌ମେକର ନେତା ବସି ଦେଖୁଥିଲେ ଦୃଶ୍ୟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଏନଡିଏର ସଂସଦୀୟ ଦଳ ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଆଜିର ବୈଠକରେ ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…
Read More...

ନରେନ୍ଦ୍ର ମୋଦୀ ଏନଡିଏ ନେତା ନିର୍ବାଚିତ

ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳ ବୈଠକରେ ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦୀ। ଶୁକ୍ରବାର ସମ୍ବିଧାନ ଭବନରେ ଏନଡିଏ ସଂସଦୀୟ ଦଳର ବୈଠକ ବସିଥିଲା। ଯେଉଁଥିରେ ନରେନ୍ଦ୍ର ମୋଦୀ ଏନଡିଏ ମେଣ୍ଟର ନେତା ଭାବେ…
Read More...

ଅନଲାଇନ ଠକେଇ ରୋକିବାକୁ ନୂଆ ବ୍ୟବସ୍ଥା ଆଣିବ ଆରବିଆଇ

ନୂଆଦିଲ୍ଲୀ: ଅନଲାଇନ ଠକେଇ ରୋକିବାକୁ ଆରବିଆଇ ଆପଣାଇବାକୁ ଯାଉଛି ନୂଆ ବ୍ୟବସ୍ଥା। ଏଥିପାଇଁ ଡିଜିଟାଲ ପେମେଣ୍ଟ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ସୃଷ୍ଟି କରିବ ଆରବିଆଇ। ଅନଲାଇନ ଠକେଇ ରୋକିବା ଏବଂ ଡିଜିଟାଲ ପେମେଣ୍ଟ…
Read More...

ନିର୍ବାଚନ ଜିତିବା ପରେ ବଡ ଭାଇଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପୱନ କଲ୍ୟାଣ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ପୱନ କଲ୍ୟାଣ ଚଳିତ ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ପୱନଙ୍କ ଜନସେବା ଦଳ ଆନ୍ଧ୍ରପ୍ରଦେଶରେ ୨ଟି ଲୋକସଭା ସିଟ୍‌‌ ଓ ୨୧ଟି ବିଧାନସଭା ସିଟ୍‌‌ରେ ବିଜୟ ହାସଲ…
Read More...

ଆଜିଠୁ ଯୁକ୍ତ ଦୁଇ ପାଇଁ ନାମଲେଖା ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ…
Read More...

ନୂଆ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା: ଆଗରେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଦୀର୍ଘ ୨୪ ବର୍ଷର ବିଜୁ ଜନତା ଦଳ(ବିଜେଡି) ଶାସନର ଦୁର୍ଗ ପତ୍ତନ ପରେ ଓଡ଼ିଶାରେ ପ୍ରଥମ ଥର ଲାଗି ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
Read More...

ଆଜି ବସିବ ଏନଡିଏର ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ। ଏହା ପୂର୍ବରୁ ଆଜି ଦିଲ୍ଲୀରେ ଏନଡିଏର ସଂସଦୀୟ ବୈଠକ ବସିବାକୁ ଯାଉଛି। ସଂସଦର ସେଣ୍ଟ୍ରାଲ ହଲରେ ଦିନ…
Read More...

୧୦ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏହାରି ଭିତରେ ପାଣିପାଗ ବିଭାଗ ପକ୍ଷରୁ ଆଶ୍ୱସ୍ତିକର ଖବର ଆସିଛି। ଆସନ୍ତା ୧୦ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁବା ନେଇ…
Read More...

ଇସ୍ତଫା ଦେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନରେନ୍ଦ୍ର ମୋଦୀ। ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଜୁନ୍‌‌ ୮ତାରିଖରେ ତୃତୀୟ ଥର ପାଇଁ…
Read More...

କାହିଁକି ହାରିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦୁଇଟି ଲୋକସଭା ଆସନ ଆମେଥି ଓ ରାଏବରେଲୀ ସବୁବେଳେ କଂଗ୍ରେସର ଦୁର୍ଗ ଭାବେ ରହିଆସିଛି। ୨୦୧୯ରେ ଆମେଥି ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ହରାଇ ବାଜି ମାରିଥିଲେ ବିଜେପିର…
Read More...

ନିଖୋଜ ଡାକ୍ତର ଅମ୍ଲାନ ଭୋଇ କର୍ଣ୍ଣାଟକରୁ ଠାବ

ମାଲକାନଗିରି: କାଲିମେଳାରୁ ଅପହୃତ ଡାକ୍ତର ଅମ୍ଲାନ ଭୋଇଙ୍କ ମିଳିଲା ପତ୍ତା। ତାଙ୍କୁ ସୁରକ୍ଷିତ ଭାବେ କର୍ଣ୍ଣାଟକରୁ ଉଦ୍ଧାର କରିଛି ପୁଲିସ। ଏନେଇ ମାଲକାନଗିରି ଏସପି ସୂଚନା ଦେଇଛନ୍ତି। ଏବେ ଡାକ୍ତର ଅମ୍ଲାନ ଭୋଇଙ୍କୁ…
Read More...

ବିଜୟ ପରେ ଲିଙ୍ଗରାଜଙ୍କ ଦର୍ଶନ କଲେ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ବୃହତ ବିଜୟ ପରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଏକାମ୍ର ବିଧାୟକ ବାବୁ ସିଂହ। ଉଭୟ ପଦଯାତ୍ରା କରି ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିଥିଲେ।…
Read More...

ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ। ଦିନ ୧୧ଟା ୩୦ମିନିଟରେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବିଧାନସଭାରେ ବିଜେଡିର ପରାଜୟ ପରେ…
Read More...

ଆଜିଠୁ ଭାରତର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଭାରତ ଟି-୨୦ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପ୍ରଥମ ମ୍ୟାଚରେ ଆୟରଲାଣ୍ଡ ସହ ମୁକାବିଲା ହେବ। ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଆଫଗାନିସ୍ତାନ…
Read More...

ଆଜି ଇସ୍ତଫା ଦେବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନବୀନ ପଟ୍ଟନାୟକ। ଦିନ ୧୧ଟା ୩୦ମିନିଟରେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଦେବେ ଇସ୍ତଫା ପତ୍ର । ୨୦୦୦ ମସିହା ମାର୍ଚ୍ଚ ୫ରେ ପ୍ରଥମ ଥର ପାଇଁ…
Read More...

ଆଜି ବିଶ୍ୱ ପରିବେଶ ଦିବସ: ଥିମ୍‌‌ ‘ଭୂମି ପୁନରୁଦ୍ଧାର କର, ପୃଥିବୀକୁ ପୁନର୍ଜୀବିତ କର’

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନ ପାଳନ କରାଯାଉଛି। ପରିବେଶକୁ ପ୍ରଦୂଷଣରୁ କିପରି ରୋକାଯାଇ ପାରିବ ସେନେଇ ସଚେତନତା ସୃଷ୍ଟି କରାଯାଉଛି। ଚଳିତ ବର୍ଷର ଥିମ୍‌‌…
Read More...

ଭବିଷ୍ୟତରେ ଆଉ ନିର୍ବାଚନ ଲଢିବିନି- ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଭଣ୍ଡାରପୋଖରୀ ବିଧାନସଭା ଆସନରୁ ପରାଜିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି ଯେ ଦୀର୍ଘ ବର୍ଷ ରାଜନୈତିକ ଜୀବନରେ ପ୍ରଥମରୁ ମୁଁ କଂଗ୍ରେସ ଦଳ ସହ…
Read More...

ମୁଖ୍ୟମନ୍ତ୍ରୀ ଦୌଡରେ ବିଜେପିର ଏକାଧିକ ଆଶାୟୀ

ଭୁବନେଶ୍ୱର: ବିଧାନସଭାରେ ବିଜେପି ଏକାକୀ ୭୮ଟି ଆସନ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିବା ସହିତ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ସରକାର ଗଢିବା ପାଇଁ ଜନାଦେଶ ମିଳିବା ପରେ ବିଜେପିର କିଏ…
Read More...

ଓଡ଼ିଶାରେ ଜିତୁଛି ବିଜେପି : ୭୯ସିଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ, ବିଜେଡି ପଛରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ ବିଜେପି- ୭୯ ବିଜେଡି- ୫୦ କଂଗ୍ରେସ- ୧୫…
Read More...

ବାଙ୍କୀରେ ବିଜୟୀ ହେଲେ ବିଜେଡିର ଦେବୀରଞ୍ଜନ ତ୍ରିପାଠୀ

କଟକ: ବାଙ୍କୀରେ ବାଜି ମାରିଲା ବିଜେଡି। ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ବିଜୟୀ ହୋଇଛନ୍ତିି। ତେବେ ଏହି ଆସନଟି ବିଜେଡିର ଗଡ ଭାବେ ରହି ଆସିଛି। ଦେବୀରଞ୍ଜନ ୧୬ହଜାରରୁ…
Read More...

ଓଡ଼ିଶାରେ ବିଜେପି ୭୭ସିଟରେ ଆଗୁଆ, ବିଜେଡି ପଛରେ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ, ବିଜେଡି ପଛରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ ବିଜେପି- ୭୭ ବିଜେଡି- ୫୩ କଂଗ୍ରେସ- ୧୫…
Read More...

ବହୁ ପଛରେ ପଡିଲେ ମା ଓ ପୁଅ: କୋରେଇରେ ସନ୍ଧ୍ୟାରାଣୀ, ସମ୍ବଲପୁରରେ ପ୍ରଣବ ବହୁ ପଛରେ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ହଇଚଇ ହେବାକୁ ଯାଉଛି। ବିଜେପି ବିଜୟ ପଥରେ ଆଗକୁ ବଢୁଥିବା ବେଳେ ପଛରେ ପଡିଛିି ଶାସକ ବିଜେଡି। ବିଜେଡିର ବହୁ ଟାଣୁଆ ନେତା ପଛରେ ପଡିଥିବା ବେଳେ ଆଗରେ ରହିଛନ୍ତି ବିଜେପି ନେତା।…
Read More...

ଢେଙ୍କାନାଳ ଲୋକସଭାରେ ବିଜେପି ଆଗୁଆ: ବିଜୟ ପଥରେ ରୁଦ୍ର ନାରାୟଣ

ଢେଙ୍କାନାଳ: ଲୋକସଭା ନିର୍ବାଚନରେ ଭୋଟ ଗଣତି ଜାରି ରହିଛି। ଢେଙ୍କାନାଳ ଲୋକସଭାରେ ବିଜେପି ଆଗୁଆ ରହିଥିବା ବେଳେ ବିଜେଡି ପଛରେ ପଡିଛି। ବିଜେପିର ରୁଦ୍ର ନାରାୟଣ ପାଣି ୧୮ହଜାର ଭୋଟରେ ଆଗୁଆ ରହିଛନ୍ତି। ରୁଦ୍ରଙ୍କୁ…
Read More...

ବଦଳୁଛି ଟ୍ରେଣ୍ଡ: ୭୦ସିଟରେ ଆଗୁଆ ବିଜେପି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ ବିଜେପି- ୭୦ ବିଜେଡି- ୬୧ କଂଗ୍ରେସ- ୧୩ ଅନ୍ୟାନ୍ୟ-…
Read More...

ଓଡ଼ିଶାରେ ବିଜେପି ଲହର; ୭୪ସିଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ ବିଜେପି- ୭୪ ବିଜେଡି- ୫୬ କଂଗ୍ରେସ- ୧୪ ଅନ୍ୟାନ୍ୟ-…
Read More...

ସମ୍ବଲପୁର ଲୋକସଭା: ଆଗରେ ଧର୍ମେନ୍ଦ୍ର, ପଛରେ ପଡିଲେ ବବି

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନରେ ଆଗୁଆ ରହିଛି ବିଜେପି। ଏଠାରେ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଭାଗ୍ୟ ପରୀକ୍ଷା କରୁଥିବାବେଳେ ଆଗୁଆ ରହିଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ସୁଦ୍ଧା…
Read More...

ଓଡ଼ିଶାରେ ମ୍ୟାଜିକ୍‌‌ ନମ୍ବର ଛୁଇଁଲା ବିଜେପି; ୭୬ସିଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ ବିଜେପି- ୭୬ ବିଜେଡି- ୫୧ କଂଗ୍ରେସ- ୧୩ ଅନ୍ୟାନ୍ୟ-…
Read More...

ଓଡ଼ିଶା ବିଧାନସଭା ଫଳାଫଳ: ୭୨ସିଟରେ ବିଜେପି ଆଗରେ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ ବିଜେପି- ୭୨ ବିଜେଡି- ୪୯ କଂଗ୍ରେସ- ୧୩ ଅନ୍ୟାନ୍ୟ-…
Read More...

ଓଡ଼ିଶା ବିଧାନସଭା ଫଳାଫଳ: ୬୪ସିଟରେ ବିଜେପି ଆଗରେ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ ବିଜେପି-୬୪, ବିଜେଡି-୪୪ ଓ କଂଗ୍ରେସ- ୧୨ ଓ ଅନ୍ୟାନ୍ୟ-୪…
Read More...

ନିମାପଡାରେ ବିଜେପି ପ୍ରାର୍ଥୀ ପ୍ରଭାତି ପରିଡା ଆଗୁଆ, ପଛରେ ଦିଲ୍ଲୀପ ନାୟକ

ପୁରୀ: ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ପ୍ରଭାତି ପରିଡା ଆଗୁଆ ରହିଛନ୍ତି। ଏଠାରେ ବିଜେଡିର ଦିଲ୍ଲୀପ କୁମାର ନାୟକଙ୍କ ସହ କଡା ମୁକାବିଲା ହେଉଛି। ପ୍ରଭାତି ୧୬୩୫ ଭୋଟରେ ଆଗରେ ରହିଥିବାବେଳେ…
Read More...

ଓଡ଼ିଶା ବିଧାନସଭା ଫଳାଫଳ: ବିଜେପି ଆଗରେ ପଛରେ ବିଜେଡି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ ବିଜେପି-୫୬, ବିଜେଡି-୩୭ ଓ କଂଗ୍ରେସ- ୦୭ ଓ ଅନ୍ୟାନ୍ୟ-୨…
Read More...

ଜାଣନ୍ତୁ ଓଡ଼ିଶା ଲୋକସଭା ଆସନରେ କିଏ ଆଗରେ କିଏ ପଛରେ

ଭୁବନେଶ୍ୱର: ଓଡ଼ିଶା ଲୋକସଭାରେ ମୋଟ ୨୧ଟି ସିଟ ରହିଛି। ସେଥିମଧ୍ୟରୁ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି। ସବୁଠାରୁ ହାଇପ୍ରୋଫାଇଲ ଆସନ ସମ୍ବଲପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ…
Read More...

କେନ୍ଦ୍ରାପଡା ଓ ସମ୍ବଲପୁର ଲୋକସଭାରେ ବିଜେପି ଆଗୁଆ

ଭୁବନେଶ୍ୱର: ଲୋକସଭା ଆସନରେ ଓଡ଼ିଶାରେ ଆଗୁଆ ରହିଛି ବିଜେପି। କେନ୍ଦ୍ରାପଡା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ସମ୍ବଲପୁର ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ରହିଛନ୍ତି।…
Read More...

ଓଡ଼ିଶା ବିଧାନସଭା ଫଳାଫଳ: ଆଗରେ ବିଜେଡି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପାଇଁ କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେଡି ଆଗରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ ବିଜେଡି-୧୬, ବିଜେପି-୫ ଓ କଂଗ୍ରେସ- ୧ ସିଟ୍‌‌ରେ ଆଗୁଆ…
Read More...

୨୦୨୪ ନିର୍ବାଚନ ଫଳାଫଳ : ୨୬୦ ସିଟରେ ଆଗୁଆ ଏନଡିଏ

ନୂଆଦିଲ୍ଲୀ: ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଆଗରେ ଏନଡିଏ ରହିଥିବା ବେଳେ ପଛରେ ଇଣ୍ଡି ମେଣ୍ଟ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନଡିଏ- ୨୫୯ସିଟ୍‌‌ରେ ଆଗରେ ରହିଥିବା ବେଳେ…
Read More...

ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ଆଗୁଆ

ଭୁବନେଶ୍ୱର: ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ଆଗୁଆ ରହିଛି। ଏଠାରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗୁଆ ରହିଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି। ସେହିପରି ବରଗଡ…
Read More...

ଲୋକସଭା ନିର୍ବାଚନ ଫଳାଫଳ; ପ୍ରାରମ୍ଭିକ ଟ୍ରେଣ୍ଡରେ ଏନଡିଏ ଆଗରେ, ପଛରେ ଇଣ୍ଡି ମେଣ୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଆଗରେ ଏନଡିଏ ରହିଥିବା ବେଳେ ପଛରେ ଇଣ୍ଡି ମେଣ୍ଟ। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନଡିଏ ୨୦୨…
Read More...

ଓଜେଇଇ ୨୦୨୪ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଛି ୨୦୨୪ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ। ଚଳିତ ଥର ୫୬ହଜାର ୪୭ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କ କାର୍ଡ ମିଳିଛି। www.ojee.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । ବି-ଫାର୍ମାରେ ସାଗରିକା…
Read More...

କେମିତି ହୁଏ ଭୋଟ ଗଣତି; ଜାଣନ୍ତୁ ଷ୍ଟ୍ରଙ୍ଗ ରୁମ୍‌‌ ଚାବି କିଏ ଖୋଲିଥାଏ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଫଳାଫଳକୁ ଆଉ ମାତ୍ର କିଛି ଘଣ୍ଟାର ସମୟ ବାକି ରହିଛି। ଜୁନ୍‌‌ ୪ରେ ଭୋଟ ଗଣତି ହେବା ସହ କିଏ ଗଢିବ ସରକାର ତାହା ସ୍ପଷ୍ଟ ହେବ। ତେବେ ଭୋଟ ଗଣତି କିପରି ହୋଇଥାଏ, ଗଣନା ଦିନ କିଏ…
Read More...

ରାଜ୍ୟ କ୍ୟାବିନେଟ ବୈଠକ ଶେଷ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ବୈଠକରେ ବିଧାନସଭା ଭଙ୍ଗ ସୁପାରିସ ପ୍ରସ୍ତାବ ଉପରେ ମୋହର ଲାଗିଛି। କ୍ୟାବିନେଟର ନିଷ୍ପତି ସମ୍ପର୍କରେ…
Read More...

ନିର୍ବାଚନ ଫଳାଫଳ ପୂର୍ବର ବିଜୟ ଉତ୍ସବ ପ୍ରସ୍ତୁତି

ନୂଆଦିଲ୍ଲୀ: ଏକଜିଟ୍‌‌ ପୋଲ୍‌‌ ଫଳାଫଳକୁ ନେଇ ‘ଅବକୀ ବାର ୪୦୦ପାର୍‌‌’ ନାରା ଦେଇଥିବା ବିଜେପିର ମନୋବଳ ବୃଦ୍ଧି ପାଇଛି। ଜୁନ ୪ରେ ଲୋକସଭା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ରହିବାର ସମ୍ଭାବନା ଦେଖି ବିଜେପି ବିଜୟ…
Read More...

ଘରେ ଶୁଆ ପାଳୁଛନ୍ତି କି? ଜାଣନ୍ତୁ ଶୁଭ ନା ଅଶୁଭ

ସମାଜ ଡିଜିଟାଲ ଡେସ୍କ: ଅନେକ ଲୋକ ଘରେ ପଶୁପକ୍ଷୀଙ୍କୁ ଗୃହପାଳିତ ଭାବରେ ରଖିବାକୁ ଭଲ ପାଆନ୍ତି। ଫଳରେ ଘରେ ସକାରାତ୍ମାକ ପ୍ରଭାବ ପଡିଥାଏ। ବାସ୍ତୁ ଓ ଧାର୍ମିକ ଅନୁସାରେ ଘରେ ବିଭିନ୍ନ ପ୍ରକାର ପକ୍ଷୀ ରଖିବା ଯେପରିକି…
Read More...

ପିଏଚଡ଼ି ପାଇପରେ ନର୍ଦ୍ଦମା ପାଣି, କାର୍ଯ୍ୟାଳୟ ଘେରିଲେ ମହିଳା

ଟିଟିଲାଗଡ଼ :  ଟିଟିଲାଗଡ଼ ଅଞ୍ଚଳରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଥିବା ବେଳେ ପିଏଚଡ଼ି ପକ୍ଷରୁ ତିନି ଚାରି ଦିନରେ ଥରେ ଜଳ ଯୋଗାଣ ହେଉଥିବା ନେଇ ବିରାଟ ଚଟାଣ ଉପରେ ଅବସ୍ଥିତ ଟିଟିଲାଗଡ଼ ପୌରାଞ୍ଚଳବାସୀ ଜଳକଷ୍ଟ ନେଇ…
Read More...

କେମିତି ଅଛୁ, ଯେବେ ବାଘକୁ ଯୋଗୀ ଆଦିତ୍ୟନାଥ ପଚାରିଲେ. . .

ଗୋରଖପୁର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଶୁ ଓ ପକ୍ଷୀଙ୍କୁ ବହୁତ ଭଲ ପାଉଥିବା ଦେଖିବାକୁ ମିଳେ। କେତେବେଳେ ସେ ଗୋମାତାଙ୍କୁ ଖାଦ୍ୟ ଦେଉଥିବା ନଜର ଆସନ୍ତି ତ ଆଉ କେତେବେଳେ ମାଙ୍କଡମାନଙ୍କୁ କଦଳୀ…
Read More...

ବଢିଲା ଅମୁଲ କ୍ଷୀର ଦର

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଶେଷ ହେବା ପରେ ଫଳାଫଳ ନଆସୁଣୁ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ ପଡିଛି। ଦୁଇ ଟଙ୍କା ବୃଦ୍ଧି ହୋଇଛି ଅମୁଲ କ୍ଷୀର ଦର। ନିର୍ବାଚନର ଫଳାଫଳର ଗୋଟିଏ ଦିନ ପୂର୍ବରୁ ଦେଶର ପ୍ରମୁଖ…
Read More...

ଅନ୍ତିମ ପର୍ଯ୍ୟାୟରେ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ୨୦୨୪ ସାଧାରଣ ନିର୍ବାଚନର ଆଜି ହେଉଛି ଅନ୍ତିମ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ଏହି ପର୍ଯ୍ୟାୟରେ ବହୁ…
Read More...

ଏସି ଚଳାଇବାରେ ୯୦ ପ୍ରତିଶତ ଲୋକ କରୁଛନ୍ତି ଏହି ଭୁଲ୍‌‌

ସମାଜ ଡିଜିଟାଲ ଡେସ୍କ: ଦେଶରେ ଅଧିକାଂଶ ରାଜ୍ୟରେ ତାପମାତ୍ରା ୫୦ଡିଗ୍ରୀ ଉପରେ ରହିଛି। ଅତ୍ୟଧିକ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ପ୍ରବଳ ଗରମ ଯୋଗୁ ଦେହ ଖରାପ ହେବା ଅଂଶୁଘାତର ଶିକାର ହେବା…
Read More...

ଅତ୍ୟଧିକ ଗରମରେ ଖାଲି ପେଟରେ ଫଳ ଖାଉଛନ୍ତି କି; ପେଟ ପାଇଁ ହୋଇପାରେ କ୍ଷତିକାରକ

ସମାଜ ଡିଜିଟାଲ ଡେସ୍କ: ସକାଳୁ ସକାଳୁ ଜଳଖିଆରେ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ। ତେଣୁ ଆପଣ ଜଳଖିଆରେ କେଉଁ ପ୍ରକାର ଖାଦ୍ୟ ଖାଉଛନ୍ତି ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ ଲୋକ ସକାଳ ସମୟରେ ଫଳ…
Read More...

ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ

ପୁରୀ: ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଥିଲା। କେହି ଦୁର୍ବୃତ୍ତ ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ନିଆଁ ଅନ୍ୟତ୍ର ବ୍ୟାପିବା ଆଗରୁ ଖବର ପାଇ ଅଗ୍ନିଶମ…
Read More...

ଦିନ ୧୧ଟା ସୁଦ୍ଧା ୨୨.୬୪ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୨.୬୪ପ୍ରତିଶତ ମତଦାନ ହୋଇଛି। ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୧୧ଟା ସୁଦ୍ଧା ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ…
Read More...

ଭୋଟ୍‌‌ ଦେଲେ ଅଭିନେତ୍ରୀ ତଥା ସାଂସଦ ପ୍ରାର୍ଥୀ କଙ୍ଗନା

ହିମାଚଳ: ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି। ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରଣାୱତ ସରକାଘାଟ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି।…
Read More...

ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶେଷ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା ୭.୬୯ପ୍ରତିଶତ ମତଦାନ ହୋଇଛି। ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ୭.୪୬ ପ୍ରତିଶତ, ଭଦ୍ରକରେ ୭.୭୯…
Read More...

ମାଲବାହୀ ଟ୍ରେନ୍‌‌ ଲାଇନଚ୍ୟୁତ

କଣ୍ଟାବାଞ୍ଜି : ବାଲାଙ୍ଗିର ଜିଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଏକ ମାଲ ଗାଡିର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଯାହା ଫଳରେ ରେଳଯାତ୍ରା ବାଧାପ୍ରାପ୍ତ ହୋଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରେ ଏକ…
Read More...

ଜାହ୍ନବୀ ମଠ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

କଳାପଥର: ନରଗାଙ୍ଗ ପଞ୍ଚାୟତରେ ଅବସ୍ଥିତ ଜାହ୍ନବୀ ମଠ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ମୂଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ଯୋଜନା ମାଧ୍ୟମରେ ଚଳିତ ୨୩/୨୪ ଆର୍ଥିକ ବର୍ଷରେ ଉକ୍ତ…
Read More...

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ମାମଲା; ରାୟ ସଂରକ୍ଷିତ

ଖୋର୍ଦ୍ଧା : ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ କୋର୍ଟରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ…
Read More...

ଅଂଶୁଘାତ: କିଭଳି ରହିବେ ସତର୍କ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ଦିନ ତାପମାତ୍ରା ସହିତ ରାତିରେ ବି ତାପମାତ୍ରା ଅଧିକ ରହୁଛି। ଅଂଶୁଘାତ ଜନିତ ମୃତ୍ୟୁ ନେଇ ଲୋକଙ୍କୁ ସତର୍କ କରିଛି ସ୍ୱାସ୍ଥ୍ୟ ବିଭାଗ।…
Read More...

ଭାଗ୍ୟ ହେବ ତ ଏମିତି; ବିନା ପରିଶ୍ରମରେ ମହିଳାଙ୍କ ଆକାଉଣ୍ଟକୁ ଆସିଲା ୨୨୪କୋଟି

ସମାଜ ଡିଜିଟାଲ ଡେସ୍କ: ଯଦି ଅପାଣ ସେୟାର ବଜାରରେ ସଠିକ୍‌‌ ଭାବେ ବିନିଯୋଗ କରନ୍ତି ତେବେ ଆପଣ ଆଶା କରିଥିବା ପରିମାଣଠାରୁ ଅଧିକ ଲାଭ ପାଇପାରିବେ। ଏହା ଆମେ କହୁନାହୁଁ। ପରିସଂଖ୍ୟାନ ଏପରି କହୁଛି। କିଛି ନକରି ଜଣେ…
Read More...

ବାଣ ବିସ୍ଫୋରଣ ଘଟଣା, ଆଉ ଜଣେ ମୃତ

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଛି।  ବିଭିନ୍ନ ମେଡିକାଲରେ ଅନ୍ୟ ୨୬ଜଣ ଆହତଙ୍କ ଚିକିତ୍ସା ଚାଲିଛି। ବୁଧବାର ରାତିରେ…
Read More...

ସାବିତ୍ରୀ ବ୍ରତରେ ଶୁଭ ସଂଯୋଗ; ଏହି ସମୟରେ କରନ୍ତୁ ପୂଜା

ସମାଜ ଡିଜିଟାଲ ଡେସ୍କ: ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହି ଦିନ ସଧବା ନାରୀମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ରଖିଥାନ୍ତି। ବିଶ୍ୱାସ…
Read More...

ସିକ୍କିମ ସୀମାରେ ଚୀନର ଲଢୁଆ ବିମାନ ମୁତୟନ

ନୂଆଦିଲ୍ଲୀ : ଚୀନ୍‌ ପକ୍ଷରୁ ସିକ୍କିମ ସୀମାଠାରୁ ପ୍ରାୟ ୧୫୦ କିମି ଦୂରରେ ଚୀନ୍‌ ତାହାର ଅତ୍ୟାଧୁନିକ ଲଢୁଆ ଜେ-୨୦ ଜେଟ୍‌ ବିମାନ ମୁତୟନ କରିଛି ବୋଲି ଉପଗ୍ରହ ଚିତ୍ରରୁ ପ୍ରମାଣ ମିଳିଛି। ଅଲ୍‌ ସୋର୍ସ ଆନାଲିସିସ୍‌…
Read More...

ଏକଛତ୍ରବାଦ ଶାସକଙ୍କ କବଳରୁ ସମ୍ବିଧାନକୁ ବଞ୍ଚାଅ

ନୂଆଦିଲ୍ଲୀ: ଜୁନ୍‌ ୧ରେ ଲୋକସଭାର ଅବଶିଷ୍ଟ ୫୭ ଆସନ ପାଇଁ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ପଞ୍ଜାବର ମୋଟ ୧୩ଟି ଲୋକସଭା ଆସନ ମଧ୍ୟ ସାମିଲ ରହିଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ…
Read More...

ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଗୁରୁବାର ପ୍ରଚାର ଶେଷ ହେବା ପରେ ଶୁକ୍ରବାର ବୁଥ୍‌‌ ମୁହାଁ ହେଉଛନ୍ତି ପୁଲିଂ କର୍ମଚାରୀ। ଦେଶରେ ୮ଟି ରାଜ୍ୟର ୫୭ଆସନରେ ଭୋଟ ଗ୍ରହଣ ହେବାକୁ…
Read More...

ଶୁକ୍ରବାର ରାଶିଫଳ: ଭାଗ୍ୟଶାଳୀ ହୋଇପାରନ୍ତି

ମେଷ- ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହେବାର ସୂଚନା ମିଳୁଛି। ଲୋକପ୍ରିୟତା ଅର୍ଜନ କରିବେ। କର୍ମ ଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷରୁ ଅର୍ଥ ମିଳିବ। ବୃଷ-  କୁଳ ପ୍ରଦୀପ ହେବେ। ମନ…
Read More...

ରାଉରକେଲାରେ ୧୪ଜଣଙ୍କ ମୃତ୍ୟୁ; ଅଂଶୁଘାତ ସନ୍ଦେହ

ସୁନ୍ଦରଗଡ: ଦିନକରେ ସୁନ୍ଦରଗଡ ଜିଲାରେ ୧୪ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ରାଉରକେଲା ଓ ଏହାର ଆଖପାଖ ଅଂଚଳରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହସ୍ପିଟାଲରେ…
Read More...

ଭବିଷ୍ୟବାଣୀ ସତ୍ୟ ହେବ ନାହିଁ, ଜ୍ୟୋତିଷ ବଦଳାଉ ବିଜେପି- କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ବିଜେଡିରେ ବଡ ଧରଣର ବିସ୍ଫୋରଣ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି…
Read More...

ଟି-୨୦ ବିଶ୍ୱକପ: ଭାରତ-ପାକିସ୍ତାନ ମ୍ୟାଚ ଉପରେ ଆତଙ୍କବାଦୀଙ୍କ ନଜର, ବଢିଲା ସୁରକ୍ଷା ବ୍ୟବସ୍ଥା

ନ୍ୟୁୟର୍କ: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବାବେଳେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ଆତଙ୍କବାଦୀ ନଜର ରହିଛି। ନ୍ୟୁୟର୍କରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚକୁ ନେଇ…
Read More...

ପୁଅ ବୋହୂଙ୍କୁ ୬୪୦କୋଟିର ବଙ୍ଗଳା ଦେଲେ ଅମ୍ବାନୀ ପରିବାର

ମୁମ୍ବଇ: ବିବାହ ପୂର୍ବରୁ ପୁଅ ଅନନ୍ତ ଓ ଭାବି ବୋହୂ ରାଧିକାଙ୍କୁ ଦାମୀ ଉପହାର ଦେଲେ ଅମ୍ବାନୀ ପରିବାର। ଭାରତର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌‌ ର ଚେୟାରମ୍ୟାନ୍‌‌ ମୁକେଶ ଅମ୍ବାନୀ ସାନ ପୁଅକୁ…
Read More...

ଗୁରୁବାର ରାଶିଫଳ: ଶତ୍ରୁ ବିଜୟୀ ହେବେ

ମେଷ- ବିଶାଳ ଯଶ ଅର୍ଜନ କରି ଲୋକ ପୂଜ୍ୟ ହେବେ। ନାନା ସୁଖର ଅଧିକାରୀ ହେଇପାରନ୍ତି। ଦୁଃଖୀ, ଦରିଦ୍ର ଓ ରୁଗ୍‌ଣ ଲୋକମାନଙ୍କୁ ସ୍ବେଚ୍ଛାକୃତ ଦାନ କରି ଆତ୍ମସନ୍ତୋଷ ଲାଭ କରିବେ। ଶତ୍ରୁ ବିଜୟୀ ହେବେ । ବୃଷ- ଗୁରୁ…
Read More...

ଜଳ ନଷ୍ଟ କଲେ ୨ହଜାର ଜୋରିମାନା

ନୂଆଦିଲ୍ଲୀ: ଦେଶରେ ଭୂତଳ ଜଳ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଜଳ ଅପଚୟ ରୋକିବାକୁ କଠୋର ପଦକ୍ଷେପ ନେବା ପାଇଁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଜଳ ଅପଚୟ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ…
Read More...

ବାଣ ବିସ୍ଫୋରଣ ଘଟଣା; ବଢୁଛି ମୃତ୍ୟୁ ସଂଖ୍ୟା

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ଚାପଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା। ଏଯାବତ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ଚିକିତ୍ସା ଅବହେଳାରୁ ଜଣେ ୧୫ବର୍ଷର ନାବାଳକଙ୍କ ମୃତ୍ୟୁ…
Read More...

ବାଣ ବିସ୍ଫୋରଣ ଘଟଣା; ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆହତମାନଙ୍କୁ ତୁରନ୍ତ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…
Read More...

ଚନ୍ଦନଯାତ୍ରାରେ ବାଣ ବିସ୍ଫୋରଣ; ୨ ମୃତ, ୩୦ରୁ ଅଧିକ ଆହତ

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବୁଧବାର ରାତିରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବଳକ ଥିବା…
Read More...