www.samajalive.in
Saturday, December 6, 2025
14.1 C
Bhubaneswar

ବାଙ୍କୀରେ ବିଜୟୀ ହେଲେ ବିଜେଡିର ଦେବୀରଞ୍ଜନ ତ୍ରିପାଠୀ

କଟକ: ବାଙ୍କୀରେ ବାଜି ମାରିଲା ବିଜେଡି। ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ବିଜୟୀ ହୋଇଛନ୍ତିି। ତେବେ ଏହି ଆସନଟି ବିଜେଡିର ଗଡ ଭାବେ ରହି ଆସିଛି। ଦେବୀରଞ୍ଜନ ୧୬ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ସୂଚନା ମିଳିଛି। ବାଙ୍କୀରେ ଦେବୀରଞ୍ଜନ ଏଯାବତ ୬୩ହଜାର ୯୫୧ରୁ ଅଧିକ ଭୋଟ ପାଇଛନ୍ତି। ଦେବୀରଞ୍ଜନ ତାଙ୍କ ବାପା ପ୍ରଭାତ ରଞ୍ଜନ ତ୍ରିପାଠୀଙ୍କ ଆସନକୁ ବଜୟା ରଖିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories