ଓଡ଼ିଶାରେ ବିଜେପି ୭୭ସିଟରେ ଆଗୁଆ, ବିଜେଡି ପଛରେ ଆମ ଓଡ଼ିଶାନିଉଜ ଆଲର୍ଟବଡ଼ ଖବର By SamajaDigital (SS) On Jun 4, 2024 Share ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ, ବିଜେଡି ପଛରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ ବିଜେପି- ୭୭ ବିଜେଡି- ୫୩ କଂଗ୍ରେସ- ୧୫ ଅନ୍ୟାନ୍ୟ- ୦୨ ସିଟ୍ରେ ଆଗୁଆ। Assembly Election Results 2024odisha Share FacebookTwitterWhatsApp
Comments are closed.