www.samajalive.in
Saturday, December 6, 2025
15.1 C
Bhubaneswar

ମାଲବାହୀ ଟ୍ରେନ୍‌‌ ଲାଇନଚ୍ୟୁତ

କଣ୍ଟାବାଞ୍ଜି : ବାଲାଙ୍ଗିର ଜିଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଏକ ମାଲ ଗାଡିର ୪ଟି ବଗି ଲାଇନଚ୍ୟୁତ ହୋଇଛି ।
ଯାହା ଫଳରେ ରେଳଯାତ୍ରା ବାଧାପ୍ରାପ୍ତ ହୋଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରେ ଏକ ମାଲବାହୀ ଟ୍ରେନ ରାୟପୁର ପଟୁ ଆସୁଥିଲା। କୌଣସି କାରଣରୁ ଟ୍ରେନର ଦୁର୍ଘଟଣା ହୋଇଥିବାରୁ ୪ଟି ବଗି ଲାଇନଚୁତ ହୋଇଛି। ଟ୍ରେନରେ ଚାଉଳ ବୋଝେଇ ହୋଇ ଥିବା ଜଣାପଡିଛି । ତେବେ ବର୍ତମାନ ଉଦ୍ଧାର କାର୍ଯ୍ୟ ଜାରି ଅଛି। ଏଥିରେ କୌଣସି ଲୋକଙ୍କ କ୍ଷତି ହୋଇନାହିଁ। ବିପୁଳ ପରିମାଣର ଚାଉଳ ନଷ୍ଟ ହୋଇଛି।, କ୍ରେନ୍ ସାହାଯ୍ୟରେ ବଗି ପୁନଃ ଲାଇନରେ ଅବସ୍ଥାପିତ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories