ପୁରୀ: ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ପ୍ରଭାତି ପରିଡା ଆଗୁଆ ରହିଛନ୍ତି। ଏଠାରେ ବିଜେଡିର ଦିଲ୍ଲୀପ କୁମାର ନାୟକଙ୍କ ସହ କଡା ମୁକାବିଲା ହେଉଛି। ପ୍ରଭାତି ୧୬୩୫ ଭୋଟରେ ଆଗରେ ରହିଥିବାବେଳେ ପଛରେ ରହିଛନ୍ତି ଦିଲ୍ଲୀପ। ସେହିପରି ଏଠାରେ କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ କୁମାର ରାଉତରାୟ ୭୯୧ଭୋଟରେ ଆଗରେ ରହିଛନ୍ତି।
Popular Categories



