www.samajalive.in
Saturday, December 6, 2025
26.1 C
Bhubaneswar

ଢେଙ୍କାନାଳ ଲୋକସଭାରେ ବିଜେପି ଆଗୁଆ: ବିଜୟ ପଥରେ ରୁଦ୍ର ନାରାୟଣ

ଢେଙ୍କାନାଳ: ଲୋକସଭା ନିର୍ବାଚନରେ ଭୋଟ ଗଣତି ଜାରି ରହିଛି। ଢେଙ୍କାନାଳ ଲୋକସଭାରେ ବିଜେପି ଆଗୁଆ ରହିଥିବା ବେଳେ ବିଜେଡି ପଛରେ ପଡିଛି। ବିଜେପିର ରୁଦ୍ର ନାରାୟଣ ପାଣି ୧୮ହଜାର ଭୋଟରେ ଆଗୁଆ ରହିଛନ୍ତି। ରୁଦ୍ରଙ୍କୁ ଏଯାବତ ୨ଲକ୍ଷ ୧୧ହଜାର ୫୬୬ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅଭିନାଶ ସାମଲ ପାଇଛନ୍ତି ୧ଲକ୍ଷ ୯୨ହଜାର ୮୪୬ଖଣ୍ଡ ଭୋଟ। ଏଠାରେ କଂଗ୍ରେସ ପ୍ରାର୍ଥୀ ସସ୍ମିତା ବେହେରା ମାତ୍ର ୧୨ହଜାର ୮୨୯ଖଣ୍ଡ ଭୋଟରେ ରହିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories