www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ ; ବାଇକରେ ଯାଉଥିଲେ ଯୁବକ, ନା ଥିଲା ହେଲମେଟ୍, ନମ୍ବରପ୍ଲେଟ୍, ତଥାପି କଟିଲାନି ଚାଲାଣ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭଳିକି ଭଳି ଭିଡିଓ ଭାଇରାଲ ହୋଇଥାଏ। ଏହା ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ। କିଛି ଭିଡିଓକୁ ଦେଖି ବିଶ୍ୱାସ କରି ପାରିବେ ନାହିଁ। ଭିଡିଓରେ ପୁଲିସ କର୍ମୀଙ୍କ ସହ କିଛି ଏପରି ହେଉଛି, ଯାହାକୁ ଦେଖି ବିଶ୍ୱାସ କରିବେ ନାହିଁ। ଜଣେ ବାଇକ୍ ଆରୋହୀ ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି।


ଭାଇରାଲ ଭିଡିଓରେ ଦେଖିପାରିବେ, ଜଣେ ଯୁବକ ବାଇକରେ ଯାଉଥିବା ବେଳେ ତାଙ୍କ ସାମ୍ନାକୁ ଜଣେ ପୁଲିସ କର୍ମଚାରୀ ଆସି ଅଟକାଉଛନ୍ତି। ସେ ବାଇକ ଚାଳକଙ୍କୁ ଅଟକାଉଛନ୍ତି। ଭିଡିଓରେ ଦେଖିପାରିବେ ବାଇକରେ କୌଣସି ନମ୍ବର ପ୍ଲେଟ ନାହିଁ। ବାଇକ ଚଲାଉଥିବା ଯୁବକ ଜଣକ ହେଲମେଟ୍ ମଧ୍ୟ ପିନ୍ଧି ନାହାଁନ୍ତି। ଏହାର ଅର୍ଥ ପୁଲିସ ନିଶ୍ଚୟ ଜୋରିମାନା ଆଦାୟ କରିବ। ଭିଡିଓ ଦେଖି ପ୍ରଥମେ ଜଣେ ଏହା ହିଁ ଭାବିବ। ମାତ୍ର ଆଗକୁ ଯାହା ଘଟିଛି, ତାହା ପୁଲିସ କର୍ମୀଙ୍କ ଠାରୁ ଆରମ୍ଭ କରି ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଭିଡିଓରେ ଦେଖିପାରିବେ ବୁଲେଟରେ ସାଇକେଲ ପେଡାଲ ଯୋଡା ଯାଇଛି। ଯାହାକୁ ଦେଖି ପୁଲିସ ମଧ୍ୟ କାବା ହୋଇ ଯାଇଛନ୍ତି।

୩୦ ବର୍ଷ ପରେ ବିଶେଷ ରାଜଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..

- Advertisement -

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories