୩୦ ବର୍ଷ ପରେ ବିଶେଷ ରାଜଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..

ପ୍ରତ୍ୟେକ ଗ୍ରହ ନିଜର ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହି ସମୟରେ ଶୁଭ ଓ ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ। ଶନି କୁମ୍ଭ ରାଶିରେ ଚଳନ କରିବେ ଏହାସହ ୩୧ ମେ’ରେ ବୁଧ ବୃଷ ରାଶିରେ ପ୍ରବେଶ କରିଛନ୍ତି। ଫଳରେ ୩୦ ବର୍ଷ ପରେ ଯଶ ଓ ବୁଦ୍ଧାତିଥ୍ୟ ଯୋଗ ସୃଷ୍ଟି ହେଉଛି। ଜାଣନ୍ତୁ ଏହି ସମୟରେ କେଉଁ ରାଶି ବ୍ୟକ୍ତି ବିଶେଷଙ୍କୁ ଲାଭ … Continue reading ୩୦ ବର୍ଷ ପରେ ବିଶେଷ ରାଜଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..