ଓଡ଼ିଶାରେ ଜିତୁଛି ବିଜେପି : ୭୯ସିଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ, ବିଜେଡି ପଛରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ
ବିଜେପି- ୭୯
ବିଜେଡି- ୫୦
କଂଗ୍ରେସ- ୧୫
ଅନ୍ୟାନ୍ୟ- ୦୩ ସିଟ୍‌‌ରେ ଆଗୁଆ।

Comments are closed.