www.samajalive.in
Saturday, December 6, 2025
16.1 C
Bhubaneswar

ଲୋକସଭା ନିର୍ବାଚନ ଫଳାଫଳ; ପ୍ରାରମ୍ଭିକ ଟ୍ରେଣ୍ଡରେ ଏନଡିଏ ଆଗରେ, ପଛରେ ଇଣ୍ଡି ମେଣ୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଆଗରେ ଏନଡିଏ ରହିଥିବା ବେଳେ ପଛରେ ଇଣ୍ଡି ମେଣ୍ଟ। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନଡିଏ ୨୦୨ ସିଟ୍‌‌ରେ ଆଗରେ ରହିଥିବା ବେଳେ ଇଣ୍ଡି ମେଣ୍ଟ ୧୧୭ରେ ଆଗୁଆ ରହିଛି। ଏପଟେ ଓଡ଼ିଶାରେ ଭୋଟ ଗଣତି ଜାରି ରହିଛି। ପୁରୀ ବିଧାନସଭା ଆସନରେ ବିଜେପି ଆଗୁଆ ରହିଛି। ବିଜେପି ପ୍ରାର୍ଥୀ ଜୟଙ୍ଗ ଷଡଙ୍ଗୀ ଆଗୁଆ ରହିଥିବା ସୂଚନା ମିଳିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories