ଛତିଶଗଡ : ବିଏସଏଫ କ୍ୟାମ୍ପ ଉପରେ ମାଓବାଦୀଙ୍କ ରକେଟ ମାଡ। ଛତିଶଗଡ ନାରାୟଣପୁର ଇରାକବତୀ ସିଆରପିଏଫ କ୍ୟାମ୍ପକୁ ରକେଟ ମାଡ ହୋଇଥିବା ସୂଚନା ମିଳିଛି। ରକେଟ ମାଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯବାନ। ୪ଟି ବିଜିଏଲ ରକେଟରୁ ଗୋଟିଏ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
Popular Categories



