www.samajalive.in
Saturday, December 6, 2025
15.1 C
Bhubaneswar

୫ଦିନ ହେଲାଣି ଗାଁରେ ବିଦ୍ୟୁତ ନାହିଁ: ଧାରଣା ଦେଲେ ଗ୍ରାମବାସୀ

ଫୁଲବାଣୀ: ୫ଦିନ ହେଲା ବିଦ୍ୟୁତ ନାହିଁ। ଗ୍ରାମବାସୀଙ୍କୁ ଭଣ୍ଡଉଛନ୍ତି ବିଦ୍ୟୁତ କର୍ମଚାରୀ । ଏଭଳି ଅଭିଯୋଗ ଆସିଛି ଫୁଲବାଣୀ ବ୍ଲକ ଅନ୍ତର୍ଗତ ରୁଜାଙ୍ଗି ଗାଁରୁ । ଗାଁକୁ ବିଦ୍ୟୁତ ଯୋଗାଣ ଦାବିରେ ୧୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ । ରିପୋର୍ଟ ଲେଖା ହେବା ସୁଦ୍ଧା ଶୁକ୍ରବାର ବିଳମ୍ବିତ ରାତ୍ର ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ କୌଣସି ପ୍ରଶାସନ କିମ୍ବା ବିଦୁତ କର୍ମଚାରୀ ପହଞ୍ଚି ନଥିଲେ। ଧାରଣାସ୍ଥଳରେ ଏକ ପ୍ରକାର ଉତଜେନ ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବଳ ଗରମ ଗୁଳୁଗୁଳି ହେଉଥିବାରୁ ଗାଁରେ ବିଦ୍ୟୁତ ନଥିବାରୁ ଛଟପଟ ହୋଇଛନ୍ତି ଗ୍ରାମବାସୀ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories