ସମାଜ ଡିଜିଟାଲ ଡେସ୍କ: ଛୁଆ ହାତୀଟି ମାଟିରେ ଶୋଇ ରହିଛି। ଏଭଳି ସ୍ଥିତିରେ ଛୁଆ ହାତୀକୁ କାଳେ କେହି କ୍ଷତି ପହଞ୍ଚାଇବେ ସେଥିପାଇଁ Z+ ସୁରକ୍ଷା ଦେଇଛି ମା ଓ ଅନ୍ୟ ହାତୀପଲ। ଏହି ଭିଡ଼ିଓଟି ସତରେ ଯେତିକି କୌତୁହଳ ହୋଇଛି ସେତିକି ଶିକ୍ଷା ମଧ୍ୟ ଦେଉଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏହି ଭିଡ଼ିଓଟି ବଣାଇ ଅଞ୍ଚଳର ବୋଲି ଜଣାପଡିଛି।
Chotu goes to sleep with Z++ security😌😌
Watching the video in loop- the mother & aunties surrounds the calf when it falls asleep.The security is just impregnable. Amazing behaviour of elephant herds. From the forests of Bonai. pic.twitter.com/Hv7XnuIUzG
— Susanta Nanda (@susantananda3) June 17, 2024



