୧୨୦ କେଜି ଓଜନ ଥିଲେ ଡାକ୍ତର; କେମିତି ପତଳା ହେଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ସମୟରେ ଶରୀରରେ ଓଜନ ବଢିବା ସମସ୍ୟା ଗମ୍ଭୀର ହେବାରେ ଲାଗିଛି । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ ୨୦ବର୍ଷରୁ ଅଧିକ ବୟସର ୪କୋଟିରୁ ଅଧିକ ମହିଳା ଏବଂ ୨କୋଟିରୁ ଅଧିକ ପୁରୁଷ…
Read More...

ବିଇଓ ଅଫିସରେ ପଶିଲା ବର୍ଷା ପାଣି

ସମାଜ ଡିଜିଟାଲ ଡେସ୍କ: ଜଳବନ୍ଦୀରେ କଣାସ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ । ଅସରାଏ ବର୍ଷା ହେଲେ ପୁରୀ ଜିଲା କଣାସ ବ୍ଲକରେ ଥିବା ବିଇଓ ଅଫିସରେ ଆଣ୍ଠୁୁଏ ପାଖାପାଖି ପାଣି ଜମୁଛି । ଫଳରେ କର୍ମଚାରୀ ଓ…
Read More...

ଯୁବତୀଙ୍କ ମୁଣ୍ଡରୁ ବାହାରିଲା ୭୦ ଛୁଞ୍ଚି

ସମ୍ବଲପୁର: ଯୁବତୀଙ୍କ ମୁଣ୍ଡରୁ ବାହାରିଲା ମୋଟ ୭୦ଟି ଛୁଞ୍ଚି । ଭୀମସାରରେ ସଫଳ ଅପରେସନ ପରେ ସମସ୍ତ ଛୁଞ୍ଚି ବାହାର କରିଲେ ସ୍ୱତନ୍ତ୍ର ଡାକ୍ତରୀ ଦଳ । ଅପରେସନରେ ଭୀମସାରର ୧୦ଜଣ ଡାକ୍ତର ସାମିଲ ଥିବା ନେଇ ସୂଚନା…
Read More...

ବିଜେପି ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ପୁରୀରେ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି । ହେଲେ ଏହାପୂର୍ବାରୁ ବିଜେପି ରାଜ୍ୟ ପଦାଧିକାରୀ ବୈଠକ ବସିଛି । ଏହି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ…
Read More...

ବିବାହର ୪ବର୍ଷ ପରେ ଅଲଗା ହେଲେ ହାର୍ଦ୍ଦିକ-ନତାଶା

ନୂଆଦିଲ୍ଲୀ: ଭାରତୀୟ ଦଳର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାଙ୍କୋଭିଚ୍ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ହାର୍ଦ୍ଦିକ ନିଜେ ସାମାଜିକ ଗଣମାଧ୍ୟମରେ ଗୁରୁବାର ଏହା ସ୍ବୀକାର କରିଛନ୍ତି।…
Read More...

ସୂର୍ଯ୍ୟ ଟି୨୦ ଅଧିନାୟକ; ଦିନିକିଆ ଖେଳିବେ ରୋହିତ, କୋହଲି

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବ ଭାରତୀୟ ଟ୍ବେଣ୍ଟି୨୦ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଗୁରୁବାର ଶ୍ରୀଲଙ୍କା ଗସ୍ତରେ ଟ୍ବେଣ୍ଟି୨୦ ଓ ଦିନିକିଆ ଶୃଙ୍ଖଳା ଲାଗି ପୃଥକ୍ ଭାରତୀୟ ଦଳ ଘୋଷଣା କରାଯାଇଛି। ଟି୨୦ ବିଶ୍ବ…
Read More...

ଆଜି ୧୦ଜିଲାରେ ପ୍ରବଳ ବର୍ଷା; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ

ଭୁବନେଶ୍ୱର: କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଆଗାମୀ ୧୨ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ…
Read More...

ଆଜି ରସଗୋଲା ଦିବସ: ମା’ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ

ସମାଜ ଡିଜିଟାଲ ଡେସ୍କ: ଆଜି ରସଗୋଲା ଦିବସ । ଓଡ଼ିଆ ରସଗୋଲାର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଭାବେ ପାଳନ ହେଉଛି ଏହି ରସଗୋଲା ଦିବସ । ଶ୍ରୀମନ୍ଦିର ପରମ୍ପରା ସହିତ ଜଡିତ ରହିଛି ଏହି ରସଗୋଲା । ନୀଳାଦ୍ରି ବିଜେରେ…
Read More...

ଶିକ୍ଷା,ସ୍ୱାସ୍ଥ୍ୟ, କୃଷି, ମନରେଗା, ଜଳସେଚନକୁ ନେଇ ବୈଠକରେ ଉଦବେଗ

ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଂଚାୟତ ସମିତିର ଷଷ୍ଠତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଥମେ ବ୍ଲକ ଚେୟାରମ୍ୟାନ…
Read More...

ଭିଏସଏସ ଷ୍ଟାଡିୟମରେ ହେବ ଜାତୀୟସ୍ତରର ଫୁଟବଲ ପ୍ରତିଯୋଗିତା

ସମ୍ବଲପୁର: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଆଗାମୀ ଦିନରେ ସର୍ବଭାରତୀୟ ବୀର ସୁରେନ୍ଦ୍ର ସାଏ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏନେଇ ଜିଲା କ୍ରିଡା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଜିଲା…
Read More...

ମେଣ୍ଟରେ ଉପନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ଓ କଂଗ୍ରେସ

ୟୁପି: ଉତ୍ତରପ୍ରଦେଶରେ ବିଧାନସଭା ଉପନିର୍ବାଚନ ନେଇ ବଡ ଖବର ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନରେ ସଫଳତା ମିଳିବା ପରେ ଏଠାରେ ବିଧାନସଭା ଉପନିର୍ବାଚନରେ ମଧ୍ୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ମେଣ୍ଟ କରି ନିର୍ବାଚନ…
Read More...

ଦେଖନ୍ତୁ ଭିଡ଼ିଓ: ଏୟାରପୋର୍ଟରେ ହଠାତ ତଳେ ପଡିଗଲେ ବୃଦ୍ଧ, ଏମିତି ଜୀବନ ବଞ୍ଚାଇଲେ ଯୁବତୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ବିମାନବନ୍ଦରରୁ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି । ଇନ୍ଦୀରାଗାନ୍ଧୀ ବିମାନବନ୍ଦରର ଟର୍ମିନାଲ-୨ରେ ହଠାତ ଜଣେ ବୃଦ୍ଧ ଅଚେତ ହୋଇପଡିଥିଲେ । ଏହି ସମୟରେ କିଛି ଲୋକ…
Read More...

ଏସସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ସମାଜ ଡିଜିଟାଲ ଡେସ୍କ: ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଥରେ ଅସୁସ୍ଥ ହୋଇ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କମଳାଙ୍କୁ କଟକ ଅଣାଯାଇ ଏସସିବିର ମେଡିସିନ ବିଭାଗରେ ଭର୍ତ୍ତି…
Read More...

ଖଣି ଖାଦନରେ ବଡ ଧରଣର ଚଢାଉ

ଯାଜପୁର: ଖଣି ଖାଦନରେ ବଡ ଧରଣର ଚଢାଉ । ରାଜ୍ୟ ଖଣି ବିଭାଗ ପକ୍ଷରୁ ଯାଜପୁର ଜିଲା ଧର୍ମଶାଳା ତହସିଲର ବିଭିନ୍ନ ଖଣି ଓ ପଥର ଖାଦନରେ ଚଢାଉ ହେଉଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଆବେଦନ କ୍ରମେ ରାଜ୍ୟ…
Read More...

ବିଜେଡିର ପ୍ରତିବାଦ ନେଇ ଜବାବ ରଖିଲେ ବାବୁ ସିଂ

ଭୁବନେଶ୍ୱର: ରାଜ୍ୟପାଳଙ୍କ ପୁଅ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ ମାରିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାକୁ ଓହ୍ଲାଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ । ବିଜେଡିକୁ ଜବାବ ଦେଇଛନ୍ତି ଏକାମ୍ର ବିଧାୟକ…
Read More...

ନକଲି ଚା’ପତି କାରଖାନା ଠାବ

ସମାଜ ଡିଜିଟାଲ ଡେସ୍କ: ଜବରଦଖଲ ଉଚ୍ଛେଦ ବେଳେ ଜଗତପୁର ଲକ୍ଷ୍ମଣପୁରରେ ନକଲି ଚା’ପତି କାରଖାନା ଠାବ ହୋଇଛି । ନକଲି ଚା ପତି ସହିତ ଅନ୍ୟାନ୍ୟ ସରଞ୍ଜାମ ଠାବ ହୋଇଛି । ତିନୋଟି ବ୍ରାଣ୍ଡେଡ କମ୍ପାନୀର ଚା ପତି ଏଠାରେ ନକଲି…
Read More...

ଏଏସଓଙ୍କୁ ମାଡର ପ୍ରତିବାଦ: କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଏଏସଓଙ୍କୁ ମାଡ ମାରିବା ଘଟଣାରେ ବଢିବାରେ ଲାଗିଛି ବିବାଦ । ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ନେଇ ବିଭିନ୍ନ ମହଲରେ ପ୍ରତିବାଦ ଜାରି…
Read More...

ଭିତର ରତ୍ନଭଣ୍ଡାରକୁ ପ୍ରବେଶ କଲେ ଗଜପତି ମହାରାଜା

ସମାଜ ଡିଜିଟାଲ ଡେସ୍କ: ଗୁରୁବାର ସକାଳ ୯ଟା ୫୧ମିନିଟ ଶୁଭ ମୁହୂର୍ତ୍ତରେ ଖୋଲିଛି ଭିତର ରତ୍ନଭଣ୍ଡାର । ରତ୍ନଭଣ୍ଡାର ତଦାରଖ କମିଟିର ୧୧ଜଣିଆ ଅଧିକୃତ ସଦସ୍ୟ ପ୍ରବେଶ କରିଛନ୍ତି । ପୁରୀରେ ପହଞ୍ଚିବା ପରେ ଶ୍ରୀନଅରରୁ…
Read More...

ନିର୍ଦ୍ଧାରିତ ସମୟରେ ଖୋଲିଲା ଭିତର ରତ୍ନଭଣ୍ଡାର

ସମାଜ ଡିଜିଟାଲ ଡେସ୍କ: ଗୁରୁବାର ନିର୍ଦ୍ଧାରିତ ସମୟରେ ଖୋଲିଲା ଭିତର ରତ୍ନଭଣ୍ଡାର । ୯ଟା ୫୧ ମିନିଟରେ ହିଁ ଖୋଲିଛି ଭିତର ରତ୍ନଭଣ୍ଡାର । ନିର୍ଦ୍ଧାରିତ ସମୟରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‍…
Read More...

ପୋଖରୀ ଖୋଳିଥିବା ଶ୍ରମିକଙ୍କ ମଜୁରୀ ପ୍ରଦାନ ବିଳମ୍ବ

କଳାପଥର : ଧଳାପଥର ପଞ୍ଚାୟତର ଗୋପିନାଥପୁର ରାଜସ୍ବ ଗ୍ରାମରେ ଥିବା ଖଣ୍ଡିଆ ପୋଖରୀ ଆଂଶିକ କାର୍ଯ୍ୟ ମନରେଗା ଯୋଜନାରେ ସମ୍ପାଦନ ହେଉଥିବା ବେଳେ ଶ୍ରମିକଙ୍କ ଦ୍ଵାରା ଖନନ କାର୍ଯ୍ୟ ହେଉଥିଲା । ମୌସୁମୀ ବର୍ଷା ହେଉଥିବାରୁ…
Read More...

ଯିଏ ଆମ ସହ ଆମେ ତା ସହିତ… ବିଜେପି ନେତାଙ୍କ ବିବାଦୀୟ ବୟାନ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିବାଦୀୟ ବୟାନ । ଏକ ସଭା ମଞ୍ଚରେ ଶୁଭେନ୍ଦୁ କହିଛନ୍ତି ଯେ ଆପଣ (ବିଜେପି ନେତା) ସବୁବେଳେ କହୁଛନ୍ତି ‘ସବକା ସାଥ୍‍ ସବକା ବିକାଶ’। ହେଲେ ଏବେ ଆମେ…
Read More...

କାଲିଠୁ କଳାବ୍ୟାଜ୍‍ ପିନ୍ଧି ପ୍ରତିବାଦ, ସମାଧାନ ନହେଲେ ୨୪ରୁ ଆନ୍ଦୋଳନ

ସମାଜ ଡିଜିଟାଲ ଡେସ୍କ: ଏସସିବି ମେଡିକାଲରେ ଘନେଇବାରେ ଲାଗିଛି ନର୍ସିଂ ଅଫିସର୍‍ ଓ ହାଉସ ସର୍ଜନଙ୍କ ବିବାଦ । ନର୍ସିଂ ଅଫିସରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବେ…
Read More...

୯୯ ପ୍ରତିଶତ ଲୋକ ଭୁଲ ଉପାୟରେ ଖାଉଛନ୍ତି ଫଳ, ଜାଣନ୍ତୁ ସଠିକ୍‍ ଉପାୟ

ସମାଜ ଡିଜିଟାଲ ଡେସ୍କ: ଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ଅନେକ ଲାଭଦାୟକ ହୋଇଥାଏ । ଫଳରେ ସବୁ ପ୍ରକାର ଜରୁରୀ ପୋଷକ ତତ୍ତ୍ୱ, ଭିଟାମିନ୍‍ ଏବଂ ଫାଇବର୍‍ ଶରୀରକୁ ମିଳିଥାଏ । ଫଳ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା…
Read More...

କନ୍ୟାଦାନର ମହତ୍ତ୍ୱ ବୁଝାଇଲେ ନୀତା ଅମ୍ବାନୀ: କାନ୍ଦିଲେ ଉପସ୍ଥିତ ଅତିଥି

ସମାଜ ଡିଜିଟାଲ ଡେସ୍କ: ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ବିବାହର ଅନେକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ତେବେ ଅନନ୍ତ-ରାଧିକାଙ୍କ ବିବାହ ବେଳରେ କନ୍ୟାଦାନ ପୂର୍ବରୁ ନୀତା…
Read More...

ତଣ୍ଟି ଚିପି ମା’କୁ ହତ୍ୟା କଲା ପୁଅ

ସିମୁଳିଆ: ମାକୁ ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ପୁଅ ।  ପୁଅକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଂଚାୟତ ତାଳପଦା ଗ୍ରାମର ବାସନ୍ତି ମହାନ୍ତିଙ୍କ ବଡ଼ ପୁଅ…
Read More...

ଘରର ଏହି ସ୍ଥାନରେ ଭୁଲରେ ବି ରଖନ୍ତୁ ନାହିଁ ଜୋତା ଷ୍ଟାଣ୍ଡ

ସମାଜ ଡିଜିଟାଲ ଡେସ୍କ: ସର୍ବଦା ଲୋକମାନେ ବାହାରୁ ଆସିବା ପରେ ଘର ଭିତରେ ହେଉ ଅବା ଘରର ମୁଖ୍ୟ ଦ୍ୱାରରେ ଜୋତା ରଖୁଥିବା ଦେଖିବାକୁ ମିଳେ । ଏଭଳି କରିବା ଦ୍ୱାରା ଘର ପାଇଁ ଅଶୁଭ ହୋଇଥାଏ । ବାସ୍ତୁ ଅନୁସାରେ ଘରେ ଜୋତା…
Read More...

ମଝି ସମୁଦ୍ରରେ ବୁଡିଗଲା ତେଲ ଟ୍ୟାଙ୍କର; ୧୩ ଭାରତୀୟ ସମେତ ୧୬ଜଣ ନିଖୋଜ

ନୂଆଦିଲ୍ଲୀ: ଓମାନ ମଝି ସମୁଦ୍ରରେ ବୁଡିଗଲା ତେଲ ଟ୍ୟାଙ୍କର । ଫଳରେ ୧୩ଜଣ ଭାରତୀୟ ସମେତ ମୋଟ ୧୬ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି । ସୋମବାର ଦିନ ଓମାନ ସମୁଦ୍ରରେ ଘଟିଥିଲା ଏହି ଅଘଟଣ । ଓମାନ ସାମୁଦ୍ରିକ…
Read More...

ଦେଖନ୍ତୁ ହାତୀ ଛୁଆର କୌତୁକିଆ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ଛୁଆ ହାତୀମାନେ ସାଧାରଣତଃ ପିଲାଙ୍କ ଭଳି ବ୍ୟବହାର କରିଥାନ୍ତି । ସେମାନେ ପିଲାଙ୍କ ଭଳି ଖେଳିବାକୁ ଭଲ ପାଆନ୍ତି । ତେବେ କିଭଳି ଏହି ଛଉଆ ହାତୀଟି ଖେଳୁଛି ଦେଖନ୍ତୁ ଏହି ଭିଡ଼ିଓରେ ।
Read More...

ଆସନ୍ତା ୧୯ରେ ଓଡ଼ିଶା ଆସିବେ ଜେପି ନଡ୍ଡା

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୧୯ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପୁରୀରେ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଦୁଇ ଦିନିଆ ରାଜ୍ୟ…
Read More...

ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ଆକ୍ରମଣ ଘଟଣା; ମୋହନ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ବର୍ଷିଲା ବିଜେଡି । ଆକ୍ରମଣ ଘଟଣାକୁ ୧୦ଦିନ ବିତିଲାଣି, ହେଲେ ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ । ଆକ୍ରମଣ କରିଥିବା ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ…
Read More...

ଗୁରୁବାର ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ କଟକଣା

ସମାଜ ଡିଜିଟାଲ ଡେସ୍କ: ଜୁଲାଇ ୧୮ ତାରିଖ ଅଥାତ ଗୁରୁବାର ଦିନ ପୁଣି ଥରେ ରତ୍ନଭଣ୍ଡାର ଖୋଲାଯିବ । ଏଥିପାଇଁ ଭକ୍ତମାନେ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ରହିବ ବୋଲି ମୁଖ୍ୟ ପ୍ରଶାସକ ଓ ରତ୍ନଭଣ୍ଡାର ତଦାରଖ କମିଟିର…
Read More...

ଆସନ୍ତା ଗୁରୁବାର ଦିନ ଖୋଲିବ ଭିତର ରତ୍ନଭଣ୍ଡାର

ସମାଜ ଡିଜିଟାଲ ଡେସ୍କ: ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କରେ ଆଜି ପୁଣି ତଦାରଖ କମିଟିର ଜରୁରୀ ବୈଠକ ବସିଛି । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପରେ ଗଣମାଧ୍ୟମକୁ…
Read More...

କଂଗ୍ରେସର ଧାରଣା: ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବି

ଭୁବନେଶ୍ୱର: ରାଜଭବନ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ଧାରଣା ଓ ନାରାବାଜି । ଯୁବ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଆଜି ରାଜଭବନ ସମ୍ମୁଖରେ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବାକୁ ନାରାବାଜି କରିଛନ୍ତି ।…
Read More...

ପୂର୍ବତନ ମନ୍ତ୍ରୀ ମୁକେଶ ସାହାଣୀଙ୍କ ବାପାଙ୍କୁ ନିମର୍ମ ହତ୍ୟା, ପୁଲିସ ଦେଲା ଏମିତି ବୟାନ

ସମାଜ ଡିଜିଟାଲ ଡେସ୍କ: ବିହାର ଦରଭଙ୍ଗା ଜିଲ୍ଲାରେ ଚାଞ୍ଚଲ୍ୟ । ସୋମବାର ବିଳମ୍ବିତ ରାତିରେ ପୂର୍ବତନ ମନ୍ତ୍ରୀ ତଥା ବିକାଶଶୀଳ ଇନସାନ ପାର୍ଟିର ରାଷ୍ଟ୍ରୟ ଅଧ୍ୟକ୍ଷ ମୁକେଶ ସାହାଣୀଙ୍କ ପିତାଙ୍କୁ ନିମର୍ମ ହତ୍ୟା…
Read More...

ଚା’ରେ ନିଶା ଦେଇ ବସ୍‍ କର୍ମଚାରୀଙ୍କଠୁ ଲୁଟ୍‍

ପାରାଦ୍ୱୀପ: ଚା’ରେ ନିଶା ଦେଇ ବସ୍‍ କର୍ମଚାରୀଙ୍କୁ ଅଚେତ କଲେ ଦୁର୍ବୃତ୍ତ । ବସ୍‍ ଟିକେଟ ବୁକିଂ ବାହାନାରେ ଆସି କର୍ମଚାରୀଙ୍କୁ ଚା’ରେ ନିଶା ଦେଇ ଲୁଟ କରୁଥିଲେ ଦୁର୍ବୃତ୍ତ । ଚା’ ପିଇ ୨ଟି ବସର ୪କର୍ମଚାରୀ ଅଚେତ…
Read More...

ମହାନଦୀକୁ ଡେଇଁ ପଡିଲେ ଯୁବକ

କଟକ: ଯୋବ୍ରା ନିକଟ ମହାନଦୀକୁ ଡେଇଁ ପଡି ଜଣେ ଯୁବକ ନିଖୋଜ । ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ନିଖୋଜ ଯୁବକ ଜଣକ ହେଲେ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ । ସକାଳୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ…
Read More...

ସୀମା ଟପିଲେ ସ୍ୱାମୀ: ବିଷ ପିଇ ଜୀବନ ହାରିଲେ ସ୍ତ୍ରୀ

ନୀଳଗିରି: ସ୍ତ୍ରୀ ଓ ଦୁଇ ପୁଅକୁ ନିର୍ଦ୍ଦୁମ ପିଟିବା ପରେ ଅସହ୍ୟ ଯନ୍ତ୍ରଣା ଦେଉଥିଲେ ସ୍ୱାମୀ । ସ୍ୱାମୀର ଏଭଳି ଅକଥନୀୟ ନିର୍ଯାତନା ସହିନପାରି ଶେଷରେ ବିଷ ପିଇ ଜୀବନ ହାରିଛନ୍ତି ସ୍ତ୍ରୀ । ଏଭଳି ଅମାନବୀୟ ଘଟଣା…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଏସବିଏଲ ଏନଜିଓ ପକ୍ଷରୁ ୨୫ଦଫା ଦାବିପତ୍ର ପ୍ରଦାନ

ବ୍ରହ୍ମପୁର: ଜାତୀୟ ସ୍ତରୀୟ ଏନଜିଓ ସ୍ଥାୟୀ ବିକାଶ ଲକ୍ଷ୍ୟ ପକ୍ଷରୁ ଭଭବନେଶ୍ବରଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଅବସରରେ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟି ଏକ ୨୫ଦଫା ଦାବିପତ୍ର ପ୍ରଦାନ…
Read More...

ଡୋନାଲ୍ଡ ଟ୍ରମ୍ପଙ୍କୁ ବଞ୍ଚାଇଦେଲେ ଶ୍ରୀଜଗନ୍ନାଥ: ଜାଣନ୍ତୁ କାହିଁକି ଏମିତି କହିଲେ ଇସ୍କନ ଉପାଧ୍ୟକ୍ଷ

ସମାଜ ଡିଜିଟାଲ ଡେସ୍କ: ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ପାର୍ଟିର ନେତା ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ ହେବା ପରେ ଏଥିରୁ ଅଳ୍ପକେ ରକ୍ଷା ପାଇଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ…
Read More...

ଦେବୀ ସୁଭଦ୍ରାଙ୍କ ରଥରୁ ଅଣସେବାୟତଙ୍କୁ ଟାଣିଆଣିଲେ ମୁଖ୍ୟ ପ୍ରଶାସକ

ସମାଜ ଡିଜିଟାଲ ଡେସ୍କ: ବାହୁଡା ଯାତ୍ରାରେ ରଥରେ ଚଢିଲେ ଅଣସେବାୟତ । ସେବାୟତ ବେଶରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନରେ ଜଣେ ଅଣସେବାୟତ ଚଢି ଥିବାବେଳେ ତାଙ୍କୁ ଚିହ୍ନଟ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…
Read More...

ରଥରେ ଚଢିଲେ ଅଣସେବାୟତ: ସିଂହଦ୍ୱାର ଥାନାରେ ଏତଲା, ହୋଇପାରେ କାର୍ଯ୍ୟାନୁଷ୍ଠାନ

ସମାଜ ଡିଜିଟାଲ ଡେସ୍କ: ରଥରେ ସେବାୟତ ବେଶରେ ଚଢିଥିଲେ ଅଣସେବାୟତ । ସେବାୟତ ବେଶରେ ରଥରେ ଚଢିଥିବାରୁ ଦୁଇ ଜଣଙ୍କ ନାଁରେ ଏତଲା ହୋଇଛି । ତାଳଧ୍ୱଜ ରଥରେ ଇଫକୋ ଅଧିକାରୀ ପ୍ରସନ୍ନ ବେଉରା ଓ ନନ୍ଦିଘୋଷ ରଥରେ ଦିଲ୍ଲୀ…
Read More...

ପହଣ୍ଡିରେ ଝୁଲି ଝୁଲି ଯାଉଛନ୍ତି କାଳିଆ ସାଆନ୍ତ

ସମାଜ ଡିଜିଟାଲ ଡେସ୍କ: ଆଗେ ଗଲେ ବଡ ଭାଇ, ପରେ ସୁନା ନାକି ଭଉଣୀ, ଶେଷରେ ଝୁଲି ଝୁଲି ଯାଉଛନ୍ତି କାଳିଆ ସାଆନ୍ତ । ଘଣ୍ଟଘଣ୍ଟା ବାଦ୍ୟରେ ନନ୍ଦିଘୋଷ ରଥକୁ ଯାଉଛନ୍ତି କାଳିଆ ଠାକୁର । ଆଢପ ମଣ୍ଡପରେ ଲୀଳାଖେଳା ସାରି ଭାଇ…
Read More...

ଆତଙ୍କ ଖେଳାଇଲାଣି ଚାନ୍ଦିପୁରା ଭୂତାଣୁ; ୨ଦିନରେ ୫ଶିଶୁଙ୍କ ମୃତ୍ୟୁ, ପୁଣେ ଗଲା ନମୁନା

ସମାଜ ଡିଜିଟାଲ ଡେସ୍କ: କରୋନା ପରେ ଗୁଜୁରାଟରେ ଆତଙ୍କ ଖେଳାଇଛି ଆଉ ଏକ ନୂଆ ଭୂତାଣୁ । ଚାନ୍ଦିପୁରା ଭୂତାଣୁ ନାମକ ଅଜଣା ଭାଇରସ୍‍ ଆତଙ୍କରେ ଦୁଇ ଦିନରେ ୫ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସାବରକାଣ୍ଠା…
Read More...

ଜଙ୍ଗଲରେ ଡରିଗଲା ଭାଲୁ, ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ଅନ୍ଧାର ରାତିରେ ଜଙ୍ଗଲରେ ବୁଲୁଥିଲା ଭାଲୁ । ଖାଦ୍ୟ ଅନେଷ୍ୱଣରେ ବୁଲୁଥିବା ଭାଲୁଟି ବାରମ୍ବାର ଚମକିବା ସହ ଡରିଯାଇଥିଲା । କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । କ୍ୟାମେରା ଲାଇଟ୍ ପଡିବାରୁ…
Read More...

କିଛି ଭୁଲ୍ ହୋଇଥିଲେ କ୍ଷମା କରିବେ; ଜାଣନ୍ତୁ କାହିଁକି ଏମିତି କହିଲେ ନୀତା ଅମ୍ବାନୀ

ସମାଜ ଡିଜିଟାଲ ଡେସ୍କ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି । ୧୨ରେ ବିବାହ ଓ ୧୩ରେ ଶୁଭ ଆଶୀର୍ବାଦ ଏବଂ ୧୪ରେ ମଙ୍ଗଳ ଉତ୍ସବ (ରିସେପସନ) କାର୍ଯ୍ୟକ୍ରମ ସମାପନ ହୋଇଛି…
Read More...

ଆଜି ଭାରତ-ଜିମ୍ବାୱେ ଚତୁର୍ଥ ଟି-୨୦ ମ୍ୟାଚ, ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ-ଜିମ୍ବାୱେ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ । ୫ଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି ଭାରତୀୟ ଦଳ । ଆଜିର ମ୍ୟାଚ ଜିତି ଭାରତ ସିରିଜ ବିଜୟ ଲକ୍ଷ୍ୟ ରଖିଛି ।…
Read More...

ଅନନ୍ତଙ୍କ ହାତ ଧରିଲେ ରାଧିକା: ବିବାହ ବେଳେ ବଚନ ଦେଲେ ଅନନ୍ତ, କହିଲେ ଆମେ କରିବା ସ୍ୱପ୍ନର ଘର…

ସମାଜ ଡିଜିଟାଲ ଡେସ୍କ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ । ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନିଙ୍କ ସାନପୁଅ ଅନନ୍ତଙ୍କ ସହ ରାଧିକା…
Read More...

ହାତୀକୁ ଧକ୍କା ଦେଲା ଟ୍ରେନ, ଆଉ ତା ପରେ ଦେଖନ୍ତୁ ଭିଡ଼ିଓ…

ସମାଜ ଡିଜିଟାଲ ଡେସ୍କ: ଟ୍ରେନ୍‍ ଲାଇନ ପାର ହେଉଥିଲା ହାତୀ । ହଠାତ ଟ୍ରେନ ଆସି ଧକ୍କା ଦେବାରୁ ତଳେ ପଡିଯାଇଥିଲା । ହାତୀର ଗୋଡରେ ଆଘାତ ଲାଗିଥିବାରୁ ସେ ଚାଲିବା ଅସମ୍ଭବ ହୋଇଛି । ଉଠି ଚାଲିବାକୁ ବାରମ୍ବାର ପ୍ରୟାସ…
Read More...

ରାଇସ୍‍ ମିଲ୍‍ ମାଲିକ ନିଖୋଜ, ଅପହରଣ ସନ୍ଦେହ

ଜୟପୁର: ସଦର ଥାନା କୁମୁଲିପୁଟର ରାଇସ୍‍ ମିଲ୍‍ ମାଲିକ ନିଖୋଜ । ଶୁକ୍ରବାର ସନ୍ଧ୍ୟାରୁ ରାଇସ୍‍ ମିଲ୍‍ ମାଲିକ ଏ.ରମେଶ ପାତ୍ର ନିଖୋଜ ଥିବାବେଳେ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଇଛି । ବୋରିଗୁମ୍ମା ଥାନା…
Read More...

ଦେଖନ୍ତୁ ଭିଡ଼ିଓ ଜୋତା ଭିତରେ କିଭଳି ଲୁଚିଥିଲା ବିଷାକ୍ତ ସାପ

ସମାଜ ଡିଜିଟାଲ ଡେସ୍କ: ବର୍ଷା ଦିନ ହୋଇଥିବାରୁ ସାପମାନେ ସାଧାରଣତଃ ନିଜ ସ୍ଥାନରୁ ବାହାରି ଆସିଥାନ୍ତି । ଅନେକ ହାନିକାରକ ସାପ ବାହାରେ ବୁଲୁଥିବା ଦେଖିବାକୁ ମିଳେ । ତେବେ ଆପଣ ଜୋତା ପିନ୍ଧିବା ପୂର୍ବରୁ ଟିକେ…
Read More...

ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‍: ୩ ମୃତ, ୧୯ ଗୁରୁତର ମେଡିକାଲରେ ଭର୍ତ୍ତି

ବାରିପଦା: ମୟୂରଭଞ୍ଜ ଜିଲା ସଦର ମହକୁମା ୧୮ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୁଢୀ ଖମାରି ଗ୍ରାମ ନିକଟରେ ଆଜି ଭୋର ସାଢେ ୪ଟା ବେଳେ ଏକ ଯାତ୍ରୀବାହି ବସ୍‍ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ।…
Read More...

ରାଜ୍ୟରେ ବିଜେପି ସରକାର: ଅନାସ୍ଥାର ସମ୍ମୁଖୀନ ହେବେ ବିଜେପି ପୌରାଧ୍ୟକ୍ଷା

ଫୁଲବାଣୀ: ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିଛି ବିଜେପି। ତେବେ ରାଜ୍ୟର ଖୁବ କମ ପୌରାଞ୍ଚଳରେ ରହିଛନ୍ତି ଦଳୀୟ ଅଧ୍ୟକ୍ଷ/ଅଧ୍ୟକ୍ଷା। ସେଥିମଧ୍ୟରୁ ଫୁଲବାଣୀ ପୌର ପରିଷଦ ଅନ୍ୟତମ । ଏଠାରେ ଦଳର ସଂଖ୍ୟା ଗରିଷ୍ଠତା…
Read More...

ଡେଙ୍ଗୁ, ମ୍ୟାଲେରିଆ ସଚେତନତା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ

ଭୁବନେଶ୍ୱର: ଡେଙ୍ଗୁ, ମ୍ୟାଲେରିଆ ପ୍ରତି ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଚଳଚ୍ଚିତ୍ର କଳାକାରଙ୍କ ଜରିଆରେ ଡେଙ୍ଗୁ ସହ ଅନ୍ୟ ରୋଗର ପ୍ରତିକାର ପାଇଁ ସଚେତନତା ସୃଷ୍ଟି କରିବାକୁ ଗୃହ ନିର୍ମାଣ ଓ…
Read More...

ଓଡ଼ିଶା ଫୁଟବଲ ସଂଘ ସଭାପତି ହେଲେ ସମୀର ଦେ

ଭୁବନେଶ୍ୱର: ଫୁଟବଲ୍‍ ଆସୋସିଏସନ ଅଫ୍‍ ଓଡ଼ିଶା ବା ଓଡ଼ିଶା ଫୁଟବଲ ସଂଘ(ଫାଓ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସମୀର ଦେ । ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏନେଇ…
Read More...

ବାହୁଡା ପ୍ରସ୍ତୁତି ଆରମ୍ଭ; ଆଜି ୩ରଥ ହେବ ଦକ୍ଷିଣ ମୋଡ

ସମାଜ ଡିଜିଟାଲ ଡେସ୍କ: ହେରାପଞ୍ଚମୀ ନୀତି ପରେ ଆରମ୍ଭ ହୋଇଛି ବାହୁଡା ଯାତ୍ରା ପ୍ରସ୍ତୁତି। ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ୩ରଥ ଦକ୍ଷିଣ ମୋଡ ହେବ। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ୩ ରଥକୁ…
Read More...

ସାଙ୍ଗ ଘରୁ ସାଙ୍ଗର ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର: ଟାଉନ ଥାନା ନିକଟସ୍ଥ ପଟାଭାଟି ଗାଁରେ ଅଭାବନୀୟ ଘଟଣା । ସାଙ୍ଗ ଘରୁ ସାଙ୍ଗର ମୃତଦେହ ଉଦ୍ଧାର ହୋଇଛି । ମୃତକ ସୁବର୍ଣ୍ଣପୁର ମହାବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି ।…
Read More...

ବିଶୃଙ୍ଖଳିତ ଆଚରଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ-ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ସମାଜ ଡିଜିଟାଲ ଡେସ୍କ: ଶ୍ରୀମନ୍ଦିର ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ପାଢୀ । ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।…
Read More...

ଖୁବଶୀଘ୍ର ସ୍ପଷ୍ଟ ହେବ ରତ୍ନଭଣ୍ଡାର ଏସଓପି- ଆଇନମନ୍ତ୍ରୀ

ଭୁବନେଶ୍ୱର: ଆଜି କିମ୍ବା ଆସନ୍ତାକାଲି ସ୍ପଷ୍ଟ ହେବ ରତ୍ନଭଣ୍ଡାର ଏସଓପି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସରକାର ଖୁବଶୀଘ୍ର ଏହା ଉପରେ ନିଷ୍ପତି ନେବାକୁ ଯାଉଛନ୍ତି । ଆସନ୍ତା ୧୪…
Read More...

କ୍ୟାମ୍ପସରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ସପ୍ତମ ବାଟାଲିୟନ କ୍ୟାମ୍ପସରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ୨୦୦୨ ବ୍ୟାଚର ସିପାହୀ ଦୁର୍ଯ୍ୟୋଧନ ମହାନ୍ତି ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗଛରେ ରଶି ଲଗାଇ ସେ…
Read More...

ଅନ୍ତରୀଣ ଜାମିନ ପ୍ରଦାନ, କିନ୍ତୁ ଜେଲରେ ରହିବେ କେଜ୍ରିୱାଲ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ହେଲେ…
Read More...

ଭଉଣୀର ମୃତଦେହକୁ ୫କି.ମି ଯାଏ କାନ୍ଧରେ ବୋହି ନେଲେ ଦୁଇ ଭାଇ

ଉତ୍ତରପ୍ରଦେଶ: ଭଉଣୀର ଡୋଲିକୁ କାନ୍ଧରେ ଉଠାଇବା ବଦଳରେ ଆଜି ତାର ମର ଶରୀରକୁ କାନ୍ଧରେ ବୋହି ନେଉଛନ୍ତି ଦୁଇ ଭାଇ । ପ୍ରଶାସନର ଅବ୍ୟବସ୍ଥା ଯୋଗୁ ଆଜି ଜଣେ ନାବାଳିକାଙ୍କ ଜୀବନ ଚାଲିଯାଇଛି । ଭଉଣୀର ମୃତଦେହକୁ କାନ୍ଧରେ…
Read More...

୫ଦିନ ପରେ ମିଳିଲା ଓମ୍‍ ପ୍ରକାଶ ରଥଙ୍କ ମୃତଦେହ

ଖୋର୍ଦ୍ଧା: ତାପଙ୍ଗ ଗଭୀର ଖଣି ପାଣିରୁ ନିଖୋଜ ଛାତ୍ର ଓମ୍‍ ପ୍ରକାଶ ରଥଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ହେବାର ୫ଦିନ ପରେ ଆଜି ସକାଳେ ଓମ୍‍ ପ୍ରକାଶଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଗତ…
Read More...

ନାଳରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ପୋଲସରା : ନାଳରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ଗଞ୍ଜାମ ଜିଲା ପୋଲସରା ତାରାତାରିଣୀ ଛକ ଶିବମନ୍ଦିର ନିକଟ ନାଳରୁ ମୃତଦେହ ଠାବ ହୋଇଛି । ମୃତଦେହ ଜବତ କରି ପୁରୁଷୋତ୍ତମପୁର ଥାନା ପୁଲିସର ତଦନ୍ତ ଆରମ୍ଭ କରିଛି ।…
Read More...

ଦେଖନ୍ତୁ ଭିଡ଼ିଓ: ଯାହା ବି ହେଉ ଆମେ ଭୋଜି ଖାଇଯିବୁ

ସମାଜ ଡିଜିଟାଲ ଡେସ୍କ: ମହାଆଡମ୍ବରରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ଗାଁ ସାରା ଲୋକଙ୍କୁ ନିମନ୍ତ୍ରଣ ମଧ୍ୟ ଦିଆଯାଇଥିଲା । ହେଲେ ଠିକ୍‍ ସମୟରେ ବର୍ଷା ସାଜିଲା ଦାଉ । ପ୍ରବଳ ବର୍ଷା ହେବାରୁ ଗାଁ ଦାଣ୍ଡରେ ଅଣ୍ଟାଏ…
Read More...

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ପଦ୍ମପୁର: ପାରିବାରିକ କଳହର କରୁଣ ପରିଣତି । ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଡୁଙ୍ଗୁରିପାଲି ଗାଁରେ । ସୂଚନା ଅନୁସାରେ…
Read More...

ଗୃହିଣୀଙ୍କ ତ୍ୟାଗକୁ ମିଳୁ ସମ୍ମାନ, ସ୍ୱାମୀ-ସ୍ତ୍ରୀଙ୍କର ଜଏଣ୍ଟ ଆକାଉଣ୍ଟ ଖୋଲାଯାଉ- ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆମ ଦେଶରେ ଗୃହିଣୀଙ୍କ ତ୍ୟାଗକୁ ସମ୍ମାନ ଦିଆଯାଉ । ଗୃହିଣୀଙ୍କର ଭୂମିକା ଓ ପରିବାର ପ୍ରତି ସେମାନଙ୍କର ତ୍ୟାଗକୁ ସମ୍ମାନ ଜଣାଇବାର ସମୟ ଆସିଛି ବୋଲି ବୁଧବାର ତେଲେଙ୍ଗାନାର ଏକ ମାମଲାର ବିଚାର ବେଳେ…
Read More...

ସୁଟିଂ ବେଳେ ଆହତ ହେଲେ ଉର୍ବଶୀ ରୌତେଲା

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆହତ । ନିଜର ଅପକମିଂ ସାଉଥ୍‍ ଫିଲ୍ମ ଏନବିକେ ୧୦୯ର ସୁଟିଂ ବେଳେ ସେ ଆହତ ହୋଇଥିବା ସୂଚନା ମିଳିଛି । ଅଭିନେତ୍ରୀ ହାଇଦ୍ରାବାଦରେ ଏନବିକେ ୧୦୯ର ସୁଟିଂ କରୁଥିଲେ । ଆହତ…
Read More...

ଏମିତି ଆମେ ମୃତ୍ୟୁ, ଗୀତ ଗାଉ ଗାଉ ଟଳି ପଡିଲେ ଅତିରିକ୍ତ ଜିଲ୍ଲାପାଳ

ଗଜପତି : ମୃତ୍ୟୁ ଏମିତି ଆସିବ କେହି କେବେ ଚିନ୍ତା କରିନଥିବେ । ଖୁସିରେ ଷ୍ଟେଜରେ ଗୀତ ଗାଇବା ବେଳେ ହଠାତ ତଳେ ପଡିଗଲେ ଅତିରିକ୍ତ ଜିଲ୍ଲାପାଳ । ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି…
Read More...

ରିଲ୍ସ କରୁଥିଲେ ବୁଡିଗଲେ: ନିଖୋଜ ଯୁବକଙ୍କୁ ଖୋଜୁଛି ରୋବଟ୍‍

ଖୋର୍ଦ୍ଧା : ତାପଙ୍ଗ ଖଣିରେ ୪ଦିନ ହେଲାଣି ନିଖୋଜ ଅଛନ୍ତି ଜଣେ ଯୁବକ । ନିଖୋଜ ଯୁବକଙ୍କୁ ଠାବ ପାଇଁ ଚାଲିଛି ଜୋରଦାର ପ୍ରୟାସ । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଓଡ଼୍ରାଫ୍‍ , ନାଭାଲ ଟିମ୍‍ ସହ ଅଗ୍ନିଶମ ବାହିନୀ…
Read More...

ନିଟ୍‍ ପରୀକ୍ଷା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି: ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିଟ୍‍ ପରୀକ୍ଷାକୁ ନେଇ ଆଜି ସୁପ୍ରିମକୋର୍ଟରେ ପୁଣି ଥରେ ଶୁଣାଣି ହେବାକୁ ଯାଉଛି । ତେବେ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ମେଡିକାଲ ପ୍ରବେଶିକା…
Read More...

ବିବାହରେ ଆସୁଛି କି ବାଧା; ଗୁପ୍ତ ନବରାତ୍ରୀରେ କରନ୍ତୁ ହଳଦୀରେ ୩ଟି ଉପଚାର, ଶୀଘ୍ର ବାଜିବ ସାହାନାଇ

ସମାଜ ଡିଜିଟାଲ ଡେସ୍କ: ଛୋଟରୁ ବଡ ସବୁ ସମସ୍ୟାର ସମାଧାନ ପାଇଁ ସନାତନ ଧର୍ମରେ ପ୍ରତିକାର ରହିଛି । ଏହି ଉପାୟକୁ କିଛି ନିର୍ଦ୍ଦିଷ୍ଟ ଦିନରେ କରିବା ଦ୍ୱାରା ଫଳପ୍ରାପ୍ତ ହୋଇଥାଏ । ବର୍ତ୍ତମାନ ଗୁପ୍ତ ନବରାତ୍ର…
Read More...

କୋକସରାରେ ଅନେକ ସମସ୍ୟାର ସମାଧାନ ହେବ: ସାଂସଦ

ଲଡୁଗାଁ: ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାକୁ ଦୃଷ୍ଟିରେ ରଖି ବିଗତ ଦିନରେ କୋକସରା ଅଞ୍ଚଳ ବିଭିନ୍ନ କ୍ଷେତ୍ରରେ ପଛରେ ପଡିଥିବା ବେଳେ ଅନେକ ଗୁଡିଏ ଯୋଜନା ଫାଇଲ ତଳେ ଦବି ରହିଯାଇଛି । ତେବେ ଆଗକୁ ଅଞ୍ଚଳର କିଭଳି ବିକାଶ…
Read More...

ଜ୍ୟାକଲିନଙ୍କୁ ଜେରା: ୨୦୦କୋଟିର ଅର୍ଥ ହେରଫେର ମାମଲାରେ ପୁଣି ପଚରାଉଚରା

ମୁମ୍ବଇ: ୩୮ବର୍ଷୀୟ ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ୍‍ ଫର୍ଣ୍ଣାଣ୍ଡିଜ୍‍ଙ୍କ ପାଇଁ ଅଡୁଆ ବଢିଛି । ସୁକେଶ ଚନ୍ଦ୍ରଶେଖରଙ୍କ ସହି ଜଡିତ ଥିବା ୨୦୦କୋଟିର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ପୁଣି ଥରେ ପଚରାଉଚରା ପାଇଁ…
Read More...

ପଡିଗଲେ ବଡଠାକୁର: ଏହା ଏକ ଅକ୍ଷମଣୀୟ ତ୍ରୁଟି-ବିଜେଡି

ଭୁବନେଶ୍ୱର: ଆଡପ ମଣ୍ଡପ ବିଜେ ବେଳେ ବଡଠାକୁର ଶ୍ରୀବଳଭଦ୍ର ପଡିଯିବା ଘଟଣାରେ ବିଜେଡି ପ୍ରତିିକ୍ରିୟା ରଖିଛି । ଏହା ଏକ ଅକ୍ଷମଣୀୟ ତ୍ରୁଟି ବୋଲି କହିଛି ବିଜେଡି । ଭୁବନେଶ୍ୱର ମେୟର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସ…
Read More...

ବଡଠାକୁର ମୁହଁ ମାଡି ପଡିବା ଘଟଣା: ମନ୍ତ୍ରୀ କହିଲେ ଏହା ଏକ ସାମାନ୍ୟ ଦୁର୍ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ

ପୁରୀ: ତାଳଧ୍ୱଜ ରଥରୁ ଆଡପ ମଣ୍ଡପକୁ ପହଣ୍ଡି ବିଜେ ବେଳେ ବଡଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ମୁର୍ହମାଡି ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିନନ୍ଦନ । ମନ୍ତ୍ରୀ ଏହାକୁ ଏକ…
Read More...

ଏ କି ଦୃଶ୍ୟ! ଘର ନୁହେଁ, ବିମାନ ଛାତରୁ ଗଳୁଛି ପାଣି; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ଲଗାଣ ବର୍ଷା ହେଲେ ସାଧାରଣତଃ ଘରର ଛାତ କିମ୍ବା ଆଜବେଷ୍ଟସ ଉପରୁ ତଳକୁ ପାଣି ପଡିବା ଆପଣ ଦେଖିଥିବେ । ହେଲେ କେବେ ବିମାନରେ ପାଣି ଗଳିବା ଦେଖିଛନ୍ତି କି । ଭଲ ଭାବରେ ଦେଖନ୍ତୁ ଏହି ଭିଡ଼ିଓକୁ ।…
Read More...

ବିଏସଏଫ ପକ୍ଷରୁ ସୀମାନ୍ତରେ ବୃକ୍ଷ ରୋପଣ: ଗଛ ଲଗାଇଲେ ସାଂସଦ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବୌଦ୍ଧ ଓ ସୀମାନ୍ତ ଖମନଖୋଲ ଗ୍ରାମ ଠାରେ ବିଏସଏଫର ୧୩୫ ବାଟାଲିୟନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ…
Read More...

ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଏମିତି କହିଲେ ଗୌତମ ଗମ୍ଭୀର

ସମାଜ ଡିଜିଟାଲ ଡେସ୍କ: ଗୌତମ ଗମ୍ଭୀର ହୋଇଛନ୍ତି ଭାରତୀୟ କ୍ରିକେଟ ଦଳ ମୁଖ୍ୟ ପ୍ରଶିକ୍ଷକ । ଗମ୍ଭୀରଙ୍କୁ ମୁଖ୍ୟ କୋଚ୍‍ ଭାବେ ନିଯୁକ୍ତି ଦେଇଥିବା ବିସିସିଆଇ ସମ୍ପାଦକ ଜୟ ଶାହା ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଘୋଷଣା…
Read More...

ଆଖଣ୍ଡଳମଣିଙ୍କ ଶ୍ରାବଣଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଆରଡି: ଚଳିତମାସ ୨୨ରୁ ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହେବ ଶ୍ରାବଣଯାତ୍ରା। ଏହି ଯାତ୍ରା ଆସନ୍ତା ଅଗଷ୍ଟ ୧୯ଯାଏଁ ଏକମାସ ଧରି ପାଳିତ ହେବ। ଏହି ଅବସରରେ ମଣିବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ ରାଜ୍ୟ ଓ ରାଜ୍ୟ…
Read More...

ଆନ୍ଦୋଳନରେ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ

ଭୁବନେଶ୍ୱର: ରାଜଧାନୀରେ ପୁଣି ରାଜରାସ୍ତାରେ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ନିଯୁକ୍ତି ଦିଆଯାଉନଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉଚ୍ଚ ନ୍ୟାୟାଳୟଙ୍କ…
Read More...

ଜୁଲାଇରେ ବଜାରକୁ ଆସିବ ୧୦ଟି ସ୍ମାର୍ଟ ଫୋନ୍‍ : ମିଳିବ ଭଲ ଅଫର, ଦେଖନ୍ତୁ ତାଲିକା

ସମାଜ ଡିଜିଟାଲ ଡେସ୍କ: ଚଳିତ ମାସରେ ବଜାରକୁ ଆସିବ ୧୦ଟି ସ୍ମାର୍ଟ ଫୋନ୍‍ । ଗ୍ରାହକଙ୍କ ଚାହିଦାକୁ ପୂରଣ କରିବା ଭଳି ଅଫର ନେଇ ମାର୍କେଟକୁ ଆସିବାକୁ ଯାଉଛି ବିଭିନ୍ନ ପ୍ରକାର ସ୍ମାର୍ଟ ଫୋନ୍‍ । ଏହିସବୁ ଫୋନରେ…
Read More...

ଆସନ୍ତା ୧୪ରେ ଖୋଲିପାରେ ରତ୍ନଭଣ୍ଡାର

ପୁରୀ: ରତ୍ନଭଣ୍ଡାର ଖୋଲିବା ନେଇ ଗଠିତ ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ଶେଷ ହୋଇଛି । କମିଟିର ଅଧ୍ୟକ୍ଷ ଜଷ୍ଟିସ୍‍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବୈଠକ ବସିଥିଲା । ଆସନ୍ତା ୧୪ରେ…
Read More...

ଡେଙ୍ଗୁ ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟବିଭାଗର ତତ୍ପରତା

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହୋଇଥିବାରୁ ଏହାକୁ ରୋକିବା ପାଇଁ ସ୍ୱାସ୍ଥ୍ୟବିଭାଗ ତତ୍ପରତା ଦେଖାଇଛି । ବିଗତ ୫ବର୍ଷ ଭିତରେ ଯେଉଁସବୁ ଅଞ୍ଚଳ ଡେଙ୍ଗୁ ହଟସ୍ପଟ ହୋଇଥିଲା ତାହାକୁ ଚିହ୍ନଟ ସହ ସର୍ବେକ୍ଷଣ…
Read More...

ଜଗା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା

ପୁରୀ: ଜଗା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡକୁ ଟାଟା ମ୍ୟାଜିକ ଗାଡି ପଡିବାରୁ ଜଣେ ଗୁରୁତର ଓ ୯ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରୁ ୨ଟି ଗାଡିରେ ୨୦ଜଣ ଜଗା…
Read More...

ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ଆରମ୍ଭ

ପୁରୀ: ଆଜି ପୁଣି ରତ୍ନଭଣ୍ଡାର ଖୋଲିବା ନେଇ ଗଠିତ ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ବସିଛି । କମିଟିର ଅଧ୍ୟକ୍ଷ ଜଷ୍ଟିସ୍‍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବୈଠକ ଆରମ୍ଭ ହୋଇଛି ।…
Read More...

ହାଥରସ୍‍ ଘଟଣାରେ ଆସିଲା ଏସଆଇଟି ରିପୋର୍ଟ: ଆୟୋଜକ ଦୋଷୀ, ଭୋଲେ ବାବାଙ୍କ ନାମ ନାହିଁ

ଉତ୍ତରପ୍ରଦେଶ: ଜୁଲାଇ ୨ରେ ହାଥରସ୍‍ ଘଟଣାରେ ରିପୋର୍ଟ ଦାଖଲ କରିଛି ଏସଆଇଟି । ଭୋଲେ ବାବାଙ୍କ ସତସଙ୍ଗରେ ଦଳାଚକଟା ହୋଇ ୧୨୩ଲୋକଙ୍କ ଅକାଳରେ ଜୀବନ ଯାଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ…
Read More...

ବନ୍ଦ ଘରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ୱର: ବନ୍ଦ ଘରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିର ଏକ ଘରେ ମୃତଦେହ ଠାବ ହୋଇଛି । ଘର ବାହାରେ ତାଲା ପଡିଥିବା ବେଳେ ଭିତରେ ଝୁଲନ୍ତା ଅବସ୍ଥାରେ ମୃତଦେହ…
Read More...

ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ; ୫ ଯବାନ ସହିଦ, ୫ଆହତ

ସମାଜ ଡିଜିଟାଲ ଡେସ୍କ: ଜମ୍ମୁ-କାଶ୍ମୀର କାଠୁଆ ଜିଲ୍ଲାର ମାଚେଡି ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜୁନିୟର କମିଶନ ଅଫିସର(ଜେସିଓ)ଙ୍କ ସମେତ ୫ଜଣଙ୍କ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣରେ ଅନ୍ୟ ୫ଜଣ ଯବାନ ଆହତ…
Read More...

ସେବାଶ୍ରମରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ବିଧାୟକ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବେଲକଣାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସେବାଶ୍ରମ ପରିଦର୍ଶନ କରିଛନ୍ତି ବିଧାୟକ ନୀଳମାଧଵ ହିକକା । ବିଦ୍ୟାଳୟରେ ୧୫…
Read More...

ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ସରକାରୀ ଜମିରୁ ହଟିବ ବେଆଇନ ଜବରଦଖଲ

ଭୁବନେଶ୍ୱର: ସବୁ ଜିଲ୍ଲାରେ ସରକାରୀ ଜମିରୁ ହଟିବ ଜବରଦଖଲ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯେଉଁଠି ଜବରଦଖଲ ଦେଖିଲେ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେବା ସହ କହିଛନ୍ତି…
Read More...

ବହୁମତ ସାବ୍ୟସ୍ତ କଲେ ହେମନ୍ତ ସୋରେନ: ସରକାରଙ୍କ ପକ୍ଷରେ ପଡିଲା ୪୫ଭୋଟ

ରାଞ୍ଚି: ଝାଡଖଣ୍ଡ ବିଧାନସଭାରେ ଫ୍ଲୋର ଟେଷ୍ଟ ଶେଷ ହେବା ସହ ବହୁମତର ପ୍ରମାଣ ଦେଇଛନ୍ତି ହେମନ୍ତ ସୋରେନ । ହେମନ୍ତ ସୋରେନଙ୍କ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ…
Read More...

ଓଡ଼ିଆ ଖେଳାଳିଙ୍କ ଲାଗି ୧୫ଲକ୍ଷର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ୟାରିସ୍‍ ଅଲିମ୍ପିକ୍ସ ପୂର୍ବରୁ ଓଡ଼ିଆ ଖୋଳାଳିଙ୍କ ଲାଗି ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଖେଳାଳି ହେଲେ…
Read More...

ରୋହିତଙ୍କ ସ୍ଥାନ ନେବେ କି ଏହି ଖୋଳାଳି: ୪୬ବଲରେ ହାସଲ କଲେ ୧୦୦ରନ

ସମାଜ ଡିଜିଟାଲ ଡେସ୍କ: କ୍ୟାରିୟରର ପ୍ରଥମ ଅନ୍ତଜାର୍ତୀୟ ଟି-୨୦ମ୍ୟାଚରେ ଖାତା ଖୋଲିପାରିନଥିଲେ । କିନ୍ତୁ ଦ୍ୱିତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ୪୬ବଲରେ ଶତକ ହାସଲ କରିବା ସହ ଭାରତ ପାଇଁ ଏକ ବଡ ସ୍କୋର କରିଥିଲେ…
Read More...

୨ ଦିନ ଡାଏଟରେ ଶରୀରରେ ହେବ ଆଶ୍ଚର୍ଯ୍ୟଜନକ ଚମତ୍କାର; ଦୂର ହେବ ମୋଟାପଣ ଓ ମଧୁମେହ

ସମାଜ ଡିଜିଟାଲ ଡେସ୍କ: ଆଜିର ସମୟରେ ମଧୁମେହ ବଡ ରୋଗ ଭାବେ ଉଭା ହୋଇଛି । ଏହି ରୋଗରେ ପୀଡିତ ହେବା ମାତ୍ରେ ପ୍ରତ୍ୟେକ ଦିନ ଔଷଧ ସେବନ କରିବା ଜରୁରୀ ହୋଇଥାଏ । ହେଲେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ମଧୁମେହ ଔଷଧ…
Read More...

ଆଜି ପୁଣି ଆରମ୍ଭ ହେଲା ରଥଟଣା

ପୁରୀ: ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଚତୁର୍ଦ୍ଧାମୂରତି । ଚଳିତ ଥର ଦୁଇ ଦିନ ରଥଯାତ୍ରା ପଡିଥିବାରୁ ରବିବାର ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଲକ୍ଷଲକ୍ଷ ଭକ୍ତମାନେ…
Read More...

ଆଜି ବହୁମତ ସାବ୍ୟସ୍ତ କରିବେ ହେମନ୍ତ ସୋରେନ

ଝାଡଖଣ୍ଡ: ବିଧାନସଭାରେ ବହୁମତର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆଜି ସକାଳ ୧୧ଟାରେ ବହୁମତର ପ୍ରମାଣ ଉପସ୍ଥାପନ କରିବେ । ଗୃହରେ ବହୁମତ ସାବ୍ୟସ୍ତ ପରେ ହେମନ୍ତ ସୋରେନ କ୍ୟାବିନେଟ ମନ୍ତ୍ରୀମାନେ…
Read More...

ମୋଦୀଙ୍କ ମସ୍କୋ ଗସ୍ତକୁ କାହିଁକି ଉତ୍ସାହର ସହ ଅପେକ୍ଷା କରିଛି ଋଷ

ନୂଆଦିଲ୍ଲୀ: ସୋମବାର ଦୁଇ ଦିନିଆ ଋଷ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ମୋଦୀଙ୍କ ଜୁଲାଇ ୮ ଓ ୯ରେ ମସ୍କୋ ଗସ୍ତ ବେଶ ଗୁରୁତ୍ୱବହନ କରୁଛି । ଋଷର ରାଷ୍ଟ୍ରପତି…
Read More...

ସମୁଦ୍ର କୂଳରେ ପ୍ରାତଃଭ୍ରମଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ରବିବାର ରଥଯାତ୍ରା ଦେଖିବା ପରେ ପୁରୀ ରାଜଭବନରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ସକାଳୁ ସମୁଦ୍ର କୂଳରେ ସେ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା…
Read More...

ନକଲି ଚାବିରେ ନଖୋଲିଲେ ତାଲା ଭଙ୍ଗାଯିବ- ଜଷ୍ଟିସ୍‍ ବିଶ୍ୱନାଥ ରଥ

ପୁରୀ: ରତ୍ନଭଣ୍ଡାର କେବେ ଖୋଲିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏନେଇ ଆଜି ବସିଥିବା ବୈଠକରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କୀତ ସମସ୍ତ ଦିଗକୁ ଅନୁଧ୍ୟାନ କରାଯିବା ସହ ନଥିପତ୍ର ଯାଞ୍ଚ କରାଯାଇଛି । ବୈଠକ…
Read More...

କୁସୁମା ବଙ୍ଗଳା ବିବାଦ; ଜିଲ୍ଲାପାଳ କହିଲେ ବେଆଇନ ଭାବେ ହୋଇଛି ନିର୍ମାଣ

ଯାଜପୁର: କୁସୁମାରେ ନିର୍ମାଣ ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଯାଜପୁର ଜିଲ୍ଲାପାଳଙ୍କ ବଡ ବୟାନ । ନିର୍ମାଣ ହୋଇଥିବା ବଙ୍ଗଳା ବେଆଇନ ବୋଲି ଜିଲ୍ଲାପାଳ କହିଛନ୍ତି । ତୁରନ୍ତ ଏହାର ପରିଚାଳନା ନେଇ ପ୍ରଶାସନ…
Read More...