www.samajalive.in
Saturday, December 13, 2025
26.1 C
Bhubaneswar

ଜଙ୍ଗଲରେ ଡରିଗଲା ଭାଲୁ, ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ଅନ୍ଧାର ରାତିରେ ଜଙ୍ଗଲରେ ବୁଲୁଥିଲା ଭାଲୁ । ଖାଦ୍ୟ ଅନେଷ୍ୱଣରେ ବୁଲୁଥିବା ଭାଲୁଟି ବାରମ୍ବାର ଚମକିବା ସହ ଡରିଯାଇଥିଲା । କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । କ୍ୟାମେରା ଲାଇଟ୍ ପଡିବାରୁ ଭାଲୁଟି ଡରିଯାଇଥିଲା । ଦେଖନ୍ତୁ ଏହି ଭିଡ଼ିଓକୁ ଜଙ୍ଗଲରେ ହଠାତ ଫ୍ଲାସ୍ ଲାଇଟ ପଡିବାରୁ କିଭଳି ଚମକି ପଡିଥିଲା ଭାଲୁ । ଏହି ଭିଡ଼ିଓଟି ଏକ୍ସରେ ପୋଷ୍ଟ ହୋଇଛି, ଯାହା ଖୁବ ଭାଇରାଲ ହେଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories