www.samajalive.in
Sunday, December 7, 2025
23.1 C
Bhubaneswar

ଜୁଲାଇରେ ବଜାରକୁ ଆସିବ ୧୦ଟି ସ୍ମାର୍ଟ ଫୋନ୍‍ : ମିଳିବ ଭଲ ଅଫର, ଦେଖନ୍ତୁ ତାଲିକା

ସମାଜ ଡିଜିଟାଲ ଡେସ୍କ: ଚଳିତ ମାସରେ ବଜାରକୁ ଆସିବ ୧୦ଟି ସ୍ମାର୍ଟ ଫୋନ୍‍ । ଗ୍ରାହକଙ୍କ ଚାହିଦାକୁ ପୂରଣ କରିବା ଭଳି ଅଫର ନେଇ ମାର୍କେଟକୁ ଆସିବାକୁ ଯାଉଛି ବିଭିନ୍ନ ପ୍ରକାର ସ୍ମାର୍ଟ ଫୋନ୍‍ । ଏହିସବୁ ଫୋନରେ କାର୍ଯ୍ୟଦକ୍ଷତା, ଡିସପ୍ଲେ କ୍ୱାଲିଟି ଏବଂ କ୍ୟାମେରା କ୍ଷମତା ବେଶ ଗୁରୁତ୍ୱପୂର୍ଣ୍ଣ  ହେବ ବୋଲି ଆଶା କରାଯାଉଛି । ଏହାର ବଜେଟ ମଧ୍ୟ ଉପଭୋକ୍ତାମାନଙ୍କ ଆବଶ୍ୟକତାକୁ ପୂରଣ କରିବ । ଏହି ସ୍ମାର୍ଟଫୋନରେ ଉନ୍ନତ କ୍ୟାମେରା ସେଟଅପ୍‍ ଏବଂ ବ୍ୟାଟେରୀ ଟେକ୍ନୋଲୋଜି ରହିଛି ।

ଏହି ମାସରେ ଲଞ୍ଚ ହେବାକୁ ଥିବା ସ୍ମାର୍ଟ ଫୋନ୍‍ ଗୁଡିକ ହେଲା iQOO Z9 Turbo,OPPO Find X7,vivo V40,CMF Phone 1, Infinix Hot 40 Pro, Realme GT Neo 6, Samsung Galaxy Z Fold 6, OnePlus Ace 3V, Honor Magic 6 Pro ଏବଂ Moto G85  । ଏଥିମଧ୍ୟରୁ କିଛି ସ୍ମାର୍ଟଫୋନ ସ୍ୱଳ୍ପ ବଜେଟ ସହିତ ଆସିବ ଓ ଅନ୍ୟ କେତେକର ଦାମ ଅଧିକ ରହିପାରେ । ଅନଲାଇନରେ ଆମାଜନ ଏବଂ ଫ୍ଲିପକାର୍ଟ ବ୍ୟତୀତ ଏହି ସ୍ମାର୍ଟଫୋନ୍‍ ଗୁଡିକ ଅଫଲାଇନରେ ଷ୍ଟୋରରୁ ମଧ୍ୟ କ୍ରୟ କରିପାରିବେ । ହେଲେ ଏଥିପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡିବ ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories