www.samajalive.in
Saturday, December 6, 2025
19.1 C
Bhubaneswar

ହାତୀକୁ ଧକ୍କା ଦେଲା ଟ୍ରେନ, ଆଉ ତା ପରେ ଦେଖନ୍ତୁ ଭିଡ଼ିଓ…

ସମାଜ ଡିଜିଟାଲ ଡେସ୍କ: ଟ୍ରେନ୍‍ ଲାଇନ ପାର ହେଉଥିଲା ହାତୀ । ହଠାତ ଟ୍ରେନ ଆସି ଧକ୍କା ଦେବାରୁ ତଳେ ପଡିଯାଇଥିଲା । ହାତୀର ଗୋଡରେ ଆଘାତ ଲାଗିଥିବାରୁ ସେ ଚାଲିବା ଅସମ୍ଭବ ହୋଇଛି । ଉଠି ଚାଲିବାକୁ ବାରମ୍ବାର ପ୍ରୟାସ କରିବା ପରେ ବି ସଫଳ ହୋଇନାହିଁ ହାତୀଟି । ସ୍ଥାନୀୟ ଲୋକେ ଓ ରେଳ କର୍ମଚାରୀମାନେ ପହଞ୍ଚି ହାତୀକୁ ଉଦ୍ଧାର କରିଥିଲେ । ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓ ଏବେ ଭାଇରାଲ ହେଉଛି ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories