ସମାଜ ଡିଜିଟାଲ ଡେସ୍କ: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକଚୁଆଁ ଗ୍ରାମ ନିକଟ ଏକ ବିଲରେ ଗୋଟିଏ ମାଈହାତୀର ମୃତଦେହ ଠାବ କରାଯାଇଛି। ଖବରପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ଘଟିଲା ତାହାର ଅନୁଧ୍ୟାନ କରିଛନ୍ତି। ବିଦ୍ୟୁତ ଆଘାତ ଯୋଗୁ ହାତୀଟି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ହାତୀଟିର ବୟସ ୬ରୁ ୭ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।
Popular Categories



