କନ୍ୟାଦାନର ମହତ୍ତ୍ୱ ବୁଝାଇଲେ ନୀତା ଅମ୍ବାନୀ: କାନ୍ଦିଲେ ଉପସ୍ଥିତ ଅତିଥି
ସମାଜ ଡିଜିଟାଲ ଡେସ୍କ: ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ବିବାହର ଅନେକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ତେବେ ଅନନ୍ତ-ରାଧିକାଙ୍କ ବିବାହ ବେଳରେ କନ୍ୟାଦାନ ପୂର୍ବରୁ ନୀତା ଅମ୍ବାନୀ କନ୍ୟାଦାନ ସମ୍ପର୍କରେ ଏଭଳି ଭାବେ ବୁଝାଇଥିଲେ ଯେ ଯାହାକି ଉପସ୍ଥିତ ଅତିଥିଙ୍କୁ ଭାବବିହ୍ୱଳ କରିଥିଲା । ଏକ ଭିଡ଼ିଓ ସାମ୍ନାକୁ ଆସିଛି ଲୋକେମାନେ ମଧ୍ୟ ଦେଖି ଭାବୁକ ହୋଇଛନ୍ତି । ଭିଡ଼ିଓରେ ନୀତା କହିଛନ୍ତି ଯେ କନ୍ୟାଦାନ ଏକ ମହତ କାର୍ଯ୍ୟ । ଯେଉଁଠାରେ ଦୁଇ ପରିବାର ଏକାଠି ହୁଅନ୍ତି, ଗୋଟିଏ ପରିବାର ପୁଅ ପାଇଥିବାବେଳେ ଅନ୍ୟ ଜଣଙ୍କୁ ଝିଅ ମିଳିଥାଏ । ଦେଖନ୍ତୁ ପୁରା ଭିଡ଼ିଓରେ କଣ କହୁଛନ୍ତି ନୀତା ଅମ୍ବାନୀ ।
Nita Ambani explains the broader significance of Kanyadaan as a union where two families come together, one gaining a son and the other a daughter. Speaking just before the Kanyadaan ceremony during Anant and Radhika’s wedding, Mrs. Ambani underscores the importance of daughters… pic.twitter.com/lb138Qa8iF
— Reliance Industries Limited (@RIL_Updates) July 16, 2024
Comments are closed.