www.samajalive.in
Monday, December 15, 2025
15.1 C
Bhubaneswar

କନ୍ୟାଦାନର ମହତ୍ତ୍ୱ ବୁଝାଇଲେ ନୀତା ଅମ୍ବାନୀ: କାନ୍ଦିଲେ ଉପସ୍ଥିତ ଅତିଥି

ସମାଜ ଡିଜିଟାଲ ଡେସ୍କ: ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ବିବାହର ଅନେକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ତେବେ ଅନନ୍ତ-ରାଧିକାଙ୍କ ବିବାହ ବେଳରେ କନ୍ୟାଦାନ ପୂର୍ବରୁ ନୀତା ଅମ୍ବାନୀ କନ୍ୟାଦାନ ସମ୍ପର୍କରେ ଏଭଳି ଭାବେ ବୁଝାଇଥିଲେ ଯେ ଯାହାକି ଉପସ୍ଥିତ ଅତିଥିଙ୍କୁ ଭାବବିହ୍ୱଳ କରିଥିଲା । ଏକ ଭିଡ଼ିଓ ସାମ୍ନାକୁ ଆସିଛି ଲୋକେମାନେ ମଧ୍ୟ ଦେଖି ଭାବୁକ ହୋଇଛନ୍ତି । ଭିଡ଼ିଓରେ ନୀତା କହିଛନ୍ତି ଯେ କନ୍ୟାଦାନ ଏକ ମହତ କାର୍ଯ୍ୟ । ଯେଉଁଠାରେ ଦୁଇ ପରିବାର ଏକାଠି ହୁଅନ୍ତି, ଗୋଟିଏ ପରିବାର ପୁଅ ପାଇଥିବାବେଳେ ଅନ୍ୟ ଜଣଙ୍କୁ ଝିଅ ମିଳିଥାଏ । ଦେଖନ୍ତୁ ପୁରା ଭିଡ଼ିଓରେ କଣ କହୁଛନ୍ତି ନୀତା ଅମ୍ବାନୀ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories