www.samajalive.in
Saturday, December 6, 2025
23.1 C
Bhubaneswar

ଏବେ ବି ଅଛି ଜିଓର ଏହି ଶସ୍ତା ପ୍ଲାନ୍‌; ଦାମ୍‌ ମାତ୍ର ଏତିକି, ଦିନକୁ ମିଳିବ ଏତିକି ଡାଟା..

ନୂଆଦିଲ୍ଲୀ : ଜିଓ ତା’ର ସମସ୍ତ ରିଚାର୍ଜ ପ୍ଲାନ୍‌ ମହଙ୍ଗା କରି ସାରିଛି । ତେବେ ଏବେ ମଧ୍ୟ ଏପରି କିଛି ପ୍ଲାନ୍‌ ରହିଛି । ଯେଉଁଥିରେ ଆପଣ ଦୈନିକ ୧ ଜିବି ଡାଟା ପାଇପାରିବେ।
ଜିଓ, ଏୟାରଟେଲ୍‌ ଆଦି ନିକଟରେ ନିଜର ରିଚାର୍ଜ ପ୍ଲାନର ଦାମ୍‌ ବୃଦ୍ଧି କରିଛି । ଏହାର ପ୍ରଭାବ ସମସ୍ତ ଉପଭୋକ୍ତାଙ୍କ ଉପରେ ପଡିଛି । ମାତ୍ର ଜିଓର ଏଭଳି ଏକ ଶସ୍ତା ପ୍ଲାନ୍‌ ବିଷୟରେ ଜାଣନ୍ତୁ ଯେଉଁଥିରେ ଉପଭୋକ୍ତା କଲିଂ, ଡାଟା ସହ ଅନେକ ଲାଭ ମିଳିପାରିବ।
ଜିଓର ଏହି ରିଚାର୍ଜ ପ୍ଲାନ୍‌ ର ମୂଲ୍ୟ ୨୦୯ ଟଙ୍କା । ଏହି ପ୍ଲାନ୍‌ ରେ ଉପଭୋକ୍ତାଙ୍କୁ ନିୟମିତ ୧ ଜିବି ଡାଟା ମିଳିପାରିବ । ଜାଣନ୍ତୁ ଏହା ବିଷୟରେ..

ଜୁଲାଇରୁ ୪ ମାସ ପର୍ଯ୍ୟନ୍ତ ଏସବୁ ରାଶିଙ୍କ ଚମକିବ ଭାଗ୍ୟ: ମିଳିବ ଧନ,ବଢିବ ଦରମା..


ଜିଓର ୨୦୯ ଟଙ୍କା ରିଚାର୍ଜ ପ୍ଲାନରେ କେବଳ ୨୨ ଦିନର ସମୟ ସୀମା ରହିଛି । ୨ଟି ସିମ୍‌ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ଏହି ପ୍ଲାନ୍‌ ଲାଭଦାୟକ ।
ଜିଓର ଏହି ରିଚାର୍ଜ ପ୍ଲାନରେ ଅସୀମିତ କଲିଂର ଲାଭ ମିଳିବ । ଏଥିରେ ଲୋକାଲ୍‌ ଓ ଏସଟିଡି କଲ୍‌ ମିଳିବ ।
ଜିଓର ଏହି ପ୍ଲାନ୍‌ ରେ ବ୍ୟବହାରକାରୀଙ୍କୁ ମୋଟ୍‌ ୨୨ ଜିବି ଡାଟା ମିଳିବ ।
ବ୍ୟବହାରକାରୀଙ୍କୁ ଦୈନିକ ୧୦୦ ଏସଏମଏସ ଏକସେସ୍‌ ମିଳିବ । ଏନେଇ ସମ୍ପୂର୍ଣ୍ଣ ତଥ୍ୟ ଜିଓର ୱେବସାଇଟରୁ ମିଳି ପାରିବ ।
ଜିଓର ଏହି ରିଚାର୍ଜ ପ୍ଲାନରେ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ୍‌ ର ଏକସେସ୍‌ ମିଳିବ ।
ମାତ୍ର ଏହି ରିଚାର୍ଜ ପ୍ଲାନ୍‌ ରେ ଜିଓ ସିନେମାର ପ୍ରିମିୟମ୍‌ ସାମିଲ ନାହିଁ । ଏଥିପାଇଁ ଅତିରିକ୍ତ ରିଚାର୍ଜ କିମ୍ବା ଅନ୍ୟ ରିଚାର୍ଜ କରିବାକୁ ପଡିବ ।

ଏହି ଚପଲ ଦାମ୍‌ ଲକ୍ଷେ ଟଙ୍କା ; ଭିଡିଓ ଦେଖି ଲୋକେ କହିଲେ..

- Advertisement -

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories