www.samajalive.in
Saturday, December 6, 2025
16.1 C
Bhubaneswar

ଏହି ଚପଲ ଦାମ୍‌ ଲକ୍ଷେ ଟଙ୍କା ; ଭିଡିଓ ଦେଖି ଲୋକେ କହିଲେ..

ନୂଆଦିଲ୍ଲୀ : କୁଏତରେ ଜଣେ ରିଟେଲର ପ୍ରାୟ ୪,୫୦୦ କୁଏତି ଦିନାର (୧ଲକ୍ଷ) ଟଙ୍କାରେ ଚପଲ ବିକ୍ରି କରୁଛନ୍ତି । ଏହି ଚପଲର ଦାମରେ ଅନେକ ଭାରତୀୟ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । କାରଣ ସାଧାରଣତଃ ଗାଧୁଆଘର ପାଇଁ ଏଭଳି ଚପଲ ବ୍ୟବହାର କରାଯାଏ । ଭାଇରାଲ ହେଉଥିବା ଚପଲର ଏହି ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।


ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, ଧନୀ ଲୋକଙ୍କୁ ଜିନିଷ ବିକ୍ରି କରିବା ପାଇଁ ଏଭଳି କରାଯାଇଛି । ଅନ୍ୟ ଜଣେ କହିଛନ୍ତି ସାରା ଜୀବନ ଗାଧୁଆଘରେ ଚପଲ ବ୍ୟବହାର କରିବା ପାଇଁ ୪୫୦୦ କୁଏତି ଦିନାର ଚପଲର ବ୍ୟବହାର କରାଯାଇପାରିବ । କିଛି ଜଣ ଲେଖିଛନ୍ତି ଭାରତରେ ଏହି ଚପଲ ୬୦ ଟଙ୍କାରେ ମିଳିବ ।

ଦେଖନ୍ତୁ ଭିଡିଓ; ଆଲମିରା ଖୋଲିବା ପରେ ବାହାରିଲା ଏମିତି ଜିନିଷ,ଉଡିବ ହୋସ୍‌..

- Advertisement -

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories