ଦେଖନ୍ତୁ ଭିଡିଓ; ଆଲମିରା ଖୋଲିବା ପରେ ବାହାରିଲା ଏମିତି ଜିନିଷ,ଉଡିବ ହୋସ୍‌..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟ ଚକିତ ଲାଗିଥାଏ । କେତେ ବେଳେ କିଛି ବ୍ୟକ୍ତି ବିଶେଷ ସାଇକେଲକୁ ମୋଟର ସାଇକେଲ, ଡବାରୁ କୁଲର ଭଳି ଭିନ୍ନ ଭିନ୍ନ ଜିନିଷ ତିଆରି କରି ଥାଆନ୍ତି । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ଆଶ୍ଚର୍ଯ୍ୟ ଚକିତ କରିଦେବ । ନିଜ ହସକୁ ମଧ୍ୟ ରୋକି ପାରିବେ ନାହିଁ । ଭିଡିଓରେ ଆଲମିରୀ ଖୋଲିବା ପରେ ଏପରି କିଛି ଦେଖିବେ … Continue reading ଦେଖନ୍ତୁ ଭିଡିଓ; ଆଲମିରା ଖୋଲିବା ପରେ ବାହାରିଲା ଏମିତି ଜିନିଷ,ଉଡିବ ହୋସ୍‌..