www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ଆଲମିରା ଖୋଲିବା ପରେ ବାହାରିଲା ଏମିତି ଜିନିଷ,ଉଡିବ ହୋସ୍‌..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟ ଚକିତ ଲାଗିଥାଏ । କେତେ ବେଳେ କିଛି ବ୍ୟକ୍ତି ବିଶେଷ ସାଇକେଲକୁ ମୋଟର ସାଇକେଲ, ଡବାରୁ କୁଲର ଭଳି ଭିନ୍ନ ଭିନ୍ନ ଜିନିଷ ତିଆରି କରି ଥାଆନ୍ତି । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ଆଶ୍ଚର୍ଯ୍ୟ ଚକିତ କରିଦେବ । ନିଜ ହସକୁ ମଧ୍ୟ ରୋକି ପାରିବେ ନାହିଁ । ଭିଡିଓରେ ଆଲମିରୀ ଖୋଲିବା ପରେ ଏପରି କିଛି ଦେଖିବେ ଯାହା ହୋସ୍‌ ଉଡାଇବ । ନିଜ ହସକୁ ମଧ୍ୟ ରୋକି ପାରିବେ ନାହିଁ ।


ଭିଡିଓରେ ଦେଖିପାରିବେ ଏକ କକ୍ଷ ନଜର ଆସୁଛି । ଜଣେ ବ୍ୟକ୍ତି କିଛି ଖୋଜୁଥିବା ଦେଖି ପାରିବେ । କକ୍ଷରେ ଗୋଟିଏ ଆଲମିରା ରହିଛି । ଜଣେ ବ୍ୟକ୍ତି ଆଲମିରା ନିକଟକୁ ଯାଇ ଏହାକୁ ଖୋଲୁଛନ୍ତି । ପ୍ରଥମେ ଏପରି ଅନୁଭବ ହେଉଛି, ସେ ଆଲମିରାରେ କିଛି ରଖିବାକୁ ଯାଉଛନ୍ତି । ମାତ୍ରେ ପରେ ଯାହା ହେଉଛି, ତାହା କଳ୍ପନା ମଧ୍ୟ କରି ପାରିବେ ନାହିଁ । ଆଲମିରା ଖୋଲିବା ପରେ ଶୌଚାଳୟ ଦେଖାଯାଉଛି । ଅର୍ଥାତ୍‌ ଶୌଚାଳୟର କବାଟ ଆଲମିରା ଡିଜାଇନରେ କରାଯାଇଛି ।
ଭିଡିଓଟିକୁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି । ମଜାଳିଆ ମତ ମଧ୍ୟ ଦେଇଛନ୍ତି । ଜଣେ କହିଛନ୍ତି, ଚିନ୍ତା କରନ୍ତୁ ଚୋର ଆଲମିରା ଖୋଲିବା ପରେ ତା’ର ମଧ୍ୟ ହୋସ୍‌ ଉଡିଯିବ । ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଦେଖନ୍ତୁ ଭିଡିଓ; ବ୍ୟାଗ୍‌ କିଣୁଥିଲେ ଯୁବତୀ, ପଶି ଆସିଲେ ୨ ଷଣ୍ଢ, ଆଉ ତା’ପରେ..

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories