nua o banner

୪୦ହଜାରରୁ ଅଧିକ ଶବଦାହ କରି ସାରିଲେଣି ଲକ୍ଷ୍ମୀ

ସମାଜ ଡିଜିଟାଲ ଡେସ୍କ: ସାଧାରଣତଃ ଆମ ସମାଜରେ ମହିଳାଙ୍କୁ ଶ୍ମଶାନକୁ ଯିବାକୁ ବାରଣ କରାଯାଏ। ହେଲେ ଏଠାରେ ଏମିତି ଜଣେ ମହିଳାଙ୍କ କଥା କହୁଛୁ ଯିଏ କି ଶ୍ମଶାନ ଭିତରେ ରହିବା ସହ ଶବଦାହ କରନ୍ତି। ଶ୍ମଶାନକୁ ମୃତଦେହ…
Read More...

୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବରଗଡ: ନିର୍ବାଚନ ପୂର୍ବରୁ ବରଗଡ ଜିଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି। ଜିଲା ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଓ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର…
Read More...

ଜୀବନ ନେଲା ସ୍ମାଇଲ୍‍ ଡିଜାଇନିଂ ଅପରେସନ, ବିବାହର ସପ୍ତାହକ ପୂର୍ବରୁ ଯୁବକ ମୃତ

ସମାଜ ଡିଜିଟାଲ ଡେସ୍କ: ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କରୁଥିଲେ ଅପରେସନ। ହେଲେ ଚାଲିଗଲା ଜୀବନ। ବିବାହର ସପ୍ତାହକ ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହାଇଦ୍ରାବାଦର ୨୮ ବର୍ଷର ଯୁବକ ଲକ୍ଷ୍ମୀନାରାୟଣ…
Read More...

ଫେରିଲା ଏହି ମାରାତ୍ମକ ମହାମାରୀ: ଯେଉଁଥିରେ ଅଧା ୟୁରୋପ ହୋଇଥିଲା ସଫା

ସମାଜ ଡିଜିଟାଲ ଡେସ୍କ: ବ୍ୟୁବୋନିକ୍‍ ମହାମାରୀ କଣ ପୁଣି ଫେରିଛି କି? ଆମେରିକା ଓରେଗନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ ୨୦୦୫ ମସିହା ପରେ ଏବେ ବ୍ୟୁବୋନିକ୍‍ ପ୍ଲେଗର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଜଣେ…
Read More...

ତଟରକ୍ଷୀ ବାହିନୀରେ କାହିଁକି ସାମିଲ ହୋଇନାହାଁନ୍ତି ମହିଳା, ଖପ୍ପା ହେଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଆପଣ ଏଠାରେ ନାରୀ ଶକ୍ତି ବିଷୟରେ କହୁଛନ୍ତି। ଯଦି ନାରୀ ଶକ୍ତିକୁ ପ୍ରାଧାନ୍ୟ ଦିଆଯାଉଛି ତେବେ ତଟରକ୍ଷୀ ବାହିନୀରେ ମହିଳା କାହିଁକି ନାହାଁନ୍ତି। ଯଦି ମହିଳା ମାନେ ସୀମା ସୁରକ୍ଷା କରିପାରିବେ ତେବେ…
Read More...

ଭାରତ ସୀମାରେ ବାଂଲାଦେଶ ଟ୍ରକ; ସଟର ଖୋଲିବା ମାତ୍ରେ ଭିତର ଦୃଶ୍ୟ ଦେଖି ଚକିତ ହେଲେ ବିଏସ୍‍ଏଫ୍‍ ଯବାନ

ସମାଜ ଡିଜିଟାଲ ଡେସ୍କ: ଭାରତର ସମସ୍ତ ପ୍ରୟାସ ସତ୍ୱେ ବାଂଲାଦେଶ ସୀମାରେ ଅପ୍ରୀତିକରଣ ପରିସ୍ଥିତି ଥମିବାର ନାଁ ନେଉନାହିଁ। ଭାରତ-ବାଂଲାଦେଶ ସୀମା ଜଙ୍ଗଲ ଏବଂ ପର୍ବତ ଘେରା। ଘଞ୍ଚ ଜଙ୍ଗଲ ଯୋଗୁ ସୁରକ୍ଷାବାହିନୀ…
Read More...

୨୧ରେ ବିବାହ କରିବେ ରକୁଲ-ଜ୍ୟାକି; ସାମିଲ ହେବେ ବହୁ ସେଲିବ୍ରେଟି

ମୁମ୍ବାଇ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଷ୍ଟାର ରକୁଲ ପ୍ରୀତ ସିଂ ଓ ଜ୍ୟାକି ଭଗନାନୀ। ଉଭୟଙ୍କ ବିବାହକୁ ନେଇ ଦର୍ଶକ ଖୁବ ଉତ୍ସାହିତ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଫେବୃଆରୀ…
Read More...

ଗଙ୍ଗାଧର ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବରଗଡ: ମଙ୍ଗଳବାର ବରଗଡ ଜିଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକାର୍ପଣ ହେବ ବହୁପ୍ରତିକ୍ଷିତ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ। ଭୁବନେଶ୍ୱରରୁ…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ଟିଭିର ପାର୍ବତୀ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୋନାରିକା ଭଦୋରିଆ । ଟେଲିଭିଜନରେ ‘ଦେବୋଂ କେ ଦେବ ମହାଦେବ’ ସିରିଏଲରେ ସେ ପାର୍ବତୀ ଭୂମିକାରେ ନଜର ଆସିଥିଲେ । ୧୮ ଫେବୃଆରୀରେ ଅଭିନେତ୍ରୀ ଜଣକ ବ୍ୟବସାୟୀ…
Read More...

ଆଉ ୫ ଜିଲାରେ ଗଡିଲା ଲକ୍ଷ୍ମୀ ବସ୍‌

ଭୁବନେଶ୍ୱର: ରାଜ୍ୟରେ ସୋମବାରଠୁ ଆଉ ୫ଜିଲାରେ ଗଡିଛି ଲକ୍ଷ୍ମୀ ବସ୍‌ । କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍‌ ସେବା । ଭିଡ଼ିଓ କନଫରେନ୍ସିଂରେ ଏହି ସେବାର…
Read More...

ଆଗୁଆ ଟିକେଟ ବଣ୍ଟନ ପାଇଁ ପିଇସି ବୈଠକ

ଭୁବନେଶ୍ୱର: ୨୪ ନିର୍ବାଚନ ପାଇଁ ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିପାରେ କଂଗ୍ରେସ । ଏନେଇ ସୋମବାର ପ୍ରଦେଶ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି…
Read More...

କଳକୀ ଧାମ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ୫ବର୍ଷରେ ଶେଷ ହେବ କାମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଗସ୍ତରେ ଯାଇ କଳକୀ ଧାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରୀତିନୀତିରେ ମନ୍ଦିରର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଭୂମିପୂଜନ ଉତ୍ସବରେ…
Read More...

୨୧ରେ କଂଗ୍ରେସର ମହିଳା ସମାବେଶ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ତତ୍ପରତା । ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ କରିବ ମହିଳା ସମାବେଶ । ଆସନ୍ତା ୨୧ତାରିଖରେ ହେବାକୁ ଥିବା ସମାବେଶରେ ଯୋଗଦେବେ ରାଷ୍ଟ୍ରୀୟ ମହିଳା ସଭାପତି…
Read More...

ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା; କପି ଜଗିବ ଏ.ଆଇ କ୍ୟାମେରା

ଭୁବନେଶ୍ୱର: ଫେବୃଆରୀ ୨୦(ମଙ୍ଗଳବାର ଠାରୁ) ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁଯାଉଛି । ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ…
Read More...

ରାତିରେ କ୍ଷୀର ପିଇଲେ ଶରୀରକୁ ଅଧିକ ଶକ୍ତି ମିଳିଥାଏ କି ?

ସମାଜ ଡିଜିଟାଲ ଡେସ୍କ: ରାତିରେ ଶୋଇବା ପୂର୍ବରୁ ଆପଣ କ୍ଷୀର ପିଉଛନ୍ତି କି? ରାତିରେ କ୍ଷୀର ପିଇ ଶୋଇଲେ ଶରୀରକୁ ଅଧିକ ଶକ୍ତି ମିଳିଥାଏ କି? ଏସବୁ ପ୍ରଶ୍ନ ଅନେକଙ୍କ ମନରେ ରହିଛି । ତେବେ ଚାଲନ୍ତୁ ଜାଣିବା ରାତିରେ…
Read More...

ଅବୈଧ ଘୋଷଣା ହୋଇପାରେ ପାକିସ୍ତାନ ନିର୍ବାଚନ; ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ଶୁଣାଣି

ଇସଲାମାବାଦ: ପାକିସ୍ତାନ ସଂସଦର ନିମ୍ନ ସଦନ (ନ୍ୟାସନାଲ ଆସେମ୍ବ୍ଲି) ପାଇଁ ଅନୁଷ୍ଠିତ ନିର୍ବାଚନ ଅବୈଧ ଘୋଷଣା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଫେବୃଆରୀ ୮ରୁ ନିର୍ବାଚନ ଶେଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସ୍ପଷ୍ଟ…
Read More...

କଂଗ୍ରେସ ଛାଡିବେନି କମଳନାଥ: ପୁଅ ନକୁଳନାଥ କଂଗ୍ରେସ ଛାଡିପାରନ୍ତି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଦଳ ଛାଡି ବିଜେପିରେ ଯୋଗ ଦେଉଥିବା ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଥିଲା ତାହାର ପରିସମାପ୍ତି ଘଟିଛି । ରାହୁଲ ଗାନ୍ଧୀଙ୍କ…
Read More...

ଶାଶୁଘରକୁ ଛାଡିବାକୁ ଯାଇଥିବା ବେଳେ କନ୍ୟା ସମେତ ତିନି ଜଣଙ୍କୁ ହତ୍ୟା

ବିହାର: ବେଗୁସରାଇରେ ତିନି ଜଣଙ୍କୁ ହତ୍ୟା । ବେଗୁସରାଇ ଜିଲାର ସାହେବପୁର କମଲ ପୁଲିସ ଷ୍ଟେସନ ଆହୋକ ଗୋବିନ୍ଦପୁର ଅଂଚଳରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ଏଠାରେ ପ୍ରେମବିବାହ ଏବଂ ପାରିବାରିକ କଳହର କରୁଣ ପରିଣତି…
Read More...

ଆମେଥିରେ ପୁଣି ମୁହାଁମୁହିଁ ହେବେ ସ୍ମୃତି ଇରାନୀ-ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆମେଥି ରାଜନୀତି ସରଗରମ ହୋଇଛି । ଗୋଟିଏ ପଟେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହିତ ଆମେଥିକୁ ରାହୁଲ ଗାନ୍ଧୀ ଆସୁଥିବା ବେଳେ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ସ୍ମୃତି…
Read More...

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ୧୫ଦିନ ମଧ୍ୟରେ ହତ୍ୟା କରିବାକୁ ଧମକ ଦେବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ସୋମବାର ସକାଳୁ କଣ୍ଟାବାଞ୍ଜି ବାଳିକା ଉଚ୍ଚବିଦ୍ୟାଳୟ…
Read More...

ଦାବି ପୂରଣ ନହେଲେ ୨୧ ଫେବୃଆରୀରୁ ‘ଦିଲ୍ଲୀ ଚଲୋ’ ପଦଯାତ୍ରା କରିବୁ-ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ‘ଦିଲ୍ଲୀ ଚଲୋ ଆନ୍ଦୋଳନ ୨୧ ଫେବୃଆରୀରୁ ପୁଣି ଜାରି ରହିବ ବୋଲି କହିଛନ୍ତି କିଷାନ ମଜଦୁର ସଂଘର ସାଧାରଣ ସମ୍ପାଦକ । ‘ଦିଲ୍ଲୀ ଚଲୋ’ ପଦଯାତ୍ରା ସହିତ କୃଷକ ମାନେ ଆଗକୁ ବଢିବେ । କୃଷକ ଆନ୍ଦୋଳନର…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ମୃତ

କଳାହାଣ୍ଡି: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ମୃତ, ଜଣେ ଗୁରୁତର । କଳାହାଣ୍ଡି ଜିଲା ଲାଞ୍ଜିଗଡ ବେଡଗାଁ ପଂଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାସ୍ତାରେ ବିଦ୍ୟୁତ ତାର ଛିଡି ପଡିଥିବା ବେଳେ ସେହି ବାଟ ଦେଇ…
Read More...

ପଦ୍ମ ଧରିବେ କମଲନାଥ, ପ୍ରୋଫାଇଲରୁ ହଟାଇଲେ କଂଗ୍ରେସ ନାଁ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶ ରାଜନୀତି ସରଗରମ । ଲୋକସଭା ନିର୍ବାଚନ ପୂର୍ବରୁ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏଠାରେ ପହଂଚିବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ବିଜେପିରେ ଯୋଗ…
Read More...

ଚୌଦ୍ୱାରରେ ୬୦୦ ବିସ୍ଥାପିତଙ୍କୁ ମିଳିବ କ୍ଷତିପୂରଣ

ସମାଜ ଡିଜିଟାଲ ଡେସ୍କ: ଚୌଦ୍ୱାରରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପାର୍କ ନିର୍ମାଣ ହେଲେ ୧୦ହଜାର ଲୋକଙ୍କୁ ନିଯୁକ୍ତି ମିଳିବ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି…
Read More...

ଫୋନରେ ଗେମ୍‌ ଖେଳି ଆତ୍ମହତ୍ୟା ଉଦ୍ୟମ: ବେକ କାଟି ଯୁବକ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ମୋବାଇଲ ଫୋନ୍‌ରେ ଗେମ୍‌ ଖେଳିବା ହେଲା କାଳ । ଆଜିର ଯୁବପୀଢି ଫୋନରେ ଗେମ୍‌ ଖେଳିବା ନିଶାରେ ଏଭଳି ଭାବେ ବୁଡି ରହୁଛନ୍ତି ଯେ ନିଜର ହିତାହତ ଜ୍ଞାନ ଭୁଲି ଯାଉଛନ୍ତି । ଫୋନରେ ଗେମ୍‌ ଖେଳି…
Read More...

ନିର୍ବାଚନ କମିଶନଙ୍କ ସମୀକ୍ଷା; କଳାଟଙ୍କା ଓ ମଦ ବ୍ୟବହାର ରୋକିବାକୁ ଗୁରୁତ୍ୱ

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ନିର୍ବାଚନ ସମୟରେ କଳା…
Read More...

ଓଟିଏମରେ ନୂଆ ଟେକ୍ସଟାଇଲ ଶିଳ୍ପରେ ମା ମାନଙ୍କ ପାଇଁ ସୁଯୋଗ ରହିବ-ମୁଖ୍ୟମନ୍ତ୍ରୀ

କଟକ: ଚୌଦ୍ୱାର ଗସ୍ତରେ ଯାଇ ଓଟିଏମ ଜମିରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚୌଦ୍ୱାରରେ ଆଜି ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେଲା…
Read More...

ଭାରତରେ ନୁହେଁ, ଏହି ଦେଶରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବେ ଅନୁଷ୍କା

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ଖୁବଶୀଘ୍ର ଦ୍ୱିତୀୟ ସନ୍ତାନର ମାତା ପିତା ହେବାକୁ ଯାଉଛନ୍ତି । ଅନୁଷ୍କା ଦ୍ୱିତୀୟ ଥର ମା ହେବାକୁ ଯାଉଥିବା ନେଇ ଅନେକ ଥର ଚର୍ଚ୍ଚା ହେଉଥିଲା ।…
Read More...

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡ଼ି ନୋଟିସ

ସମାଜ ଡିଜିଟାଲ ଡେସ୍କ: ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଟିମ ଚଢଉ କରିବା ପରେ ପ୍ରଫୁଲଙ୍କୁ ହାଜର ହେବାକୁ ନୋଟିସ କରିଛି ଇଡି । ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ନୋଟିସ ହୋଇଛି । ବରପଦା ଇଞ୍ଜିନିୟରିଂ…
Read More...

ଅଧିକ ଦିନ ଥଣ୍ଡା ଓ କାଶ ଲାଗି ରହୁଛି କି? ମାରାତ୍ମକ ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଦୈନଦିନ ଜୀବନରେ ଥଣ୍ଡା ଏବଂ କାଶ ହେବା ସାଧାରଣ । କିନ୍ତୁ ଯଦି ଏହା ଅଧିକ ଦିନ ଧରି ଲାଗି ରହୁଛି ତେବେ ଅଣଦେଖା କରିବା ଭୁଲ । ଅନେକ ଥର ପାଣିପାଗର ପରିବର୍ତ୍ତନ କିମ୍ବା ସଂକ୍ରମଣ ଯୋଗୁ ଥଣ୍ଡା…
Read More...

ଭିଡ଼ିଓ କନଫରେନ୍ସିଂରେ କୋର୍ଟରେ ହାଜର ହେଲେ କେଜ୍ରିୱାଲ, କହିଲେ ‘ମୁଁ ଆସିବାକୁ ଚାହୁଁଥିଲି’. . .

ନୂଆଦିଲ୍ଲୀ: ମଦ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଶନିବାର ରାଉସ୍‍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ । ନୋଟିସ ପରେ କୋର୍ଟରେ ସିଧାସଳଖ…
Read More...

କଟକ-ଚୌଦ୍ୱାର ଯିବେ ମୁଖ୍ୟମନ୍ତ୍ରୀ, ଓଟିଏମରେ ଟେକ୍ସଟାଇଲ ପାର୍କର କରିବେ ଶିଳାନ୍ୟାସ

କଟକ: ଶନିବାର କଟକ-ଚୌଦ୍ୱାର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚୌଦ୍ୱାର ସ୍ଥିତ ଓଟିଏମ ଜମିରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଓଟିଏମର ୪୭୮ ଏକର ଜମିରେ ଆନୁମାନିକ ୩ହଜାର କୋଟି…
Read More...

ପ୍ରଥମ ଥର ମହାକାଶରେ ମିଳିଲା ଜଳର ସନ୍ଧାନ

ସମାଜ ଡିଜିଟାଲ ଡେସ୍କ: ମହାକାଶରେ ଦୁଇଟି ଉପଗ୍ରହରେ ମିଳିଛି ଜଳର ସନ୍ଧାନ । ନାସାର ବୈଜ୍ଞାନିକ ମାନେ ମହାକାଶରେ ଜଳର ସନ୍ଧାନ ପାଇଥିବା କୁହାଯାଇଛି । ମହାକାଶରେ ଗତି କରୁଥିବା ଏକ ଉପଗ୍ରହରେ ପ୍ରଥମ ଥର ପାଇଁ ଜଳ…
Read More...

ଗୋଟିଏ ପରିବାରର ୫ ମୃତ

ବଲାଙ୍ଗିର: ବେଲପଡା ଥାନା କାନୁଟି ଗାଁରେ ଅଭାବନୀୟ ଘଟଣା ଘଟିଛି । ଘରେ ଟିଭି ଦେଖୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିଲା । ପୋଡି ହୋଇ ୪ଜଣଙ୍କ ମୃତ୍ୟୁ ଘଟିଥିଲା । ପରିବାରର ୪ଜଣଙ୍କୁ ହରାଇ ମ୍ରିୟମାଣ…
Read More...

ବୃଦ୍ଧଙ୍କ ଠାରୁ ୪୦୦ ଟଙ୍କାରେ ପାନିଆ କିଣିଲେ ଅନୁପମ ଖେର

ନୂଆଦିଲ୍ଲୀ: ନିଜର ଦମଦାର ଆକ୍ଟିଂ ପାଇଁ ସବୁବେଳେ ପ୍ରଶଂସା ସାଉଁଟିଛନ୍ତି ବଲିଉଡ ଅଭିନେତା ଅନୁପମ ଖେର । ପରଦାରେ ତାଙ୍କର ଜୀବନ୍ତ ଅଭିନୟ ସମସ୍ତଙ୍କ ହୃଦୟକୁ ଛୁଇଁଥାଏ । ଏହାସହିତ ଦର୍ଶକଙ୍କ ସହ ଯୋଡି ହୋଇ ରହିବାକୁ…
Read More...

ଅନୁଭବଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ

କଟକ: ଓଲିଉଡ଼ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୪ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି…
Read More...

ପତ୍ନୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହାଭାରତର କୃଷ୍ଣ

ନୂଆଦିଲ୍ଲୀ: ପତ୍ନୀଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି କୃଷ୍ଣ । ମହାଭାରତରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ପୂର୍ବତନ ସାଂସଦ ନୀତିଶ ଭରଦ୍ୱାଜ ନିଜ ପତ୍ନୀଙ୍କ ଦ୍ୱାରା ମାନସିକ ନିର୍ଯାତିତ…
Read More...

ଆସନ୍ତାକାଲି ଠାରୁ ଖଣ୍ଡଗିରି ମେଳା

ଭୁବନେଶ୍ୱର: ଆସନ୍ତାକାଲି (ଶୁକ୍ରବାର) ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି ମେଳା । ନାମ, ସଂକୀର୍ତ୍ତନରେ କମ୍ପିବ ପୁରା ଖଣ୍ଡଗିରି ଅଞ୍ଚଳ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ପାହାଡର ପାଦଦେଶରୁ…
Read More...

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ସବୁ କ୍ଷେତ୍ରରେ ସବୁ ଅଞ୍ଚଳରେ ବିକାଶ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ଥିର ନେତୃତ୍ବ, ଦୂରଦୃଷ୍ଟି, ଏବଂ ଦୃଢ ଇଛାଶକ୍ତି ପାଇଁ ଏହା ସମ୍ଭବ ହୋଇପାରିଛି । ରାଜ୍ୟରେ ଭିତ୍ତିଭୂମୀ ବିକାଶ କାରଣରୁ…
Read More...

ଡ୍ରୋନ୍‍-ଗୁଡି ମୁକାବିଲା: ଚାଷୀଙ୍କ ସ୍ୱଦେଶୀ ଜୁଗାଡ ସଭିଁଙ୍କୁ କଲା ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ଶମ୍ଭୁ ସୀମାରେ ହଜାର ହଜାର ଚାଷୀ ଯବାନ ମୁହାଁମୁହିଁ ହୋଇଛନ୍ତି । ନିଜର ଦାବି ପୂରଣ ପାଇଁ ଚାଷୀ ମାନେ ଜିଦ ଧରି ଦିଲ୍ଲୀ ମୁହାଁ ହେଉଥିବା ବେଳେ ଦିଲ୍ଲୀ ପୁଲିସ ସେମାନଙ୍କୁ ଅଟକାଇବାକୁ ସବୁ…
Read More...

ପିଲା ମୋବାଇଲରେ ବୁଡି ରହୁଛି କି? ଏହି ଲକ୍ଷଣ ଦେଖାଦେଲେ ହୁଅନ୍ତୁ ସାବଧାନ

ସମାଜ ଡିଜିଟାଲ ଡେସ୍କ: ସାଙ୍ଗମାନଙ୍କ ସହ ରହିବା ପରିବର୍ତ୍ତେ ଆପଣଙ୍କ ପିଲା ଏକାକୀ ରହିବାକୁ ପସନ୍ଦ କରୁଛନ୍ତି କି । ଖେଳକୁଦ କରିବା ବୟସରେ ମୋବାଇଲରେ ଗେମ୍‍ ଖେଳିବାରେ ବ୍ୟସ୍ତ ରହୁଥିଲେ ହୋଇଯାଆନ୍ତୁ ସାବଧାନ ।…
Read More...

‘ପୂଜା କି ପୋଟଲି’ ଚାକିରି ଛାଡି ଆରମ୍ଭ କରିଥିଲେ ବ୍ୟବସାୟ

ସମାଜ ଡିଜିଟାଲ ଡେସ୍କ: ନୂଆଦିଲ୍ଲୀର ପୂଜା କଣ୍ଠ ୨୦୧୫ରେ ଚାକିରି ଛାଡି ବ୍ୟବସାୟ ପ୍ରତି ମନବଳାଇ ଥିଲେ । ସେବେଠାରୁ ବ୍ୟବସାୟ କରି ସଫଳତା ପାଇବାରେ ଲାଗିଛନ୍ତି ପୂଜା । ସେ କରୁଥିବା ବ୍ୟବସାୟର ନାମ ରଖିଛନ୍ତି ‘ପୂଜା…
Read More...

କୁମ୍ବିଂ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ; ଏସଓଜି ଯବାନ ଗୁରୁତର

ବୌଦ୍ଧ: ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ । କଣ୍ଟାମାଳ ଥାନା ନାଲିକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୨ ରୁ ଅଧିକ ଏସଓଜି ଯବାନ ଗୁରୁତର ହୋଇଥିବା ସୂଚନା…
Read More...

ବିଧାୟକଙ୍କ ଘରେ ଇଡି ଚଢଉ

ଭଦ୍ରକ: ସହରର ୪ଟି ସ୍ଥାନରେ ଚଢଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ  ସାମଲଙ୍କ ଘରେ ରେଡ କରିଛି ଇଡି । ପୂର୍ବତନ ମନ୍ତ୍ରୀ ଥିଲେ ପ୍ରଫୁଲ୍ଲ ସାମଲ । ବରପଦା ଇଞ୍ଜିନିୟରିଂ କଲେଜର…
Read More...

ମଣିଷ ପକାଇଥିବା ପ୍ଲାଷ୍ଟିକ ବୋତଲ ବାହାର କଲା ବାଘ; ଆଉ ତାପରେ ଯାହା କଲା . . .

ସମାଜ ଡିଜିଟାଲ ଡେସ୍କ: ପାଣିରେ ପଡିଥିବା ପ୍ଲାଷ୍ଟିକ ବୋତଲକୁ ଉଠାଉଛି ଜଙ୍ଗଲର ବାଘ । ଆଉ ପାଣି ବୋତଲ ଉଠାଇବା ପରେ ଯାହା କରୁଛି ତାହା ଦେଖିବା ପରେ ଅନେକ ଲୋକଙ୍କ ମୁହଁ ଲଜ୍ଜାରେ ତଳକୁ ହୋଇଯିବ । ଲୋକମାନେ ଭାବୁଥିବା…
Read More...

ନୀତୀଶଙ୍କୁ ହତ୍ୟା ଧମକ; ବିଜେପିରୁ ବାହାର ନହେଲେ ବୋମା ପକାଇ ଉଡାଇ ଦେବୁ

ବିହାର: ବିଜେପିରୁ ଶୀଘ୍ର ବାହାରି ଯାଆନ୍ତୁ ନୀତୀଶ କୁମାର । ନଚେତ ବୋମା ପକାଇ ଉଡାଇ ଦେବାକୁ ଧମକ । ନୀତୀଶଙ୍କ ସହ ଥିବା ବିଧାୟକଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦିଆଯାଇଛି । ଏଭଳି ଧମକପୂର୍ଣ୍ଣ କଲ୍‍ ବିହାର ଡିଜିପି…
Read More...

ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଆଜିଠାରୁ (ଗୁରୁବାର) ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା । ଚଳିତ ବର୍ଷ ୩୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିମଧ୍ୟରୁ ରାଜ୍ୟରେ ପ୍ରାୟ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା…
Read More...

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୋନିଆ

ନୂଆଦିଲ୍ଲୀ: ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ନାମାଙ୍କନପତ୍ର ଦାଖଲ ସମୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ରହିଥିଲେ । ସେହିଭଳି…
Read More...

ସପ୍ତାହକୁ କରୁଛନ୍ତି ୧୨୦ କୋଟି ରୋଜଗାର

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଝୁଙ୍ଗ ଜିୟାଙ୍ଗ ଜିୟାଙ୍ଗ ଏକ ପ୍ରସିଦ୍ଧ ନାମ ପାଲଟିଛି। ଚାଇନାରେ ଜିୟାଙ୍ଗଙ୍କ ଲୋକପ୍ରିୟତା ଅଧିକ। ଟିକଟକ ପରି ଚୀନର ପ୍ରସିଦ୍ଧ ସୋସିଆଲ ମିଡିଆ ଆପ ଡୋୟନରେ ତାଙ୍କ…
Read More...

ଅଶ୍ୱିନୀ ବୈଷ୍ଣବ ବିଜେପି ରାଜ୍ୟସଭା ପ୍ରାର୍ଥୀ, ବିଜେଡିର ସମର୍ଥନ

ଭୁବନେଶ୍ୱର: ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି। ବିଜେପି କେନ୍ଦ୍ରୀୟ ନିର୍ବାଚନ…
Read More...

କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କଲେ ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଦିନ ଜ୍ଞାନବାପି ମସଜିଦର ତୋଷଖାନା ପହଂଚି ସେଠାରେ ଥିବା ପ୍ରତିମାରେ ପୂଜା କରି ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଲୋକସଭା କ୍ଷେତ୍ର…
Read More...

ରାଏବରେଲୀ ଆସନରୁ ନିର୍ବାଚନ ଲଢିବେ କି ପ୍ରିୟଙ୍କା? ରାଜ୍ୟସଭା ଯିବେ ସୋନିଆ

ନୂଆଦିଲ୍ଲୀ: ଏଥର ଲୋକସଭା ନିର୍ବାଚନ ଲଢିପାରନ୍ତି ପ୍ରିୟଙ୍କା ଗାନ୍ଧୀ ଏବଂ ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ। ଉତ୍ତରପ୍ରଦେଶର ପାରମ୍ପାରିକ ଆସନ ରାଏବରେଲୀରୁ ଏଥିର ଝିଅ ପ୍ରିୟଙ୍କାଙ୍କୁ ଛିଡା କରାଇବାକୁ ସୋନିଆ…
Read More...

ଥଣ୍ଡା, କାଶ ଓ କଫ ଲାଗି ରହୁଛି କି? କରନ୍ତୁ ଏହି ଘରୋଇ ଉପଚାର

ସମାଜ ଡିଜିଟାଲ ଡେସ୍କ: ସାଧାରଣତଃ ଥଣ୍ଡା, କାଶ ଓ କଫ ସମସ୍ତଙ୍କୁ ଅଧିକାଂଶ ସମୟରେ ହୋଇଥାଏ। କଫ ନାକ ଏବଂ ଗଳରେ ଜମି ରହିବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହୁଏ। ଶରୀରରେ ତାପମାତ୍ରା କମିବା ପରେ…
Read More...

୯୫ବର୍ଷରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଦତ୍ତାଜିରାବ ଗାଏକୱାଡଙ୍କ ପରଲୋକ ହୋଇଛି। ମଙ୍ଗଳବାର ବଡୋଦାରେ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ପୂର୍ବତନ ଭାରତୀୟ ଖେଳାଳି ଇରଫାନ ପଠାନ ସୂଚନା…
Read More...

ବିଜେପୁର ପଞ୍ଚାୟତରେ ବିକାଶ ନକ୍ସା ଆଙ୍କୁଛି ଆମ ଓଡ଼ିଶା ନବୀନ ଓଡ଼ିଶା

ଲାଞ୍ଜିଗଡ଼: ବିଜୁ ବାବୁଙ୍କ ସ୍ବପ୍ନ ଓଡ଼ିଶା ଗଠନ ଦିଗରେ ଦୀର୍ଘ ୨୫ ବର୍ଷ ଧରି ପ୍ରୟାସ କରି ଆସୁଛି ବିଜୁଜନତା ଦଳ। ନବୀନ ପଟ୍ଟନାୟକଙ୍କ ବରିଷ୍ଠ ନେତୃତ୍ୱ ସହ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନର ସହଯୋଗ କ୍ରମେ…
Read More...

ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗକୁ କାବୁ କଲା ପାଟଣା ପୁଲିସ; ୭ ଅଭିଯୁକ୍ତ କୋର୍ଟ ଚାଲାଣ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୁଲିସ ଛିନତାଇ ଗ୍ୟାଙ୍ଗକୁ କାବୁ କରିଛି। ଗ୍ୟାଙ୍ଗର ୭ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଗତ କିଛି ଦିନ ପୂର୍ବରୁ ଧାନବେଣୀ ଗ୍ରାମର ହେମାନନ୍ଦ ମହାନ୍ତ ,ପିତା ଗୌର ମହାନ୍ତ ପାଟଣା…
Read More...

ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁବାଶିଷ ଖୁଣ୍ଟିଆ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ…
Read More...

ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଦୁଇ ଦିନିଆ ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇର ରାଷ୍ଟ୍ରପତି ଶେଖ୍‍ ମହମ୍ମଦ ବିନ୍‍ ଜାଏଦ ଅଲ ନାହୟାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ…
Read More...

ଶରୀରକୁ ଶକ୍ତି ଯୋଗାଇବ ଏହି ଖାଦ୍ୟ

ସମାଜ ଡିଜିଟାଲ ଡେସ୍କ: ସକାଳୁ ସକାଳୁ କିଛି ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କିଛି ଖାଦ୍ୟ ସାମଗ୍ରୀ ଅଛି ଯାହା ରାତି ସାରା ଭିଜାଇ ସକାଳେ ଖାଇବା ଦ୍ୱାରା ଶରୀରକୁ ଶକ୍ତି ଯୋଗାଇବା ସହ ଲାଭଦାୟକ ହୋଇଥାଏ।…
Read More...

ମ୍ୟାଚ ବେଳେ ଆକାଶରୁ ଖସିଲା ବିଜୁଳି; ଖେଳାଳି ମୃତ, ଦେଖନ୍ତୁ ଭୟଙ୍କର ଭିଡ଼ିଓ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଏକ ଫୁଟବଲ ମ୍ୟାଚ ବେଳେ ଅଘଟଣ। ମ୍ୟାଚ ଚାଲିଥିବା ବେଳେ ବଜ୍ରପାତ ଯୋଗୁ ପଡିଆରେ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି। ଫୁଟବଲ ପଡିଆରେ ଘଟିଥିବା ଏହି ଅଘଟଣର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ…
Read More...

୧୯୯୧ରେ ଆରମ୍ଭ ହୋଇଥିବା ସଂସ୍କାରର ଫଳାଫଳ ହେଉଛି ଭାରତର ଶକ୍ତିଶାଳୀ ଅର୍ଥନୀତି; କେହି ଜଣେ ଏହାର ଶ୍ରେୟ ନେବେ ନାହିଁ

ସମାଜ ଡିଜିଟାଲ ଡେସ୍କ: ନିକଟରେ ମୋଦୀ ସରକାର କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ବିରୋଧରେ ସଂସଦରେ ଏକ ଶ୍ୱେତପତ୍ର ଉପସ୍ଥାପନ କରିଥିଲେ। ଏହି ଶ୍ୱେତପତ୍ରରେ ୟୁପିଏକୁ (୨୦୦୪-୧୪) ୧୦ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅର୍ଥନୈତିକ…
Read More...

ଲକ୍ଷ୍ନୌରୁ-ଦିଲ୍ଲୀ ୩୦ ମିନିଟରେ ଖାଦ୍ୟ ପହଞ୍ଚାଇ ଅଡୁଆରେ ଜୋମାଟୋ; ନୋଟିସ କଲେ କୋର୍ଟ

ନୂଆଦିଲ୍ଲୀ: ୫୦୦ କିଲୋମିଟର ଦୂରରେ ଥିବା ରେଷ୍ଟୁରାଣ୍ଟରୁ ଗ୍ରାହକଙ୍କ ପାଖରେ ମାତ୍ର ୩୦ ମିନିଟରେ ଖାଦ୍ୟ ପହଞ୍ଚାଇଲା ଜୋମାଟୋ। କଥଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ। ସୂଚନା ଅନୁସାରେ ଗୁରୁଗାଓଁର ସୌରଭ ମଲ ନାମକ…
Read More...

ନୀତୀଶଙ୍କୁ କଡା ଜବାବ ଦେଲେ ତେଜସ୍ୱୀ; କହିଲେ ପୁଣି ପଲଟିବେ ନାହିଁ ବୋଲି ମୋଦୀ ଦେବେ କି ଗ୍ୟାରେଣ୍ଟି

ପାଟନା: ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ ପୂର୍ବରୁ ନୀତୀଶ କୁମାରଙ୍କୁ କଡା ଜବାବ ଦେଇଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ। ତେଜସ୍ୱୀ କହିଛନ୍ତି ଯେ ଆପଣ କୌଣସି ସୂଚନା ନଦେଇ ରାଜଭବନକୁ ଯାଇଥିଲେ, ମେଣ୍ଟରେ ଯଦି…
Read More...

ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ୩୦୦ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର: ରାଜଧାନୀରେ ୩୦୦କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍‍। ଏକ ନାଲି ରଙ୍ଗର କାରରେ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିବା ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲା। ଭୁବନେଶ୍ୱର ପିତାପଲ୍ଲୀରୁ…
Read More...

ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ମାମଲା; ଜାଣନ୍ତୁ ସୁପ୍ରିମକୋର୍ଟ କଣ କହିଲେ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ନିଯୁକ୍ତି କରିବାର ପ୍ରଥାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଓକିଲ ମୋହନଲାଲ ଶର୍ମା। ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ…
Read More...

ସମସ୍ୟା ସମାଧାନ ନିମନ୍ତେ ସରକାରଙ୍କ ସାମାନ୍ୟତମ ସମବେଦନା ନାହିଁ: ଓଷ୍ଟା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନରେ ୫ଦିନ ହେଲାଣି ଗାନ୍ଧୀମାର୍ଗରେ ହଜାର ହଜାର ଶିକ୍ଷକ-ଶିକ୍ଷୟତ୍ରୀ ମାନେ ଧାରଣା ଦେଇଛନ୍ତି। ଅଥଚ ସରକାର ସେମାନଙ୍କ ସମସ୍ୟା ପ୍ରତି ସମାନ୍ୟତମ…
Read More...

ଘର ଆଗରେ ଲଗାନ୍ତୁ ଏହି ଦର୍ପଣ, ଲାଗିବନି କାହା ନଜର

ସମାଜ ଡିଜିଟାଲ ଡେସ୍କ: କାହାର ଖରାପ ନଜର ଥରେ ଆପଣଙ୍କ ଘରେ ପଡିଗଲେ ସୁଖ, ଶାନ୍ତି, ସମୃଦ୍ଧି ସବୁ ଦୂରେଇ ଯାଏ। ଅନେକ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏଥିପାଇଁ ଲୋକମାନେ ନକରାତ୍ମ ଶକ୍ତିରୁ ନିଜ ଘରକୁ…
Read More...

ଦାବି ପୂରଣ ନହେଲେ ଭୋଟ ବର୍ଜନ କରିବୁ

ଭୁବନେଶ୍ୱର: ଯଥାଶୀଘ୍ର ଦାବି ପୂରଣ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ରାଜ୍ୟର ରଙ୍ଗତୂଳୀ କଳାକାର ସଂଘ। ସ୍ୱତନ୍ତ୍ର ରଙ୍ଗତୂଳୀ କଳାକାର କଲ୍ୟାଣ ବୋର୍ଡ ଗଠନ, ବୋର୍ଡ ମାଧ୍ୟମରେ କାମ ଓ ସାମାଜିକ ସୁରକ୍ଷା,…
Read More...

ବ୍ୟାଙ୍କ ସଖୀଙ୍କୁ ‘ଆମ ବ୍ୟାଙ୍କ’ରେ ନିଯୁକ୍ତି ପାଇଁ ଦାବି

ଭୁବନେଶ୍ୱର: ସମସ୍ତ ବ୍ୟାଙ୍କ ସଖୀମାନଙ୍କୁ ‘ଆମ ବ୍ୟାଙ୍କ’ରେ ନିଯୁକ୍ତି ଦିଆଯାଉ। ଖାଲି ସେତିକି ନୁହେଁ ବ୍ୟାଙ୍କ ସଖୀଙ୍କୁ ପ୍ରତି ମାସରେ ୧୦ହଜାର ଟଙ୍କା ପ୍ରୋତ୍ସହନ ଭତ୍ତା, ବ୍ୟାଙ୍କ ସଖୀଙ୍କୁ ମିଶନଶକ୍ତି…
Read More...

୧ଲକ୍ଷ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ଦେଶରେ ୧ଲକ୍ଷ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୪୭ଟି ସ୍ଥାନରେ ରାଷ୍ଟ୍ରୀୟ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂରେ ଯୋଡି ହୋଇ…
Read More...

୭ଦିନରେ ଚମକିବ ତ୍ୱଚା, ଖାଆନ୍ତୁ ଏହି ୫ଟି ଖାଦ୍ୟ

ସମାଜ ଡିଜିଟାଲ ଡେସ୍କ: ଆପଣଙ୍କ ତ୍ୱଚା ଶୁଖିଲା ଏବଂ ଭାଙ୍ଗ ପଡିବାରୁ ଅଧିକ ବୟସ୍କ ଲାଗୁଛନ୍ତି କି? ଡାକ୍ତରଙ୍କ ପରାମର୍ଶ ନେଇ ଅନେକ ଗୁଡିଏ କସମେଟିକ ପ୍ରଡକ୍ଟ ବ୍ୟବହାର କରି ମଧ୍ୟ ସୁଫଳ ମିଳିନାହିଁ କି? ଯଦି ହଁ ତେବେ…
Read More...

ସୋମବାର ବିଜେପି ପଦାଧିକାରୀ ବୈଠକ

ଭୁବନେଶ୍ୱର: ସୋମବାର ବସୁଛି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ। ଆଗାମି ସାଧାରଣ ନିର୍ବାଚନ ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରିବାକୁ ଆଲୋଚନା ହେବ। ଏଥିପାଇଁ ଓଡ଼ିଶାରେ ପହଂଚିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ଏବଂ ସହ…
Read More...

ଦିଲ୍ଲୀ ମୁହାଁ ଚାଷୀ: ୧୨ଟି ଦାବି ପୂରଣ ପାଇଁ କରିବେ ଆନ୍ଦୋଳନ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଗର୍ଜିବେ ଚାଷୀ ସଂଗଠନ। ଏଥିପାଇଁ ୧୦୦୦ରୁ ଅଧିକ ଟ୍ରାକ୍ଟର ଓ କ୍ରେନ ନେଇ ଦିଲ୍ଲୀ ଅଭିମୁଖେ ଆସୁଛନ୍ତି କିଷାନ ମଜଦୁର ମୋର୍ଚ୍ଚା (କେଏମଏମ) ଏବଂ ସଂଯୁୁକ୍ତ କିଷାନ ମୋର୍ଚ୍ଚା (ଅଣ…
Read More...

ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା । ଲୁଟ କରିବାର ନୂଆ ନୂଆ ଉପାୟ ଆପଣାଉଛନ୍ତି ଏହି ଲୁଟେରା ଗ୍ୟାଙ୍ଗ । ଏବେ ଏହି ଲୁଟେରା ମାନେ ବାହାଘର ମଣ୍ଡପକୁ ଟାର୍ଗେଟ କରିଛନ୍ତି । ରାଜଧାନୀର ବଡ ବଡ…
Read More...

ଓଡ଼ିଶାରେ ଇଭି କାରଖାନା କରିବ ଜେଏସଡବ୍ଲ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ବିଦ୍ୟୁତ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା ପ୍ରସ୍ତୁତ କରିବ ଜେଏସଡବ୍ୟୁ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜେଏସଡବ୍ଲ୍ୟୁ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ…
Read More...

ପାରିବାରିକ କଳହରୁ ଶିଶୁକୁ ମାରିଥିଲା ମା

ସମାଜ ଡିଜିଟାଲ ଡେସ୍କ: ୬ମାସର ଛୁଆକୁ ତଣ୍ଟି କାଟି ମାରିଥିବା ମାନିଲା ମା । କିନ୍ତୁ ଏପରି କାଣ୍ଡ ଘଟାଇବା ପଛର କାରଣ କହିଛି ନିର୍ଦ୍ଦୟୀ ମା ମୀନା ନାଗ । ପୁଲିସ ଦ୍ୱାରା ଗିରଫ ହୋଇ ଜେରା ବେଳେ କୋହଭରା କଣ୍ଠରେ ମୀନା…
Read More...

କେନ୍ଦ୍ରଗୃହ ମନ୍ତ୍ରୀଙ୍କ ବଡ ଘୋଷଣା; ନିର୍ବାଚନ ପୂର୍ବରୁ ଲାଗୁ ହେବ ସିଏଏ

ସମାଜ ଡିଜିଟାଲ ଡେସ୍କ: ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ପର୍କରେ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ…
Read More...

ବଢିଲା ଇପିଏଫ ସୁଧହାର

ସମାଜ ଡିଜିଟାଲ ଡେସ୍କ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୁଧହାର ବୃଦ୍ଧି ନେଇ ଘୋଷଣା କରିଛି ଇପିଏଫଓ । ନିର୍ବାଚନ ପୂର୍ବରୁ ଇପିଏଫ ଖାତାଧାରୀଙ୍କ ପାଇଁ ଏହା ଖୁସି ଖବର ହୋଇଛି । ସୁଧହାର ୮.୧୫%ରୁ ୮.୨୫%କୁ ବୃଦ୍ଧି…
Read More...

ସନ୍ଧ୍ୟାରେ ପଦ୍ମବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ: ଶନିବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ । ସନ୍ଧ୍ୟାଧୂପ ପରେ ବେଶ ବିଜେ, ବଡ ସିଂହାର ଲାଗି କରାଯିବା ସହ ଦିବ୍ୟ ପଦ୍ମବେଶ ଅନୁଷ୍ଠିତ ହେବ । ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି…
Read More...

ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ ଚକ୍ରବର୍ତ୍ତୀ

ସମାଜ ଡିଜିଟାଲ ଡେସ୍କ: ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ୭୩ବର୍ଷିୟ ମିଥୁନ ଚକ୍ରବର୍ତ୍ତୀ ଶନିବାର ସକାଳ ୧୦ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ…
Read More...

କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ୱର: ହାତ ଧରିଲେ ଓଡ଼ିଆ ଅଭିନେତା ମନୋଜ ମିଶ୍ର । ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ମନୋଜ । ପିସିସି ସଭାପତି, ଓଡ଼ିଶା ପ୍ରଭାରୀ ଓ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ…
Read More...

ଶ୍ୱାସରୁଦ୍ଧ ହୋଇ ଇଟାଭାଟିରେ ୪ମୃତ, ମୃତକଙ୍କ ମଧ୍ୟରେ ୧୦ବର୍ଷର ନାବାଳକ

ଓଡାପଡା: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମ ନିକଟରେ ଥିବା ବେଆଇନ ଇଟାଭାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି । ଶ୍ୱାସରୁଦ୍ଧ ହୋଇ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ…
Read More...

ଜିଅନ୍ତା ଜଳିଗଲେ ଯୁବକ

କରଞ୍ଜିଆ: ମୟୂରଭଞ୍ଜ ଜିଲା ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ବଡବିଲ ଗାଁରେ ଅଭାବନୀୟ ଘଟଣା ଘଟିଛି । ୧୧କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଯାଇଛନ୍ତି ଜଣେ ଯୁବକ । ମୃତ ଯୁବକ ଜଣକ ସେହି ଗାଁର…
Read More...

ଧମାଲ କରୁଛି ସାହିଦ-କ୍ରିତିଙ୍କ ଫିଲ୍ମ

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତା ସାହିଦ କପୁର ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଫିଲ୍ମ ‘ତେରୀ ବାତୋ ମେଁ ଐଶା ଉଲଝା ଜିୟା’ ବକ୍ସ ଅଫିସରେ ଧମାଲ କରୁଛି । ଶୁକ୍ରବାର ଦିନ ଫିଲ୍ମଟି ରିଜିଲା ହୋଇଥିବା ବେଳେ ପ୍ରଥମ…
Read More...

ଲାଞ୍ଚ ନେଇ ଧରାପଡିଲେ ପ୍ରଧାନ ଶିକ୍ଷକ

ଜଗତସିଂହପୁର: ଭିଜିଲାନ୍ସ ହାତରେ ଧରାପଡିଲେ ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ । କେନ୍ଦ୍ରାପଡାର ଶିକ୍ଷକ ନିରଞ୍ଜନ ଅତି । ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ପ୍ରଧାନ ଶିକ୍ଷକ ଜଣକ । ଲୋନ୍‌ କାଗଜପତ୍ରରେ…
Read More...

ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟର ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ହୋଇଛି । ରାଣୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
Read More...

ସମୀର ୱାଙ୍ଖଡେଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି

ସମାଜ ଡିଜିଟାଲ ଡେସ୍କ: ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ ବଢିଛି । ସିବିଆଇ ପରେ ତାଙ୍କ ବିରୋଧରେ ଏବେ ଇଡ଼ି ମନି ଲଣ୍ଡରିଂ ମାମଲା ରୁଜୁ କରିଛି । ସମୀର ୱାଙ୍ଖଡେ ଡ୍ରଗ୍ସ ମାମଲାରେ ବଲିଉଡ…
Read More...

ଶନିବାର ସନ୍ଧ୍ୟାରେ ପହଂଚିବ ପାର୍ଥୀବ ଶରୀର, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର: ଚେନ୍ନାଇରୁ ବିମାନ ଯୋଗେ ଭୁବନେଶ୍ୱର ପହଂଚିବ ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟର ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥୀବ ଶରୀର । ଏହାପରେ ମରଶରୀର ଖଲ୍ଲିକୋଟ ନେବାକୁ ବ୍ୟବସ୍ଥା କରାଯିବ । ସୁଜ୍ଞାନ…
Read More...

ଶେଷ ଅଧିବେଶନରେ ଗୋଟିଏ ଫ୍ରେମରେ ଶାସକ-ବିରୋଧୀ ବିଧାୟକ ଏକାଠି

ଭୁବନେଶ୍ୱର: ଶୋଡଷ ବିଧାନସଭାର ଅନ୍ତିମ ଅଧିବେଶନ ଶେଷ ହୋଇଛି । ଶୁକ୍ରବାର ଶେଷ ଦିନରେ ଭାବବିହ୍ୱଳ ହୋଇଥିଲେ ସବୁ ଦଳର ବିଧାୟକ । ଶେଷରେ ଗୋଟିଏ ଫ୍ରେମରେ ଏକାଠି ହୋଇଥିଲେ ଶାସକ-ବିରୋଧୀ ବିଧାୟକ । ବିଧାନସଭା ସହ ଥିବା…
Read More...

ପାକିସ୍ତାନରେ କିଏ ହେବ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ କିଏ ପାଇଲେ କେତେ ଆସନ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେଉଛି । କିଛି ଆସନରେ ଫଳାଫଳ ସ୍ପଷ୍ଟ ହୋଇଥିବା ବେଳେ କିଛି ଆସନରେ ଏପର୍ଯ୍ୟନ୍ତ ଫଳାଫଳ ଘୋଷଣା ହୋଇନାହିଁ । କିନ୍ତୁ ରାଜନୈତିକ…
Read More...

ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

ସମାଜ ଡିଜିଟାଲ ଡେସ୍କ: ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟର ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ହୋଇଛି । ଶୁକ୍ରବାର ରାତି ୧୨ଟା ୪୪ମିନଟରେ ୮୭ବର୍ଷ ବୟସରେ ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…
Read More...

ବିଧାନସଭାକୁ ମୁଣ୍ଡିଆ ମାରିଲେ; ଆଉ ଆସିବେନି କହିଲେ ସୁର ରାଉତରାୟ

ଭୁବନେଶ୍ୱର: ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ଗୃହରୁ ବାହାରିବା ବେଳେ ଭାବବିହ୍ୱଳ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ଶେଷ ଦିନରେ ବିଧାନସଭାକୁ ମୁଣ୍ଡିଆ ମାରି ବାହାରିଛନ୍ତି ସୁର। ଆଗକୁ ନିର୍ବାଚନ…
Read More...

ବିଜେଡିରେ ମିଶିଲେ ଆଦିତ୍ୟ ବିର୍ଲା ସମୂହର ପୂର୍ବତନ ସିଇଓ ସଂତୃପ୍ତ ମିଶ୍ର

ଭୁବନେଶ୍ୱର: ବିଜେଡିରେ ମିଶିଛନ୍ତି ଆଦିତ୍ୟ ବିର୍ଲା ସମୂହର ପୂର୍ବତନ ସିଇଓ ସଂତୃପ୍ତ ମିଶ୍ର। ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବରୁ ସଂତୃପ୍ତ ମିଶ୍ର…
Read More...

ସଂଖ୍ୟା ୮ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଚମକିଥାଏ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିଙ୍କ ଜନ୍ମ ତାରିଖ ତାଙ୍କର ବ୍ୟକ୍ତିତ୍ୱକୁ ପ୍ରକାଶ କରିଥାଏ। ସେମାନଙ୍କର ଭାଗ୍ୟ, ସ୍ୱଭାବ, କ୍ୟାରିୟର ଉପରେ ଖୁବ୍‍ ପ୍ରଭାବ ପକାଇଥାଏ। ତେବେ ଚାଲନ୍ତୁ…
Read More...

ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ଲାଲୁ ପରିବାରକୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି। ଦିଲ୍ଲୀ କୋର୍ଟରୁ ତାଙ୍କ ପରିବାରକୁ ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀ ରାଉସ୍‍ ଆଭେନ୍ୟୁ କୋର୍ଟରେ ଲାଲୁ…
Read More...

ବିଜେଡିରୁ ଇସ୍ତଫା ଦେଲେ ପ୍ରେମାନନ୍ଦ ନାୟକ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଧାୟକ ପ୍ରେମାନନ୍ଦ ନାୟକ। ଦଳରେ ଅଣଦେଖା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଦଳର…
Read More...

ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତରଙ୍କ ଘରେ ଚଢଉ

କଟକ: ଡାକ୍ତରଙ୍କ ଘରେ ଚଢଉ କଲା ସ୍ୱାସ୍ଥ୍ୟ ବିଭାଗ। ଡାକ୍ତରଙ୍କ ବିରୋଧରେ ଲିଙ୍ଗ ନିରୂପଣ ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‍ ଚଢଉ କରିଛି। କଟକ ଫ୍ରେଣ୍ଡସ୍‍ କଲୋନୀରେ ଥିବା ଜଣେ ଡାକ୍ତରଙ୍କ ଘରେ ଚଢଉ…
Read More...

ଦିଲ୍ଲୀରେ ଦଙ୍ଗା ଆଶଙ୍କାରେ ପୁଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିବା ଆଶଙ୍କାରେ ପୁଲିସର ସ୍ୱତନ୍ତ୍ର ଟିମକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ପରେ ସହରରେ ଥିବା ସମ୍ବେଦନଶୀଳ ସ୍ଥାନ ଗୁଡିକରେ…
Read More...

ସିଆରପିଏଫ-ମାଓବାଦୀ ମୁହାଁମୁହିଁ

ନୂଆପଡା: ନୂଆପଡାରେ ସିଆରପିଏଫ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। କମ୍ବିଂ ଅପରେସନ ବେଳେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ ମାଓବାଦୀ। ଏହାପରେ ସିଆରପିଏଫ ଯବାନ ମାନେ ପାଲଟା ଗୁଳୁଚାଳନା କରିବାକୁ ଛତ୍ରଭଙ୍ଗ ଦେଇଥିଲେ…
Read More...

ଦେଓଗାଁରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନ ଶିବିର

ଦେଓଗାଁ: ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ଓ କୁକୁତାପଡା ପଞ୍ଚାୟତ ଠାରେ ଗୁରୁବାର ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ…
Read More...