ଡବଲ ଇଞ୍ଜିନ, ଡବଲ ନିରାଶା: ପୂର୍ଣ୍ଣାଙ୍ଗ ବଜେଟ ନେଇ ଏମିତି କହିଲେ ନବୀନ
ସମାଜ ଡିଜିଟାଲ ଡେସ୍କ: ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ବିଜେପି ସରକାରଙ୍କ ପ୍ରଥମ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଣମାଧ୍ୟମରେ ସେ କହିଛନ୍ତି ଯେ ‘ଡବଲ ଇଞ୍ଜିନ ସରକାର, ଡବଲ ନୈରାଶ୍ୟଜନକ । ରାଜ୍ୟ ବଜେଟରେ ସେମାନେ ମୋ ସରକାରର ୪୦ଟି ଯୋଜନାର ନାମ ବଦଳାଯାଇଛି । ସବିଶେଷ ତର୍ଜମା କରି କେଉଁ କେଉଁ ଯୋଜନାର ନାମ ବଦଳାଯାଇଛି ପରେ କହିବି ।
It is double engine government and double disappointment for the people of #Odisha. I am completely disappointed with proposals in #OdishaBudget2024. More than 40 of my government’s schemes have been just renamed by the present BJP Government. pic.twitter.com/KumysMsWpp
— Naveen Patnaik (@Naveen_Odisha) July 25, 2024
Comments are closed.