ହାଇକୋର୍ଟଙ୍କ ନୋଟିସର ଜବାବ ଦେଲେ କରିନା

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତ୍ରୀ କରିନା କପୁର ନିଜର ପୁସ୍ତକ ‘ପ୍ରେଗ୍ନେସି ବାଇବେଲ’ ବିବାଦ ମାମଲାରେ ହାଇକୋର୍ଟଙ୍କ ନୋଟିସର ଜବାବ ଦେଇଛନ୍ତି। ପୁସ୍ତକ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଆବେଦନ ଉପରେ…
Read More...

ତାଲିମ କେନ୍ଦ୍ରରେ ହାତୀ ଛୁଆ ‘ମାମା’ର ମୃତ୍ୟୁ

ଭୁବନେଶ୍ୱର: ତାଲିମ କେନ୍ଦ୍ରରେ ହାତୀ ଛୁଆ ‘ମାମା’ର ମୃତ୍ୟୁ ହୋଇଛି। ଭୁବନେଶ୍ୱର ଡମପଡା କୁମାରଖୁଣ୍ଟି ତାଲିମ କେନ୍ଦ୍ରରେ ଛୁଆ ହାତୀ ‘ମାମା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୭ବର୍ଷର ହାତୀ ଛୁଆ ମାମାର ମୃତ୍ୟୁ ନେଇ…
Read More...

ଅଜଗର କବଳରୁ ନୂଆ ଜୀବନ ପାଇବା ପରେ ଏମିତି କୃତଜ୍ଞତା ଜଣାଇଲା ଛୁଆ ହରିଣ, ଭିଡ଼ିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ରଖେ ହରି ତ ମାରେ କିଏ। ଏହି ଉକ୍ତିଟି ହରିଣ ଛୁଆ କ୍ଷେତ୍ରରେ ପ୍ରଯୁଯ୍ୟ ହୋଇଛି। ଅଜଗର କବଳରୁ ମୁକୁଳିଲା ଛୁଆ ହରିଣ। ମଣିଷ ତାକୁ ମୁକୁଳାଇଥିବାରୁ ନତମସ୍ତକ ହୋଇ କୃତଜ୍ଞତା ଜଣାଇଛି ଛୁଆ ହରିଣଟି।…
Read More...

ଭିଜିଲାନ୍ସ ଜାଲରେ ସିଏଚ୍‌‌ଏସ୍‌‌ଇ ରେକର୍ଡ ସପ୍ଲାୟର

ଭୁବନେଶ୍ୱର: ସିଏଚ୍‌‌ଏସ୍‌‌ଇ ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର ଓ ଅଫିସ ସମେତ ୩ଟି ସ୍ଥାନରେ ଚଢାଉ ହେଉଛି। ଭୁବନେଶ୍ୱର ଓ…
Read More...

ରାଜ୍ୟସଭାକୁ ମମତା ମହାନ୍ତ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ। ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଗତ ୨୧ ତାରିଖ ଦିନ ମମତା…
Read More...

ହୃଦଘାତରେ ଛୋଟ ପିଲାଙ୍କ ମୃତ୍ୟୁ କାହିଁକି ହେଉଛି, ଜାଣନ୍ତୁ କାରଣ

ସମାଜ ଡିଜିଟାଲ ଡେସ୍କ: ନିକଟରେ ଉତ୍ତରପ୍ରଦେଶର ଅମରୋହା ସ୍ଥିତ ୟୁକେଜିରେ ପାଠ ପଢୁଥିବା ଜଣେ ୭ବର୍ଷର ନାବାଳକ ସ୍କୁଲରେ ହୃଦଘାତର ଶିକାର ହୋଇଥିଲେ। ସାଙ୍ଗେ ସାଙ୍ଗେ ତାଙ୍କୁ ମେଡିକାଲ ନିଆଯିବା ବେଳେ ସେଠାରେ ତାଙ୍କର…
Read More...

କଲକାତା ଲଜ୍ଜା; ମମତାଙ୍କ କାର୍ଯ୍ୟାଳୟ ନବାନ୍ନ ଘେରାଉ ବେଳେ ପୁଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି

କଲକାତା: ଆରଜି.କର ମେଡିକାଲ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ…
Read More...

ଆନ୍ତର୍ଜାତିକ ଚାପ ସତ୍ତ୍ୱେ ଥମୁନି ଋଷ-ୟୁକ୍ରେନ ଯୁଦ୍ଧ; ୯/୧୧ ଭଳି ଋଷ ଉପରେ ଆକ୍ରମଣ କଲା ୟୁକ୍ରେନ

ସମାଜ ଡିଜିଟାଲ ଡେସ୍କ: ଆନ୍ତର୍ଜାତିକ ଚାପ ସତ୍ତ୍ୱେ ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବା ବଦଳରେ ଅଧିକ ଉଗ୍ର ହେବାରେ ଲାଗିଛି। ଇତି ମଧ୍ୟରେ ଆମେରିକାରେ ୯/୧୧ ଆକ୍ରମଣ ଭଳି ୟୁକ୍ରେନ ରୁଷିଆ ଉପରେ ଡ୍ରୋନ ମାଡ କରିଛି।…
Read More...

ଲକ୍ଷ୍ମୀ ଏସି ବସ୍‌‌ ହଟାଇବା ଦାବିରେ ଘରୋଇ ବସ ମାଲିକ ସଂଘର ଧର୍ମଘଟ, ଯାତ୍ରୀ ହନ୍ତସନ୍ତ

ମାଲକାନଗିରି: ମାଲକାନଗିରି ଜିଲାରେ ଲଷ୍ମୀ ଏସି ବସ ଚଲାଚଳକୁ ବିରୋଧ କରି ଜିଲା ଘରୋଇ ବସ ମାଲିକ ସଂଘ ଆଜି ଆର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲାରେ ସମସ୍ତ ଘରୋଇ ବସ ଚଲାଚଳକୁ ବନ୍ଦ କରି ଧର୍ମଘଟ କରିଛନ୍ତି। ଘରୋଇ ବସ…
Read More...

ରାଜ୍ୟସଭା ଉପନିର୍ବାଚନ; ନାମାଙ୍କନ ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ଗତ ୨୧ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ ଜଗନ୍ନାଥ। ବିଜେପି ପ୍ରାର୍ଥୀ…
Read More...

କଲକାତା ଲଜ୍ଜା; ଅଭୟାଙ୍କୁ ନ୍ୟାୟ ପାଇଁ ମମତାଙ୍କ ବିରୋଧରେ ଛାତ୍ର ସଂଗଠନ ରଣହୁଙ୍କାର

କଲକାତା: ଅଭୟାଙ୍କୁ ନ୍ୟାୟ ଦାବିରେ ମମତାଙ୍କ ବିରୋଧରେ ଗର୍ଜିବେ ଛାତ୍ର ସଂଗଠନ। ଟିଏମସି ସରକାରଙ୍କ ବିରୋଧରେ ବଡ ବିକ୍ଷୋଭ କରିବାକୁ ଆହ୍ୱାନ ଦେଇଛନ୍ତି ଛାତ୍ର ସଂଗଠନ। କଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ…
Read More...

ପ୍ରଶ୍ନକାଳରେ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ: ଗୃହ ସାଢେ ୧୧ଟା ଯାଏଁ ମୁଲତବି

ଭୁବନେଶ୍ୱର: ଦୁଇ ଦିନର ବିରତି ପରେ ବିଧାନସଭା ବିଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପୁଣି ଆରମ୍ଭ ହୋଇଛି। ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ଦଳର ନେତା। ଫଳରେ ବାଚସ୍ପତି ଗୃହକୁ…
Read More...

ମମତାଙ୍କ ଚିଠିରେ କେନ୍ଦ୍ରର ଜବାବ; ପଶ୍ଚିମବଙ୍ଗରେ ମାତ୍ର ୬ଟି ଫାଷ୍ଟଟ୍ରାକ୍ କୋର୍ଟ

ନୂଆଦିଲ୍ଲୀ: ଦେଶରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଥିବାବେଳେ ଏହାକୁ ନିୟନ୍ତ୍ରଣ ପାଇଁ କଠୋର ଆଇନ ପ୍ରଣୟନ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା…
Read More...

ଅଯୋଧ୍ୟାରେ ଲଜ୍ଜା: ୪ବର୍ଷର ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ଗୁଳି ମାରିଲା ପୁଲିସ

ଅଯୋଧ୍ୟା : ଉତ୍ତରପ୍ରଦେଶର ଅଯୋଧ୍ୟାରେ ଲଜ୍ଜା। ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଜନପଦ ନିକଟ ଥାନା ମହାରାଜଙ୍ଗଜ କୁମ୍ଭିଆ ଗାଁରେ ୪ବର୍ଷର ନାବାଳିକାକୁ ପଡୋଶୀ ଘରର ଜଣେ ଯୁବକ ଦୁଷ୍କର୍ମ…
Read More...

ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଦୁର୍ଘଟଣା; ଟ୍ରକ୍‌‌-କାର ଧକ୍କାରେ ୫ମୃତ

ଆନ୍ଧ୍ରପ୍ରଦେଶ: ସକାଳୁ ସକାଳୁ ଆନ୍ଧପ୍ରଦେଶର କଡପ୍ପା-ରାୟାଛୋଟି ଜାତୀୟ ରାଜପଥ ଗୁଭାଲାଚେରୁଭୁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ଟ୍ରକ ମୁହାଁମୁହିଁ ଧକ୍କାରେ ୫ଜଣଙ୍କ ଜୀବନ ଯାଇଛି। ସୂଚନା ଅନୁସାରେ…
Read More...

ଦେଖନ୍ତୁ ଭିଡ଼ିଓ; ଘର ବାହାରେ ଏମିତି ବୁଲୁଛି ମହାବଳ ବାଘ

ସମାଜ ଡିଜିଟାଲ ଡେସ୍କ: ଜଙ୍ଗଲ ନୁହେଁ ବରଂ ଘର ବାହାରେ ବୁଲୁଛି ମହାବଳ ବାଘ। ରାସ୍ତାରେ ଲୋକାମାନେ ଯିବାଆସିବା କରୁଥିବା ବେଳେ ମହାବଳ ବାଘଟି ବୁଲୁଥିବା ଦେଖି ଭୟଭୀତ ହୋଇଛନ୍ତି ଲୋକ। ଭିଡ଼ିଓରେ ଆପଣ ଦେଖୁଥିବା ଏଦୃଶ୍ୟ…
Read More...

ଜେଲରେ ଅଭିନେତା ଦର୍ଶନଙ୍କୁ ଭିଆଇପି ସେବା; ୭ ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ରେଣୁକାସ୍ୱାମୀ ହତ୍ୟା ଘଟଣାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ କନ୍ନଡ ସୁପରଷ୍ଟାର ଦର୍ଶନ ଥୁଗୁଦୀପାଙ୍କୁ ଜେଲରେ ଦିଆଯାଉଥିଲା ଭିଆଇପି ସେବା। ଯାହାର ଏକ ଫଟୋ ଏବଂ…
Read More...

ଦେଖନ୍ତୁ ଭିଡ଼ିଓ; ଶ୍ରୀକୃଷ୍ଣ ଜନ୍ମଭୂମିରେ ନନ୍ଦଲଲାଙ୍କ ପୂଜାର୍ଚ୍ଚନା

ସମାଜ ଡିଜିଟାଲ ଡେସ୍କ: ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ମଥୁରା। ଶ୍ରୀକୃଷ୍ଣ ଜନ୍ମଭୂମି ସ୍ଥାନରେ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା ଚାଲିଛି। ମନ୍ଦିରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂଜାର୍ଚ୍ଚନା ଓ…
Read More...

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଇଡ଼ି ମହାନିର୍ଦ୍ଦେଶକ

ପୁରୀ: ଆସନ୍ତାକାଲି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ରାହୁଲ ନବୀନ। ଏହି ସମୟରେ ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ…
Read More...

ଜମ୍ମୁ-କାଶ୍ମୀର ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ସମାଜ ଡିଜିଟାଲ ଡେସ୍କ: ଜମ୍ମୁ-କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ତାଲିକାରେ ପ୍ରଥମ ପର୍ଯ୍ୟାୟ ପାଇଁ ୧୫ଜଣ ପ୍ରାର୍ଥୀ, ଦ୍ୱିତୀୟ…
Read More...

ସାଲିଆ ସାହିରେ ପୁଣି ଚଢାଉ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱର ସାଲିଆ ସାହି ପାଲଟିଛି ଦେଶ ମଦର ହବ୍‌‌। ଆଜି ପୁଣି ମୁଣ୍ଡା ସାହିରେ ଚଢାଉ କରିଛି ଅବକାରୀ ବିଭାଗ। ଚଢାଉ ବେଳେ ଚୋରା ମଦ ଭାଟି ଠାବ କରିବା ସହ ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ…
Read More...

ଜନ୍ମାଷ୍ଟମୀ ପାଇଁ ଜି.ଉଦୟଗିରି ଅଞ୍ଚଳରେ ସୁରକ୍ଷା କଡାକଡି

ଜି.ଉଦୟଗିରି: ଆଜି ଜନ୍ମାଷ୍ଟମୀ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସ୍ଥାନୀୟ ପୁଲିସ ପକ୍ଷରୁ ବିଭିନ୍ନ ଗ୍ରାମରେ ଫ୍ଳାଗମାର୍ଚ୍ଚ…
Read More...

ଦେଶୀ ମଦ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ପାତ୍ରପୁର: ଗଞ୍ଜାମ ଜିଲା ଚିକିଟି ବ୍ଲକରେ ମଦ ମୃତ୍ୟୁ ଘଟଣା ପରେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ଧରପଗଡ ଆରମ୍ଭ ହୋଇଛି। ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦେଶରେ…
Read More...

ଗାଁକୁ ନାହିଁ ରାସ୍ତା; କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ

ଠାକୁରମୁଣ୍ଡା: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ଭଲ ରାସ୍ତା। କାଦୁଅ ପଚ ପଚ ରାସ୍ତାରେ ଯାତାୟତ କରୁଛନ୍ତି ଗ୍ରାମବାସୀ। ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ…
Read More...

ବିଲରେ ହଳ କରୁଥିବା ବେଳେ ଟଳିପଡିଲେ ଚାଷୀ

ଫୁଲବାଣୀ: ବିଲରେ ହଳ କରୁଥିବା ସମୟରେ ଟଳି ପଡିଲେ ଜଣେ ଚାଷୀ। ମୃତ ଚାଷୀଙ୍କ ବୟସ ୫୯। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପଲାବୁଡି ପଞ୍ଚାୟତର ଆଟାଶ୍ରାମ୍ବୁ ଗାଁରେ। ମୃତକ ଜଣକ…
Read More...

ବର୍ଷା ଦିନେ କେମିତି ନେବେ ତ୍ୱଚାର ଯତ୍ନ

ସମାଜ ଡିଜିଟାଲ ଡେସ୍କ: ବର୍ଷା ଦିନେ ଆର୍ଦ୍ରତାର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇବାରୁ ପୂରା ଶରୀର ଓ ମୁହଁର ତ୍ୱଚା ଅତ୍ୟନ୍ତ ଚିକ୍କଣ ଅନୁଭବ ହୋଇଥାଏ। ଏଭଳି ପରିସ୍ଥିତିରେ ଯଦି ଆପଣ ବର୍ଷା ଋତୁରେ ଅଧିକ ମେକଅପ୍‌‌…
Read More...

ସଂରକ୍ଷଣ ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ହୋହାଲ୍ଲା; ୪ଟା ଯାଏଁ ମୁଲତବି

ସମାଜ ଡିଜିଟାଲ ଡେସ୍କ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଶୂନ୍ୟକାଳ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା। ସଂରକ୍ଷଣ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେଡି ବିଧାୟକମାନେ…
Read More...

ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କୁ ଠକିଛି ବିଜେପି- କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ବିଜେପି ନେତାମାନେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବା ପରିବର୍ତ୍ତେ ମହିଳାଙ୍କୁ ଠକିଛନ୍ତି। ରାଜ୍ୟରେ ସୁଭଦ୍ରା ଯୋଜନା ନାଁରେ ବିଜେପି ସରକାର ମହିଳାମାନଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ…
Read More...

ଏସସିବିରେ ଦୁଷ୍କର୍ମ ଘଟଣା; ବହିଷ୍କୃତ ହେଲେ ଡାକ୍ତର ଦିଲବାଗ୍‌‌ ସିଂହ ଠାକୁର

ସମାଜ ଡିଜିଟାଲ ଡେସ୍କ: କଲକାତା ଲଜ୍ଜା ଘଟଣା ପରେ କଟକ ଏସସିବିରେ ଦୁଇ ମହିଳା ରୋଗୀଙ୍କୁ ଡାକ୍ତର ଚିକିତ୍ସା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଅଭିଯୁକ୍ତ ଡାକ୍ତର…
Read More...

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ ଶିଖର ଧାୱନ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟ ଦଳରୁ ବାଦ୍‌‌ ପଡିଥିବା ଶିଖର ଧାୱନ ଏବେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଉଥିବା ଘୋଷଣା କରି…
Read More...

ପାଉଁଶ ପକାକୁ ନେଇ ତାତିଲେ ଗ୍ରାମବାସୀ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ

ସମ୍ବଲପୁର : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ତବଡାବାହାଲ ଗାଁରେ ଚାଷ ଜମିରେ ବେଆଇନ ଭାବରେ ପାଉଁଶ ଡମ୍ପିଂ ଚାଲୁଥିବା ଅଭିଯୋଗ ନେଇ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ବେଆଇନ ପାଉଁଶ ଡମ୍ପିଂକୁ ବିରୋଧ…
Read More...

ଆସନ୍ତା ଗଣେଶ ପୂଜାରେ ଡିଜେ ସାଉଣ୍ଡ ବନ୍ଦ

ଠାକୁରମୁଣ୍ଡା: ଆସନ୍ତା ଗଣେଶ ପୂଜାରେ ଡିଜେ ସାଉଣ୍ଡ ବ୍ୟବହାର ଉପରେ ସରକାରୀ କଟକଣା ଲାଗିଛି। ଏନେଇ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୩ ତାରିଖ ସନ୍ଧ୍ୟାରେ ଥାନାଧିକାରିଣୀ…
Read More...

ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ; ଇଡ଼ି ଅଫିସ ଆଗରେ କଂଗ୍ରେସର ଗର୍ଜନ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ର ସରକାରଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ ଆହ୍ୱନ କ୍ରମେ ସାରା ଦେଶରେ ଇଡ଼ି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ। ଇଡ଼ି ଓ ସିବିଆଇର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇ ଧାରଣା ଦେବା ପରେ…
Read More...

ଲକ୍ଷ୍ମୀ ବସ୍‌‌ ଯୋଜନାରେ ୩୭୪ କୋଟିର କ୍ଷତି ! ଉତ୍ତର ରଖିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶର ତୃତୀୟ ଦିନରେ ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ପ୍ରଧାନ। ଏହି କ୍ରମରେ ଲକ୍ଷ୍ମୀ ବସ ଯୋଜନା ବିଷୟ ଉଠାଇ କେତେ…
Read More...

କଲକାତା ଲଜ୍ଜା; ପୁଣି ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ ୩୦ ବର୍ଷରେ ଏଭଳି ଅବହେଳା କେବେ ଦେଖିନଥିଲେ

ସମାଜ ଡିଜିଟାଲ ଡେସ୍କ: କଲକାତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ପୁଣି ଭର୍ତ୍ସନା କରିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ପଶ୍ଚିମବଙ୍ଗ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ…
Read More...

ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା; ଅପରାହ୍ନ ୪ଟା ଯାଏଁ ମୁଲତବି

ଭୁବନେଶ୍ୱର: ବିଧାନସଭାର ତୃତୀୟ ଦିନରେ ଗୃହରେ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପ୍ରଶ୍ନକାଳ ଆରମ୍ଭରୁ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି ବିଜେଡି।  ଫଳରେ ଗୃହକୁ ପ୍ରଥମେ ୧୧ଟା ୩୦ ମିନିଟ…
Read More...

କଲକାତା ଲଜ୍ଜା; ସୁପ୍ରିମକୋର୍ଟରେ ଷ୍ଟାଟସ୍‌‌ ରିପୋର୍ଟ ଦାଖଲ

ସମାଜ ଡିଜିଟାଲ ଡେସ୍କ: ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସିବିଆଇ ଓ କଲକାତା ପୁଲିସ ସୁପ୍ରିମକୋର୍ଟରେ ଷ୍ଟାଟସ୍‌‌ ରିପୋର୍ଟ ଦାଖଲ କରିଛନ୍ତି। ଷ୍ଟାଟସ୍‌‌ ରିପୋର୍ଟରେ ସିବିଆଇ କଲକାତା…
Read More...

ରାଜଧାନୀରେ ୪୩୬ ଡେଙ୍ଗୁ ରୋଗୀ; ପଟିଆ ଅଞ୍ଚଳରେ ସର୍ବାଧିକ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ଏହାସତ୍ତେ୍ୱ ରାଜଧାନୀର ବିଭିନ୍ନ ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବରୁ ଖଣ୍ଡଗିରି…
Read More...

ବିଧାନସଭା ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବି; ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଗୃହରେ ବିରୋଧୀ ଦଳ ବିଜେଡିର ହଟ୍ଟଗୋଳ। ପ୍ରଶ୍ନକାଳ ଆରମ୍ଭରୁ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି ବିଜେଡି। ମଦମୃତ୍ୟୁ…
Read More...

ରାସ୍ତା ମଝିରେ ଏମିତି ମାରପିଟ୍‌‌ ଲାଗିଲେ ଦୁଇ ଠେକୁଆ; ଭିଡ଼ିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ରାସ୍ତା ମଝିରେ ଦୁଇ ଠେକୁଆ ଲାଗିଲେ ମାରପିଟ। ଠେକୁଆ ଦୁଇଟି ଦୁଇ ଗୋଡରେ ଛିଡା ହୋଇ ମାଡଗୋଳ ଲାଗିବାରୁ ରାସ୍ତାରେ ଯାଉଥିବା ଲୋକେ ଅଟକି ଏହା ଦେଖୁଥିଲେ। ଏହାକୁ ଦେଖିବା ସହ ଲୋକମାନେ ଭିଡ଼ିଓ କରି…
Read More...

ଦେଖନ୍ତୁ ଭିିଡ଼ିଓ; ସାପ ନେଉଳ ଲଢେଇରେ କିଏ ଜିତିଲା

ସମାଜ ଡିଜିଟାଲ ଡେସ୍କ: ଗୁମ୍ଫା ଭିତରେ ପଶିବାକୁ ଚେଷ୍ଟା କରୁଥିଲା ସାପ। ହେଲେ ବାଟରେ ଅଟକାଇଥିଲା ନେଉଳ। ଫଳରେ ସାପ ଓ ନେଉଳ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଥିଲା। ଘମାଘଟ ଲଢେଇରେ ସାପଟି କିନ୍ତୁ ନେଉଳକୁ ପାରିନଥିଲା।…
Read More...

ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରତି ଘରେ ବିଜୁଳି; ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ବିଦ୍ୟୁତକରଣ ହୋଇନଥିବା ଘରକୁ କେବେ ହେବ ବିଦ୍ୟୁତ ସଂଯୋଗ। ଏନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ ପବିତ୍ର ସାଉଁଟା। ବିଧାୟକଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ…
Read More...

ସିମ୍‌‌ ବକ୍ସ ତନାଘନା ଲାଗି ଭୁବନେଶ୍ୱରରେ ଏନଆଇଏ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏନଆଇଏ ଟିମ୍‌‌। ସିମ୍‌‌ ବକ୍ସ ମାମଲାରେ ତଦନ୍ତ ପାଇଁ ଏନଆଇଏର ଜଣେ ଅଧିକାରୀ ପହଞ୍ଚିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ରାଜୁ ମଣ୍ଡଳକୁ ଜେରା କରିବେ ଏନଆଇଏ…
Read More...

ରାଜ୍ୟସଭା ଉପନିର୍ବାଚନ; ନାମାଙ୍କନ ଦାଖଲ କଲେ ମମତା ମହାନ୍ତ

ସମାଜ ଡିଜିଟାଲ ଡେସ୍କ: କୁଡୁମୀ ସମ୍ପ୍ରଦାୟର ଟାଣୁଆ ନେତ୍ରୀ ତଥା ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଆଜି ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲ ଓ…
Read More...

ବିଷାକ୍ତ ମଦ ପିଇ ଜଣେ ମୃତ; ୨୦ଲକ୍ଷ କ୍ଷତିପୂରଣ ଦାବିରେ ରାସ୍ତାରୋକ

ସମାଜ ଡିଜିଟାଲ ଡେସ୍କ: ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ପିଇ ୧୬ଜଣ ଅସୁସ୍ଥ ହେବା ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରି ଚିକିଟି ବଜାର…
Read More...

ମଦ ମୃତ୍ୟୁ ନେଇ ଗୃହରେ ବିଜେଡିର ହୋହାଲ୍ଲା; ଗୃହ ୪ଟା ଯାଏଁ ମୁଲତବୀ

ସମାଜ ଡିଜିଟାଲ ଡେସ୍କ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବାରୁ ପ୍ରଥମେ ୧୧ଟା ୩୦ମିନିଟ ଯାଏ ମୁଲତବୀ ରଖିଥିଲେ ବାଚସ୍ପତି।…
Read More...

ରାଜୁ ମଣ୍ଡଳ ଗିରଫ ଘଟଣାରେ ନୂଆ ମୋଡ; ପରିବାର ଲୋକଙ୍କୁ ପଚରାଉଚରା

ସମାଜ ଡିଜିଟାଲ ଡେସ୍କ: ସିମ୍‌‌ ବକ୍ସ ଜବତ ମାମଲାରେ ରାଜୁ ମଣ୍ଡଳର ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ସୂଚନା ଅନୁସାରେ ରାଜୁ ମଣ୍ଡଳ ନିଖୋଜ ନେଇ ପରିବାର ଲୋକେ ପଶ୍ଚିମବଙ୍ଗର ଏକ ଥାନାରେ…
Read More...

ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ଯାଏଁ ମୁଲତବୀ

ସମାଜ ଡିଜିଟାଲ ଡେସ୍କ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଫଳରେ ଗୃହ କାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ଦିନ ୧୧ଟା…
Read More...

ବର୍ଷକ ମଧ୍ୟରେ ସ୍ବଦେଶୀ ମଙ୍କିପକ୍ସ ଟିକା

ନୂଆଦିଲ୍ଲୀ: ଡଜନରୁ ଅଧିକ ଆଫ୍ରିକୀୟ ରାଷ୍ଟ୍ରରେ ଏମ୍ପକ୍ସ (ମଙ୍କିପକ୍ସ)ଭୂତାଣୁ ସଂକ୍ରମଣ ବ୍ୟାପୁଥିବାବେଳେ ଏହାକୁ ନେଇ ବିଶ୍ବବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହାକୁ ବୈଶ୍ବିକ…
Read More...

ମଙ୍କି ପକ୍ସକୁ ନେଇ ତତ୍ପରତା; ସବୁ ସିଡିଏମ୍ଓଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର: ଦେଶରେ ମୁଣ୍ଡ ଟେକିଲାଣି ମଙ୍କି ପକ୍ସ। ଏହାକୁ ନେଇ ଏବେ ଆତଙ୍କ ଦେଖାଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିମାନ ବନ୍ଦର ଏବଂ ବିଭିନ୍ନ ସହର ଓ ରାଜ୍ୟର ସୀମା ଅଞ୍ଚଳରେ ସତର୍କ ରହିବାକୁ ନିର୍ଦେଶ…
Read More...

୬୦ବର୍ଷର ପ୍ରେମ ପରେ ପରିଣତ ବୟସରେ ବିବାହ; କନ୍ୟାଙ୍କୁ ୯୦ ଓ ବରଙ୍କୁ ୯୫ବର୍ଷ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୬୦ବର୍ଷର ପ୍ରେମ ସମ୍ପର୍କ ସଫଳ ହୋଇଛି। ଆଫ୍ରିକୀୟ ରାଷ୍ଟ୍ର କେନିଆର ମୁକୁରୱିନି ସହରରେ ଜଣେ ୯୫ବର୍ଷୀୟ ବୃଦ୍ଧ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତାଙ୍କ ପତ୍ନୀଙ୍କ ବୟସ ୯୦ବର୍ଷ ହେବ।…
Read More...

ଶ୍ରୀମନ୍ଦିରରେ ଆଜି ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତଥିରେ ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ହେବ ବନକଲାଗି ନୀତି। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାରି ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା…
Read More...

୧୨ ଘଣ୍ଟିଆ ଭାରତ ବନ୍ଦ; ଭୁବନେଶ୍ୱର ରେଳଷ୍ଟେସନରେ ରେଳ ରୋକ

ସମାଜ ଡିଜିଟାଲ ଡେସ୍କ: ସଂରକ୍ଷଣ ବଞ୍ଚାଅ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି। ବନ୍ଦ ଡାକରାରେ ବିଶେଷ କରି ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ରାସ୍ତାଘାଟରେ ବିଭିନ୍ନ…
Read More...

ସ୍କୁଲରେ ଶିଶୁକନ୍ୟାଙ୍କୁ ଅସଦାଚରଣ ଅଭିଯୋଗ; ରେଳ ରୋକିଲେ ଅଭିଭାବକ

ମହାରାଷ୍ଟ୍ର: କଲକାତା ଲଜ୍ଜା ଦେଶରେ ଥମି ନଥିବା ବେଳେ ଏବେ ମହାରାଷ୍ଟ୍ର ବଦଲାପୁରରେ ଲଜ୍ଜାଜନକ ଘଟଣା ଘଟିଛି। ସ୍କୁଲରେ ଶିଶୁକନ୍ୟାଙ୍କୁ ଅସଦାଚରଣ ନେଇ ଅଭିଯୋଗ ପରେ ଜୋରଦାର ବିକ୍ଷୋଭ କରିଛନ୍ତି ଶତାଧିକ ଅଭିଭାବକ। ରେଳ…
Read More...

ରାଞ୍ଚିରେ ତୃତୀୟ ସିମ୍‌‌ ବକ୍ସ ଠାବ କଲା ସ୍ପେଶାଲ ସ୍କ୍ୱାଡ୍‌‌

ସମାଜ ଡିଜିଟାଲ ଡେସ୍କ: ଝାଡଖଣ୍ଡରେ ତୃତୀୟ ସିମ୍‌‌ ବକ୍ସ ଠାବ କରିଛି କମିଶନରେଟ ପୁଲିସ। ସିମ୍‌‌ ବକ୍ସ ଜବତ ମାମଲାର ଖୋଳତାଡ କରି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍‌‌ ରାଞ୍ଚିରେ ପହଞ୍ଚିଛି। ଅଭିଯୁକ୍ତ ରାଜୁ…
Read More...

ଡାକ୍ତରଙ୍କ ସୁରକ୍ଷା ଲାଗି ନ୍ୟାସନାଲ ଟାସ୍କଫୋର୍ସ ଗଠିତ

ସମାଜ ଡିଜିଟାଲ ଡେସ୍କ: କଲକାତାରେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଲାଗି ଗଠନ ହୋଇଛି ନ୍ୟାସନାଲ ଟାସ୍କଫୋର୍ସ। ସୁପ୍ରିମକୋର୍ଟଙ୍କ ନୀରିକ୍ଷଣରେ ୧୦ଜଣିଆ ଟାସ୍କଫୋର୍ସ ଗଠନ…
Read More...

ଆଳୁ ପରେ ବଢିଲା ପିଆଜ ଦର; ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଆଳୁ ଦର ବୃଦ୍ଧି ପରେ ଏବେ ଉପର ମୁହାଁ ହୋଇଛି ପିଆଜ। କିଛି ଦିନ ମଧ୍ୟରେ ପିଆଜ ଦର ୧୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି। ଏବେ ବଜାରରେ ପିଆଜ କିଲୋ ପ୍ରତି ୫୦ଟଙ୍କାରେ ବିକ୍ରି ହେଉଛି।…
Read More...

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା; ସୁପ୍ରିମକୋର୍ଟରେ ଶୁଣାଣି, ଗୁରୁବାର ସୁଦ୍ଧା ଷ୍ଟାଟସ୍‌‌ ରିପୋର୍ଟ…

ନୂଆଦିଲ୍ଲୀ: କଲକାତା ଆର.ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟା। ପୀଡିତାଙ୍କ ନାମ ଓ ଫଟୋ ଆଦି ଭାଇରାଲ ନେଇ ଉଦବେଗ ପ୍ରକାଶ ପାଇଛି।…
Read More...

ରାସ୍ତାକଡକୁ ଓଲଟିଲା ବସ୍‌‌; ୨୦ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ। ଭଦ୍ରକରୁ ଉଦଳା ଯାଉଥିବା ବେଳେ ରାଣୀତାଲ ଗେଟ୍‌‌ ନିକଟରେ ଭାରସାମ୍ୟ ହରାଇ ଜୟ ରଘୁନାଥ ନାମକ ଏକ ବସ ଓଲଟି ପଡିଥିଲା। ଦୁର୍ଘଟଣାରେ ୨୦ଜଣ ଗୁରୁତର ହୋଇଥିବା…
Read More...

ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ: ୧୧ଟା ୪୧ ମିନିଟ ପର୍ଯ୍ୟନ୍ତ ମୁଲତବୀ

ସମାଜ ଡିଜିଟାଲ ଡେସ୍କ: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭରେ ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ…
Read More...

ଆଳୁ ସଙ୍କଟ ନେଇ ବିଜେଡିର ମୁଲତବୀ ପ୍ରସ୍ତାବ

ସମାଜ ଡିଜିଟାଲ ଡେସ୍କ: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ଏହା ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ମଙ୍ଗଳବାର ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଉଭୟ…
Read More...

ସିମ୍‌‌ ବକ୍ସ ମାମଲା: ରାଞ୍ଚି ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ

ସମାଜ ଡିଜିଟାଲ ଡେସ୍କ: ସିମ୍‌‌ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଆଜି ରାଞ୍ଚି ନିଆଯାଉଛି। କମିଶନରେଟ ପୁଲିସର ୨ଟି ଟିମ୍‌‌ ରାଞ୍ଚି ଯାଉଛନ୍ତି। ତୃତୀୟ ସିମ୍‌‌ ବକ୍ସ ମିଳିବା ପୁଲିସକୁ ଅଧିକ ତଥ୍ୟ ମିଳିପାରେ।…
Read More...

ଜୁଏଲ ଓରାମ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ରାଉରକେଲା: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ସୋମବାର ବିଳମ୍ବିତ ରାତିରେ ଭର୍ତ୍ତି ହୋଇଛନ୍ତି। ମନ୍ତ୍ରୀ ଓରାମଙ୍କୁ ଏମ୍ସର ନ୍ୟୁ ପ୍ରାଇଭେଟ୍‌‌ ୱାର୍ଡରେ ଭର୍ତ୍ତି କରାଯାଇଛି। ଛାତି ରୋଗ…
Read More...

ଆସନ୍ତା ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ

ସମାଜ ଡିଜିଟାଲ ଡେସ୍କ: ୨୦୨୫ରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏନେଇ ରାଜ୍ୟ ଆଇନ ଓ ପୂର୍ତ୍ତ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ…
Read More...

ନିର୍ବାଚନ ପରେ ପରାଜିତ ପ୍ରାର୍ଥିନୀଙ୍କୁ ମିଳୁଛି ଦରମା

ବାସୁଦେବପୁର: ବ୍ଲକ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଏବେ ହାଟରେ ପଡି ଦାଣ୍ଡରେ ଗଡ଼ୁଛି। ନିର୍ବାଚନରେ ପରାଜିତ ପ୍ରର୍ଥିନୀଙ୍କୁ ମିଳୁଛି ଦରମା। ଖୋଦ ବ୍ଲକ ପ୍ରଶାସନ ପକ୍ଷରୁ ଦରମା ପ୍ରଦାନ କରାଯାଉଛି। ବାସୁଦେବପୁର…
Read More...

ବାଂଲାଦେଶ ହିଂସା ଭିତରେ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ- ଶ୍ରମମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଲାଗି ରହିଥିବା ହିଂସା ଓ ସେଠାରେ ହିଂସାର ଶିକାର ହେଉଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ବାଂଲାଦେଶରେ ରହୁଥିବା ସମସ୍ତ…
Read More...

ସ୍କୁଲ ପିଲାଙ୍କ ହାତରୁ ରାଖି ବାନ୍ଧିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ରାଖି ବାନ୍ଧିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ଅତିଥି ଭବନରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ବିଭିନ୍ନ ସ୍କୁଲର ଛାତ୍ରୀ ଓଫେଇ କର୍ମଚାରୀମାନେ…
Read More...

ଦେଖନ୍ତୁ ଭିଡ଼ିଓ, ରାଖି ପୂର୍ବରୁ ଯୋଧପୁରରେ ଅଭାବନୀୟ; ୩ବର୍ଷର ଶିଶୁକନ୍ୟା ସହିତ ଦୁଷ୍କର୍ମ କଲା ୪୫ବର୍ଷୀୟ

ସମାଜ ଡିଜିଟାଲ ଡେସ୍କ: ରାଖିପୂର୍ଣ୍ଣିମା ପୂର୍ବଦିନ ରାଜସ୍ଥାନ ଯୋଧପୁରରେ ଲୋକହର୍ଷଣକର ଘଟଣା ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କ ହୃଦହକୁ ଦୋହଲାଇ ଦେଇଛି। ୩ବର୍ଷର ନିରୀହ ଶିଶୁକନ୍ୟା ସହିତ ଜଣେ ୪୫ବର୍ଷୀୟ ବ୍ୟକ୍ତି…
Read More...

ଏଟିଏମ କାର୍ଡ ପାଇଁ କିନ୍ନର ସହ ମିଶି ବାପାକୁ ହତ୍ୟା କରିଥିଲା ପୁଅ- ଏସଡିପିଓ

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମପୁରରେ କିନ୍ନର ମିଶି ବାପାକୁ ପୁଅ ହତ୍ୟା କରିବା ଘଟଣାର ଖୋଲାସା କରିଛନ୍ତି ଏସଡ଼ିପିଓ। ଏଟିଏମ କାର୍ଡ ପାଇଁ ପୁଅ ବାପାଙ୍କୁ ହତ୍ୟା କରିଥିବା ଏସଡିପିଓ କହିଛନ୍ତି। ଏଟିଏମ କାର୍ଡ ପୁଅ…
Read More...

ସିମ୍‌‌ ବକ୍ସ ମାମଲା: ହୋଟେଲରେ ଖୋଳତାଡ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱର ଓ କଟକରେ ସିମ୍‌‌ ବକ୍ସ ମାମଲାରେ ହୋଟେଲରେ ଖୋଳତାଡ କରୁଛି ପୁଲିସ। କଟକ ଲିଙ୍କରୋଡ ସ୍ଥିତ ବାଂଲାଦେଶୀ ରହୁଥିବା ହୋଟେଲରେ ଛାନଭିନ କରୁଛି ପୁଲିସ। ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳକୁ…
Read More...

ଗଞ୍ଜାମ ଜିଲା ଖଲ୍ଲିକୋଟରେ ଚାଞ୍ଚଲ୍ୟ

ସମାଜ ଡିଜିଟାଲ ଡେସ୍କ: ଦୋକାନ ଘରୁ ଦମ୍ପତ୍ତିଙ୍କ ମୃତଦେହ ଠାବ। ଗଞ୍ଜାମ ଜିଲା ଖଲ୍ଲିକୋଟ ଲଙ୍ଗଳେଶ୍ୱର କଳାଝରନଇ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୋକାନ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ…
Read More...

କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ସନ୍ଦୀପ ଘୋଷଙ୍କୁ ୧୦ଘଣ୍ଟା ପଚରାଉଚରା

ସମାଜ ଡିଜିଟାଲ ଡେସ୍କ: କଲକାତା ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଜାରି ରହିଛି। ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସିବିଆଇ ତୃତୀୟ ଦିନରେ…
Read More...

ରାଜଧାନୀରେ ସଶସ୍ତ୍ର ଡକାୟତି; ବନ୍ଧୁକ ଦେଖାଇ ୫ଲକ୍ଷ ଲୁଟିନେଲେ

ଭୁବନେଶ୍ୱର: କୋରିଅର୍‌‌ ସଂସ୍ଥା କାର୍ଯ୍ୟାଳୟରେ ସଶସ୍ତ୍ର ଡକାୟତି। ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁରରେ ୨ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ…
Read More...

ମହିଳାଙ୍କ ସୁରକ୍ଷା ପାଇଁ ସଂକଳ୍ପ ନିଅନ୍ତୁ; ରାକ୍ଷୀପୂର୍ଣ୍ଣିମାରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଆଜି ପବିତ୍ର ରାକ୍ଷୀପୂର୍ଣ୍ଣିମା। ରାକ୍ଷୀବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।…
Read More...

ରାକ୍ଷୀପୂର୍ଣ୍ଣିମାରେ ୬ ଶୁଭ ସଂଯୋଗ; ୭ଘଣ୍ଟାରୁ ଅଧିକ ସମୟ ପାଇଁ ଶୁଭ ମୁହୂର୍ତ୍ତ, ଜାଣନ୍ତୁ କେମିତି ବାନ୍ଧିବେ ରାକ୍ଷୀ

ସମାଜ ଡିଜିଟାଲ ଡେସ୍କ:  ଆଜି ପବିତ୍ର ଗହ୍ମାପୂର୍ଣ୍ଣିମୀ ବା ରାକ୍ଷୀପୂର୍ଣ୍ଣିମା। ସାରା ଦେଶରେ ରାକ୍ଷୀପୂର୍ଣ୍ଣିମାକୁ ଖୁବ ଧୁମଧାମରେ ପାଳନ କରାଯାଉଛି। ଆଜିର ଏହି ଦିନରେ ଭଉଣୀମାନେ ନିଜର ଭାଇମାନଙ୍କ ହାତରେ ସ୍ନେହର…
Read More...

ବନ ବିଭାଗ ପକ୍ଷରୁ ନଗରବନ ଉଦଘାଟିତ

ଫୁଲବାଣୀ: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ନଗରବନ ଉଦଘାଟିତ ହୋଇଯାଇଛି। ଏଥିରେ ଅତିଥିଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଯୋଗଦେଇ ଉଦଘାଟନ କରିଥିବା ବେଳେ…
Read More...

୨୪ ଘଣ୍ଟାରେ ଆଳୁ ସମସ୍ୟା ଦୂର ନହେଲେ ଧାରଣା ଦିଆଯିବ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଦେଖା ଦେଇଥିବା ଆଳୁ ସଙ୍କଟ ନେଇ ସବୁଠି ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଆଳୁ ସମସ୍ୟା ନେଇ ସରକାରଙ୍କ ୨୪ଘଣ୍ଟାର ମହଲତ ଦେଇଛି ନାଗରିକ ସୁରକ୍ଷା ମଞ୍ଚ। ଆସନ୍ତା ୨୪ଘଣ୍ଟାରେ ସଙ୍କଟ…
Read More...

ଦାୟିତ୍ୱ ଗ୍ରହଣ ପରେ ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ଡିଜିପି

ସମାଜ ଡିଜିଟାଲ ଡେସ୍କ: ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ଯୋଗେଶ ବହାଦୂର ଖୁରାନିଆ। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁରୀ ପୁଲିସ ପକ୍ଷରୁ…
Read More...

ଆଖିରେ ଲୁହ ନେଇ ଫେରିଲେ ବିନେଶ; ଏମିତି ହେଲା ସ୍ୱାଗତ

ସମାଜ ଡିଜିଟାଲ ଡେସ୍କ: ସ୍ୱଦେଶ ଫେରିଛନ୍ତି ମହିଳା କୁସ୍ତି ଖେଳାଳି ବିନେଶ ଫୋଗତ। ଆଖିରେ ଲୁହ ନେଇ ଦେଶକୁ ଫେରିବା ପରେ ତାଙ୍କ ସ୍ୱାଗତ କରାଯାଇଛି। ପ୍ୟାରିସ ଅଲିମ୍ପିକ୍ସରେ ମାତ୍ର ୧୦୦ଗ୍ରାମ ଓଜନ ଅଧିକ ହେବାରୁ ପଦକ…
Read More...

୨୫ରେ ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବିଜେଡି

ଭୁବନେଶ୍ୱର: ବିଧାନସଭାରେ ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ କରିଛି ବିଜେଡି। କାହିଁକି ବୟକଟ କଲେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ବିଧାନସଭାର ବିଧି ଓ…
Read More...

କଲକାତା ଘଟଣାରେ ଡାକ୍ତରଙ୍କ ବିକ୍ଷୋଭ ପୁରା ଦେଶର ବିଷୟ; କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ତଥା ସଂଖ୍ୟା ଲଘୁ ମନ୍ତ୍ରୀ କିରଣ ରିଜିଜୁ। ବିଧାନସଭାରେ ଆୟୋଜିତ ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଓଡ଼ିଶା…
Read More...

ସଂସଦ ଭବନରେ ମାରପିଟ୍‌‌ ଲାଗିଲେ ସାଂସଦ; ଏମିତି ହେଲା ଅବସ୍ଥା

ତୁର୍କୀ: ଶୁକ୍ରବାର ତୁର୍କୀ ସଂସଦରେ ଦେଖିବାକୁ ମିଳିଥିଲା ପ୍ରବଳ ହଙ୍ଗାମା। ଶାସକ ଓ ବିରୋଧୀ ସାଂସଦଙ୍କ ମଧ୍ୟରେ ତୀବ୍ର ଲଢେଇ ହୋଇଥିଲା। ଏହି ଲଢେଇ ସମୟରେ ଶାସକ ଦଳ ଓ ବିରୋଧୀ ଦଳର ସାଂସଦଙ୍କ ମଧ୍ୟରେ ତୀବ୍ର…
Read More...

ଦେଖନ୍ତୁ ଭିଡ଼ିଓ, ଆତ୍ମହତ୍ୟା କରୁଥିଲେ ଯୁବତୀ, ଚୁଟିକୁ ଧରି ଜୀବନ ବଞ୍ଚାଇ ଦେଲେ ଟ୍ୟାକ୍ସି ଡ୍ରାଇଭର

ସମାଜ ଡିଜିଟାଲ ଡେସ୍କ: ଅଟଲ ସେତୁ ଉପରେ ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିଲେ ଜଣେ ଯୁବତୀ। ଏହି ସମୟରେ ଦେବଦୂତ ସାଜି ଜୀବନ ବଞ୍ଚାଇଥିଲେ ଜଣେ ଟ୍ୟାକ୍ସି ଡ୍ରାଇଭର। ଯୁବତୀ ଜଣଙ୍କ ସେତୁ ଉପରେ ଚଢି ଆତ୍ମହତ୍ୟା…
Read More...

ଦେଖନ୍ତୁ ଭିଡ଼ିଓ, ଜେସିବିରେ ତାଡିନେଲେ ଏଟିଏମ୍‌‌

ସମାଜ ଡିଜିଟାଲ ଡେସ୍କ: ଏଟିଏମ୍‌‌ ଲୁଟର ଅନେକ ଖବର ଆପଣଙ୍କ ନଜରକୁ ଆସୁଥିବ। ହେଲେ ଏବେ ଏଟିଏମ୍‌‌ ଲୁଟ କରିବାର ଆଉ ଏକ ନୂଆ ଉପାୟ ଆପଣାଇଛନ୍ତି ଦୁର୍ବୃତ୍ତ। ଜେସିବି ମେସିନ ଲଗାଇ ଏଟିଏମ୍‌‌ କୁ କିଭଳି ଭାବେ ତାଡି…
Read More...

ଭତ୍ତା ମିଳିବାରେ ହେଉଥିଲା ବିଳମ୍ବ, ରାସ୍ତାରୋକ ପରେ ଭତ୍ତା ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଦୂତିପଡା ପଞ୍ଚାୟତରେ ହିତାଧିକାରୀଙ୍କୁ ସଠିକ୍‌‌ ସମୟରେ ମିଳୁନି ଭତ୍ତା ଟଙ୍କା। ଫଳରେ ଅସନ୍ତୋଷ ପ୍ରକାଶ କରି ବୃଦ୍ଧବୃଦ୍ଧା ମାନେ ରାସ୍ତାରୋକ କରିଥିଲେ। ଭତ୍ତା ମିଳିବାରେ…
Read More...

ପୁଞ୍ଜିପଥର ନଗରବନ୍ଧ ପ୍ରକଳ୍ପ ପରିଦର୍ଶନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିଠାରୁ ୯କିମି ଦୂର ପୁଞ୍ଜିପଥର ଠାରେ ବନ ବିଭାଗ ଦ୍ୱାରା ନିର୍ମାଣ ଚାଲିଥିବା ନଗରବନ୍ଧ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।…
Read More...

୪ ଡାକ୍ତରଙ୍କୁ ଜେରା ପାଇଁ ଡାକିଲା ସିବିଆଇ; ଟ୍ରେନୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭ ଜାରି

ସମାଜ ଡିଜିଟାଲ ଡେସ୍କ: କୋଲକାତାରେ ଟ୍ରେନୀ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଟ୍ରେନୀ ଡାକ୍ତରଙ୍କୁ ନ୍ୟାୟ ଓ ମହିଳା ଡାକ୍ତରଙ୍କ ସୁରକ୍ଷା…
Read More...

ଯୋଗେଶ ବାହାଦୂର ଖୁରାନିଆ ହେଲେ ନୂଆ ଡିଜିପି

ସମାଜ ଡିଜିଟାଲ ଡେସ୍କ: ରାଜ୍ୟର ନୂଆ ପୁଲିସ ମହାନିର୍ଦ୍ଦେଶକ ହେଲେ ଯୋଗେଶ ବାହାଦୂର ଖୁରାନିଆ । ରାଜ୍ୟ ସରକାରଙ୍କ ପକ୍ଷରୁ ଖୁରାନିଆଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ…
Read More...

ଅତ୍ୟାଚାର ସହିନପାରି ନିଶାସକ୍ତ ସ୍ୱାମୀକୁ ପିଟିଲା ସ୍ତ୍ରୀ: ଚାଲିଗଲା ସ୍ୱାମୀର ଜୀବନ

ସମାଜ ଡିଜିଟାଲ ଡେସ୍କ: ନିଶାସକ୍ତ ସ୍ୱାମୀର ଅତ୍ୟାଚାର ସହିନପାରି ଶେଷରେ ସ୍ୱାମୀକୁ ପଥରେ ଛେଚି ହତ୍ୟା କରିଛି ସ୍ତ୍ରୀ । ଅଗଷ୍ଟ ୧୫ ବିଳମ୍ବିତ ରାତିରେ କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ କାଶୀବେଡା ଗାଁରେ ଏଭଳି…
Read More...

ସ୍ୱାମୀ ମାଡରେ ସ୍ତ୍ରୀ ମୃତ, ପୁଲିସର ତଦନ୍ତ ଆରମ୍ଭ

ମୟୂରଭଞ୍ଜ: ସ୍ୱାମୀ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ୧୨ ନମ୍ବର ୱାର୍ଡ ଅଞ୍ଚଳରେ । ପାରିବାରିକ କଳହକୁ ନେଇ ଏଭଳି ଘଟଣା ଘଟିଥିବା…
Read More...

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ଣ୍ୟତିଥି; ରାଜନୀତିର ଭୀଷ୍ମ ପିତାମହଙ୍କୁ ମନେ…

ସମାଜ ଡିଜିଟାଲ ଡେସ୍କ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପୂଣ୍ଣ୍ୟତିଥି । ନୂଆଦିଲ୍ଲୀ ସ୍ଥିତ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,…
Read More...

ମୟୂରକୁ ତରକାରୀ କରି ଖାଇବା ମହଙ୍ଗା ପଡିଲା, ବନ୍ଧାହେଲେ ୟୁଟ୍ୟୁବର

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ମୟୂରକୁ ମାରି ତରକାରୀ ପ୍ରସ୍ତୁତ କରି ଖାଇବାର ଭିଡ଼ିଓ । ଆମର ଜାତୀୟ ପକ୍ଷୀ ମୟୂରକୁ ମାରି ତାର ମାଂସକୁ ରୋଷେଇ କରି ଖାଉଥିଲେ ଜଣେ ୟୁଟ୍ୟୁବର । ଭିଡ଼ିଓ କରି ଲକ୍ଷ…
Read More...

ଇତିହାସ ରଚିଲା ଇସ୍ରୋ; ଉତକ୍ଷେପଣ ହେଲା ଆର୍ଥ ଅବଜରବେସନ ସାଟେଲାଇଟ EOS-8

ସମାଜ ଡିଜିଟାଲ ଡେସ୍କ: ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ SSLV-D3ରକେଟ ଜରିଆରେ ଆର୍ଥ ଅବଜରବେସନ…
Read More...

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ । କେନ୍ଦ୍ରାପଡା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ…
Read More...

ଓଡ଼ିଶା ଆସିବେ ୫ମହାବଳ ବାଘ

ସମାଜ ଡିଜିଟାଲ ଡେସ୍କ: ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ ବାଘ। ମହାବଳ ଅଣାଯିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍‌‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଓଡ଼ିଶାକୁ ଆସିବା ପରେ ବରଗଡ ଦେବ୍ରିଗଡରେ ୩ ଓ…
Read More...

ବିଧାନସଭାରେ ବିଜେପିର ଦଳୀୟ କାର୍ଯ୍ୟକ୍ରମ କହି ବର୍ଷିଲା ବିଜେଡି; ଜବାବ ରଖିଲା ବିଜେପି

ସମାଜ ଡିଜିଟାଲ ଡେସ୍କ: ବିଧାନସଭାରେ ବିଧାୟକଙ୍କୁ ଦିଗଦର୍ଶନ ନାଁରେ ଦଳୀୟ କାର୍ଯ୍ୟକ୍ରମ କହି ବିଜେପି ଉପରେ ବର୍ଷିଛି ବିଜେଡି। ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ କାର୍ଯ୍ୟକ୍ରମ ପାଇଁ ସଚିବ ପଠାଇଛନ୍ତି ଏକ ପତ୍ର। ନବ…
Read More...

ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଗୋଟିଏ ରୁମରେ ଥିଲା ସ୍ୱାମୀ, ପିଛା କରି ଧରିଲା ସ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଦୁଇ ବଙ୍ଗୀୟ ଯୁବତୀଙ୍କ ସହ oyo ହୋଟେଲରେ ଥିଲେ ରସିକିଆ ସ୍ୱାମୀ। ପୁଲିସ ସହାୟତାରେ ପିଛା କରି ଧରିଲେ ସ୍ତ୍ରୀ। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ଏକ ହୋଟେଲରେ ପହଞ୍ଚିଥିଲେ ସ୍ତ୍ରୀ। ସ୍ୱାମୀଙ୍କ…
Read More...

ପୁଅକୁ ନେଇ ନଦୀକୁ ଡେଇଁପଡିଲା ମା; ପୁଅ ମୃତ ମା ନିଖୋଜ

ସମାଜ ଡିଜିଟାଲ ଡେସ୍କ: କଟକ ଜିଲା ସାଲେପୁରରେ ଅଭାବନୀୟ ଘଟଣା। ଚିତ୍ରୋତ୍ପଳା ନଦୀକୁ ଡେଇଁପଡିଲେ ମା ପୁଅ। ପୁଅକୁ ନେଇ ମା ଜଣଙ୍କ ନଦୀକୁ ଡେଇଁପଡିଥିବା ସୂଚନା ମିଳିଛି। ୧୦ବର୍ଷର ପୁଅର ମୃତଦେହ ଉଦ୍ଧାର ହୋଇଥିବା ବେଳେ…
Read More...

ଆଖି ବୁଜିଲା ସିଂହ ‘କ୍ରିଶ’

ସମାଜ ଡିଜିଟାଲ ଡେସ୍କ: ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିଶ। ଆଜି ସକାଳ ୯ଟାରେ ସିଂହ କ୍ରିଶର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୬ଜୁନ ୨୦୦୪ରେ ଜନ୍ମ ହୋଇଥିଲା କ୍ରିଶ। କ୍ରିଶର ଦୁଇଟି ସନ୍ତାନ ଅଛନ୍ତି। ସେମାନେ…
Read More...

୧୧ପୁଲିସ କର୍ମଚାରୀ ନିଲମ୍ବିତ; ଗଞ୍ଜେଇ ମାଫିଆଙ୍କୁ ଛାଡିଦେବା ପଡିଲା ମହଙ୍ଗା

ସମାଜ ଡିଜିଟାଲ ଡେସ୍କ: ଗଞ୍ଜେଇ କାରବାରରେ ପୁଲିସ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଗଞ୍ଜେଇ ଜବତ କରିବା ପରେ ମାଫିଆଙ୍କୁ ଛାଡିଦେବା ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡିଛି। ଜବତ ଗାଡି ଏବଂ ମାଫିଆଙ୍କୁ…
Read More...