ଦେଖନ୍ତୁ ଭିଡ଼ିଓ, ଜେସିବିରେ ତାଡିନେଲେ ଏଟିଏମ୍
ସମାଜ ଡିଜିଟାଲ ଡେସ୍କ: ଏଟିଏମ୍ ଲୁଟର ଅନେକ ଖବର ଆପଣଙ୍କ ନଜରକୁ ଆସୁଥିବ। ହେଲେ ଏବେ ଏଟିଏମ୍ ଲୁଟ କରିବାର ଆଉ ଏକ ନୂଆ ଉପାୟ ଆପଣାଇଛନ୍ତି ଦୁର୍ବୃତ୍ତ। ଜେସିବି ମେସିନ ଲଗାଇ ଏଟିଏମ୍ କୁ କିଭଳି ଭାବେ ତାଡି ନେଉଛନ୍ତି ଦେଖନ୍ତୁ।
JCB से ‘खुदाई’ कर ATM से पैसा निकालने की क्या ये पहली और अद्वितीय वारदात है! 🤓
— Umashankar Singh उमाशंकर सिंह (@umashankarsingh) August 16, 2024
Comments are closed.