www.samajalive.in
Saturday, December 6, 2025
15.1 C
Bhubaneswar

୪ ଡାକ୍ତରଙ୍କୁ ଜେରା ପାଇଁ ଡାକିଲା ସିବିଆଇ; ଟ୍ରେନୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭ ଜାରି

ସମାଜ ଡିଜିଟାଲ ଡେସ୍କ: କୋଲକାତାରେ ଟ୍ରେନୀ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଟ୍ରେନୀ ଡାକ୍ତରଙ୍କୁ ନ୍ୟାୟ ଓ ମହିଳା ଡାକ୍ତରଙ୍କ ସୁରକ୍ଷା ଦାବିରେ ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ । ଏହାସହିତ ଆସନ୍ତାକାଲି ୨୪ଘଣ୍ଟିଆ ଦେଶବ୍ୟାପି ଆନ୍ଦୋଳନ ପାଇଁ ଡାକରା ଦେଇଛି ଭାରତୀୟ ଚିକିତ୍ସକ ସଂଘ । ସେପଟେ ଘଟଣାର ତଦନ୍ତ କରୁଛି ସିବିଆଇ । ମାମଲାରେ ୪ଜଣ ଡାକ୍ତରଙ୍କୁ ପଚରାଉଚରା ପାଇଁ ଡାକିଛି ସିବିଆଇ । ଆରଜି କର ମେଡିକାଲର ୪ଜଣ ଡାକ୍ତରଙ୍କୁ ପଚରାଉଚରା କରୁଛି ସିବିଆଇ । ସେପଟେ ଏହି ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କୁ ଘେରିଛି ବିଜେପି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories