www.samajalive.in
Friday, December 5, 2025
20.1 C
Bhubaneswar

ବର୍ଷା ଦିନେ ଏମିତି ଚଲାନ୍ତୁ ଏସି ; ଖୁବ୍‌ କମ୍‌ ଆସିବ ବିଜୁଳି ବିଲ୍‌..

ନୂଆଦିଲ୍ଲୀ : ରାଜ୍ୟ ସହ ଦେଶର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ବର୍ଷା ଦିନରେ ପ୍ରାୟତଃ ଅଧିକାଂଶ ସମୟରେ ଗୁଳୁଗୁଳି ଅନୁଭବ ହୋଇଥାଏ। ଏସି ବ୍ୟବହାର କରିବା ଦ୍ୱାରା ଏଥିରୁ ଆଶ୍ୱସ୍ତି ମିଳିଥାଏ । ମାତ୍ର ବର୍ଷା ଦିନେ କିଭଳି ଏସି ଚଲାଇବା ଉଚିତ୍‌, ତାହା ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଥାଏ । ଏହାଦ୍ୱାରା ଥଣ୍ଡା କମ୍‌ ଲାଗିବା ଦ୍ୱାରା ବିଜୁଳି ବିଲ୍‌ ମଧ୍ୟ କମ୍‌ ଆସିଥାଏ ।

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଶନି କରିବେ ନକ୍ଷତ୍ର ପରିବର୍ତ୍ତନ : ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ବଢିବ ଧନ..

- Advertisement -

ଏସିକୁ ମୌସୁମୀ କିମ୍ବା ବର୍ଷା ଦିନରେ ୨୪-୨୬ ଡିଗ୍ରୀ ସେଲସିୟସ ମଧ୍ୟରେ ଚଲାଇବା ଉଚିତ୍‌ । ଏହାଦ୍ୱାରା କକ୍ଷ ସଠିକ୍‌ ମାତ୍ରାରେ ଥଣ୍ଡା ହେବା ସହ ବିଜୁଳି ବିଲ୍‌ ଖୁବ୍‌ କମ୍‌ ଆସିଥାଏ ।
ଏସିକୁ ଡ୍ରାଏ ମୋଡ୍‌ କିମ୍ବା ରେନି ମୋଡରେ ବ୍ୟବହାର କରିବା ଉଚିତ୍‌ ।

ଦେଖନ୍ତୁ ଭିଡିଓ ; ପିଞ୍ଜରା ଭିତରେ ଥିଲା ମାଙ୍କଡ, ପିଲାଟି କଲା ଏମିତି, ଆଉ ତା’ପରେ..


ଯେକୌଣସି ଋତୁ ହେଉ ଏସିକୁ ସଠିକ୍‌ ସମୟରେ ସଫା କରାନ୍ତୁ । ୨ ମାସକୁ ୨ ଥରେ ଏହାକୁ ସଫା କରାନ୍ତୁ । ନିଜେ ମଧ୍ୟ ସଫା କରି ପାରିବେ ।
ଏସି ଚଲାଇବା ସମୟରେ କିଛି ସମୟ ଫ୍ୟାନ୍‌ ମଧ୍ୟ ଚଲାଇ ପାରିବେ । ଏହାଦ୍ୱାରା ସଠିକ୍‌ ଥଣ୍ଡା ଅନୁଭବ ହେବା ସହ ଏସି ଉପରେ ଅଧିକ ପ୍ରଭାବ ପଡିବ ନାହିଁ ।

ରୁପା ବାସନରେ ଖାଇଲେ ଶରୀରକୁ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..


ଏସି ନିକଟରେ ଉଷ୍ଣତା ପ୍ରଦାନ କରୁଥିବା କୌଣସି ଜିନିଷ ରଖନ୍ତୁ ନାହିଁ । ଏହାର କୁପ୍ରଭାବ ଏସି ଉପରେ ପଡିଥାଏ । ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ ।
ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏସିକୁ ସଫା କରିବା ସହ ନିୟମିତ ରକ୍ଷଣାବେକ୍ଷଣା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories