ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଶନି କରିବେ ନକ୍ଷତ୍ର ପରିବର୍ତ୍ତନ : ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ବଢିବ ଧନ..

ଶନିଦେବତା ୧୮ ଅଗଷ୍ଟରେ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ । ୧୯ ଅଗଷ୍ଟରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ରକ୍ଷା ବନ୍ଧନ ଠିକ୍‌ ପୂର୍ବରୁ ଶନିଦେବତା ନକ୍ଷତ୍ର ପରିବର୍ତ୍ତନ କରିବେ । ଶନିଦେବତା ଠିକ୍‌ ନକ୍ଷତ୍ର ପରିବର୍ତ୍ତନ କରିବା ମାତ୍ରେ କିଛି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବଙ୍କର ବିଶେଷ ସ୍ଥାନ ରହିଛି । ଶନିଦେବ ଅସନ୍ତୁଷ୍ଟ ରହିବା ଦ୍ୱାରା ଜୀବନରେ ବ୍ୟକ୍ତି ବିଶେଷଙ୍କୁ ଅନେକ ସମସ୍ୟାର ସାମ୍ନା … Continue reading ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଶନି କରିବେ ନକ୍ଷତ୍ର ପରିବର୍ତ୍ତନ : ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ବଢିବ ଧନ..