ସମାଜ ଡିଜିଟାଲ ଡେସ୍କ: ଜଙ୍ଗଲ ନୁହେଁ ବରଂ ଘର ବାହାରେ ବୁଲୁଛି ମହାବଳ ବାଘ। ରାସ୍ତାରେ ଲୋକାମାନେ ଯିବାଆସିବା କରୁଥିବା ବେଳେ ମହାବଳ ବାଘଟି ବୁଲୁଥିବା ଦେଖି ଭୟଭୀତ ହୋଇଛନ୍ତି ଲୋକ। ଭିଡ଼ିଓରେ ଆପଣ ଦେଖୁଥିବା ଏଦୃଶ୍ୟ ହେଉଛି ମେକ୍ସିକୋରେ ଥିବା ଏକ ସ୍ଥାନର। ବାଘଟିକୁ ଦେଖି ଲୋକ ଭୟ କରୁଥିବା ବେଳେ ବାଘ କିନ୍ତୁ କାହାରିକୁ କିଛି କ୍ଷତି ପହଞ୍ଚାଇନାହିଁ।
Just a Bengal Tiger roaming around town and then gets taken home without any resistance. This happened in Tecuala, Mexico. pic.twitter.com/HYUpDdzSRE
— Nature is Amazing ☘️ (@AMAZlNGNATURE) August 26, 2024



