www.samajalive.in
Saturday, December 6, 2025
19.1 C
Bhubaneswar

ରାଞ୍ଚିରେ ତୃତୀୟ ସିମ୍‌‌ ବକ୍ସ ଠାବ କଲା ସ୍ପେଶାଲ ସ୍କ୍ୱାଡ୍‌‌

ସମାଜ ଡିଜିଟାଲ ଡେସ୍କ: ଝାଡଖଣ୍ଡରେ ତୃତୀୟ ସିମ୍‌‌ ବକ୍ସ ଠାବ କରିଛି କମିଶନରେଟ ପୁଲିସ। ସିମ୍‌‌ ବକ୍ସ ଜବତ ମାମଲାର ଖୋଳତାଡ କରି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍‌‌ ରାଞ୍ଚିରେ ପହଞ୍ଚିଛି। ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚିରେ ବିର୍ସାମୁଣ୍ଡା ଷ୍ଟାଡିୟମ ନିକଟରେ ଥିବା ଏକ ଘରେ ସିମ୍‌‌ ବକ୍ସ ଠାବ ହୋଇଛି। ଏହି ସମୟରେ ସ୍ଥାନୀୟ ପୁଲିସ ଉପସ୍ଥିତ ରହିଥିଲେ। ସିମ୍‌‌ ବକ୍ସ ଠାବ କରିବାରେ ଅଧିକ ଛାନଭିନ କରୁଛି ପୁଲିସ। ଭୁବନେଶ୍ୱର, କଟକ ପରେ ରାଞ୍ଚିରେ ବର୍ତ୍ତମାନ ସିମ୍‌‌ ବକ୍ସ ଠାବ ହୋଇଛି। ଏଠାରେ କିଏ ସିମ୍‌‌ ବକ୍ସ ଅପରେଟ କରୁଥିଲା ତାହା ନେଇ ଖୋଳତାଡ କରୁଛି ପୁଲିସ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories