www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିିଡ଼ିଓ; ସାପ ନେଉଳ ଲଢେଇରେ କିଏ ଜିତିଲା

ସମାଜ ଡିଜିଟାଲ ଡେସ୍କ: ଗୁମ୍ଫା ଭିତରେ ପଶିବାକୁ ଚେଷ୍ଟା କରୁଥିଲା ସାପ। ହେଲେ ବାଟରେ ଅଟକାଇଥିଲା ନେଉଳ। ଫଳରେ ସାପ ଓ ନେଉଳ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଥିଲା। ଘମାଘଟ ଲଢେଇରେ ସାପଟି କିନ୍ତୁ ନେଉଳକୁ ପାରିନଥିଲା। ଲଢେଇରୁ ପଛଘୁଞ୍ଝା ଦେଇ ସାପଟି ନିଜ ବାଟରେ ଫେରି ଯାଇଥିଲା। ହେଲେ ନେଉଳ ବା କାହିଁକି ଛାଡିବ। ସାପଟିକୁ ଗୋଡାଇ ଗୋଡାଇ କାମୁଡିବାରେ ଲାଗିଥିଲା ନେଉଳ। କିଭଳି ଥିଲା ଏଦୃଶ୍ୟ ଦେଖନ୍ତୁ ଏହି ଭିଡ଼ିଓରେ…

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories