ସମାଜ ଡିଜିଟାଲ ଡେସ୍କ: ରାସ୍ତା ମଝିରେ ଦୁଇ ଠେକୁଆ ଲାଗିଲେ ମାରପିଟ। ଠେକୁଆ ଦୁଇଟି ଦୁଇ ଗୋଡରେ ଛିଡା ହୋଇ ମାଡଗୋଳ ଲାଗିବାରୁ ରାସ୍ତାରେ ଯାଉଥିବା ଲୋକେ ଅଟକି ଏହା ଦେଖୁଥିଲେ। ଏହାକୁ ଦେଖିବା ସହ ଲୋକମାନେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରୁଛନ୍ତି।
Jack Rabbits (Hare) fighting in middle of the road pic.twitter.com/Tfo9S3Z4OJ
— Nature is Amazing ☘️ (@AMAZlNGNATURE) August 21, 2024



