www.samajalive.in
Wednesday, December 10, 2025
18.1 C
Bhubaneswar

କଂଗ୍ରେସର ଘୋଷଣା ପତ୍ରକୁ ନକଲ କରିଛନ୍ତି ଅର୍ଥମନ୍ତ୍ରୀ-ପି.ଚିଦାମ୍ବରମ୍‍

ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ସପ୍ତମ ଥର ବଜେଟ ଉପସ୍ଥାପନ କରି ଅନେକ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ତେବେ କେନ୍ଦ୍ରୀୟ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‍ । ସେ କହିଛନ୍ତି ଯେ ମୋତେ ଚଳିତ ବଜେଟ ବିଷୟରେ ଜାଣି ଖୁସି ଲାଗୁଛି । ନିର୍ବାଚନ ଫଳାଫଳ ପରେ କଂଗ୍ରେସର ଘୋଷଣାପତ୍ରକୁ ବୋଧ ହୁଏ ପଢିଥିଲେ ଅର୍ଥମନ୍ତ୍ରୀ । କଂଗ୍ରେସ ଘୋଷଣାପତ୍ରର ପୃଷ୍ଠା ୩୦ରେ ଲିଖିତ ଥିବା ରୋଜଗାର ବିଷୟରେ ସେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଘୋଷଣା କରିଛନ୍ତି । ସେହିପରି କଂଗ୍ରେସ ଘୋଷଣାପତ୍ରର ପୃଷ୍ଠା ୧୧ରେ ଲିଖିତ ଥିବା ପ୍ରତିଶ୍ରୁତି ମଧ୍ୟ ଆରମ୍ଭ କରିଛନ୍ତି ସରକାର । ଏହାସହିତ କଂଗ୍ରେସ ଘୋଷଣାପତ୍ରର ଅନ୍ୟ କେତେକ ବିଚାରକୁ ଅର୍ଥମନ୍ତ୍ରୀ ନକଲ କରିଥିବା ଚିଦାମ୍ବରମ୍‍ କହିଛନ୍ତି ।

- Advertisement -

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories