www.samajalive.in
Monday, December 8, 2025
14.1 C
Bhubaneswar

ସରକାର ଅନୁମତି ଦେଲେ ଆପାର୍ଟମେଣ୍ଟ ଭାଙ୍ଗିବୁ- ମେୟର

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ବେଆଇନ ଆପାର୍ଟମେଣ୍ଟ ନେଇ ବିଏମସି ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସରକାର ଅନୁମତି ଦେଲେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବୁ । ସରକାରଙ୍କ ନିଷ୍ପତ୍ତି ଯାହା ରହିବ ତାକୁ ବିଏମସି ମାନିବ । ଯେଉଁସବୁ ବେଆଇନ ଆପାର୍ଟମେଣ୍ଟ ରହିଛି ତାହାକୁ ଭାଙ୍ଗିଲେ କ୍ଷତିପୂରଣ ଦେବାକୁ ପଡିବ । ବିଏମସି ପାଖରେ କ୍ଷତିପୂରଣ ଦେବାକୁ ଟଙ୍କା ନାହଁ । ରାଜ୍ୟ ସରକାର ଯଦି କ୍ଷତିପୂରଣ ଦେବେ, ଅନୁମତି ମିଳିଲେ ଆମେ ଆପାର୍ଟମେଣ୍ଟ ଭାଙ୍ଗିଦେବୁ । ଏସବୁ ଆପାର୍ଟମେଣ୍ଟ ନିର୍ମାଣ ବେଳେ ତାହା ପଞ୍ଚାୟତ ଅଧିନରେ ଥିଲା । ଏବେ ସେଗୁଡିକ ବିଏମସି ନିୟନ୍ତ୍ରଣକୁ ଆସିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories