www.samajalive.in
Saturday, December 6, 2025
17.1 C
Bhubaneswar

ଦେଖନ୍ତୁ ଭିଡ଼ିଓ: ରାଗିଗଲେ ନନ୍ଦି,ଏମିତି ଦେଲେ ଦଣ୍ଡ, ଗୋଡତଳେ ପଡି କ୍ଷମା ମାଗିଲା ମଣିଷ

ସମାଜ ଡିଜିଟାଲ ଡେସ୍କ : ମହାଦେବଙ୍କ ନନ୍ଦିଙ୍କୁ ଆସିଗଲା ରାଗ । ମଣିଷର ବ୍ୟବହାରରେ ନନ୍ଦି ମହାରାଜଙ୍କୁ ରାଗ ଆସିବାରୁ ମଣିଷକୁ ଏମିତି ଦେଇଥିଲେ ଦଣ୍ଡ । ଫଳରେ ବାଧ୍ୟ ହୋଇ ଗୋଡ ତଳେ ପଡି କ୍ଷମା ପ୍ରାର୍ଥନା କରିଥିଲା ମଣିଷ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଟିକେ ଭଲ ଭାବରେ ଦେଖନ୍ତୁ । ମଣିଷ ଜଣକ ନନ୍ଦିଙ୍କୁ ପୂଜା କରିବାକୁ ଯିବା ବେଳେ ହଠାତ କିନ୍ତୁ ନନ୍ଦି ମହାରାଜ ରାଗି ଯାଇଥିଲେ । ମଣିଷର ବ୍ୟବହାରରେ ହୁଏତ ନନ୍ଦିଙ୍କୁ ରାଗ ଲାଗିଥିଲା । ଏହାପରେ ନନ୍ଦି ମହାରାଜ କଣ କରିଥିଲେ ଦେଖନ୍ତୁ ଏହି ଭିଡ଼ିଓରେ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories