www.samajalive.in
Tuesday, December 9, 2025
19.1 C
Bhubaneswar

ରାଜଧାନୀରେ ସାମ୍ବାଦିକା ଆତ୍ମହତ୍ୟା ଘଟଣା: ଡିସିପି କହିଲେ ତଦନ୍ତ କରୁଛି ପୁଲିସ

ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା କରିବା ଘଟଣାରେ ପୁଲିସ ତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଶ୍ରୀଧରଙ୍କ ଫାନ୍‍ ଓ ସିସିଟିଭି ଫୁଟେଜ ଯାଞ୍ଚ ହେଉଛି । ଡିସିପି ଆହୁରି ମଧ୍ୟ କହିଛନ୍ତି ଶ୍ରୀଧରଙ୍କ ପରକୀୟା ପ୍ରୀତି ଥିବା ମଧୁମିତା ସନ୍ଦେହ କରୁଥିଲେ । ୨୩ ଜୁଲାଇ ରାତି ୧୨ଟାରେ ଧଉଳି ଥାନାରେ ଅଭିଯୋଗ କରିଥିଲେ । ସ୍ୱାମୀ ବିବାହ ବିଚ୍ଛେଦ ପାଇଁ ଧମକ ଦେଉଥିବା ଅଭିଯୋଗ କରିଥିଲେ ମଧୁମିତା । ଏହାକୁ ନେଇ ସବୁବେଳେ ଚିନ୍ତିତ ଥିଲେ ମଧୁମିତା । ବୁଧବାର ମଧୁମିତା ରେଳ ଲାଇନରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଧଉଳି ଥାନା ପୁଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories