www.samajalive.in
Sunday, December 7, 2025
26.1 C
Bhubaneswar

ରଙ୍ଗେଇଲୁଣ୍ଡା ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ

ଗୋପାଳପୁର; ରଙ୍ଗେଇଲୁଣ୍ଡା ପଞ୍ଚାୟତରେ ସୋମବାର ଜନ ଶୁଣାଣି କାର୍ଯ୍ୟକ୍ରମ ବ୍ଲକ ବିଡ଼ିଓ ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ଅଧୀନରେ ଥିବା ରଙ୍ଗେଇଲୁଣ୍ଡା, ଅନ୍ତରବାଟିଆ, ଭଞ୍ଜ ବିହାର, ମାଣ୍ଡିଆପଲ୍ଲୀ ଗ୍ରାମର ପ୍ରାୟ ୧୫୦ ଜଣ ଅଭିଯୋଗକାରୀ ଶୁଣାଣିରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ଏଥିରେ ଆବାସ ଯୋଜନା, ମାସିକ ଭତ୍ତା, ରାସନ କାର୍ଡ, ପଟ୍ଟା ଏବଂ ଉନ୍ନୟନ କାମ ଆଦି ଉପରେ ଅଭିଯୋଗ ହୋଇଥିଲା । ଏଥିରେ ସରପଞ୍ଚ ନମିତା ମହାଙ୍କୁଡ, ଡ଼ି ଇ ଓ କାହ୍ନ ଚରଣ ସ୍ୱାଇଁ, ଆର ଡ଼ବ୍ଲୁ ଏସ ଏସ ର ଏ. ଇ ସମୀର କୁମାର ପଟ୍ଟନାୟକ, ପି ଇ ଓ ନିରଞ୍ଜନ ଖାଡ଼ଙ୍ଗା, ସମିତିସଭ୍ୟ କୃଷ୍ଣ ଚନ୍ଦ୍ର ମହାଙ୍କୁଡ, ବି ଏସ ଏସ ଓ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ବି ପି ଏମ ଅଜୟ କୁମାର ଦାଶ, କୃଷି ବିଭାଗ ଏ ଇ ଅନ୍ତର୍ଯ୍ୟାମୀ ମହାନ୍ତି, ଏ. ଇ ରାମ ଚନ୍ଦ୍ର ନାୟକ, ନବୀନ ଭୂୟାଁ, ମହିଳା ମହାସଂଘର ସଭାନେତ୍ରୀ ଅର୍ଚନା ପଟ୍ଟନାୟକ, ଏମ ବି କେ ଉଷାରାଣୀ ରେଡି, ସମ୍ପାଦିକା ଅମ୍ବିକା ଗୌଡ଼ଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡି, ୱାର୍ଡ଼ ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories