www.samajalive.in
Saturday, December 6, 2025
16.1 C
Bhubaneswar

ଚା’ରେ ନିଶା ଦେଇ ବସ୍‍ କର୍ମଚାରୀଙ୍କଠୁ ଲୁଟ୍‍

ପାରାଦ୍ୱୀପ: ଚା’ରେ ନିଶା ଦେଇ ବସ୍‍ କର୍ମଚାରୀଙ୍କୁ ଅଚେତ କଲେ ଦୁର୍ବୃତ୍ତ । ବସ୍‍ ଟିକେଟ ବୁକିଂ ବାହାନାରେ ଆସି କର୍ମଚାରୀଙ୍କୁ ଚା’ରେ ନିଶା ଦେଇ ଲୁଟ କରୁଥିଲେ ଦୁର୍ବୃତ୍ତ । ଚା’ ପିଇ ୨ଟି ବସର ୪କର୍ମଚାରୀ ଅଚେତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ବସ କର୍ମଚାରୀଙ୍କ ଠାରୁ କଣ ଲୁଟ ହୋଇଛି ତାହା ଅସ୍ପଷ୍ଟ ରହିଛି ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories