www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡ଼ିଓ ଜୋତା ଭିତରେ କିଭଳି ଲୁଚିଥିଲା ବିଷାକ୍ତ ସାପ

ସମାଜ ଡିଜିଟାଲ ଡେସ୍କ: ବର୍ଷା ଦିନ ହୋଇଥିବାରୁ ସାପମାନେ ସାଧାରଣତଃ ନିଜ ସ୍ଥାନରୁ ବାହାରି ଆସିଥାନ୍ତି । ଅନେକ ହାନିକାରକ ସାପ ବାହାରେ ବୁଲୁଥିବା ଦେଖିବାକୁ ମିଳେ । ତେବେ ଆପଣ ଜୋତା ପିନ୍ଧିବା ପୂର୍ବରୁ ଟିକେ ସତର୍କତା ଅବଲମ୍ବନ କରନ୍ତୁ । କାରଣ ଜୋତା ଭିତରେ ଏଭଳି ଭାବେ ଲୁଚି ରହୁଛନ୍ତି ବିଷାକ୍ତ ସାପ । ଆପଣ ଦେଖୁଥିବା ଏହି ଭିଡ଼ିଓରେ ସାପଟି କିଭଳି ଜୋତା ଭିତରେ ଲୁଚି ରହିଛି ଭଲ ଭାବରେ ଦେଖନ୍ତୁ ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories