www.samajalive.in
Tuesday, December 9, 2025
16.1 C
Bhubaneswar

ବାଇକରେ ଲାଗିଲା ସିଲିଂ ପଙ୍ଖା

ସମାଜ ଡିଜିଟାଲ ଡେସ୍କ:  ଗରମରୁ ରକ୍ଷା ପାଇବାକୁ ଅନେକ ବ୍ୟକ୍ତି ଏକାଧିକ କୌତୂହଳପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିପରି ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଜଣେ ବ୍ୟକ୍ତି ନିଜ ପୁରୁଣା ବାଇକରେ ଏକ ସିଲିଂ ପଙ୍ଖା ଲଗାଇଥିବା ଏଥିରେ ଦେଖିବାକୁ ମିଳୁଛି। ବାଇକର ଆଗ ଓ ପଛପଟେ ୱଲଡିଂ କରି ଲୁହାର ଛଡ଼ ଲଗାଯାଇଛି। ସିଟ୍ର ଠିକ୍ ଉପରେ ଥିବା ଲୁହାଛଡ଼ରେ ଏକ ସିଲିଂ ପଙ୍ଖା ଟଙ୍ଗାଯାଇଛି। ପଙ୍ଖାରୁ ଏକ ତାର ଆସି ବାଇକର ବ୍ୟାଟେରିରେ ଲାଗିଛି। ସୁଇଚ୍ ମାରିଲେ ସିଲିଂ ପଙ୍ଖାଟି ଘୂରୁଛି। ଏହି ଭିଡିଓକୁ ୩୨ ଲକ୍ଷ ବ୍ୟକ୍ତି ଦେଖିଥିବା ବେଳେ ଏପରି ଉଦ୍ଭାବନ ଭାରତ ବାହାରକୁ କିପରି ନ ଯାଇ ପାରିବ ତାହାର ବନ୍ଦୋବସ୍ତ କରିବାକୁ ଏକାଧିକ ବ୍ୟକ୍ତି ମନ୍ତବ୍ୟ ଦେଇଥିବା ବେଳେ ବାଇକରେ ସିଲିଂ ପଙ୍ଖା ଲଗାଇଥିବା ବ୍ୟକ୍ତିଙ୍କ ବୁଦ୍ଧିକୁ ପ୍ରଶଂସା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories