ଆମେରିକାର ଡିଫେନ୍ସ କମ୍ପାନୀଙ୍କୁ ଭାରତର ଅପିଲ, ମେକ୍‌ ଇନ୍‌ ଇଣ୍ଡିଆରେ ନିବେଶ କରିବାକୁ କହିଲେ ରାଜନାଥ

ୱାସିଂଟନ୍‌: ରୁଷ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହାରି ଭିତରେ ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି । ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ଗସ୍ତ କରିଥିବା…
Read More...

କିଏ ଏହି ସେହବାଜ ?

ଇସଲାମବାଦ୍‌: ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେହବାଜ୍ ସରିଫ । ଅନାସ୍ଥା ଭୋଟରେ ହାରି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗାଦିଚ୍ୟୁତ ହେବା ପରେ ପାକିସ୍ତାନର ମଙ୍ଗ ଧରିଛନ୍ତି ସେହବାଜ୍ ସରିଫ। ହେଲେ…
Read More...

ଆଉ ପାଦେ ଆଗେଇବ ଭାରତର ପ୍ରତିରକ୍ଷା କ୍ଷେତ୍ର: ରାଜନାଥ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଅଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆମେରିକାର ୱାସିଂଟନ୍‌ ଡିସିରେ ଦୁଇ ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ଦ୍ୱିପାକ୍ଷିକ ଆଲୋଚନା କରାଯାଉଛି  । ଚାଲିଥିବା ବୈଠକରେ କିଛି…
Read More...

ମୁଣ୍ଡରେ ଡାଳପଡି ଯୁବକଙ୍କ ମୃତ୍ୟୁ ଘଟଣା; ନୀଳଗିରିରେ ମୃତଦେହ ରଖି ରାସ୍ତାରୋକ

ନୀଳଗିରି: ବାଲେଶ୍ୱର ଜିଲ୍ଲା ଅଧୀନ ନୀଳଗିରି ବସଷ୍ଟାଣ୍ଡ ନିକଟରେ ଜଣେ ଯୁବକଙ୍କ ମୃତଦେହ ରଖି ରାସ୍ତାରୋକ କରାଯାଇଛି। ସହର ଭିତରେ ରାସ୍ତା ପ୍ରଶସ୍ତିକରଣ ପାଇଁ ଗତ ମାର୍ଚ୍ଚ ୩ ତାରିଖରେ ବନ ବିଭାଗ ତତ୍ୱାବଧାନରେ କୌଣସି…
Read More...

ନାନୋ ପରେ ଟାଟା ଆଣୁଛି ସବୁଠୁ ଶସ୍ତା ବୈଦ୍ୟୁତିକ କାର୍‌

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଆଉ ଏକ ଖୁସି ଖବର ଆଣୁଛି ଟାଟା । ଟାଟା ନାନୋ ପରି ଟାଟା ଆଉ ଏକ କାର ବଜାରକୁ ଛାଡ଼ିବାକୁ ଯାଉଛି । ଆସିବାକୁ ଥିବା ଏହି କାର୍‌ ବୈଦ୍ୟୁତିକ ହୋଇଥିବା ନେଇ ସୂଚନା ଦିଆଯାଇଛି । କୁହାଯାଉଛି…
Read More...

ଅଜଣା ଗାଡି ଧକ୍କାରେ ଗୃହରକ୍ଷୀଙ୍କ ମୃତ୍ୟୁ

ଆଠଗଡ: ସହରର ଚାନ୍ଦବାଲି ଛକ ଓ ବୀରକିଶୋରପୁର ମଧ୍ୟବର୍ତ୍ତୀ ଏକ ସ୍ଥାନରେ ୬୫ନଂ ରାଜ୍ୟ ରାଜପଥ ଉପରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଗୃହରକ୍ଷୀଙ୍କର ମୃତ୍ୟୁ ହୋଇଛି । ଖୁଣ୍ଟୁଣୀ ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟ…
Read More...

ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ

ପାଟଣା: ଢେଙ୍କିକୋଟ ଠାରେ ସୋମବାର ଭଲି ପଡିଆ ନିକଟରେ ଆନନ୍ଦପୁର ଭାଲୁକୁମା ସ୍ଥିତ ଏନ.ଏମ ହେଲ୍ଥକେୟାର ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର…
Read More...

ଅବ୍ୟବସ୍ଥା ଭିତରେ ଶିକ୍ଷାଦାନ; ଖୋଲା ଆକାଶ ତଳେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ୧ ଏପ୍ରିଲ ୧୯୪୬ ମସିହାରେ ସ୍ଥାପିତ ଦେଶ ସ୍ଵାଧୀନତା ପୂର୍ବରୁ ଗଠିତ ପ୍ରାଥମିକ ବିଦ୍ୟାଳୟ ଏବେ ପଞ୍ଚାୟତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇଛି।…
Read More...

ଅର୍ଥ ସାଜିଛି ବାଧକ, ସରକାରୀ ସହାୟତାକୁ ଅପେକ୍ଷା

ମୋହନା: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି ହେଲେ ସେହି ଯୋଜନା ଗୁଡ଼ିକ ଗ୍ରାମାଞ୍ଚଳରେ ପହଞ୍ଚାଇବାରେ ବିଫଳ ହେଉଛି ପ୍ରଶାସନ । ସେହି ଯୋଜନା ମଧ୍ୟରୁ ନିରାମୟ ଯୋଜନା ଅନ୍ୟତମ ରହିଛି । ଏହି…
Read More...

ଯୋବ୍ରା ନିକଟରେ ୩ ସାଙ୍ଗ ବୁଡ଼ିଯିବା ଘଟଣା; ମିଳିଲା ତୃତୀୟ ନାବାଳକଙ୍କ ମୃତଦେହ

ଯୋବ୍ରା: ମହାନଦୀରୁ ଉଦ୍ଧାର ହେଲା ତୃତୀୟ ନାବାଳକଙ୍କ ମୃତଦେହ । ଆଜି ସକାଳୁ ଉଦ୍ଧାରକାରୀ ଦଳଙ୍କ ଦ୍ବାରା ୩ୟ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବାଳକଙ୍କ ନାଁ ଏମ୍‌.ଡି ସାଦ୍ଦିନ ବୋଲି ଜଣାପଡ଼ିଥିବା ବେଳେ…
Read More...

କେନ୍ଦୁଝରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଚମ୍ପୁଆ: ଉତ୍ତେଜନା ଯୋଗୁ କେନ୍ଦୁଝରରେ ଇଣ୍ଟରନେଟ୍ ସେବା ବନ୍ଦ କଲା ପ୍ରଶାସନ । ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସହରରେ ୧୪୪ ଧାରା ଲାଗୁ କରାଯିବା ସହ ବ୍ୟାପକ…
Read More...

କମିବ ବିଦ୍ୟାଳୟ ଖରାଛୁଟି

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ମାସ ୨ ତାରିଖରୁ ସକାଳୁଆ ବିଦ୍ୟାଳୟ କରାଯାଇଛି। ତେବେ ନୂଆ ଶିକ୍ଷାବର୍ଷ ଆରମ୍ଭ ନେଇ କୌଣସି ନିଷ୍ପତ୍ତି ସରକାରୀସ୍ତରରେ ନିଆଯାଇନି। ଏହାକୁ ନେଇ ଅଭିଭାକ…
Read More...

କରୋନା ଯୋଦ୍ଧା ମୃତକଙ୍କ ଲାଗି ସ୍ବତନ୍ତ୍ର କମିଟି

ଭୁବନେଶ୍ୱର : କୋଭିଡ୍‌ରେ ମୃତ୍ୟୁବରଣ କରିଥିବା କରୋନା ଯୋଦ୍ଧାଙ୍କ ନିର୍ଭୁଲ ତଥ୍ୟ ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏନେଇ ଜାରି ନିର୍ଦେଶନାମା ଅନୁଯାୟୀ ସ୍ବାସ୍ଥ୍ୟ…
Read More...

ନାବାଳକ ଖେଳାଳିଙ୍କୁ ଯୌନ ଶୋଷଣ ଅଭିଯୋଗ ; ୩ ଜଣ ଗିରଫ

ଉତ୍ତର ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : ଜଣେ ଖେଳାଳିଙ୍କୁ ଯୌନ ଶୋଷଣ ଅଭିଯୋଗ ହୋଇଛି। ଉକ୍ତ ଖେଳାଳି ରାଉରକେଲାର ଜଣେ ନାବାଳକ। ତାଙ୍କ ପରିବାର ଲୋକ ଏଭଳି ଅଭିଯୋଗ ଆଣିଛନ୍ତି। ସୋମବାର ଏ ସଂକ୍ରାନ୍ତରେ ସେମାନେ ପୁଲିସ…
Read More...

ଅଶୋଧିତ ତୈଳ ଦର ୧୦୦ ଡଲାର ତଳକୁ ଖସିଲା

ଲଣ୍ଡନ : ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ତଳକୁ ଖସିଛି। ସୋମବାର ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩.୯୩ ଡଲାର ବା ୩.୮% ହ୍ରାସ ପାଇ ୯୮.୮୫ ଡଲାର ହୋଇଛି। ସେହିପରି ୱେଷ୍ଟ…
Read More...

ଚାଉଳ ବୋଝ କାହାର

ବରଗଡ଼ : ଓଡ଼ିଶାର ଭାତହାଣ୍ଡି ହେଉଛି ବରଗଡ଼ ଜିଲା। ଫି’ବର୍ଷ ଖରିଫ ଓ ରବି ଧାନକିଣାକୁ ନେଇ ଏଠାରେ ସମସ୍ୟା ସୃଷ୍ଟି ହେବା ଏକ ଚିରାଚରିତ ସମସ୍ୟା। ଚଳିତବର୍ଷ ପଞ୍ଚାୟତ ନିର୍ବାଚନ ଥିବାରୁ ମିଲରଙ୍କୁ ଲଗାଇ ସରକାର ସବୁ…
Read More...

ରୁଷ୍‌-ୟୁକ୍ରେନ ଯୁଦ୍ଧ : ଏସ୍‌-୩୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ନଷ୍ଟ କଲା ରୁଷ୍‌

କିଭ୍‌ : ରୁଷ୍‌-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ୪୮ ଦିନରେ ପହଞ୍ଚିଥିବାବେଳେ ଏହାର ଅନ୍ତ କେବେ ହେବ ତାର କୌଣସି ସୂଚନା ମିଳି ପାରୁ ନାହିଁ। ରୁଷ୍‌ ସୈନ୍ୟ ଏବେ ପୂର୍ବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି।…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଆପତ୍ତି ଜଣାଇବା ପାଇଁ କୁନି ଧାବିକାଙ୍କ ୨୦୦କିମି ମାରାଥନ୍‌

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ଆପତ୍ତି ଜଣାଇବା ଉଦ୍ଦେଶ୍ୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ପ୍ରୟାଗରାଜଠାରୁ ରବିବାର ୨୦୦କିଲୋମିଟର ମାରାଥନ୍‌ ଦୌଡ଼ିବା ଆରମ୍ଭ କରିଛନ୍ତି । ସେ…
Read More...

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ଗୁରୁଡିଝାଟିଆ :  କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ୮ଦିନ ବ୍ୟାପି ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ନିରୁପମା ବେହେରା ଓ ସଂଗୀତା ବେହେରା ଦୁଇ ପ୍ରଶିକ୍ଷିକା ୧୨୮ଜଣ…
Read More...

ପର୍ଶୁରାମ ପୀଠାଧିଶ୍ୱରୀ ମା ଭଟ୍ଟାରିକାଙ୍କ ବାସନ୍ତୀକ ଦଶହରା ସମ୍ପନ୍ନ

ବଡ଼ମ୍ବା  : ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ବାସନ୍ତୀକ ନବରାତ୍ର ପର୍ବର ଦଶହରା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଶଶାଙ୍ଗ ଗ୍ରାମବାସିନୀ ପର୍ଶୁରାମ ପୀଠାଧିଶ୍ୱରୀ ମା’ଙ୍କର ଏହି ଚୈତିପର୍ବ…
Read More...

ଖୁବ ଶିଘ୍ର ଆରମ୍ଭ ହେବ ଭିଏସଏସ ଷ୍ଟାଡିୟମର ବିକାଶ କାର୍ଯ୍ୟ

ସମ୍ବଲପୁର : ସମ୍ବଲପୁର ତଥା ପଶ୍ଚିମ ଓଡିଶାର କ୍ରୀଡା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ଭୂମିକା ନିର୍ବାହ କରି ଆସୁଥିବା ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମର ବିକାଶ ନିମନ୍ତେ ଅନେକ ଦିନରୁ ଦାବି କରାଯାଇ ଆସୁଛି ।…
Read More...

ତିନି ଯୁବତୀ ମୃତ୍ୟ ମାମଲା, ଟେର୍‍ ପାଇ ପାରୁନି ପୁଲିସ !

ନବରଙ୍ଗପୁର : ଉମରକୋଟ ଥାନା ଅର୍ନ୍ତଗତ ତହରା ପଞ୍ଚାୟତର ଡଙ୍ଗରୀଭଟ୍ଟା ଗାଁର ଚର୍ଚ୍ଚିତ ତିନିଜଣ ଯୁବତୀଙ୍କର ସନ୍ଦେହଜନକ ମୃତ୍ୟୁର ତିନିଦିନ ପରେ ମଧ୍ୟ ପୁଲିସ କୌଣସି ଟେର ପାଇପାରିନି । ଏସଂପର୍କରେ ସଂପୃକ୍ତ ଯୁବତୀଙ୍କ…
Read More...

ଖଡ଼୍‌ଗେଙ୍କୁ ଇଡି ପଚରାଉଚୁରା

ନୂଆଦିଲ୍ଲୀ : ‘ନାସନାଲ ହେରାଲ୍ଡ’ ପତ୍ରିକା ଦୁର୍ନୀତି ମାମଲାରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପଚରାଉଚୁରା…
Read More...

ମଙ୍ଗଳବାର ରାଶିଫଳ (୧୨/୦୪/୨୦୨୨)

ମେଷ : ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଗୁରୁକୃପା ଲାଭ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଚତୁର ଓ ଧନଯୁକ୍ତ ହେବେ। ବୃଷ : ନୂତନ ଆଶା ଫଳବତୀ…
Read More...

ଗୁଜରାଟକୁ ପ୍ରଥମ ପରାଜୟର ସ୍ବାଦ ଚଖାଇଲା ସନ୍‌ରାଇଜର୍ସ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ସୋମବାରର ମ୍ୟାଚ୍‌ରେ ବିଜୟୀ ହୋଇଛି ସନ୍‌ରାଇଜର୍ସ ହାଇଦରାବାଦ। ଗୁଜରାଟ ଟାଇଟାନ୍‌ସକୁ ୮ ୱିକେଟରେ ସନ୍‌ରାଇଜର୍ସ ପରାସ୍ତ କରିଛି । ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ…
Read More...

ଆଜିଠାରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଇସ୍ପାତ ଏକ୍ସପ୍ରେସ

କଣ୍ଟାବାଞ୍ଜି : ୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସର ସେବାକୁ ଆଜି ଠାରୁ କାଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମ୍ପ୍ରସାରିତ ଅଂଶର ଉଦଘାଟନୀ…
Read More...

ଚୋରା କାଠ ବୋଝେଇ ଅଟୋ ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସିଲିପଦା ଗ୍ରାମ ନିକଟରୁ ସୋମବାର ସଂଧ୍ୟାରେ ଏକ ଚୋରା କାଠ ବୋଝେଇ ଅଟୋକୁ ପାଟଣା ବନ ବିଭାଗ ଜବତ କରିଛି । କାଠ ଚୋରାଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ…
Read More...

କୋଭିଡ-୧୯ ମୃତ୍ୟୁ : ଅନୁକମ୍ପାମୂଳକ ସହାୟତା ଦାବି ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  କୋଭିଡ-୧୯ ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆବେଦନ ଦାଖଲ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ…
Read More...

ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁରୋଧ

ସ୍ୱାସ୍ଥ୍ୟସେବା ସୁଲଭ ଓ ସର୍ବବ୍ୟାପୀ କରିବା ପାଇଁ ମେଡ଼ିକାଲ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ସ୍ୱାସ୍ଥ୍ୟସେବା ସୁଲଭ ଏବଂ ସର୍ବବ୍ୟାପୀ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ   ମୋଦୀ ସରକାରଙ୍କ…
Read More...

ଟ୍ୟାଙ୍କ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର ‘ହେଲିନା’ର ସଫଳ ପରୀକ୍ଷଣ

ଭାରତରେ ବିକଶିତ ହେଲିକପ୍ଟରରୁ ଉତକ୍ଷେପଣ ଯାଇପାରୁଥିବା ଟ୍ୟାଙ୍କ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର ‘ହେଲିନା’ର ସୋମବାର ପୋଖରନରୁ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଙ୍ଗଠନ…
Read More...

ଚନ୍ଦନ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଗଞ୍ଜାମ : ଗଞ୍ଜାମ ସହରରେ ହେବାକୁ ଥିବା ଐତିହାସିକ ଚନ୍ଦନ ଯାତ୍ରା ପାଇଁ ଶ୍ରୀରାମ ନବମୀ ତିଥି ବିଳମ୍ବିତ ରାତିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ସାମନ୍ତରା ସାହିର ଶ୍ରୀ ମଦନ ମୋହନ ଗୋପୀନାଥ ସ୍ବାମୀଙ୍କ ମନ୍ଦିର…
Read More...

ଆସୁଛି ମାନବବିହୀନ ଟ୍ୟାଙ୍କ, ବିନା ଯୋଦ୍ଧାରେ ଯୁଦ୍ଧଭୂମିରେ କରିବ ଯୁଦ୍ଧ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମିଳିବ ଆଉ ଏକ ଶକ୍ତି । ଡିଆରଡିଓ ଏନେଇ ଗବେଷଣା କରିବା ସହ ମାନବବିହୀନ ଟ୍ୟାଙ୍କର ବିକାଶ କରୁଛି । ଯେଉଁ ଟ୍ୟାଙ୍କରେ ବିନା ମଣିଷରେ ଯୁଦ୍ଧ କରିହେବ । ଏହି ଟ୍ୟାଙ୍କର ନାଁ…
Read More...

ଯୌତୁକ ପାଇଁ ସ୍ତ୍ରୀକୁ ପିଟିଲେ ବିଦ୍ୟୁତ୍ ବିଭାଗର କର୍ମଚାରୀ; ବୁଡ଼ିଗଲା ଚେତା !

ନୀଳଗିରି: ଯୌତୁକ ପାଇଁ ପିଟିପିଟି ସ୍ତ୍ରୀକୁ ଚେତାଶୂନ୍ୟ କରିଦେଲେ ସ୍ୱାମୀ । ଜଣେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଯୌତୁକ ପାଇଁ ମାଡ଼ମାରି ଚେତାଶୂନ୍ୟ କରିଥିବା ଅଭିଯୋଗ ହୋଇଛି ।…
Read More...

ଦେଶରେ ଆଉ ୮୬୧ ଆକ୍ରାନ୍ତ ଚିହ୍ନଟ, ୬ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ଦେଶରେ ଏକ ହଜାର ତଳେ କରୋନା ମାମଲା ଚିହ୍ନଟ ହୋଇଛି ।  ଗତ ୨୪ ଘଣ୍ଟାରେ ଦେଶରେ ୮୬୧ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କରୋନାରୁ ସୁସ୍ଥ ହୋଇଛନ୍ତି ୯୨୯ ଆକ୍ରାନ୍ତ ।…
Read More...

ପୁରୀ ପାଇବ ନୂଆ ମେଡିକାଲ କଲେଜ: ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ କଲେଜର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟା ୫ଟାରେ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ…
Read More...

ରାଜଧାନୀରେ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହତ୍ୟାକାଣ୍ଡ ଘଟିଛି । ଦୁର୍ବୃତଙ୍କ ଛୁରା ମାଡରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛି । ପୁଲିସ ଶବ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ…
Read More...

ଆଜି ପାକ୍‌ ବାଛିବ ନୂଆ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ପାକିସ୍ତାନ ବାଛିବ ନୂଆ ପ୍ରଧାନମନ୍ତ୍ରୀ । ପାକିସ୍ତାନରେ ଆଜି ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ହୋଇପାରନ୍ତି । ଶାହବାଜଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ବିରୋଧୀ ଦଳ ପ୍ରସ୍ତାବ ଦେଇଥିବା ବେଳେ…
Read More...

ସାଇକେର ପକ୍ଷରୁ ସ୍ମାର୍ଟ କ୍ଲାସର ଶୁଭାରମ୍ଭ

ନବରଙ୍ଗପୁର: ଗ୍ରାମାଞ୍ଚଳର ସବୁ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇକେର ଏଜ୍ୟୁକେସନ ପକ୍ଷରୁ ସ୍ମାର୍ଟ କ୍ଲାସ କକ୍ଷର ଶୁଭାରମ୍ଭ ହୋଇଯାଇଛି । ଉନ୍ନତ ମାନ…
Read More...

ଆର୍ଥିକ ସଂକଟ : ଭାରତ ଶରଣରେ ଶ୍ରୀଲଙ୍କା ନାଗରିକ

ଚେନ୍ନଇ : ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଂକଟରେ ପଡିଥିବାବେଳେ ଦେଶର ନାଗରିକମାନେ ଏଥିରୁ ବଞ୍ଚିବା ଲାଗି ଭାରତର ଶରଣାପନ୍ନ ହୋଇଛନ୍ତି। ଶ୍ରୀଲଙ୍କାର ନାଗରିକମାନେ ଏବେ ସମୁଦ୍ର ପଥ ଦେଇ ଭାରତରେ ପହଞ୍ଚିବା ଆରମ୍ଭ…
Read More...

ଆଜି ମୋଦୀ-ବାଇଡେନ କଥାବାର୍ତ୍ତା

ୱାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ସୋମବାର କଥାବାର୍ତ୍ତା ହେବ। ରବିବାର ହ୍ବାଇଟ୍ ହାଉସର ଘୋଷଣା ଅନୁଯାୟୀ ଭାରତ-ଆମେରିକା ମଧ୍ୟରେ ୨+୨ ଆଲୋଚନା ପୂର୍ବରୁ…
Read More...

ପୁରୀ ଘୋଷଯାତ୍ରା, ଭକ୍ତ ଟାଣିବେ ରଥ

ପୁରୀ : ଚଳିତବର୍ଷ ଭକ୍ତଙ୍କ ମେଳରେ ରଥଯାତ୍ରା କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଦୁଇବର୍ଷ ପରେ ତିନିରଥ ଟାଣିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିପାରିବେ। ଶ୍ରୀଜୀଉଙ୍କ…
Read More...

ଇମ୍ରାନ ବିଦା ; ଚିନ୍ତାରେ ଚୀନ୍‍

ବେଜିଂ/ଇସଲାମାବାଦ : ଚୀନ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କର ଅନ୍ୟତମ ମିତ୍ର ଇମ୍ରାନ ଖାଁ ଅନାସ୍ଥା ଭୋଟରେ ପରାସ୍ତ ହୋଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବାପରେ ତାହାକୁ ନେଇ ଚୀନ ଯଥେଷ୍ଟ ଚିନ୍ତିତ…
Read More...

ରାମ ନବମୀରେ ଆମିଷ ଭୋଜନ ; ଜେଏନ୍‌ୟୁର ଦୁଇ ଛାତ୍ର ଗୋଷ୍ଠୀରେ ସଂଘର୍ଷ

ନୂଆଦିଲ୍ଲୀ : ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ରବିବାର ସଂଘର୍ଷ ଘଟିଛି। ରବିବାର ଶ୍ରୀରାମ ନବମୀ ଉତ୍ସବ ପାଳିତ ହେଉଥିବାବେଳେ ବିଶ୍ବବିଦ୍ୟାଳୟର କାବେରୀ ହଷ୍ଟେଲରେ ଆମିଷ ଭୋଜନ…
Read More...

ବଦଳିବେ ପିସିସି ସଭାପତି

ନୂଆଦିଲ୍ଲୀ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପରବର୍ତ୍ତୀ ସଭାପତି ମନୋନୟନ ଲାଗି ଅଖିଳ ଭାରତ କଂଗ୍ରେସ କମିଟି ତରଫରୁ ପ୍ରକ୍ରିୟା ଆରମ୍ଭ ହେବ। ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ଦଳର ଦୁର୍ବଳ ପ୍ରଦର୍ଶନ ପରେ…
Read More...

ଲକ୍ଷ୍ନୌକୁ ୩ ରନ୍‌ରେ ହରାଇଲା ରାଜସ୍ଥାନ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ରବିବାର ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‌ସ। ଶେଷଆଡ଼କୁ ରୋମାଞ୍ଚକର ହୋଇଥିବା ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ମାତ୍ର ୩ ରନ୍‌ରେ ରାଜସ୍ଥାନ ପରାସ୍ତ କରିଛି।…
Read More...

ଦିଲ୍ଲୀ, ହରିୟାଣା, ଗୁଜରାଟରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ହ୍ରାସ ପାଇ ଚାଲିଛି । ଏପରିକି ସପ୍ତାହକ ତଳେ ଦେଶରେ କରୋନା ସଂକ୍ରମଣ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । ତେବେ ଦିଲ୍ଲୀ, ହରିୟାଣା, ଗୁଜରାଟରେ ପୁନର୍ବାର ସଂକ୍ରମଣ ବୃଦ୍ଧି…
Read More...

ସୋମବାର ରାଶିଫଳ (୧୧/୦୪/୨୦୨୨)

ମେଷ : ଆର୍ଥିକ ଚାପର ସମ୍ମୁଖୀନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି ବିଶାରଦ ହେବେ। ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ବୃଷ : ସାମାଜିକ ସ୍ତରରେ…
Read More...

୧୦୦ ମିଟର ଦୌଡ଼ରେ ରେକର୍ଡ ; ମହେନ୍ଦ୍ରଙ୍କୁ  ସ୍ଵର୍ଣ୍ଣ

ନବରଙ୍ଗପୁର : ଭୁବନେଶ୍ୱର ଠାରେ ଚାଲିଥିବା ରାଜ୍ୟ ଆଥଲେଟିକ ମିଟରେ ନବରଙ୍ଗପୁର ଜିଲ୍ଲା ଆଥଲେଟିକ ଦଳର ମହେନ୍ଦ୍ର ସାନ୍ତା ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦.୭୫ ସେକେଣ୍ଡରେ…
Read More...

ଦିଲ୍ଲୀର ୨ୟ ବିଜୟ ; କେକେଆର୍‌ର ୨ୟ ପରାଜୟ

ମୁମ୍ବଇ : ଦୁଇ ଓପ୍‌ନରଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ସଫଳତା ବଳରେ ଚଳିତ ଆଇପିଏଲ୍‌ରେ ୨ୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ରବିବାର ପ୍ରଥମ ମ୍ୟାଚ୍‌ରେ ପୂର୍ବ ଚମ୍ପିଆନ୍ କଲକାତା ନାଇଟ୍‌ ରାଇଡର୍ସ…
Read More...

ଧର୍ମଶାଳା ଯୁବ ବିଜେଡିକୁ ପ୍ରଣବଙ୍କ ଧନ୍ୟବାଦ

ଯାଜପୁର : କଳ୍ପତରୁ ଦାସ ଷ୍ଟାଡିୟମଠାରେ ଯୁବ ବିଜେଡି ସଭାପତି କ୍ଷିତୀଶ କୁମାର ନାୟକଙ୍କ ନେତୃତ୍ୱରେ ଧର୍ମଶାଳା ଯୁବ ବିଜେଡିର ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ…
Read More...

ପୂର୍ଣ୍ଣାହୁତି ସହ ଶେଷ ହେଲା ହନୁମାନ ନ୍ଦିରର ଯଜ୍ଞ ଉତ୍ସବ

ଆଠଗଡ :  ଆଠଗଡ ଚାନ୍ଦବାଲିଛକ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗତ ୧ତାରିଖରୁ ଆରମ୍ଭ ହୋଇଥିବା ଚର୍ତୁବିଂଶ ବାର୍ଷିକ ଶ୍ରୀରାମଚରିତ ମାନସ, ନବାହ୍ନ ପାରାୟଣ, ପ୍ରବଚନ ଜ୍ଞାନଯଜ୍ଞ ଏବଂ ଘୃତଯଜ୍ଞ ପବିତ୍ର ରାମନବମୀ ଅବସରରେ…
Read More...

ଜୟ ଶ୍ରୀରାମ ଧ୍ୱନୀରେ କମ୍ପିଲା ଆଠଗଡ

ଆଠଗଡ : ପବିତ୍ର ଶ୍ରୀରାମନବମୀ ଅବସରରେ ହିନ୍ଦୁ ଜାଗରଣ ମଞ୍ଚ ଓ ଆଠଗଡ ରାମନବମୀ ମହୋତ୍ସବ ସମିତି ପକ୍ଷରୁ ଦଳମତ ନିର୍ବିଶେଷରେ ୨୦୦ରୁ ଅଧିକ ରାମଭକ୍ତ ବାଇକ ଶୋଭାଯାତ୍ରାରେ ଆଠଗଡ ସହର ପରିକ୍ରମା କରିଥିଲେ। ସେମାନଙ୍କର ଜୟ…
Read More...

ବୌଦ୍ଧ : ଗ୍ରୀଷ୍ମ ପ୍ରବାହ ଓ ବିଦ୍ୟୁତ କାଟ, ଜନଜୀବନ ଅସ୍ତବ୍ୟସ୍ତ

ବୌଦ୍ଧ :  ବୌଦ୍ଧ ଜିଲ୍ଲାରେ ଗତକିଛି ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଜିଲ୍ଲାର ତାପମାତ୍ର କିଛିଦିନ ହେବ ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ଫଳରେ ରାଜ୍ୟର ଉତ୍ତପ୍ତ ଜିଲ୍ଲା ମଧ୍ୟରେ ବୌଦ୍ଧ ଜିଲ୍ଲା…
Read More...

ତଟରକ୍ଷା ବାହିନୀର ବଢ଼ିଲା ବଳ, ସେନାରେ ସାମିଲ ହେଲା ଏମକେ-୩

ନୂଆଦିଲ୍ଳୀ: ଆହୁରି ବଢ଼ିଲା ଭାରତୀୟ ସେନାର ବଳ । ଭାରତୀୟ ସେନାକୁ ଆଡଭାନ୍ସଡ୍‌ ଲାଇଟ୍‌ ହେଲିକପ୍ଟର ଏମକେ-୩ ମିଳିଛି । ଯାହା ଦ୍ବାରା ସେନା ଆହୁରି ସଶକ୍ତ ହୋଇପାରିବ। ଓଡ଼ିଶା ତଟ ରକ୍ଷା ବାହିନୀରରେ ଏହି ହେଲିକ୍ପଟର…
Read More...

ସୁନାର ଲଙ୍କାରେ ବଢ଼ୁଛି ଭୋକ, ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରୁଛନ୍ତି ଶ୍ରୀଲଙ୍କାବାସୀ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ସୁନାର ଲଙ୍କା ଶ୍ରୀଲଙ୍କା । ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ୍‌ ଆକାଶ…
Read More...

ପୌରାଧ୍ୟକ୍ଷାଙ୍କ ଘର ବାହାରେ ବୋମାମାଡ଼

ଢେଙ୍କାନାଳ: ପୌରାଧ୍ୟକ୍ଷାଙ୍କ ଘର ବାହାରେ ବୋମାମାଡ଼ ଅଭିଯୋଗ । କିଛି ଦୁର୍ବୃତ୍ତ ବାଇକରେ ଆସି ଢ଼େଙ୍କାନାଳ ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ବାହାରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ଏନେଇ…
Read More...

କୃଷି ବିଜ୍ଞାନ କେନ୍ଦ୍ରର ନୂତନ ପ୍ରଶାସନିକ କାର୍ଯ୍ୟାଳୟ ଉଦଘାଟନ

ସାକ୍ଷୀଗୋପାଳ: ସରକାରୀ କୃଷି ଫାର୍ମ ପରିସରରେ କୃଷି ବିଜ୍ଞାନ କେନ୍ଦ୍ର ଓ ପୁରୀର ନବ ନିର୍ମିତ ପ୍ରଶାସନିକ କାର୍ଯ୍ୟାଳୟ  ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ କୁମାର ସାହୁ  ମୁଖ୍ୟ ଅତିଥି ଭାବେ…
Read More...

ବନ୍ଧୁକ ମୁନରେ ଲୁଟ୍‌, ୨ଜଣଙ୍କୁ କାବୁ କଲେ ଗ୍ରାମବାସୀ

ମହାକାଳପଡା:ସାମୁଦ୍ରିକ ଥାନା ତନ୍ତିଆପାଳ ଅଧିନ କାକଟପୁର ଗ୍ରାମରେ ବଡ ଧରଣର ଡକାୟତି ହୋଇଛି । ଲୁଟେରା ମାନଙ୍କ ଆକ୍ରମଣରେ ପରିବାର ତିନି ସଦସ୍ୟ ଗୁରୁତର ହୋଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
Read More...

ରାଜ୍ୟରେ ଦୁଇ ଅଙ୍କ ତଳେ କରୋନା ଦୈନିକ ସଂକ୍ରମଣ; ୨୫ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ଶୂନ

ଭୁବନେଶ୍ୱର: ରାଜ୍ୟରେ ପୁଣି ୨ଅଙ୍କ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ଜଣେ ଚିହ୍ନଟ ହୋଇଥିବା ବେଳେ ୫ ଜିଲ୍ଳାରୁ ୭…
Read More...

ଦେଶରେ ଆଉ ୧,୦୫୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆଜି ବି ଏକ ହଜାର ଉପରେ ରହିଛି ଦୈନିକ କରୋନା ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧,୦୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରୁ ଗୋଟିଏ ଦିନରେ ୧,୨୫୮ ପଜିଟିଭ୍‌ ସୁସ୍ଥ…
Read More...

ଆଖଣ୍ଡଳମଣିଙ୍କ ପୀଠରେ ଚାଲିଛି ଖୁଲମଖୁଲା ନିଶାକାରବାର

ଆରଡି: ମଠ, ମନ୍ଦିର, ବିଦ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ମାଦକଦ୍ରବ୍ୟ ସହ ଅନ୍ୟାନ୍ୟ ନିଶା କାରବାର ନକରାଯିବା ପାଇଁ ଆଇନ ପ୍ରଣୟନ ହୋଇଛି । ଏପରି ନିୟମକୁ ଉଲ୍ଳଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅବକାରୀ ବିଭାଗ ଓ…
Read More...

ଆଜି ପବିତ୍ର ରାମ ନବମୀ; ଜପ କରନ୍ତୁ ଏହି ମନ୍ତ୍ର ଦୂରେଇ ଯିବ ସମସ୍ୟା

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାମ ନବମୀ । ହିନ୍ଦୁ ମାନଙ୍କର ଏକ ବଡ଼ ପବିତ୍ର ପର୍ବ । ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିକୁ ରାମ ନବମୀ ଭାବେ ପଳନ କରାଯାଏ । ଆଉ କୁହାଯାଏ ଏହି ତିଥିରେ ପ୍ରଭୁ ରାମଚନ୍ଦ୍ର…
Read More...

ଭୂମିକମ୍ପରେ ଥରିଲା ନିକୋବର ଦ୍ୱୀପପୁଞ୍ଜ

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ନିକୋବର ଦ୍ୱୀପପୁଞ୍ଜ । ଆଜି ସକାଳ ୭ଟା ୨ ମିନିଟରେ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ରହିଥିବା ଜଣାପଡ଼ିଛି । ଭୂମିକମ୍ପ…
Read More...

ବନ୍ଧା ହେଲେ ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ, ଦୁର୍ନୀତିକୁ ପ୍ରୋତ୍ସାହନ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦିନକୁ ଦିନ ଭିଜିଲାନ୍ସ ନୂଆନୂଆ ତଥ୍ୟ ସମ୍ନାକୁ ଆଣୁଛି । ଗତକାଲି ଭିଜିଲାନ୍ସ ଚଢ଼ାଉ କରିବା ସମୟରେ ୨କୋଟି ୪୧ ଲକ୍ଷ ନଗଦ…
Read More...

ଅସ୍ତ୍ରୋପଚାର ବେଳେ ଗାଈ ପେଟରୁ ବାହାରିଲା ୧୫କିଗ୍ରା ପଲିଥିନ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଏକ ଗାଈ ପେଟରୁ ବାହାରିଛି ୧୫ କିଗ୍ରା ଓଜନର ପଲିଥିନ। ଗାଈଟି ଅସୁସ୍ଥ ଥିବାରୁ ତା ପେଟ ଅସ୍ତ୍ରୋପଚାର ବେଳେ ଏହି ଆବର୍ଜନା ସବୁ ବାହାର କରାଯାଇଛି । ଏହି ଗାଈଟି ବ୍ରହ୍ମପୁର କୋର୍ଟପେଟା…
Read More...

ମଞ୍ଜୁଲତା ହେଲେ ବିଏମସି ଡେପୁଟି ମେୟର

ଭୁବନେଶ୍ୱର : ବିଜେଡିର ମଞ୍ଜୁଲତା କହଁର ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ମଞ୍ଜୁଲତା ଡେପୁଟି ମେୟର ହେବା ଥୟ ହୋଇଥିଲା ​। ଶେଷରେ ସେ…
Read More...

କୁଆଡେ ଗଲା ଚିପ୍ ? ତନାଘନା କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ଏବେ ବି ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିନାହିଁ । ଧୀରେ ଧୀରେ ହତ୍ୟାର ଷଡ଼ଯନ୍ତ୍ର ଉପରୁ ପରଦା ହଟାଉଛି କ୍ରାଇମବ୍ରାଞ୍ଚ । ମାମଲାରେ ଗିରଫ ହୋଇଥିବା…
Read More...

କାଲିଠୁ ଦେୟଯୁକ୍ତ ବୁଷ୍ଟର ପାନ

ନୂଆଦିଲ୍ଲୀ :  ଦେଶରେ କରୋନା ଟିକାକରଣକୁ ବ୍ୟାପକ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଆସନ୍ତାକାଲି (ରବିବାର) ଠାରୁ ଘରୋଇ ଡାକ୍ତରଖାନାରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଯୋଗ୍ୟ ବ୍ୟକ୍ତି କରୋନା ଟିକାର…
Read More...

ମୁଁ ବଞ୍ଚିଛି.. ମୋ ନାଁରେ ଖାଇଦେଲେ ହରିଶଚନ୍ଦ୍ର ସହାୟତା

ନୀଳଗିରି: ମୁଁ ବଞ୍ଚିଛି.. ମତେ ଖାତାରେ ମାରିଦେଲେ । ଖାତାରେ ମାରିବା ପରେ ମୋ ନାଁରେ ଟଙ୍କା ଉଠାଇ ଖାଇଦେଲେ । ଏକଥା ଆମେ କହୁନୁ କହୁଛନ୍ତି ହରିଚନ୍ଦ୍ର ଯୋଜନାରେ ମୃତ ଘୋଷଣା କରାଯାଇଥିବା ବ୍ୟକ୍ତି । ଯାହା ଲୋକଙ୍କୁ…
Read More...

ବିଜେଡିର ମଞ୍ଜୁଲତା ଡେପୁଟି ମେୟର ପ୍ରାର୍ଥୀ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ଡେପୁଟି ମେୟର ଭାବେ ବିଜେଡିର ମଞ୍ଜୁଲତା କହଁର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୨୨ ନଂ ୱାର୍ଡର କର୍ପୋରେଟର ମଞ୍ଜୁଲତାଙ୍କ ନାମରେ ଦଳ ପକ୍ଷରୁ ମୋହର ବାଜିଛି ।…
Read More...

ଲମଡୁଙ୍ଗୁରୀରେ ଅଗ୍ନିକାଣ୍ଡ

ସମ୍ବଲପୁର: ଦିନକୁ ଦିନ ରୌଦ୍ର ତାପ ବୃଦ୍ଧି ପାଉଥିବା ବେଳେ ନିୟମିତ ସମ୍ବଲପୁର ତଥା ଆଖପାଖ ଅଞ୍ଚଳର ବଣଜଙ୍ଗଲ ଗୁଡିକରେ ଅଗ୍ନିକାଣ୍ଡ ଘଟଣାମାନ ଘଟି ଚାଲିଛି । ସମ୍ବଲପୁରର ଉପକଣ୍ଠ ମାଝିପାଲି ସ୍ଥିତ ଲମଡୁଙ୍ଗରୀ…
Read More...

ସକ୍ରିୟ ହେଲା ପରିବହନ ବିଭାଗ, ପୁଣି ହେଲା ଚିକିଂ କଡ଼ାକଡ଼ି

ସମ୍ବଲପୁର: ସାରା ରାଜ୍ୟରେ ମୋଟରଯାନ ନିୟମ ଉଲ୍ଲଂଘନକାରୀ ଯାନବାହାନ ଗୁଡିକ ଉପରେ ପରିବହନ ବିଭାଗ ପକ୍ଷରୁ ଚଢ଼ାଉ ଅଭିଯାନ ଆରମ୍ଭ କରାଯାଇଛି । ଏହି କ୍ରମରେ ବିଗତ ଦିନରେ ସମ୍ବଲପୁର ଜିଲାରେ ମଧ୍ୟ ମୋଟରଯାନ ନିୟମ…
Read More...

କମୁଛି ସଂକ୍ରମଣ ; ୧୧୫୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଦିନକରେ ଆଉ ୧,୧୫୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୪,୨୧୭କୁ ବୃଦ୍ଧି ପାଇଛି। ସେହିପରି…
Read More...

ଦାୟିତ୍ୱ ଗ୍ରହଣ କଲେ ସୁଲୋଚନା

ଭୁବନେଶ୍ବର : ସୁଲୋଚନା ଦାସ ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ନୂତନ ମେୟର ଭାବେ ଦାୟିତ୍ୱ ଗ୍ରହଣ କଣିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସୁଲୋଚନାଙ୍କ ସହ ବିଏମସିର ୬୭ ନୂଆ…
Read More...

୨୨ ଜିଲ୍ଲା କରୋନା ମୁକ୍ତ, ୮ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଦିନକରେ ଆଉ ୧୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୮୩୪କୁ ବୃଦ୍ଧି ପାଇଛି। ସେହିପରି ଆଉ ୪୪ କରୋନା…
Read More...

ନାଟକ ସରି ନାହିଁ

ଗତ କିଛି ଦିନ ଧରି ପାକିସ୍ତାନରେ ଚାଲିଥିବା ନାଟକର ତଥାପି ଅନ୍ତ ହୋଇନାହିଁ; କାରଣ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଆରିଫ୍‌ ଆଲଭି ଏପ୍ରିଲ ୩ ତାରିଖରେ ସଂସଦ ଭଙ୍ଗକରି ସାନି ନିର୍ବାଚନ…
Read More...

ହୀରାକୁଦ ଜଳଭଣ୍ଡାରରେ ନୌକାବିହାର, କ୍ରୁଜ ବୋଟିଂ ସହିତ ଭାସମାନ ହୋଟେଲ ବ୍ୟବସ୍ଥା

ବୁର୍ଲା: ହୀରାକୁଦ ଜଳଭଣ୍ଡାରରେ ଗତମାସ ଠାରୁ ନୌକାବିହାରରେ କ୍ରୁଜ୍ ବୋଟିଂ ବ୍ୟବସ୍ଥା ଯୋଡ଼ି ହୋଇଥିଲା । ହେଲେ ଏବେ ଭାସମାନ ରେଷ୍ଟୁରାଣ୍ଟ ବ୍ୟବସ୍ଥା ହୀରାକୁଦ ଜଳଭଣ୍ଡାର ମଧ୍ୟରେ ମଜା ଉଠାଇ ପାରିବେ ପର୍ଯ୍ୟଟକ ।…
Read More...

ପାକିସ୍ତାନ ଓ ଶ୍ରୀଲଙ୍କା ପରେ ବାଂଲାଦେଶରେ ଆର୍ଥିକ ମାନ୍ଦାବସ୍ଥା

ଢାକା : ଆଫଗାନିସ୍ତାନ, ପାକିସ୍ତାନ ଓ ଶ୍ରୀଲଙ୍କା ପରେ ପଡୋଶୀ ବାଂଲାଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇଛି। ଦେଶରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ପାଇକରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି ବୃଦ୍ଧିକୁ…
Read More...

ଆଜି ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ। ଅନାସ୍ଥା ପ୍ରସ୍ତାବ ଉପରେ ଶନିବାର ପାକିସ୍ତାନ ସଂସଦରେ ହେବ ଭୋଟିଂ ହେବ। ଦିନ ୧୧ଟାରୁ ପାକିସ୍ତାନ ସଂସଦରେ ଆଲୋଚନା ଆରମ୍ଭ ହେବ…
Read More...

ଭୁବନେଶ୍ବର ନୂଆ ଷ୍ଟେସନରେ ୪ ଟ୍ରେନ୍‌ର ଅତିରିକ୍ତ ରହଣି

ଭୁବନେଶ୍ବର :  ଭୁବନେଶ୍ୱର ନୂତନ ଷ୍ଟେସନରେ ୪ ରେଳ ଅତିରିକ୍ତ ରହଣି କରିବ। ବର୍ତ୍ତମାନ ସ୍ୱତନ୍ତ୍ର ରେଳ ଭାବେ ଚଳାଚଳ କରୁଥିବା ପୁରୀ-କଟକ-ପୁରୀ ମେମୁ ଏବଂ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ଆସନ୍ତା ୧୦ରୁ…
Read More...

୧ଲକ୍ଷ ୩୦ହଜାର ଟଙ୍କାରେ ନିଲାମ ହେଲା ମରୀଚି କୁଣ୍ଡ ପ୍ରଥମ କଳସୀ

ଭୁବନେଶ୍ବର : ନେତ୍ରୋତ୍ସବରେ ଏକାମ୍ର କ୍ଷେତ୍ର ମୁକ୍ତେଶ୍ବର ପୀଠ ଚଳଚଞ୍ଚଳ ହୋଇଛି । ଶ୍ରୀଲିଙ୍ଗରାଜଙ୍କ ରୁକୁଣାରଥ ପ୍ରତିଷ୍ଠା ପାଇଁ ମରୀଚି କୁଣ୍ଡ ପାଣି ଖଳାକୁ ଯିବା ପରେ ବଡୁ ନିଯୋଗ ସେବାୟତ କୁଣ୍ଡର ପାଣିକୁ ନିଲାମ…
Read More...

ପଥ ପ୍ରସ୍ତୁତ, ଗଡ଼ିବ ରଥ

ଶନିବାର ରୁକୁଣା ରଥଯାତ୍ରା । ଦୁଇବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବାକୁ ଯାଉଛି ମହାମିଳନ` ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ଏକାମ୍ର କ୍ଷେତ୍ର। ବିନା କୌଣସି ବାଧକରେ ପଥରେ ରଥ ଦଉଡ଼ି ଟାଣି ଆଶିଷ…
Read More...

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା : ଏଏସ୍‌ଆଇକୁ ରିପୋର୍ଟ ମାଗିଲେ

କଟକ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚନ୍ୟାୟାଳୟ ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ଭେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ରିପୋର୍ଟ ମାଗିଛନ୍ତି। ମୁଖ୍ୟ…
Read More...

ହାଇୱା ଚାପାରେ ୨ ଯୁବ ଯନ୍ତ୍ରୀ ମୃତ

ଚନ୍ଦକା : ରାଜଧାନୀରେ ପୁଣି ଦୁର୍ଘଟଣା ବଢାଉଛି ହାଇୱା ଯାନ। ୪ ଦିନ ତଳେ କାର୍‌କୁ ଚାପି ଜଣେ ଯନ୍ତ୍ରୀଙ୍କ ଜୀବନ ନେଇଥିବା ଏଭଳି ଭାରୀଯାନ ଆଜି ଆଉ ଦୁଇ ଜଣ ଯୁବ ଯନ୍ତ୍ରୀଙ୍କ ପ୍ରାଣ ନେଇଛି। ବାଇକ୍‌ରେ ଯାଉଥିବା ଓଡ଼ିଶା…
Read More...

ରୁକୁଣା ରଥଯାତ୍ରା : ପ୍ରସ୍ତୁତି ଅନୁଧ୍ୟାନ କଲେ ପୁଲିସ ଉପାୟୁକ୍ତ

ଭୁବନେଶ୍ବର : ରୁକୁଣା ରଥଯାତ୍ରାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ କିଭଳି ପ୍ରସ୍ତୁତି କରାଯାଇଛି ତାହାକୁ ପୁଲିସ ଉପାୟୁକ୍ତ ଡ. ଉମାଶଙ୍କର ଦାଶ ଅନୁଧ୍ୟାନ କରିଛନ୍ତି। ଅପରାହ୍ଣରେ ଉପାୟୁକ୍ତ ଶ୍ରୀ ଦାଶ ବରିଷ୍ଠ…
Read More...

ବିଦ୍ୟାଳୟ ପରିଚାଳନା କମଟି ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର

ଗୁରୁଡିଝାଟିଆ :  କଖଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପଞ୍ଚାୟତ ସମୂହ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟଙ୍କ ଏକ ୩ଦିନିଆ ପ୍ରଶିକ୍ଷଣ ଶିବିର ‘ସହଯୋଗ’ ଉଦଯାପିତ ହୋଇଛି । ପ୍ରଧାନଶିକ୍ଷକ ରଂଜିତ୍ ନାୟକଙ୍କ…
Read More...

ଶନିବାର ରାଶିଫଳ (୦୯/୦୪/୨୦୨୨)

ମେଷ : ସ୍ବାସ୍ଥ୍ୟବାନ୍‌ ହେବେ। ଶାନ୍ତି ଓ ନିପୁଣ ହେବେ। ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରିୟ ହେବେ। ବିଦ୍ବାନ୍‌ ଓ ଦୟାଳୁ ସ୍ବଭାବର ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବୃଷ :…
Read More...

ମହିଳାଙ୍କ ଠାରୁ ସିରିଜ ସୁନା ଚେନ ଲୁଟ ଘଟଣା : ୨୪ ଘଣ୍ଟା ପରେ ମଧ୍ୟ ଅନ୍ଧାରରେ ପୁଲିସ

ସମ୍ବଲପୁର :  ସମ୍ବଲପୁର ସହରରେ ପୁନର୍ବାର ସୁନା ଚେନ ଲୁଟେରା ମାନଙ୍କର ପ୍ରାର୍ଦୁଭାବ ବୃଦ୍ଧି ପାଇଥିବାରୁ ଲୋକେ ଭୟଭୀତ ହୋଇ ରହିଛନ୍ତି । ଗୁରୁବାର ସନ୍ଧ୍ୟାରେ ସମ୍ବଲପୁରର ରିଙ୍ଗ ରୋଡ ଏବଂ ବୁର୍ଲା ଠାରେ ସିରିଜ ଭାବରେ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ ; ଖୁବଶୀଘ୍ର ଅନୁଧ୍ୟାନ କରିବ ଗୃହକମିଟି: ବାଚସ୍ପତି

ଭୁବନେଶ୍ୱର : ପୁରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନାରେ କରାଯାଉଥିବା ନିର୍ମାଣକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶୁକ୍ରବାର ମୁହଁ ଖୋଲିଛନ୍ତି।…
Read More...

ଛକା ମାରି ଗୁଜରାଟକୁ ଜିତାଇଲେ ତିୱାତିଆ

ମୁମ୍ବଇ : ଚଳିତ ଆଇପିଏଲରେ ନବାଗତ ଗୁଜରାଟ ଟାଇଟାନ୍‌ସ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଶେଷ ଦୁଇଟି ବଲରେ ଦୁଇଟିୁ ଛକା ମାରି ଗୁଜରାଟକୁ ବିଜୟ ଟିକା ପିନ୍ଧାଇଥିଲେ…
Read More...

ନେଦରଲାଣ୍ଡସ୍‌ ବିଜୟ ଧାରାକୁ ରୋକିଲା ଭାରତ

ଭୁବନେଶ୍ବର  : ଟୋକିଓ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ନେଦରଲାଣ୍ଡସ୍ ମହିଳା ହକି ଦଳ ଭାରତ ନିକଟରୁ ପରାଜିତ ହୋଇଛି। କଳିଙ୍ଗ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ ହକି…
Read More...

‘ସମାଜ’ ପ୍ରଭାବ : ସହରର ପାନୀୟ ଜଳ ସଂକଟ ଦୂର ହେବ, ମନ୍ତ୍ରୀଙ୍କ ସମୀକ୍ଷା

ଆଠଗଡ :  ଆଠଗଡ ସହରର ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଥିବା ନେଇ ଗତ ଏପ୍ରିଲ ୪ତାରିଖ (ସୋମବାର) ‘ସମାଜ’ରେ ଖବର ପ୍ରସାରଣ ପରେ ସ୍ଥାନୀୟ ବିଧାୟକ ତଥା ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…
Read More...

ଆନ୍ତଃରାଜ୍ୟ ମଟରସାଇକେଲ ଲୁଟେରା ଗିରଫ : ୩୦ ଗାଡି ଜବତ

ଖଣ୍ଡଗିରି : ଗତ କିଛି ଦିନ ହେବ ଇମ୍ଫୋଭ୍ୟାଲି ଓ ଭରତପୁର, ଖଣ୍ଡଗିରି ଆଦି ଥାନା ଅଞ୍ଚଳରେ ମୋଟରସାଇକେଲ ଚୋରି ବୃଦ୍ଧି ପାଇଥିଲା। ଗତ ୧୫ ଦିନ ମଧ୍ୟରେ ପ୍ରାୟ ୨୦ଟି ମଟରସାଇକେଲ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ…
Read More...

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ : ଯୋଗଦେବେ ୭୦୦ରୁ ଅଧିକ କଳାକାର

ଭୁବନେଶ୍ବର :  ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଦ୍ବାଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ ୬…
Read More...

ସାମ୍ବାଦିକଙ୍କ ଗୋଡରେ ବେଡି ଘଟଣା ; ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘର ନିନ୍ଦା

ଆଠଗଡ :  ସଂପ୍ରତି ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଥିବାରୁ ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇବା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ନୂତନ ଆଇନ…
Read More...

ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ରାଜ୍ୟରେ ଆଦିବାସୀଙ୍କ ବିକାଶ ସନ୍ତୋଷଜନକ ନୁହେଁ : କେନ୍ଦ୍ରମନ୍ତ୍ରୀ ଟୁଡୁ

ରାଉରକେଲା : ଉଭୟ ରାଜ୍ୟ ଓ କେନ୍ଦ୍ର ଯୋଜନାର ବାଟମାରଣଶ ହେଉଛି । ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ରାଜ୍ୟରେ ଆଦିବାସୀଙ୍କ ବିକାଶ ସନ୍ତୋଷ ଜନକ ନୁହେଁ ବୋଲି କେନ୍ଦ୍ର ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ…
Read More...

ବୈଷୟିକ ତୃଟି ପାଇଁ ରେଳଫାଟକ ସମ୍ମୁଖରେ ଅଟକି ରହିଲା ମାଲ ବୋଝେଇ ଟ୍ରେନ

ଗୁରୁଡିଝାଟିଆ : ଘଣ୍ଟିଖାଲରୁ ଖୁଣ୍ଟୁଣୀ ଯିବା ରାସ୍ତାରେ ଥିବା ଏକ ଲେବୁଲକ୍ରସିଂ ନିକଟରେ ହଠାତ୍ ଏକ ମାଲବୋଝେଇ ଟ୍ରେନଟି ଦୀର୍ଘ ସମୟ ଧରି ଅଟକି ରହିଥିଲା । ଯାହାଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଦୀର୍ଘ ସମୟ ଧରି ବହୁ…
Read More...

ବଦଳିବ ଧବଳେଶ୍ୱରଙ୍କ ରୂପରେଖ : ପୀଠର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟୟ ହେବ ୪୦ କୋଟି

ଗୁରୁଡିଝାଟିଆ :  ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ମହାନଦୀ ମଧ୍ୟସ୍ଥ ନୈସର୍ଗୀକ ପ୍ରାକୃତିକ ଶୋଭାର ଭଣ୍ଡାର ଏହି ପୀଠରେ ଆଗନ୍ତୁକ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର…
Read More...

ଦେଶରେ ୮୫ ପ୍ରତିଶତ ଯୋଗ୍ୟ ନାଗରିକ ନେଲେଣି ଉଭୟ ପାନ ଟିକା

ନୂଆଦିଲ୍ଲୀ :  ଦେଶର ୮୫ ପ୍ରତିଶତରୁ ଅଧିକ ଯୋଗ୍ୟ ନାଗରିକ ଦୁଇଟି ଯାକ ପାନ ଟିକା ନେଇସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି । ଟ୍ୱିଟ୍‍ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, କୋଭିଡ୍‍…
Read More...

ଶେଷ ହେଲା ବଜେଟ୍‍ ଅଧିବେଶନ : ପାଶ୍‍ ହୋଇଛି ୧୧ଟି ବିଲ୍

ନୂଆଦିଲ୍ଲୀ : ସଂସଦର ବଜେଟ୍‌ ଅଧିବେଶନ ୨୦୨୨ ଗୁରୁବାର ଶେଷ ହୋଇଛି । ସମ୍ପୂର୍ଣ୍ଣ ବଜେଟ୍‌ ଅଧିବେଶନରେ ରାଜ୍ୟସଭା ଏବଂ ଲୋକସଭାର ୨୭ଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନ ୮ ଏପ୍ରିଲ ପର୍ଯ୍ୟନ୍ତ ଚାଲିବାର ଥିଲା…
Read More...