www.samajalive.in
Thursday, December 11, 2025
15.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ ଭେଟି ; ୮ମ ବେତନ ଆୟୋଗକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ..

ଆସନ୍ତାକାଲି ଗୁଜରାଟରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ..

- Advertisement -

ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ, ଘରେ ପଶି ଛୁରାମାଡ଼ କଲେ ଦୁର୍ବୃତ୍ତ, ଛୁରାମାଡ କରିଥିବା ଅଭିଯୁକ୍ତ ଚିହ୍ନଟ..

ଆଜିଠାରୁ ପୁନର୍ବାର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ମକର ସଂକ୍ରାନ୍ତି ପାଇଁ ବନ୍ଦ ଥିଲା କାମ..

ବାସୁଦେବପୁର : ପାଇଖାନା ଟାଙ୍କିରେ ପଡି ୩ ବର୍ଷର ଶିଶୁପୁତ୍ର ମୃତ..

ବହୁ ଚର୍ଚ୍ଚିତ ହଂସିତା ଅଭିଲିପ୍ସାଙ୍କ ସ୍ଵାମୀ ଅନୀଲ ନୁହେଁ ସରୋଜ ସାହୁ , କୋର୍ଟରେ ଜାମିନ୍ ଆବେଦନ ଶୁଣାଣି ବେଳେ ଚାଞ୍ଚଲ୍ୟକର ବୟାନ..

ସରୋଜ ସାହୁ ମୋ ସ୍ଵାମୀ ବୋଲି ଦର୍ଶାଇଲେ ହଂସିତା, ସ୍ଵାମୀଙ୍କ ଦେହ ଅସୁସ୍ଥ ଥିବା ନେଇ ଜାମିନ୍ ମାଗିଲେ ହଂସିତା..

କାଲି ଭଙ୍ଗାଯିବ ବୈକୁଣ୍ଠ ଧାମ ଆଶ୍ରମ , ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ବିଡିଏ ପକ୍ଷରୁ ନିର୍ଦେଶ..

ସିମୁଳିଆ ଥାନା ପାର୍ବତୀପୁର ଗାଁରେ ଅଘଟଣ : ଗହଣା ବ୍ୟବସାୟୀଙ୍କ ଠାରୁ ସୁନା, ରୂପା ଅଳଙ୍କାର ଏବଂ ନଗଦ ୪୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ..

ବନ୍ଦ ହେଲା ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା, ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୂଚନା ଦେଲେ ପ୍ରତିଷ୍ଠାତା..

ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା କାର, ଦୁଇ ମୃତ ଓ ୨ ଆହତ, କୋଣାର୍କ ନିକଟ ଜୁଣେଇ ଛକର ବଂଶୀ ବଜାର ପାଖରେ ଘଟିଛି ଦୁର୍ଘଟଣା..

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ ଭେଟି ; ୮ମ ବେତନ ଆୟୋଗକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ

୩୦ ବର୍ଷ ପରେ ମୀନ ରାଶିରେ ପ୍ରବେଶ କରିବେ ଶନିଦେବ : ଏହି ୩ ରାଶି ହେବେ ମାଲାମାଲ୍‌,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ

ବଜାରକୁ ଆସିଗଲା କୁହୁଡି ପାଇଁ ଏଲଇଡି ; କାର୍‌, ବାଇକ୍‌ରେ ଲାଗି ପାରିବ ଏହି ଲାଇଟ୍‌,ଦାମ୍‌ ମାତ୍ର ଏତିକି..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories