ନବରଙ୍ଗପୁର ଜିଲ୍ଲା ଆଥଲେଟିକ୍ ଦଳର ଭୁବନେଶ୍ୱର ଗସ୍ତ

ନବରଙ୍ଗପୁର : ନବରଙ୍ଗପୁର କ୍ରୀଡ଼ା ସଙ୍ଘର ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଉପସଭାପତି ଏମ. ବାଳକୃଷ୍ଣ ରାଓଙ୍କ ସହଯୋଗରେ ଏକ ୨୫ ଜଣିଆ ଆଥଲେଟିକ୍ ଦଳ ଭୁବନେଶ୍ୱର ଗସ୍ତ…
Read More...

ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଓଡ଼ିଶା ସମେତ ୧୦ ରାଜ୍ୟକୁ ଅତିରିକ୍ତ ୨୮,୨୦୪ କୋଟି ଟଙ୍କା

ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟମାନଙ୍କ ପାଇଁ ଉପଲବ୍ଧ ହେବ ୧,୨୨,୫୫୧ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ୨୦୨୧-୨୨ ଆର୍ଥିକ…
Read More...

ପ୍ରଧାନମନ୍ତ୍ରୀ ଆବାସ ଏବଂ ଅଟଳ ପେନସନ୍ ଯୋଜନା ସମ୍ପର୍କିତ କର୍ମଶାଳା

ଭୁବନେଶ୍ବର : ସାମାଜିକ ଏବଂ ଅର୍ଥନୈତିକ ସ୍ତରରେ ଅନୁନ୍ନତ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ୬୦ ବର୍ଷ ପରେ ଆର୍ଥିକ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରଣୀତ ଅଟଳ ପେନସନ୍ ଯୋଜନା ସମ୍ପର୍କରେ ଭାରତ…
Read More...

ଟିକାବାଲିରେ ଗଡିଲା ଶିକ୍ଷା ସଚେତନତା ରଥ

ଟିକାବାଲି : ଟିକାବାଲି ବ୍ଲକରେ ଗଡିଲା ଶିକ୍ଷା ସଚେତନତା ରଥ । ପଞ୍ଚାୟତ ସମିତି ଅଧ୍ୟକ୍ଷ  ଦିଲିପ କହଁର ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଛନ୍ତି।ଏହି ସଚେତନତା ରଥ  ବିଇଓଙ୍କ କାର୍ଯ୍ୟଳୟ ଠାରୁ ବାହାରି ଟିକାବାଲି…
Read More...

ଦାଣ୍ଡମୁକୁନ୍ଦପୁରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ପିପିଲି : ‘ବନ୍ଧନ’ ସ୍ୱାସ୍ଥ୍ୟ ସଂସ୍ଥା ପକ୍ଷରୁ ସ୍ଥାନୀୟ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତରେ ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଅତିଥି…
Read More...

ଜି.ଉଦୟଗିରି ଏନଏସି ଉପାଧ୍ୟକ୍ଷ ହେଲେ ସନ୍ତୋଷ ବାଗ୍

ଜି.ଉଦୟଗିରି : ଶାସକ ବିଜୁ ଜନତାଦଳ ଜି.ଉଦୟଗିରି ଏନଏସିର ଉପାଧ୍ୟକ୍ଷ ପଦ ହାତେଇଛି। ୧୩ ଓ୍ବାର୍ଡ ବିଶିଷ୍ଟ ଜି.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦରେ ଶାସକ ବିଜେଡି ପାଖରେ ମ୍ୟାଜିକ ନମ୍ବର ଥିଲା। ଗୁରୁବାର ୧ନଂ ଓ୍ବାର୍ଡ…
Read More...

ରାସ୍ତା ଉପରେ ବେଆଇନ ଇଟା ଭାଟିକୁ ବିରୋଧ, ଗାଁରେ କୁହୁଳୁଛି ଅସନ୍ତୋଷର ନିଆଁ 

କଂଟାବାଞ୍ଜି : ପଶ୍ଚିମ ଓଡ଼ିଶାର ଚାରିଆଡେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବର୍ତ୍ତମାନ ପାରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଭଳି ସ୍ଥିତିରେ ବେଆଇନ ଇଟା…
Read More...

ପର୍ଯ୍ୟଟନ ସ୍ଥଳୀ ଭୀମକପାହାଡ଼ରେ ଆରମ୍ଭ ହେଲା ନୌବିହାର

ଦେଓଗାଁ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରିରହିଥିବା ବଲାଙ୍ଗୀର ଜିଲ୍ଲାର ଭୀମପାହାଡ଼ ପର୍ଯ୍ୟଟନ ସ୍ଥଳୀରେ ନୌବିହାର ଆରମ୍ଭ ହୋଇଛି। ତେବେ ଏହି ବିକାଶ କାର୍ଯ୍ୟର ଶ୍ରେୟକୁ ନେଇ ରାଜନୀତି ଜୋର ଧରିଛି । ବିକାଶ କାମର ଶ୍ରେୟ…
Read More...

ସ୍ୱୟଂକ୍ରିୟ ବ୍ୟବସ୍ଥାରେ ମୋଟରଯାନ ଫିଟନେସ ପ୍ରମାଣପତ୍ର

ନୂଆଦିଲ୍ଲୀ : ଦେଶରେ ଏଣିକି ଓଜନଦାର ଦ୍ରବ୍ୟ(ମାଲ) ପରିବହନ ଯାନ ଏବଂ ଯାତ୍ରୀବାହୀ ସମେତ ବିଭିନ୍ନ ଯାନର ଫିଟନେସ ପ୍ରମାଣପତ୍ର ସ୍ୱୟଂକ୍ରିୟ ବ୍ୟବସ୍ଥାରେ ହେବ । ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ…
Read More...

ନୀଳଗିରି ପୁଲିସର ଏ କେମିତିକା ଆଇନ ? ଚିକିତ୍ସା ସମୟରେ ସାମ୍ବାଦିକଙ୍କ ପାଦରେ ପଡ଼ିଛି ବେଡ଼ି  

ନୀଳଗିରି: ସବୁ ସୀମା ଟପିଗଲା ନୀଳଗିରି ପୁଲିସ । ବ୍ୟକ୍ତିଗତ ଭାବେ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ଗିରଫ କରିଥିବା ଅଭିଯୋଗ ହୋଇଛି । ଖାଲି ଗିରଫ ନୁହେଁ ସାମ୍ବାଦିକ ଜଣକ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି…
Read More...

ଚାନ୍ଦବାଲି କୋର୍ଟରେ ଶର୍ମିଷ୍ଠା ଓ ଝୁନା, ପୁଣି ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଦିନକୁ ଦିନ ଘଟଣାକୁ ନେଇ ମିଳୁଛି ନୂଆନୂଆ ତଥ୍ୟ । ହେଲେ ହତ୍ୟା ରହସ୍ୟ ଉପରୁ ପରଦା ହଟିପାରୁନାହିଁ । ମାନସକୁ ହାତ୍ୟାକାରୀ ମାନେ କିପରି ହତ୍ୟା କରିଥିଲେ…
Read More...

କଲରାପତରିଆ ବାଘ ଛାଲ ଜବତ; ୭ ଗିରଫ

କଳାବାଡିଆ: ବନ ବିଭାଗକୁ ବଡ଼ ସଫଳତା । କଲରାପତରିଆ ବାଘ ଛାଲ ସହ ୭ଜଣଙ୍କୁ  ଗିରଫ କରିଛି ବିଭାଗ । ବାଘ ଛାଲ ମୁଲଚାଲ ବେଳେ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଦୁଧିଆଣୀ ବନ ବିଭାଗ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ…
Read More...

ବଢ଼ୁଛି ଆଧାର ଠକେଇ; ଜାଣନ୍ତୁ କିପରି ରଖିବେ ନିଜକୁ ସୁରକ୍ଷିତ ?

ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ଆଧାରର ଗୁରୁତ୍ବ ବଢ଼ିଛି । ଯେକୌଣସି ଗୁରତ୍ବପୂର୍ଣ୍ଣ କାମରେ ଆଧାର କାର୍ଡ ରହିବା ବାଧ୍ୟତାମୂଳକ କରାଯାଇଛି । ବ୍ୟାଙ୍କ ଖାତା ହେଉ କି ମୋବାଇଲ୍‌ ନଂ ସବୁଠି ଆଧାରର ସଂଯୋଗୀ କରଣ…
Read More...

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ  ଦିବସ । ସଫଳ ଜୀବନ ପାଇଁ ସୁସ୍ଥ ସ୍ୱାସ୍ଥ୍ୟର ଭୂମିକା ରହିଛି । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଲାଗି ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ 'ବିଶ୍ବ ସ୍ବାସ୍ଥ୍ୟ ଦିବସ' ଭାବେ…
Read More...

ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ବୁର୍ଲା: ବୁର୍ଲା ଭୀମସାରର ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ମୃତ ଲମ୍ୱୋଦର ନାୟକ(୪୫)ଙ୍କ ଛାତିକୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିବା ଦେଖିବାକୁମିଳିଛି । ସୂଚନା…
Read More...

ସ୍ୱାଧୀନ ଏକତା ସଂଗଠନ ପକ୍ଷରୁ ସ୍ୱଚ୍ଛତା କିଟ୍ ବଣ୍ଟନ

ରେଙ୍ଗାଲି:  ସ୍ୱାଧୀନ ଏକତା ସଂଗଠନ ଓ ରେଡକ୍ରସ ସମ୍ବଲପୁର ମିଳିତ ଆନୁକୂଲ୍ୟରେ ବୁଧବାର ରେଙ୍ଗାଲି ବ୍ଲକ ସାଳଡ ଗ୍ରାମପଞ୍ଚାୟତର ପିତାପାଲି  ଗ୍ରାମରେ ସ୍ବଚ୍ଛତା ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି ।…
Read More...

ବିଜ୍ଞାନ ମେଳାରେ ପ୍ରଦର୍ଶିତ ହେଲା ୭୫ ପ୍ରକଳ୍ପ

ରେଙ୍ଗାଲି: ରେଙ୍ଗାଲି ସ୍ଥିତ ନୂଆଁରମ୍ପେଲା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ସମଗ୍ର ଶିକ୍ଷା ବିଭାଗର ଆହ୍ୱାନ କ୍ରମେ ରେଙ୍ଗାଲି ବ୍ଳକ୍…
Read More...

ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ରେଙ୍ଗାଲି: ରେଙ୍ଗାଲି ନୂଆଁରମ୍ପାଲା ସ୍ଥିତ ସୁରଜମଲ୍ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ମନୋଜକୁମାର ପଣ୍ଡାଙ୍କ ସଭାପତିତ୍ୱରେ…
Read More...

ମୋହନାରେ ପ୍ରବଳ ବର୍ଷା; ଭୁଶୁଡ଼ିଲା କାନ୍ଥ

ମୋହନା: ଅନ୍ତର୍ବା ଗ୍ରାମରେ କାଳବୈଶାଖୀର ତାଣ୍ଡବ । ମଧ୍ୟାହ୍ନ ୨ଟା ସମୟରେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିବା ସହିତ ପ୍ରବଳ ବେଗରେ ପବନ ବହିବାରୁ ଗ୍ରାମର ଓଡ଼ିଆ ସାହି ଓ ତୋଟା ସାହିରେ ବସବାସ କରୁଥିବା ପ୍ରାୟ ୧୩…
Read More...

ବଜ୍ରାଘାତରେ ନାବାଳକ ମୃତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଙ୍କସର୍ଗି ଗ୍ରାମରେ ବଜ୍ରାଘାତରେ ଜଣେ ନାବାଳକ ମୃତ ଘଟିଛି । ସୂଚନା ଅନୁଯାୟୀ କପିଳାସ ସୌରାଙ୍କ ୧୭ ବର୍ଷର ପୁଅ ଖଗପତି…
Read More...

ଘୁଞ୍ଚିଲା ଜେଇଇ ମେନ୍

ନୂଆଦିଲ୍ଳୀ: ପୁଣି ପରିବର୍ତ୍ତନ ହେଲା ଜେଇଇ ମେନ୍‌ ସେସନ-୧ ଓ ୨ ସିଡ୍ୟୁଲ।  ଇଂଜିନିୟରିଂ ଶିକ୍ଷାନୁଷ୍ଠାନରେ ନାମଲେଖା ନିମନ୍ତେ ଉଦ୍ଦିଷ୍ଟ ଜେଇଇ ମେନ୍‌ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ମେ ମାସ ହେବାକୁ ଥିବା…
Read More...

ଜୁଲାଇ ୧୭ରେ ନିଟ୍‌; ଆରମ୍ଭ ହେଲା ଅବେଦନ ପ୍ରକ୍ରିୟା

ଭୁବନେଶ୍ବର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା ଜୁଲାଇ ୧୭ରେ ନିଟ୍‌ ୟୁଜି-୨୦୨୨ ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ୧୭ରେ ପରୀକ୍ଷା ହେବା ନେଇ ଏନଟିଏ ସୂଚନା ଦେଇଥିବା ବେଳେ…
Read More...

ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ବର: ରାଜ୍ୟର ୧୦୫ ପୌରାଞ୍ଚଳ ପାଇଁ ଆଜି ଉପାଧ୍ୟକ୍ଷ ନିର୍ବାଚନ ହେବ । ତାହା ସହ ୩ ମହାନଗର ନିଗମର ଡେପୁଟି ମେୟର ପଦବୀ ପାଇଁ ମଧ୍ୟ ଆଜି ନିର୍ବାଚନ କରାଯିବ । ପୌରସଂସ୍ଥାର ଉପାଧ୍ୟକ୍ଷ ପାଇଁ ଯେଉଁ ସମୟ ସୂଚୀ…
Read More...

କାଳବୈଶାଖୀ ତାଣ୍ଡବ

ଭୁବନେଶ୍ବର : ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲାରେ ତାପମାତ୍ରା ଜୀବନଯାତ୍ରାକୁ ପ୍ରଭାବିତ କରିଥିଲେ ମଧ୍ୟ ସେତେଟା ଯନ୍ତ୍ରଣାତିକ୍ତ ହୋଇନି। ତେବେ ପଶ୍ଚିମ ଓଡ଼ିଶାର ୬ ଜିଲାରେ…
Read More...

ଆଜି ପୌରାଞ୍ଚଳ ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର : ରାଜ୍ୟର ୧୦୫ ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଞ୍ଚଳ (ଏନଏସି)ର ଉପାଧ୍ୟକ୍ଷ ଏବଂ କଟକ ମହାନଗର ନିଗମ(ସିଏମସି)ର ଡେପୁଟି ମେୟର ପଦବୀ ପାଇଁ ଗୁରୁବାର ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ନବନିର୍ବାଚିତ…
Read More...

ଶ୍ରୀଲଙ୍କାରେ ଗୁରୁତର ଖାଦ୍ୟ ସଙ୍କଟ

କଲମ୍ବୋ : ଆର୍ଥିକ ଓ ରାଜନୈତିକ ସଙ୍କଟ ଶ୍ରୀଲଙ୍କାରେ କ୍ଷୁଧାକୁ ନିମନ୍ତ୍ରଣ କରିଛି। ସାଧାରଣ ଜନତା ଆଉ ଖାଇବାକୁ ପାଉ ନାହାନ୍ତି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଅଭାବ ଓ ଉତ୍କଟ ଦର ବୃଦ୍ଧି ଯୋଗୁଁ ଏଭଳି ସ୍ଥିତି…
Read More...

ଶିବରାମ ମିଶ୍ର ‘ସମାଜ’ର ନୂଆ ମହାପ୍ରବନ୍ଧକ

କଟକ :  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ତଥା ଓଡ଼ିଶାର ଲୋକପ୍ରିୟ ଦୈନିକ ଖବରକାଗଜ ‘ସମାଜ’ର ନୂତନ ମହାପ୍ରବନ୍ଧକ ଭାବେ ଶିବରାମ ମିଶ୍ର ବୁଧବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଗୋପବନ୍ଧୁ ଭବନସ୍ଥିତ…
Read More...

ମୁମ୍ବଇରେ କରୋନାର ଏକ୍ସଇ ପ୍ରଜାତି ଚିହ୍ନଟ !

ମୁମ୍ବଇ : କରୋନାର ଏକ୍ସଇ ପ୍ରଜାତି ଭୂତାଣୁ ଭାରତକୁ ବ୍ୟାପିଛି। ମୁମ୍ବଇରେ ଏହି ନୂଆ ପ୍ରଜାତିର ପ୍ରଥମ ମାମଲା ଚିହ୍ନଟ ହୋଇଥିବା କୁହାଯାଇଛି। ଜଣେ ୫୦ବର୍ଷୀୟା ମହିଳାଙ୍କଠାରେ ଏହି ପ୍ରଜାତିର ଭୂତାଣୁ ଠାବ ହୋଇଛି।…
Read More...

୩ ଗ୍ରାମକୁ ବ୍ୟାପିଲା ଝାଡ଼ାବାନ୍ତି : ପଣା ପିଇ ୨ ମୃତ, ୫୦ ଆକ୍ରାନ୍ତ

ଧରାକୋଟ : ଦଣ୍ଡନାଚକୁ ନେଇ ଜିଲାର ବିଭିନ୍ନ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାଖରକଟା ଗ୍ରାମରେ ଏହା ଦୁଃଖଦ ପରିବେଶ ସୃଷ୍ଟି କରିଛି। ଦଣ୍ଡନାଚ ଓ ଚୈତ୍ର…
Read More...

ଭୁବନେଶ୍ବରରେ ପହଞ୍ଚିଲା ନେଦରଲାଣ୍ଡ୍‌ସ ମହିଳା ହକି ଦଳ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମରେ ଭାରତ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ ହକି ମ୍ୟାଚ ଚଳିତ ଏପ୍ରିଲ ୮ ଓ ୯ରେ ଖେଳାଯିବ। ଏଥିପାଇଁ ନେଦରଲାଣ୍ଡ୍‌ସ ମହିଳା ହକି ଦଳ ବୁଧବାର ଭୁବନେଶ୍ବରରେ…
Read More...

ଛାତ୍ରୀନିବାସ କଡ଼ରେ ବୁଲୁଥିବା ଦୁଇ ନକଲି କମାଣ୍ଡିଂ ଅଫିସର ଅଟକ

ଗୋପାଳପୁର :  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସ ନିକଟରେ ଆଜି ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦୁଇ ଜଣ ସାମରିକ ଅଫିସର ପୋଷାକ ପିନ୍ଧିଥିବା ଯୁବକଙ୍କୁ କାବୁ କରାଯାଇ ଗୋପାଳପୁର ଥାନାରେ ଜିମା…
Read More...

ରା.ଉଦୟଗିରି ତହସିଲଦାରଙ୍କ ମହାନତା, ନିଜ ଗାଡିରେ ଗୁରୁତର ବାଇକ ଚାଳକଙ୍କୁ ନେଲେ ସ୍ୱାସ୍ଥ୍ୟକେନ୍ଦ୍ର

ମୋହନା :  ପୋଲକୁ ଧକ୍କା ଦେଇ ଗୁରୁତର ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ଗାଡିରେ ନେଇ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଛନ୍ତି।…
Read More...

କ୍ଷୁଧାକୁ ଅସ୍ତ୍ର କରୁଛି ରୁଷ୍‌

ବୁଚା ନରସଂହାରକୁ ଭାରତର ଦୃଢ଼ ନିନ୍ଦା, ୟୁକ୍ରେନ୍‍ ପ୍ରସଙ୍ଗରେ ନାଟୋ ମନ୍ତ୍ରିସ୍ତରୀୟ ବୈଠକ କିଭ୍‍ : ରୁଷ୍‍ କ୍ଷୁଧାକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛି ବୋଲି ୟୁକ୍ରେନ୍‍ ରାଷ୍ଟ୍ରପତି ଭୋଲୋଡିମିର୍‍…
Read More...

କମୁନି ସଡ଼କ ଦୁର୍ଘଟଣା : ୨୯ % ବଢ଼ିଛି

ଭୁବନେଶ୍ୱର : ସରକାରୀସ୍ତରରେ ଦୁର୍ଘଟଣା ରୋକିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି। ବ୍ଲାକ୍‌ ସ୍ପଟ୍‌ ଚିହ୍ନଟଠାରୁ ଆରମ୍ଭ କରି ଦୁର୍ଘଟଣାର କାରଣ ଖୋଜି ଏହାର ନିରାକରଣ ବାଟ ବାହାର କରିବା, ନିୟମିତ ଯାଞ୍ଚ, ଜୋରିମାନା…
Read More...

ଗୁରୁବାର ରାଶିଫଳ (୦୭/୦୪/୨୦୨୨)

ମେଷ :  ହର୍ଷ ଉଲ୍ଲାସରେ ସମୟ ଅତିବାହିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସହିଷ୍ଣୁ ହେବେ। ନୀତିନିଷ୍ଠ ବ୍ୟକ୍ତିଭାବେ ସମ୍ମାନିତ ହେବେ। ରୂପବାନ୍‌ ହେବେ। ମନ ପ୍ରଫୁଲ୍ଲ ରହିବ। ବୃଷ :…
Read More...

କମିନ୍‌ସଙ୍କ ପ୍ରହାରରେ କେକେଆର୍‌ ବିଜୟୀ

ପୁଣେ : ଆଇପିଏଲ୍‌ରେ ବୁଧବାର ପ୍ୟାଟ୍‌ କମିନ୍‌ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) । କମିନ୍‌ସ ମାତ୍ର ୧୫ ବଲ୍‌ରୁ ଅପରାଜିତ ୫୬ ରନ୍‌ କରିବାରୁ ମୁମ୍ବଇ…
Read More...

ରାଜ୍ୟସ୍ତରୀୟ ସମାଗମରେ ଆଠଗଡ ରୋଭର ଓ ରେଞ୍ଜରଙ୍କ ଯୋଗଦାନ

ଆଠଗଡ :  ଭାରତ ସ୍କାଉଟ୍ସ ଓ ଗାଇଡ୍ସ, ଓଡିଶା ଶାଖା ପକ୍ଷରୁ ଭୁବନେଶ୍ୱର ମୁଖ୍ୟାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ ରୋଭର-ରେଞ୍ଜର ପିଏସ୍ତା(ସମାଗମ)ରେ ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜର ୬ଜଣ ରେଞ୍ଜର ଓ ୩ଜଣ ରୋଭର…
Read More...

ବିଶ୍ୱନାଥ ବିଦ୍ୟାପୀଠରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା

ଆଠଗଡ :  ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠ ପରିସରରେ ବୁଧବାର ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଞ୍ଚଳର ବିଭିନ୍ନ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଅନୁଷ୍ଠିତ ବିଜ୍ଞାନ…
Read More...

ଶିକ୍ଷିତ ଯୁବକ ଯୁବତୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ ପାଇଁ ମାଗଣାରେ କୋଚିଂ

ସୁନ୍ଦରଗଡ଼/କୋଇଡ଼ା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକରେ ଖୋଲିଲା ‘ସୁଦକ୍ଷ’କୋଚିଂକେନ୍ଦ୍ର। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ବୁଧବାର ଏହି କେନ୍ଦ୍ର…
Read More...

କାଳବୈଶାଖୀର ତାଣ୍ଡବ,ଅନ୍ଧାରରେ ବ୍ରାହ୍ମଣୀଗାଁ

ବ୍ରାହ୍ମଣୀଗାଁ : ବୈଶାଖ ମାସ ଆରମ୍ଭ ହୋଇ ନ ଥିଲେ ମଧ୍ୟ ଚଳିତ ବର୍ଷ କାଳ ବୈଶାଖୀର ତାଣ୍ଡବ ରୂପ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସାଙ୍ଗକୁ ବିଜୁଳି ଘଡଘଡିରେ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି ।…
Read More...

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମ ଭୋଇଙ୍କ ଚେୟାର

ସନ୍ଥ କବି ଭୀମ ଭୋଇଙ୍କ ମାନବ ଦର୍ଶନ ଉପରେ ଗବେଷଣାକୁ ପ୍ରୋତ୍ସାହନ ଦେବ ଗତ ଅକ୍ଟୋବର ୨ରେ ରେଢାଖୋଲ ଗସ୍ତ ଅବସରରେ ଭୀମ ଭୋଇଙ୍କ ଉପରେ ଗବେଷଣା କରିବାକୁ ୟୁଜିସିକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ…
Read More...

ଓମାନର ସୋହାର ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ ଦିବସ

ଭୁବନେଶ୍ବର :  ଓମାନର ସୋହାର ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ କୌଣସି କାର୍ଯ୍ୟକ୍ରମ ଆୟୋଜିତ ହୋଇ ନ ଥିବା ବେଳେ ଏଥର ବେଶ ଆନନ୍ଦ ଉଲ୍ଲାସର ସହ ଉତ୍କଳ…
Read More...

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ୨୪ ଘଣ୍ଟିଆ ପୁଲିସ ଯାଞ୍ଚ ବ୍ୟବସ୍ଥା

ସାକ୍ଷୀଗୋପାଳ :  ସତ୍ୟବାଦୀ ଥାନା ପରିସରରେ ବୁଧବାର ୩ ଗୋଟି ନୂତନ  ରାଜପଥ ପୁଲିସ ପେଟ୍ରୋଲିଂ ଭ୍ୟାନ ଉଦଘାଟିତ ହୋଇଯାଇଛି । ପିପିଲି ଏସଡି ପିଓ ଦେବଦତ୍ତ ବରାଳ ଏହି ପେଟ୍ରୋଲିଂ ଭ୍ୟାନ ତିନୋଟିକୁ ଉଦଘାଟନ କରିଥିଲେ ।…
Read More...

ସମ୍ବଲପୁରରେ ଆଇଓସିଏଲର ଉଚ୍ଚକ୍ଷମତା ସମ୍ପନ୍ନ ପେଟ୍ରୋଲ ‘ଏକ୍ସପି-୧୦୦’

ସମ୍ବଲପୁର :  ପଶ୍ଚିମ ଓଡିଶାର ପ୍ରମୁଖ ସହର ସମ୍ବଲପୁର ଠାରେ ରାଷ୍ଟ୍ରାୟତ୍ତ ପେଟ୍ରୋଲିୟମ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ପ୍ରଥମ ଥର ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ସ୍ୱତନ୍ତ୍ର ପେଟ୍ରୋଲର ବିକ୍ରି ଆରମ୍ଭ…
Read More...

ଖାଉଟିଙ୍କୁ ପୁଣି ଝଟକା; ବଢ଼ିବ କ୍ଷୀର ଦାମ୍‌

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ବଜାରରେ ଖୁବଶୀଘ୍ର ଅମୁଲ କ୍ଷୀରର ଦାମ୍‌ ବୃଦ୍ଧି ପାଇବାକୁ ଯାଇଛି । କ୍ଷୀର ପ୍ୟାକେଜିଂ ସହ ଅନ୍ୟାନ୍ୟ ଦର ବୃଦ୍ଧି ଯୋଗୁ କ୍ଷୀରର ଦାମ୍‌ ବୃଦ୍ଧି କରିବାକୁ କମ୍ପାନୀ…
Read More...

ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗିବା ଘଟଣା; ସତ କହିଲା ଅଭିଯୁକ୍ତ

ପୁରୀ: ଶ୍ରୀମନ୍ଦିର ରୋଷଘରେ ଚୁଲିଭଙ୍ଗିବା ଘଟଣା । ଘଟଣା ଉପରୁ ପର୍ଦ୍ଦାଫାସ କରିଛନ୍ତି ଏସପି କନୱର ବିଶାଲ ସିଂ । ଚିହ୍ନଟ କରାଯାଇଥିବା ବ୍ୟକ୍ତି ଧରାପଡ଼ିଥିବା ଏସପି ନିଜର ପ୍ରତିକ୍ରିୟାରେ କହିଛନ୍ତି । ତାହା ସହ ଏନେଇ…
Read More...

ଡାକ୍ତରୀ ଛାତ୍ରଙ୍କ ଋଣ ଛାଡ଼ କରିବେ କେନ୍ଦ୍ର ସରକାର !

ନୂଆଦିଲ୍ଳୀ: ଜାରି ରହିଛି ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ।  ଆଉ ୟୁକ୍ରେନରେ ଫସିଥିବା ଭାରତୀୟ ମାନଙ୍କୁ ସରକାରଙ୍କ ପକ୍ଷରୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ଭାରତୀୟ ନାଗରିକଙ୍କ ମଧ୍ୟରେ ଅଧିକାଂଶ…
Read More...

ଧାମନଗର: ବାଜି ମାରିନେଲା ବିଜେଡି

ଧାମନଗର: ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି । ୨୦୧୪ ରେ ୧୧ ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ଏହି ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ପଦ ଓ ୯ କାଉନସିଲର ପଦ ହତେଇଛି ବିଜେଡି ।  ନିକଟମ…
Read More...

ଆଞ୍ଚଳିକ ଭାଷାରେ ୮୦୫୦ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିଲା ଡେଲିହଣ୍ଟ

ନୂଆଦିଲ୍ଲୀ: ଡେଲିହଣ୍ଟ ପ୍ୟାରେଣ୍ଟ୍ କମ୍ପାନୀ ତଥା ସର୍ଟ ଭିଡିଓ ମନୋରଞ୍ଜନ ଆପ୍ ଜୋସ୍ ନିର୍ମାତାଙ୍କୁ ବଡ଼ ସଫଳତା ମିଳିଛି ।  କାନାଡା ପେନସନ୍ ଯୋଜନା ବିନିଯୋଗ ବୋର୍ଡଙ୍କ ନେତୃତ୍ୱରେ ଏକ  ବଡ଼ ସଫଳତା ହାସଲ କରିଛି…
Read More...

ଦେଶରେ ଆଉ ୧ ହଜାର ୮୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଳୀ: ଦେଶରେ ଖସୁଛି ବଢ଼ୁଛି କରୋନା ଗ୍ରାଫ୍‌ । ଲଗାତର ଗତ ଦୁଇ ଦିନ ହେଲା ଦେଶରେ ୧ ହଜାର ତଳେ କରୋନା ମାମଲା ରହିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ହଜାର ୮୬ କରୋନା ନୂଆ…
Read More...

ପାଟଣାରେ ଅଣ ଆବାସିକ କୃଷକ ତାଲିମ ଶିବିର

ପାଟଣା: ପାଟଣା ବ୍ଲକ କୃଷିବିଭାଗ ସଭାଗୃହ ଠାରେ ଦୁଇ ଦିନିଆ ଅଣ ଆବାସିକ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ମୁଖ୍ୟାଳୟ ବଡ଼ପାଟଣା ପଞ୍ଚାୟତର କିଛି ଚାଷୀଙ୍କୁ ଶିବିରରେ ତୈଳବୀଜ ଜାତୀୟ ଫସଲ ଚାଷ…
Read More...

ପଣା ସଂକ୍ରାନ୍ତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ କୁଆପସି ଗ୍ରାମରେ ଆସନ୍ତା ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।…
Read More...

ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ସ୍ଥିତ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ରେ ଅଧ୍ୟୟନରତ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିର ୫…
Read More...

ରାଜନଗର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ; ଭୁଶୁଡ଼ିଲା ଡାକ୍ତରଖାନା ପାଚେରୀ

ପାଟଣା: ମଙ୍ଗଳବାର ଅପରାହ୍ନରେ ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର , ତୁରୁମୁଙ୍ଗା ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରଭାବରେ ଘୂର୍ଣ୍ଣିଝଡ ସହ ସାମାନ୍ୟ ବର୍ଷା ଓ ଘଡଘଡି ଅଞ୍ଚଳକୁ ଥରହର…
Read More...

ସୁଆଣ୍ଡୋରେ ନିର୍ମାଣାଧୀନ ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ନେଇ ଅନୁଧ୍ୟାନ କଲେ ଅଧିକାରୀ

ସୁଆଣ୍ଡୋ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟିରେ ସରକାରଙ୍କ ପକ୍ଷରୁ ନିର୍ମାଣାଧିନ ଐତିହ୍ୟ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀ ମାନେ ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପ ପାଇଁ ପ୍ରାୟ ୧୫ କୋଟି…
Read More...

ସୁନ୍ଦରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତା, ୭ଟି ବ୍ଲକରୁ ୧ ଲକ୍ଷରୁ ଅଧିକ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଚାଷୀଙ୍କଠାରୁ ଧାନ ସଂଗ୍ରହ କାମରେ ନିୟୋଜିତ କରାଯାଇଥିଲା । ଏହି କାମରେ ସାମିଲ ହୋଇ ଜିଲ୍ଲାର ମିଶନ ଶକ୍ତିର ମା’ମାନେ ବିଶେଷ ସଫଳତା…
Read More...

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ଭିଜିଲାନ୍ସ । ଅସାଧୁ ସରାକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଆଜି ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ ଫସିଛନ୍ତି । ଭଞ୍ଜନଗର ଏମଆଇ ଡିଭିଜନର ସହକାରୀ…
Read More...

ଧାମନଗର ଏନଏସିରେ ୧୪୪ ଧାରା ଜାରି

ଧାମନଗର: ଵହୁ ବାଧା ଭିତରେ ସରିଛି ଧାମନଗର ଏନଏସି ନିର୍ବାଚନ । ପ୍ରଥମ ଥର କରି ଧାମନଗର ଏନଏସିରେ 11 ଟି ୱାର୍ଡରେ ନିର୍ବାଚନ ହୋଇଥିଲା । ମାର୍ଚ୍ଚ ୨୪ରେ ନିର୍ବାଚନ ହେଉଥିବା ବେଳେ, ଯୁବକଙ୍କୁ ଛୁରା ମାଡ଼ ହେବା ପରେ…
Read More...

ସମସ୍ୟାର ସମାଧାନ ପାଇଁ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ

ଗୋପାଳପୁର: ବିଭିନ୍ନ ସମସ୍ୟାକୁ ନେଇ ଗୋପାଳପୁର ଅଞ୍ଚଳ ବାସୀଙ୍କ ପକ୍ଷରୁ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସହରରେ ଲାଗିରହିଥିବା ବିଭିନ୍ନ ସମସ୍ୟା ନେଇ ଅଞ୍ଚଳବାସୀ ଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ

ଜମ୍ମୁକାଶ୍ମୀର: ଅବନ୍ତିପୋରାର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ସମ୍ପୃକ୍ତ ଅଞ୍ଚଳରେ…
Read More...

ହୁ ହୁ ହୋଇ ବଢ଼ୁଛି ତୈଳ ଦର, ଆଜି ପୁଣି ବଢ଼ିଲା ୭୫ରୁ ୮୫ ପଇସା

ନୂଆଦିଲ୍ଲୀ: ତୈଳ କମ୍ପାନୀଗୁଡ଼ିକ ଦ୍ବାରା ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇଛି ।  ପେଟ୍ରୋଲ ଲିଟର ପ୍ରତି ୭୫ରୁ ୮୪ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ ଦର ମଧ୍ୟ ୭୫ ରୁ ୮୫ ପଇସା ବୃଦ୍ଧି ପାଇଛି…
Read More...

ଚୀନରେ ୨ ବର୍ଷର ରେକର୍ଡ ଭାଙ୍ଗିଲା କରୋନା; ହସ୍ପିଟାଲରେ ନାହିଁ ଶଯ୍ୟା !

ନୂଆଦିଲ୍ଳୀ: କରୋନା କବଳରେ ପୁଣି ଚୀନ । ଚୀନରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  କରୋନା ସଂକ୍ରମଣ କାରଣରୁ ବର୍ତ୍ତମାନ ଚୀନର ସ୍ଥିତି ଖରାପ ହେବାର ଲାଗିଛି । ଚୀନର ଅଧିକାଂଶ ସ୍ଥାନରେ…
Read More...

ୟୁକ୍ରେନରେ ରୁଷିଆ ସୈନିକଙ୍କ ବର୍ବରତା; ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ କଲେ ହତ୍ୟା

ନୂଆଦିଲ୍ଳୀ: ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ଥମୁନି ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଏବେ ବି ଲଢ଼େଇ ଜାରି ରହିଛି । ଯୁଦ୍ଧରେ ଉଭୟ ଦେଶ ଅନେକ ସୈନିକଙ୍କୁ ହରାଇଥିବା ବେଳେ ବହୁ ସାଧାରଣ ଲୋକଙ୍କ ଜୀବନ ଗଲାଣି । ଏହାରି ଭିତରେ…
Read More...

ରାଜ୍ୟରେ ଆଉ ୧୫ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ ୩ ଅଙ୍କ ତଳେ ରହୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ରାଜ୍ୟରେ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତ…
Read More...

ଦେଶରେ କମୁଛି କରୋନା, ୫୮ଜଣଙ୍କ ଜୀବନ ନେଲା ମହାମାରୀ

ନୂଆଦିଲ୍ଳୀ: ଦେଶରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଦୁଇ ଦିନ ହେଲା ଦେଶରେ ୧ ହଜାର ତଳେ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତକାଲି ୧ ହଜାର ତଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ରୋଷଘର ଚୁଲି ଭାଙ୍ଗିବା ଘଟଣା; ସିଂହଦ୍ବାର ପୁଲିସ କରୁଛି ପଚରାଉଚରା

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା । ସନ୍ଦିଗ୍ଧ ବ୍ୟକ୍ତିକୁ ଧରିବାକୁ ଜୋରଦାର ତଦନ୍ତ କରୁଛି ସିଂହଦ୍ବାର ଥାନା ପୁଲିସ । ଘଟଣାକୁ ନେଇ ଦାୟିତ୍ବରେ ଥିବା ୪ଜଣ ଜଗନ୍ନାଥ ମନ୍ଦିର ପୁଲିସକୁ ସିଂହଦ୍ବାର…
Read More...

ସାଂସଦ ଅପରାଜିତାଙ୍କୁ ବର୍ଷାଙ୍କ ପ୍ରଶ୍ନ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ୍‌ । ଏହି ପ୍ରସଙ୍ଗକୁ ନେଇ ସଂସଦରେ ବିଜେଡି ସାଂସଦ ପିନାକୀ ମିଶ୍ର ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁହାଁମୁହିଁ ହେବା ପରେ ଏବେ…
Read More...

ଖେଳାଳିଙ୍କ ତାଲିମ ପାଇଁ ଖର୍ଚ୍ଚହେବ ୧୯୦ କୋଟି: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତବର୍ଷ ବର୍ମିଂହାମ୍‌ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଚୀନ୍‌ର ହ୍ବାଙ୍ଗ୍‌ଝୌରେ ଏସୀୟ କ୍ରୀଡ଼ା ଆୟୋଜନ ହେବ। ଏଥିପାଇଁ ଭାରତୀୟ ଖେଳାଳିଙ୍କୁ ପ୍ରସ୍ତୁତ କରିବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ୧୯୦…
Read More...

ଡେବ୍ରିଗଡ଼କୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ

ବୁର୍ଲା: ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଡେବ୍ରିଗଡ଼ ଇକୋ ଟୁରିଜମ-ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ରକୁ ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରେକର୍ଡ ୧୬ ହଜାର ପର୍ଯ୍ୟଟକ ଆସିଛନ୍ତି । ଏଥିରୁ ୧ କୋଟି ୫୨ ଲକ୍ଷ ଟଙ୍କାର…
Read More...

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ପୋଷଣ ପକ୍ଷ ପାଳିତ

ନବରଙ୍ଗପୁର; ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ପୋଷଣ ପକ୍ଷ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ଵରୀ ସାହୁ ଉପସ୍ଥିତ ରହି ପୋଷଣ ପକ୍ଷ ଓ ଏହାର ମହତ୍ତ୍ଵ…
Read More...

ଅବକାରୀ ବିଭାଗର ଚଢାଉ,୨ଗିରଫ ଟ୍ରାକ୍ଟର ଜବତ

ନବରଙ୍ଗପୁର: ନବରଙ୍ଗପୁର ଥାନା ବିଜରାଗୁଡାରେ ଜିଲା ଅବାକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।  ବେନିୟମ ଭାବେ ଏକ ଟ୍ରାକ୍ଟରରେ ପରିବହନ କରୁଥିବା ୪,୯୦୫ କିଲୋଗ୍ରାମ ମହୁଲ ଫୁଲ ଜବତ କରାଯାଇଛି । ଟ୍ରାକ୍ଟର ନମ୍ବର…
Read More...

ଆଇନଜୀବୀ ସଂଘ କର୍ମକର୍ତ୍ତ।ଙ୍କର ଶପଥ ଗ୍ରହଣ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲ। ଆଇନଜୀବୀ ସଂଘର ନୂତନ କର୍ମକର୍ତ୍ତ। ମ।ନଙ୍କ ଶପଥ ଗ୍ରହଣ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯ।ଇଛି । ନବରଙ୍ଗପୁର ଜିଲ୍ଲ। ଅଦ।ଲତ ପରିସରରେ ଅନୁଷ୍ଠିତ ଏହି କ।ର୍ଯ୍ୟକ୍ରମରେ ନିର୍ବ।ଚନ…
Read More...

କଲବଲ କରୁଛି ତେଲ; ଆଜି ପୁଣି ବଢ଼ିଲା ୮୦ ପଇସା

ନୂଆଦିଲ୍ଲୀ: କଲବଲ କଲାଣି ତୈଳ ଦର । ଆଜି ପୁଣି ଦେଶରେ ତୈଳ ଦର ବଢ଼ିଛି । ଦେଶର ବିଭିନ୍ନ ସ୍ଥାନରେ ୮୦ ପଇସାରୁ ଊର୍ଦ୍ଧ୍ଵ ବୃଦ୍ଧି ପାଇଛି ତୈଳ ଦର । ଲଗାତର ୧୫ ଦିନରେ ୧୩ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଥିବା…
Read More...

ଧାମନଗର ଏନଏସିର ୬ଟି ବୁଥରେ ସାନି ମତଦାନ

ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞପିତ ଅଞ୍ଚଳ ପରିଷଦ(ଏନଏସି)ର ୬ଟି ବୁଥରେ ଆଜି ସାନି ମତଦାନ ହେବ। ରାଜ୍ୟ ନିର୍ବାଚନ ଆୟୋଗ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି  ଭୋଟ ଗଣତି ପାଇଁ କମିଶନ…
Read More...

ସିଙ୍ଗାରୀ ଓ ଦେବଗିରୀ ସଂରକ୍ଷିତ ଜଙ୍ଗଲରେ ବ୍ୟାପୁଛି ନିଆଁ

କଲମପୁର : ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରାଷ୍ମ ତାପ। ଅସହାୟ ହେଉଛି ଜନ ଜୀବନ। ପାଣି ଟିକକ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଏଭଳି ସ୍ଥିତିରେ କଲମପୁର ଓ ଥୁଆମୁଳ ରାମପୁର ଅଂଚଳରେ ସୋମବାର ସୁଦ୍ଧା ପାରଦ ୪୦ ଡିଗ୍ରୀ…
Read More...

ପଶ୍ଚିମରେ ଅସହ୍ୟ ତାତି

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଜାରି ରହିଛି। ସୋମବାର ୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗୀରରେ ସର୍ବାଧିକ ୪୨.୬ ଓ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।…
Read More...

ମଙ୍ଗଳବାର ରାଶିଫଳ (୦୫/୦୪/୨୦୨୨)

ମେଷ : ଉପୁଜିିଥିବା ସମସ୍ୟାର ସମାଧାନ ହେବ। ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ତ୍ୟାଗଶୀଳ ହେବେ। ମତିମାନ୍‌ ହୋଇପାରନ୍ତି। ମନ ଚଞ୍ଚଳ ରହିବ। କୀର୍ତ୍ତିମାନ୍‌ ଓ ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ। ବୃଷ…
Read More...

ଜୁନ୍ ୧୯ ଓ ୨୬ରେ ସମବାୟ ନିର୍ବାଚନ : ସାମିଲ ହେବେ ୩୦ଲକ୍ଷରୁ ଊର୍ଦ୍ଧ୍ବ ସଭ୍ୟ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ପୂର୍ବରୁ ସରକାର ସମବାୟ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। ସୋମବାର ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ ଲାଗି ତାରିଖ ଘୋଷଣା କରାଯାଇଛି। ରାଜ୍ୟ…
Read More...

ଗୁଲଜାର ଅହମ୍ମଦ ହେବେ କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ : ସଂସଦ ଭଙ୍ଗ କରାଯିବା ପରେ ପାକିସ୍ତାନରେ ଦେଖାଯାଇଥିବା ରାଜନୈତିକ ଅଚଳାବସ୍ଥାରେ ଘଡିକେ ଘୋଡା ଛୁଟୁଛି । ଦେଶର କାମଚଳା ପ୍ରଧାନମନ୍ତ୍ରୀ ପଦ ଲାଗି ପୂର୍ବତନ ମୁଖ୍ୟ ବିଚାରପତି ଗୁଲଜାର ଅହମ୍ମଦଙ୍କ ନାମ…
Read More...

ଶ୍ରୀମନ୍ଦିର ପ୍ରତି ବିପଦ ନାହିଁ; ମୁଖ୍ୟ ସଚିବ

ପୁରୀ : ପରିକ୍ରମା ମାର୍ଗ ନିର୍ମାଣ ଯୋଗୁଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ବିପଦ ନଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଅନଧିକାର ନିର୍ମାଣ ଅଭିଯୋଗ ସମ୍ପର୍କରେ ପଚାରିବାରୁ ସେ କହିଲେ କୌଣସି…
Read More...

ଥାନା ହାଜତରୁ ୨ ଫେରାର ଅଭିଯୁକ୍ତ ଗିରଫ

ସମ୍ବଲପୁର :  ସମ୍ବଲପୁରର ସ୍ପର୍ଶକାତର ଥାନା ଧନୁପାଲି ଥାନାରୁ ଗତ ୨୮ ତାରିଖ ସକାଳ ସମୟରେ ଡିଜେଲ ଚୋରି ଅଭିଯୋଗରେ ଥାନା ହାଜତରେ ଥିବା ସମୟରେ ଫେରାର ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ…
Read More...

ବିଶ୍ବର ୧ନଂ ମାନ୍ୟତା ପାଇଲେ ସ୍ବିଆଟେକ୍‌

ମିଆମି (ଆମେରିକା) : ଚଳିତବର୍ଷ ତାଙ୍କର ଚମତ୍କାର ଫର୍ମ ଜାରି ରଖିଛନ୍ତି ପୋଲାଣ୍ଡର ମହିଳା ଟେନିସ ଖେଳାଳି ଇଗା ସ୍ବିଆଟେକ୍‌। ୨୦ ବର୍ଷ ବୟସ୍କା ସ୍ବିଆଟେକ୍‌ ମିଆମି ଓପନ୍‌ରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍ ହୋଇଛନ୍ତି।…
Read More...

ପୂର୍ବତଟ ରେଳବାଇ ଶ୍ରମିକ ସଂଘର ବୈଠକ

ସମ୍ବଲପୁର :  ପୂର୍ବତଟ ରେଳବାଇ ଶ୍ରମିକ ସଂଘର କାର୍ଯ୍ୟକାରୀ କମିଟି ଓ ସାଧାରଣ ପରିଷଦ ବୈଠକ ସମ୍ବଲପୁରସ୍ଥିତ ରେଳବାଇ କମ୍ୟୁନିଟି କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ଆୟୋଜିତ ଏହି ବୈଠକରେ ରେଳ କର୍ମଚାରୀ…
Read More...

ଗାଙ୍ଗପୁର ଆଇଆଇସି ମୃତ୍ୟୁ ଘଟଣା : ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

କଟକ : ସର୍ଭିସ୍ ପିସ୍ତଲରୁ ଗୁଳି ଫୁଟି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ପୁଲିସ ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟଣାକୁ ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଛି। ଉକ୍ତ ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା…
Read More...

ଗୋରଖପୁର ମନ୍ଦିରରେ ବଳପୂର୍ବକ ପ୍ରବେଶ ଉଦ୍ୟମ : ଆଇଆଇଟି ଉତ୍ତୀର୍ଣ୍ଣ ମୁର୍ତାଜା ଗିରଫ

ଗୋରଖପୁର :  ଦୁଇ ପୁଲିସ କନ୍‌ଷ୍ଟେବଳଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ରବିବାର ରାତିରେ ଗୋରଖପୁର ମନ୍ଦିରରେ ପ୍ରବେଶ ଉଦ୍ୟମ କରୁଥିବା ୨୯ବର୍ଷୀୟ ଅହମ୍ମଦ ମୁର୍ତାଜା ଆବାସୀକୁ ପୁଲିସ ସୋମବାର ଗିରଫ କରିଛି। ତା’…
Read More...

ଦଙ୍ଗାରୁ ଶିଶୁକୁ ବଞ୍ଚାଇଲେ କନଷ୍ଟେବଳ

ଜୟପୁର : ରାଜସ୍ଥାନର କାରାଉଲିଠାରେ ଶନିବାର ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗକ୍ରମେ ପୁଲିସ ୪୬ଜଣଙ୍କୁ ଗିରଫ କରିଥିବାବେଳେ ୭ଜଣଙ୍କୁ ଅଟକ ରଖିଛି; କିନ୍ତୁ ଏହି ଘଟଣାରୁ ଏକ ପ୍ରଶଂସନୀୟ ଖବର…
Read More...

ଲକ୍ଷ୍ନୌର ୨ୟ ବିଜୟ ; ସନ୍‌ରାଇଜର୍ସର ୨ୟ ପରାଜୟ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ୩ୟ ମ୍ୟାଚ୍‌ରେ ୨ୟ ବିଜୟ ହାସଲ କରିଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ । ସୋମବାର ସନ୍‌ରାଇଜର୍ସ ହାଇଦରବାଦକୁ ୧୨ ରନ୍‌ରେ ଲକ୍ଷ୍ନୌ ପରାସ୍ତ କରିଛି। କେ.ଏଲ୍‌. ରାହୁଲ ଓ ଦୀପକ ହୁଡାଙ୍କ…
Read More...

ଚନ୍ଦ୍ରଗିରିରେ ଓଡ଼ିଶା ଡ୍ରାଇଭର ମହାସଂଘର ବୈଠକ

ମୋହନା :  ଗଜପତି ଜିଲ୍ଲା ଚନ୍ଦ୍ରଗିରି ହାଟପଦାଠାରେ ଓଡ଼ିଶା ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲା ଡ୍ରାଇଭର ସଂଘର ସଦସ୍ୟ ମାନେ ଯୋଗ ଦେଇଥିଲେ। କରୋନା ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର…
Read More...

ତିନି ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସହପାଠୀ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବାର୍ କାଉନସିଲ କାର୍ଯ୍ୟାଳୟ ଠାରେ ସୋମବାର ବଳରାମ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି । ୧୯୮୩ ମସିହାରେ ଅତାବିରା ଉଚ୍ଚ ବିଦ୍ୟାଳୟରେ ପଢୁଥିବା…
Read More...

ଫିଟ୍‌ ଇଣ୍ଡିଆ କୁଇଜ୍‌ : ଓଡ଼ିଶାରୁ ଏନଟିପିସି ଡିଏଭି ପବ୍ଲିକ୍‌ ସ୍କୁଲର କନିଷ୍କ ଓ ହ୍ଵିପ୍‌ କୁମାର ବିଜୟୀ

ନୂଆଦିଲ୍ଲୀ : ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ରାଉଣ୍ଡର ୩୬ ଜଣ ବିଜେତାମାନଙ୍କୁ ଚୟନ କରାଯାଇଛି। ଏହି ବିଜେତାମାନେ ପରବର୍ତ୍ତୀ ଜାତୀୟ ରାଉଣ୍ଡରେ ନିଜ ନିଜ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ବ…
Read More...

ପ୍ରସାରଣ ସେବା ପୋର୍ଟାଲ ଉନ୍ମୋଚନ କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ

ପୋର୍ଟାଲରେ ୯୦୦ରୁ ଅଧିକ ସାଟେଲାଇଟ୍‌ ଟିଭି ଚ୍ୟାନେଲ, ୭୦ରୁ ଅଧିକ ଟେଲିପୋର୍ଟ ପରିଚାଳକ, ୧୭୫୦ରୁ ଅଧିକ ବହୁମୁଖି-ସେବା ପରିଚାଳକ, ୩୫୦ରୁ ଅଧିକ ଗୋଷ୍ଠୀ ବେତାର କେନ୍ଦ୍ର (ସିଆରଏସ), ୩୮୦ରୁ ଅଧିକ ଘରୋଇ ଏଫଏମ ଚ୍ୟାନେଲ…
Read More...

ଗଣମାଧ୍ୟମର ପ୍ରଭାବ : ଡ଼ଙ୍ଗାଡିହା ବଙ୍ଗାଳି ସାହିରେ ଖୋଳାହେଲା ନଳକୂପ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଡ଼ଙ୍ଗାଡିହା ଗ୍ରାମର ବଙ୍ଗାଳି ସାହିରେ ଦୀର୍ଘ ଦିନର ଦାବି ଓ ଗଣମାଧ୍ୟମର ପ୍ରଭାବ ଫଳରେ ସୋମବାର ନଳକୂପ ଖୋଲାଯାଇଛି । ମଙ୍ଗଳବାର ଆଉ ଗୋଟିଏ ନଳକୂପ ଖୋଲାଯିବ…
Read More...

ନୀଳଗିରିରେ ମହାଦୁର୍ନୀତି ଅଭିଯୋଗ; ମିଛି ବିଲ୍‌ କରି ଖାଇଗଲେ ଅଧକୋଟିରୁ ଊର୍ଦ୍ଧ୍ୱ ଟଙ୍କା

ନୀଳଗିରି: ନା ମାଟି ଝୁଡ଼ିଏ ପଡ଼ିଛି, ନା ଲାଗିଛି ପ୍ରକଳ୍ପର ଫଳକ । ସରକାରୀ କାଗଜପତ୍ରରେ ପ୍ରକଳ୍ପର ନାଁ ସଂଯୋଗ କରାଯାଇ ପ୍ରସ୍ତୁତ ହୋଇଛି ମିଥ୍ୟା ବିଲ୍ । ନେତା, ଠିକାଦାର, ଦଲାଲ ଓ ଯନ୍ତ୍ରୀ ସଲାସୁତରା ହୋଇ ଆତ୍ମସାତ୍…
Read More...

ଶ୍ରୀମନ୍ଦିର ରୋଷଘରେ ଚୁଲିଭଙ୍ଗା ଘଟଣା; ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର

ପୁରୀ: ଶ୍ରୀମନ୍ଦିର ରୋଷଘରେ ଚୁଲିଭଙ୍ଗା ଘଟଣାକୁ ନେଇ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍‌ ମାଧ୍ୟମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାକୁ ନେଇ ଦୁଃଖ ପ୍ରକାଶ…
Read More...

ଥାନାରେ ପହଞ୍ଚିଲା ଚୁଲି ଭଙ୍ଗା ମାମଲା

ପୁରୀ: ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା । ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏତଲାରେ ଅଭିଯୁକ୍ତକୁ ଧରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏନେଇ ପୁରୀ…
Read More...

ଅଣାୟତ୍ତ ତୈଳ ଦର, ହନ୍ତସନ୍ତ ଗ୍ରାହକ

ନୂଆଦିଲ୍ଳୀ: କ୍ରମାଗତ ଭାବେ ଦେଶରେ ବଢ଼ିଚାଲିଛି ତୈଳ ଦର । ଆଜି ପୁଣି ଲଗାତର ୧୪ ଦିନରେ ୧୨ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ବିଭିନ୍ନ ସ୍ଥାନରେ ୪୦ରୁ ୮୪ ପଇସା ଯାଏଁ ତୈଳ ଦର ବୃଦ୍ଧି କରିଛନ୍ତି ତୈଳ…
Read More...

ଆଠଗଡ ସହରରେ କେବେ ଦୂର ହେବ ପାନୀୟ ଜଳ ସମସ୍ୟା ?

ଆଠଗଡ: ଦୀର୍ଘ ଦିନ ହେବ ଆଠଗଡ ସହରର ଅଧିକାଂଶ ଅଞ୍ଚଳରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା କେବେ ଦୂର ହେବ ତାକୁ ନେଇ ସହରବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସହରର ରାଜବାଟୀ ନଗର, ଅଶୋକନଗର, ମୈତ୍ରୀନଗର,…
Read More...

୧୧ଜଣ ତାଇକୋଣ୍ଡୋ ଖେଳାଳିଙ୍କୁ ବ୍ଲାକ୍‍ବେଲ୍ଟ ପ୍ରଦାନ

ଆଠଗଡ: ଆଠଗଡରେ ପ୍ରତିଷ୍ଠିତ କଟକ ଆସୋସିଏସନ ପକ୍ଷରୁ ସମସରପୁର  କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ଉତ୍ସବରେ ୧୧ଜଣ ତାଇକୋଣ୍ଡୋ ଖେଳାଳିଙ୍କୁ ଦକ୍ଷିଣ କୋରିଆରୁ ମିଳିଥିବା ବ୍ଲାକ୍‍ବେଲ୍ଟ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।…
Read More...

ନବରାଜ୍ୟ ମଧୁବଶ୍ୟ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟୁକଟା ଗ୍ରାମର ଗଣେଷ ମନ୍ଦିର ପ୍ରାଙ୍ଗଣରେ ନବରାଜ୍ୟ ମଧୁବୈଶ୍ୟ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଧୁବଶ୍ୟ ସମାଜର ସଭାପତି ମାଧବ ଚନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ…
Read More...

ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସଂଗଠନ ବୈଠକ

ଚୌଦ୍ୱାର: ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ପୁଲିସ୍ କର୍ମଚାରୀ ମାନଙ୍କର ଏକ ବୈଠକ ଆଗ୍ରାହାଟ ସ୍ଥିତ ଐତିହାସିକ ବୈଦ୍ୟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଅବସରପ୍ରାପ୍ତ କାମାଣ୍ଡାଣ୍ଟ ଶୈଳେନ୍ଦ୍ର…
Read More...