ପୌରାଧ୍ୟକ୍ଷାଙ୍କ ପରିମଳ ବ୍ୟବସ୍ଥା ଅନୁଧ୍ୟାନ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକାର ନବ ନିର୍ବାଚିତ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ପରିମଳ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ୬,୭ ଓ ୮ ନମ୍ବର ୱାର୍ଡର ବିଭିନ୍ନ…
Read More...

ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୧ ନମ୍ବର ୱାର୍ଡସ୍ଥିତ ଆମ୍ବିସନ୍ କ୍ଲବ୍ ଆନୁକୂଲ୍ୟରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସତ୍ୟବତୀ ଦାସ ଉଦ୍‌ଘାଟନ କରିଥିଲେ । ସାରାଦିନ…
Read More...

ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ଗୁରୁଡିଝାଟିଆ: ମାଧବପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମୀତା ମହାପାତ୍ର ମୁଖ୍ୟ ଅତିଥି ଭାବରେ…
Read More...

ଟ୍ୟାଙ୍କର ଧକ୍କାରେ ବୃଦ୍ଧ ଗୁରୁତର, ଚାଳକ ଗିରଫ

ସମ୍ବଲପୁର: ସମ୍ବଲପୁରର ବ୍ୟସ୍ତବହୁଳ ଧନୁପାଲି ଛକ ଠାରେ ରବିବାର ସକାଳ ସମୟରେ ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁଯାୟୀ, ସକାଳ ପ୍ରାୟ ୭ଟା ସମୟରେ କଟକ ପଟରୁ ଏକ ତେଲ ବୋଝେଇ…
Read More...

ଟ୍ୟାଙ୍କର ଧକ୍କାରେ ବୃଦ୍ଧ ଗୁରୁତର, ଚାଳକ ଗିରଫ

ସମ୍ବଲପୁର: ସମ୍ବଲପୁରର ବ୍ୟସ୍ତବହୁଳ ଧନୁପାଲି ଛକ ଠାରେ ରବିବାର ସକାଳ ସମୟରେ ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁଯାୟୀ, ସକାଳ ପ୍ରାୟ ୭ଟା ସମୟରେ କଟକ ପଟରୁ ଏକ ତେଲ ବୋଝେଇ…
Read More...

୫୭ତମ ଜିଲାସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ

ସମ୍ବଲପୁର: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ୫୭ତମ ସମ୍ବଲପୁର ଜିଲାସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି । ବିଭିନ୍ନ କ୍ଲବ ଓ ବିଦ୍ୟାଳୟର ୭ଶହରୁ ଊର୍ଦ୍ଧ୍ୱ କ୍ରୀଡାବିତ, ମହିଳା,…
Read More...

ରାଶିଫଳ ୦୪/୦୪/୨୦୨୨ (ସୋମବାର)

ମେଷ: ଧନବାନ୍‌ ଓ ଅପାର ଗୁଣର ଅଧିକାରୀ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲି-ମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ। ରଣାଙ୍ଗନରେ ପାରଙ୍ଗମ ହେବେ। ସୁସ୍ଥ ଓ ନିରାମୟ ରହିବେ। ବୃଷ: ଧାର୍ମିକ ପ୍ରକୃତିର…
Read More...

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି: ଇଂଲଣ୍ଡକୁ୪-୩ରେ ହରାଇଲା ଭାରତ

ଭୁବନେଶ୍ବର: ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି ୨୦୨୧-୨୨ରେ ଇଂଲଣ୍ଡ ବିପକ୍ଷରେ ଭାରତ ଅପରାଜୟ ରହିଛି। କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ସନ୍ଧ୍ୟାରେ ୨ୟ ମ୍ୟାଚରେ ଭାରତ ୪-୩ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି…
Read More...

ପଞ୍ଜାବ ବିଜୟୀ; ଚେନ୍ନଇର ହାଟ୍ରିକ୍‌ ପରାଜୟ

ମୁମ୍ବଇ: ଚଳିତ ଆଇପିଏଲ୍‌ରେ କ୍ରମାଗତ ୩ୟ ପରାଜୟ ଭୋଗି ପଏଣ୍ଟ ଖାତା ଖୋଲି ପାରିନାହିଁ ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)। ରବିବାର ସାମୂହିକ ବ୍ୟାଟିଂ ବିଫଳତା ଭୋଗି ପଞ୍ଜାବ କିଙ୍ଗ୍‌ସଠାରୁ ୫୪…
Read More...

ଜାତୀୟ ଫେଡେରେସନ କପ୍‌ ଦୌଡ଼କୁଦ; ୧୦୦ମିଟରରେ ସ୍ବର୍ଣ୍ଣ ଜିତିଲେ ଦୂତି

କଟକ: କେରଳର କାଲିକଟ୍‌ ବିଶ୍ବବିଦ୍ୟାଳୟରେ ଚାଲିଥିବା ୨୫ତମ ଜାତୀୟ ଫେଡେରେସନ କପ୍‌ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରବିବାର…
Read More...

ଏଫ୍‌ଆଇଏଚ୍‌ କନିଷ୍ଠ ମହିଳା ହକି ବିଶ୍ବକପ

ପୋଚେଫ୍‌ଷ୍ଟ୍ରୁମ: ଏଫ୍‌ଆଇଏଚ୍‌ କନିଷ୍ଠ ମହିଳା ହକି ବିଶ୍ବକପର କ୍ବାର୍ଟରଫାଇନାଲରେ ଭାରତ ପ୍ରବେଶ କରିଛି। ପ୍ରତିଯୋଗିତାରେ ରବିବାର ପୁଲ୍‌ ‘ଡି’ର ୨ୟ ଲିଗ୍‌ ମ୍ୟାଚ ଖେଳା ଯାଇଥିଲା। ଏଥିରେ ଭାରତ ୨-୧ ଗୋଲରେ…
Read More...

ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର: ଏଣେ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଏହା ଭିତରେ ଆସୁଛି ପୁଣି ଏକ ଲଘୁଚାପ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଅନୁଯାୟୀ ଆଜି ପୁଣିଥରେ ଟିଟିଲାଗଡ଼ ୪୧.୬ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ…
Read More...

ପାକିସ୍ତାନ ସଂସଦ ଭାଙ୍ଗିଲା

ଇସଲାମାବାଦ: ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ଅଚଳାବସ୍ଥା ରବିବାର ଏକ ଭିନ୍ନ ମୋଡ଼ ନେଇଛି। ଇମ୍ରାନ୍‌ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟଦାନ ପୂର୍ବରୁ ଖୋଦ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌…
Read More...

ସାମ୍ବାଦିକଙ୍କ ଉପରୁ ହଟୁନି କରୋନା କଟକଣା

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ସହ ଜୀବନଜୀବିକା ସ୍ୱାଭାବିକ ହେବା ପରେ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍ କଟକଣାକୁ ହଟାଇ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡ୍…
Read More...

ପରିବର୍ତ୍ତନ ହେବ ପୌର ନିର୍ବାଚନ ନିୟମ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ନିୟମରେ ଯେଭଳି ସଂଶୋଧନ ଅଣାଯାଇଥିଲା ଠିକ୍ ଅନୁରୂପ ଭାବେ ପୌରାଞ୍ଚଳ ଉପାଧ୍ୟକ୍ଷ ଏବଂ ଡେପୁଟି ମେୟର ନିର୍ବାଚନ ପାଇଁ ଲାଗୁ ହେବ। ଏନେଇ ନଗର…
Read More...

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା; ମିଳୁନି ​ଚିପ୍‌, ଖୋଲୁନି ଗୁମର

କଟକ/ଚାନ୍ଦବାଲି: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା​‌େ​‌ର ଅନେକ ସତ ସାମ୍ନାକୁ ଆସିଛି। ହେଲେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିପାରିନି ତଦନ୍ତକାରୀ ସଂସ୍ଥା। ହତ୍ୟାକାଣ୍ଡର କାରଣ କୁହାଯାଉଥିବା ମୋମୋରି…
Read More...

ପରିବେଶ ସୁରକ୍ଷା ଚିନ୍ତା; ତାପଜ ବିଦ୍ୟୁତ୍ ପ୍ଲାଣ୍ଟରେ ଲାଗିବ ପ୍ରତିବନ୍ଧକ

ଭୁବନେଶ୍ବର: ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ କଳକାରଖାନାମାନ ଗଢ଼ି ଉଠୁଛି। ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ବାୟୁମଣ୍ଡଳର ଓଜନସ୍ତର ଉପରେ ପ୍ରଭାବ ପକାଉଛି। ଏହାଦ୍ବାରା…
Read More...

ବିବାହ ବିଚ୍ଛେଦ ମାମଲାରେ ଅଦାଲତ ରାୟ; ପତ୍ନୀ ଦେବେ ଭରଣପୋଷଣ ଅର୍ଥ

ମୁମ୍ବଇ: ସାଧାରଣତଃ ବିବାହ ବିଚ୍ଛେଦ କ୍ଷେତ୍ରରେ ସ୍ବାମୀ ହିଁ ସ୍ତ୍ରୀକୁ ଭରଣପୋଷଣ ବାବଦରେ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରିଥାଏ। କିନ୍ତୁ ନିକଟରେ ମହାରାଷ୍ଟ୍ରର ନାନ୍ଦେଡ୍‌ ଜିଲାର ଏକ ବିବାହ ବିଚ୍ଛେଦ ମାମଲାର…
Read More...

ନୀଳାଦ୍ରି ଭୂଷଣଙ୍କୁ ସତ୍ୟବାଦୀ ସାରସ୍ୱତ ସମ୍ମାନ-୨୦୨୧

କଟକ: ଆଜି ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରଳା ଭବନରେ ଏହି ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଏହି ଉତ୍ସବରେ ମୁଖ୍ୟ ଅତିଥି…
Read More...

ବେଲଗାମ ପେଟ୍ରୋଲ ଡିଜେଲ ଦାମ୍‌, ଆଜି ପୁଣି ବଢ଼ିଲା ଦର

ଭୁବନେଶ୍ବର: ଆଜି ପୁଣି ଦେଶରେ ବଢ଼ିଲା ତୈଳ ଦର । ଲଗାତର ୧୩ ଦିନରେ ୧୧ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ବିଭିନ୍ନ ସ୍ଥାନରେ ୮୦ରୁ ଊର୍ଦ୍ଧ୍ଵ ପଇସା ତୈଳ ଦର ବୃଦ୍ଧି ପାଇଥିବା ବେଳେ ଗ୍ରାହକ ହନ୍ତସନ୍ତ…
Read More...

ଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଓ ପ୍ରାକ୍ତନ ଛାତ୍ରଙ୍କ ଭାବ ବିନିମୟ କାର୍ଯ୍ୟକ୍ରମ

ବିରିଡି (ଜଗତସିଂହପୁର) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଅଳକା ଉଚ୍ଚ ବିଦ୍ୟାଳୟରେ ଶନିବାର ଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଓ ପ୍ରାକ୍ତନ ଛାତ୍ରଙ୍କ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ମିଛ କହିବି ପୁଣି ବାଢ଼ିଲେ ଦୃଢ଼ୋକ୍ତି; ଶୁଣାଇଲେ ଲୋକଙ୍କୁ କଙ୍କଡ଼ା ଉପାଖ୍ୟାନ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ଲୋକସଭାରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବିବାଦୀୟ ବୟାନ ପ୍ରସଙ୍ଗ । ଘଟଣାକୁ ନେଇ ଆଜି ପିନାକୀ ପ୍ରତିକ୍ରିୟା ରଖିବା ସହ ସଫେଇ ଦେଇଛନ୍ତି । ସେ…
Read More...

ଭାରତ-ନେପାଳ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ନେଇ ଆଲୋଚନା

ନୂଆଦିଲ୍ଲୀ :  ଭାରତ ଗସ୍ତରେ ଆସିଥିବା ନେପାଳର ପ୍ରଧାନମନ୍ତ୍ରୀ ଶେର୍‍ ବାହାଦୂର ଦେଓବାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭାରତ-ନେପାଳ ସଂପର୍କକୁ ନୂଆ ଶିଖରକୁ…
Read More...

ରୁଷ ପରେ ଭାରତକୁ ଆମେରିକାର ବଡ଼ ଅଫର, ସୁଲଭ ମୂଲ୍ୟରେ ଅଶୋଧିତ ତୈଳ ଯୋଗାଇବ ଆମେରିକା

ନୂଆଦିଲ୍ଲୀ: ​ରୁଷ ପରେ ଭାରତକୁ ସୁଲଭ ମୂଲ୍ୟରେ ତୈଳ କ୍ରୟ ପାଇଁ ଆମେରିକା ପ୍ରସ୍ତାବ ଦେଇଛି । ଅଶୋଧିତ ତୈଳ କ୍ରୟ ଉପରେ ରୁଷ ବ୍ୟାରେଲ ପିଛା ୩୫ ଡଲାର ରିହାତି ଅଫର ଦେଇଥିବା ବେଳେ ବର୍ତ୍ତମାନ ଆମେରିକା ଭାରତକୁ ୧୮…
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କ ବଦାନ୍ୟତା ; ଦିବ୍ୟାଙ୍ଗଙ୍କୁ ଦେଲେ ୩୦ଟି ଟ୍ରାଇ ମୋଟର ସାଇକଲ

କୁଆଁପାଳ : ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ୩୦ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ମୋଟର ସାଇକଲ ଉପହାର ଦେଇଛନ୍ତି । ଉତ୍କଳ ଦିବସ ଅବସରରେ ମାହାଙ୍ଗା…
Read More...

ବିଶ୍ବ ଅଟିଜିମ ସଚେତନତା ଦିବସ

ପ୍ରତିବର୍ଷ ଏପ୍ରିଲ ମାସ ୨ ତାରିଖରେ ବିଶ୍ବ ଅଟିଜିମ ସଚେତନତା ଦିବସ ପାଳନ କରାଯାଏ। ଆମ ଦେଶରେ ପ୍ରାୟ ୫୦ ଲକ୍ଷ ପିଲା ଅଟିଜିମ ରୋଗ ଦ୍ବାରା ପ୍ରଭାବିତ। ଭାରତରେ ଅଟିଜିମ ରୋଗର ଲକ୍ଷଣ ଓ ଚିକିତ୍ସ୍ୟା ସମ୍ବନ୍ଧରେ ଘୋର…
Read More...

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ଚାଲିଛି ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ନିୟନ୍ତ୍ରୀତ ବଜାର କମିଟିର ଇନିସପେକ୍ଟର ତଥା ସମବାୟ ସମିତି ସମ୍ପାଦକ ବନମାଳି…
Read More...

୧୨୬୦ ନୂଆ ସଂକ୍ରମିତ ଚିହ୍ନଟ : ଆରୋଗ୍ୟ ହାର ୯୮.୭୬%

ନୂଆଦିଲ୍ଲୀ :  ଦେଶରେ ମଧ୍ୟ କରୋନା ସଂକ୍ରମଣ କମିବାରେ ଲାଗିଛି। ଦିନକରେ ଆଉ ୧,୨୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୨୭,୩୫କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ ୨୪…
Read More...

ବାମଣ୍ଡାଗଡ ଡାକଘରୁ ଜମାକାରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗ

କୁଚିଣ୍ଡା: କୁଚିଣ୍ଡା ଥାନା ଡିମିରିମୁଣ୍ଡା ଗ୍ରାମପଞ୍ଚାୟତ ବାମଣ୍ଡାଗଡ ପୋଷ୍ଟଅଫିସରରେ ଅବସ୍ଥାପିତ ଜନୈକ କର୍ମଚାରୀ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ପୋଷ୍ଟଅଫିସରେ ଜମା କରିବା ପରିବର୍ତ୍ତେ ଆତ୍ମସାତ କରିଥିବା ଗୁରୁତର…
Read More...

ସ୍ଥାପନ ହେବ ବିଜୁ ଆଦର୍ଶ କଲୋନୀ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଜାଗା ମିଶନ / ବିଜୁ ଆଦର୍ଶ କଲୋନୀ ଯୋଜନା ଅର୍ନ୍ତଗତ ତୃତୀୟ ପର୍ଯ୍ୟାୟରେ ୭୬ ଟି କାର୍ଯାଦେଶ ପ୍ରଦାନ କରାଯାଇଛି । ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲାପାଳ…
Read More...

ବୌଦ୍ଧରେ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ଜିଲା ପୁଲିସ ଓ ୫ମ ଆଇଆରବି ବାଟାଲିୟନ ପକ୍ଷରୁ ମିଳିତ ଭାବେ ୮୭ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବଲାସିଙ୍ଗା ସ୍ଥିତ ୫ମ ଆଇଆରବି ବାଟାଲିୟନ ପଡିଆ ଠାରେ ଏହି ମହା ସମାରୋହରେ ଅନୁଷ୍ଠିତ…
Read More...

୨୨ ଜିଲ୍ଲା କରୋନାମୁକ୍ତ ; ୪୦ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଦିନକରେ ଆଉ ଆଉ ୪୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୭୦୧ରେ…
Read More...

ବିଦ୍ୟାଳୟରେ ବ୍ୟାପୁଛି ଝାଡ଼ାବାନ୍ତି; ଆକ୍ରାନ୍ତଙ୍କୁ ଚିକିତ୍ସାଳୟରେ ଭେଟିଲେ ଉପଜିଲ୍ଲାପାଳ

କଲମପୁର: ଗୁରୁବାର  ୨୬ ଜଣ ଛାତ୍ରୀ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଇ ସୁସ୍ଥ ହୋଇଥିବା ବେଳେ ପୁଣି ୧୨ ଜଣ ଛାତ୍ରୀ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଅନୁପମା ପୁଝାରୀ, ସାବିତ୍ରୀ…
Read More...

ଇସ୍ତଫା ଦେଲେ ଅଭିନେତା ୱିଲ୍‌ ସ୍ମି‌ଥ୍‌

ନୂଆଦିଲ୍ଲୀ: ଇସ୍ତଫା ଦେଲେ ଆମେରିକୀୟ ଅଭିନେତା ୱିଲ୍‌ ସ୍ମି‌ଥ୍‌ । ଏକାଡେମୀ ଅଫ ମୋସନ୍‌ ପିକଚର୍‌ ଆର୍ଟ୍ସ ଆଣ୍ଡ ସାଇନ୍ସ ସଦସ୍ୟରୁ ୱିଲ୍‌ ସ୍ମି‌ଥ୍‌ ଇସ୍ତଫା ଦେଇଥିବା ଜଣାପଡ଼ିଛି । ପୂର୍ବରୁ ଓସ୍କାର ଉତ୍ସବରେ ହାସ୍ୟ…
Read More...

ଦିନିକିଆ ରିମାଣ୍ଡରେ ଜୟବ୍ରତ ଦେ : ଘରୁ ମିଳିଲା ଦେଶୀ ପିସ୍ତଲ ଓ ଗୁଳି

ସମ୍ବଲପୁର : ସମ୍ବଲପୁରର ବହୁଚର୍ଚ୍ଚିତ ଜୟବ୍ରତ ଦେ ମାମଲା ରେ ଘଡିକେ ଘୋଡା ଛୁଟୁଛି । ବିଗତ ୨୩ ତାରିଖରେ ଧନୁପାଲି ଥାନାରେ ଆଇ.କେ. କନଷ୍ଟ୍ରକସନର ମାଲିକ ଇଫତିକାର ଖାନଙ୍କୁ ସାକ୍ଷୀପଡା ନିବାସୀ ଜୟବ୍ରତ ଦେ ଓ ତାଙ୍କର…
Read More...

ଛତ୍ରପୁରରେ ହାଇଡ୍ରାମା; ୧୨ ସମିତି ସଭ୍ୟଙ୍କୁ ତାଲା ପକାଇଲା ପୁଲିସ

ଛତ୍ରପୁର: ଛତ୍ରପୁର ବ୍ଲକ ଅଧଃକ୍ଷ ସାନି ନିର୍ବାଚନକୁ ନେଇ ପୁଣି ଥରେ ହାଇଡ୍ରମା ଦେଖିବାକୁ ମିଳିଛି । ଆଜ୍ଞାତବାସରେ ଥିବା ୧୨ଜଣ  ସମିତିସଭ୍ୟଙ୍କୁ ହୋଟେଲରେ ଅଟକ ରଖିଛି ପୁଲିସ । ହୋଟେଲ ଥାଇ ଭିଡିଓ କରି ଅଭିଯୋଗ…
Read More...

ଜମାଟଙ୍କା ଫେରସ୍ତ ଦାବିରେ ସାହାରା ଅଫିସ୍ ଘେରାଉ

ଚୌଦ୍ୱାର : ଦୀର୍ଘଦିନ ଧରି ସଞ୍ଚିିତ ଜମାରାଶି ଫେରି ନ ପାଇବାରୁ ଚୌଦ୍ୱାରସ୍ଥିତ ସାହାରା ଇଣ୍ଡିଆ ଅଫିସ୍ ଭିତରେ ମ୍ୟାନେଜରଙ୍କୁ  ଶତାଧିକ ଜମାକାରୀ ଓ ସାହାରା ଏଜେଣ୍ଟ ଘେରିଥିଲେ । ସୂଚନା ଅନୁଯାୟୀ ୨୦୧୮ ମସିହାରୁ ଆଜି…
Read More...

ବେଲଗାମ ତେଲ ଦର, ଅସନ୍ତୋଷ ଜାହିର କଲେ ଖାଉଟି

ନୂଆଦିଲ୍ଲୀ: ଅନିୟନ୍ତ୍ରିତ ତୈଳ ଦର । ଆଜି ପୁଣି ତୈଳ ବଜାରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍‌ । କ୍ରମାଗତ ଭାବେ ୧୨ ଦିନରେ ୧୧ ଥର ତେଲ ଦର ବଢ଼ାଇଲେଣି ତୈଳ କମ୍ପାନୀ । ଦେଶର ବିଭିନ୍ନ ସ୍ଥାନରେ ଆଜି ୮୦ରୁ ୮୫ ପଇସା…
Read More...

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି

କଲମ୍ବୋ: ଶ୍ରୀଲଙ୍କାରେ ଲାଗୁ ହୋଇଛି ଜରୁରୀକାଳୀନ ପରିସ୍ଥିତି । ଦେଶରେ ଖାଦ୍ୟାଭାବ ସହ ବିଭିନ୍ନ ନିତ୍ୟବ୍ୟବହାର ଜିନିଷର ଦରଦାମ୍‌ ଅହେତୁକ ବୃଦ୍ଧି ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ଗତକାଲି…
Read More...

ଛତିଶଗଡ଼ ସୀମାରେ ଏକାଧିକ ଶିଳ୍ପ ଫାଇଦାରେ ପଡ଼ିଶା ; ବୋଝ ବୋହୁଛି ଓଡ଼ିଶା

ଝାରସୁଗୁଡ଼ା : ଛତିିଶଗଡ଼ ସରକାର ଓଡ଼ିଶା ସୀମାରେ ଏକାଧିକ ଶିଳ୍ପ କାରଖାନା ପ୍ରତିଷ୍ଠା କରିଛନ୍ତି। ସୀମାନ୍ତକୁ ଲାଗି ରହିିଥିବା ଝାରସୁଗୁଡ଼ା ଜିଲାର ଲଖନପୁର ବ୍ଲକ ବାସିନ୍ଦା ଏସବୁ କାରଖାନା ଯୋଗୁଁ ପ୍ରଦୂଷଣଜନିତ…
Read More...

ଆସନ୍ତାକାଲି ଗୋପବନ୍ଧୁଙ୍କ ସତ୍ୟବାଦୀର ବାର୍ଷିକ ଉତ୍ସବ

କଟକ : ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ବାର୍ଷିକ ସମାରୋହ ଏପ୍ରିଲ ୩ ତାରିଖ, ରବିବାର ବିଜୁ ପଟ୍ଟନାୟକ ଛକ ସ୍ଥିତ ‘ସାରଳା ଭବନ’ରେ ପୂର୍ବାହ୍ଣ ସାଢ଼େ ୧୦ଟାରେ ଅନୁଷ୍ଠିତ ହେବ। ବିଶିଷ୍ଟ ସାମ୍ବାଦିକ ଓ…
Read More...

ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି : କଳିଙ୍ଗରେ ଭାରତ-ଇଂଲଣ୍ଡ ମୁକାବିଲା ଆଜି

ଭୁବନେଶ୍ବର  : ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ୨୦୨୧-୨୨ର କଳିଙ୍ଗ ଷ୍ଟାଡ଼ିୟମରେ ଆଜି (ଶନିବାର) ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ରାତି ୭ଟା୩୦ରେ ଖେଳାଯିବ। ମ୍ୟାଚର ଗୁରୁତ୍ବକୁ…
Read More...

ଆରମ୍ଭ ହେଲା ସକାଳୁଆ ସ୍କୁଲ ପାଠପଢ଼ା

ଭୁବନେଶ୍ବର : ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜି(ଶନିବାର) ଠାରୁ ସକାଳୁଆ ସ୍କୁଲ ପାଠପଢ଼ା ଆରମ୍ଭ ହୋଇଛି । ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଛି ।…
Read More...

ଟିଟିଲାଗଡ଼ରେ ଅଗ୍ନିବର୍ଷା : ପାରଦ ୪୩.୪୦

ଭୁବନେଶ୍ବର : ଜଳୁଛି ଟିଟିଲାଗଡ। ଶୁକ୍ରବାର ଏଠାରେ ଅଗ୍ନିବର୍ଷା ହୋଇଛି। ଆଜି ୪୩.୪ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ। ଏହା ତଳକୁ ୪୨.୪ ଡିଗ୍ରୀ ପାରଦ ସହ ରହିଛି ବଲାଙ୍ଗୀର। ୮ ସହରରେ ସର୍ବାଧିକ…
Read More...

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଷଡଯନ୍ତ୍ର କରିଥିବା ନେଇ ଜଣେ ଅଜଣା ବ୍ୟକ୍ତି ଦାବି କରିଛି। ମୋଦୀଙ୍କ ସମେତ ଭାରତର ହଜାର ହଜାର ଲୋକଙ୍କୁ ହତ୍ୟା ପାଇଁ ୨୦ କିଲୋ ଶକ୍ତିଶାଳୀ ବିସ୍ଫୋରକ…
Read More...

ସଂସଦରେ ଓଡ଼ିଶା ଦିବସ ପାଳିତ

ନୂଆଦିଲ୍ଲୀ : ଓଡ଼ିଶା ଦିବସ ଅବସରରେ ସଂସଦର ଉଭୟ ଗୃହରେ ରାଜ୍ୟର ସାଂସଦ ଅନ୍ୟ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ରାଜ୍ୟସଭା ଉପାଧ୍ୟକ୍ଷ ଏବଂ କେରଳର ଜଣେ ସାଂସଦ ମଧ୍ୟ ରାଜ୍ୟର ରାଜ୍ୟସଭା ସାଂସଦ ଏବଂ ରାଜ୍ୟବାସୀଙ୍କୁ…
Read More...

ମାନସ ହତ୍ୟା ମାମଲାରେ ସତ ମାନିଲେ ଶର୍ମିଷ୍ଠା : ବଞ୍ଚିଥିଲେ ମତେ ଫସେଇଥା’ନ୍ତା

ନିରଞ୍ଜନଙ୍କ ଇଙ୍ଗିତରେ ପ୍ରମାଣ ନଷ୍ଟ ଉଦ୍ୟମ, ଭୁବନେଶ୍ବରରୁ ଗ୍ଲୋବ୍‌ସ, ଅଖା ଓ ରାଜସୁନାଖଳାରୁ ଲୁଣ, ଗଇଁତି କିଣା ହୋଇଥିଲା କଟକ/ରଣପୁରଗଡ/ଚାନ୍ଦବାଲି :  କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣାରେ…
Read More...

ଶନିବାର ରାଶିଫଳ (୦୨/୦୪/୨୦୨୨)

ମେଷ : ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହେବେ। ବାକ୍ୟାଳାପରେ ପ୍ରିୟତା ଅର୍ଜନ କରିପାରନ୍ତି। ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ। ସୁଖଭୋଗ କରିବେ। ରାଜଯୋଗ ପ୍ରାପ୍ତିର ସୂଚନା ମିଳୁଛି। ବୃଷ : ସୁସ୍ଥ ଓ ନିରାମୟ ରହିବେ।…
Read More...

ରସେଲ ଧମାକା,କଲକାତାର ଦ୍ବିତୀୟ ବିଜୟ

ମୁମ୍ବଇ  : ଉମେଶ ଯାଦବଙ୍କ ଘାତକ ବୋଲିଂ ପରେ ରସେଲଙ୍କ ପ୍ରହାର ବଳରେ ଚଳିତ ଆଇପିଏଲରେ କଲକାତା ନାଇଟ୍‌ ରାଇଡର୍ସ ଦ୍ବିତୀୟ ବିଜୟ ହାସଲ କରିଛି। ୱାଙ୍ଖେଡ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ଅଷ୍ଟମ ମ୍ୟାଚରେ କଲକାତା…
Read More...

ସତ୍ୟବାଦୀରେ ଉତ୍କଳ ଦିବସ ପାଳିତ

ସୁଆଣ୍ଡୋ :  ପୁରୀଜିଲା ସତ୍ୟବାଦୀର ପୁରପଲ୍ଲୀରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଉତ୍କଳ ଦିବସ ସମାରୋହ କମିଟି ଆନୁକୂଲ୍ୟରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଥିରେ ପ୍ରାକ୍ତନ…
Read More...

ଆଇପିଏଲ୍‌ : ୫୦% ଦର୍ଶକଙ୍କୁ ଷ୍ଟାଡିୟମ ପ୍ରବେଶ ଅନୁମତି

ମୁମ୍ବଇ  : ଆସନ୍ତା ୬ ତାରିଖରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)ରେ ଖେଳାଯାଉଥିବା ମ୍ୟାଚ୍‌ ଦେଖିବା ନିମନ୍ତେ ସିଟ୍ ସଂଖ୍ୟାର ୫୦% ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ନିମନ୍ତେ ଅନୁମତି ମିଳିଥିବା ଟିକଟ ବିକ୍ରି…
Read More...

ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବଜାୟ ରଖିବା ସମସ୍ତଙ୍କ ଧେୟ ହେଉ : ଭର୍ତ୍ତୃହରି

ଆଠଗଡ :  ଆଠଗଡ ମହୋତ୍ସବ ପଡିଆଠାରେ ଶୁକ୍ରବାର ସନ୍ଧ୍ୟାରେ ଉପଖଣ୍ଡସ୍ତରୀୟ ୮୭ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
Read More...

ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ଗୋଟିଏ ଦିନରେ ସର୍ବୋଚ୍ଚ ମାଲ ପରିବହନ

ସମ୍ବଲପୁର :  ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ମାର୍ଚ୍ଚ ୩୧ତାରିଖରେ ଗୋଟିଏ ଦିନରେ ସର୍ବାଧିକ ମାଲ ପରିବହନ କରାଯାଇଛି। ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ଗୋଟିଏ ଦିନରେ ୩୪ ରେକ ଅର୍ଥାତ…
Read More...

ପିପିଲି ଏନଏସି ଅଧ୍ୟକ୍ଷ ଭାବେ ସେକ୍ ବାବୁଙ୍କ ଦ୍ୱିତୀୟ ପାଳି ଆରମ୍ଭ

ପିପିଲି : ପିପିଲି ଏନଏସିର ନବନିର୍ବାଚିତ ଅଧ୍ୟକ୍ଷ ସେକ୍‍ ବାବୁ ନିଜ ଦଳର ସମସ୍ତ କାଉନ୍‍ସିଲରଙ୍କୁ ନେଇ ଶୁକ୍ରବାର ନିଜର ଦ୍ୱିତୀୟ ପାଳି ଆରମ୍ଭ କରିଛନ୍ତି । ଏହି ଅବସରରେ ପୌର କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ…
Read More...

ଆଠଗଡର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳିତ

ଆଠଗଡର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ରାସରସିକପୁର ସ୍କୁଲ  ଆଠଗଡ ସହରର ରାସରସିକପୁର ୟୁଜିୟୁପି ସ୍କୁଲରେ ୮୭ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସ୍କୁଲ…
Read More...

ଉତ୍କଳ ଦିବସ ସମାରୋହ

ସାକ୍ଷୀଗୋପାଳ : ଉତ୍କଳ ଦିବସ ସମିତି ତରଫରୁ ସତ୍ୟବାଦୀ ଉଚ୍ଚ  ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି ।  ଏହି ଅବସରରେ  ମୁଖ୍ୟ ଅତିଥି ଭାବରେ ପୂର୍ବତନ ବରିଷ୍ଠ ପ୍ରଶାସକ…
Read More...

ନିଖୋଜ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର

ଆଠଗଡ : ଆଠଗଡ ସହରର ବୀରକିଶୋରପୁର ନିକଟବର୍ତ୍ତୀ ମୈତ୍ରୀନଗରରୁ ଗତ ୨୮ତାରିଖରୁ ନିଖୋଜ ଥିବା ସୂର୍ଯ୍ୟକାନ୍ତ ତ୍ରିପାଠୀ ଓରଫ ଲିପୁ(୩୪)ଙ୍କ ଗଳିତ ମୃତ ଦେହ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦଲାପୁର ନିକଟବର୍ତ୍ତୀ ଏକ…
Read More...

ଏମସିଏଲ୍ : କୋଇଲା ଉତ୍ପାଦନରେ ୧୪% ଅଭିବୃଦ୍ଧି

ଭୁବନେଶ୍ୱର : ମହାନଦୀ କୋଲଫିଲ୍ଡସ ଲିମିଟେଡ଼ (ଏମସିଏଲ୍) ଏହାର ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ଼ ହାସଲ କରି ୨୦୨୧-୨୨ ଆର୍ଥିକ ବର୍ଷ ସମାପ୍ତ କରିଛି । କମ୍ପାନୀ ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୧୪%…
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ସବୁ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର

ଭୁବନେଶ୍ୱର :  ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର ଶୁକ୍ରବାର ଦିନ ଭୁବନେଶ୍ୱର ଠାରେ ମନ୍ତ୍ରଣାଳୟ ଅଧୀନ ସବୁ ବିଭାଗର ପରିଚାଳନା କାର୍ଯ୍ୟ  ସମୀକ୍ଷା କରିଛନ୍ତି । ଦୂରଦର୍ଶନ,…
Read More...

ରାଜସ୍ୱ ସଂଗ୍ରହରେ ଭୁବନେଶ୍ୱର ଜୋନର ରେକର୍ଡ ; କେନ୍ଦ୍ରୀୟ ଜିଏସଟିରେ ୨୭% ସାମଗ୍ରିକ ଅଭିବୃଦ୍ଧି

ଭୁବନେଶ୍ବର :  ୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଜିଏସଟି, କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ଜୋନ୍‌ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ମାର୍ଚ୍ଚ ୨୦୨୨…
Read More...

ଜଳଜୀବନ ମିଶନ : ୨୦୨୧-୨୨ ଓଡ଼ିଶାକୁ ମିଳିଛି ୩,୩୨୩.୪୨ କୋଟି ଟଙ୍କାର ଅନୁଦାନ

ନୂଆଦିଲ୍ଲୀ : ଜଳ ଜୀବନ ମିଶନ ଅଧୀନରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ଅଂଶଧନ ଆକାରରେ ୩,୩୨୩. ୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେଥିମଧ୍ୟରୁ ରାଜ୍ୟ ସରକାର ୧,୦୬୪.୫୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି…
Read More...

ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ : ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାରା ବିଶ୍ବର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ମତବିନିମୟ କରିବେ । ଏହି କାର୍ଯ୍ୟକ୍ରମର ଅଂଶବିଶେଷ…
Read More...

ଓଡ଼ିଆ ଅସ୍ମିତାର ଗାଥା

ପୁଣ୍ୟତୋୟା ପୁଣ୍ୟଭୂମି ଉତ୍କଳ। ଉଡ୍ର, କଳିଙ୍ଗ, ଉତ୍କଳ ନାମରେ ନାମିତ ଏହି ପ୍ରାଚୀନ ଭୂଖଣ୍ଡ ପବିତ୍ର ଭାରତ ଭୂମିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏହି ଭୂଭାଗ ସମ୍ପର୍କରେ ପ୍ରାଚୀନ ଭାରତୀୟ…
Read More...

ଶୁକ୍ରବାର ରାଶିଫଳ( ୦୧/୦୪/୨୦୨୨)

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଚିନ୍ତାଧାରା ଉନ୍ନତମାନର ହେବ। ତପ-ସାଧନାରେ ବ୍ରତୀ ହୋଇପାରନ୍ତି। ଯଜ୍ଞାଦି କର୍ମରେ ବ୍ୟୟାଧିକ ହୋଇପାରେ। କୃତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭ ଫଳ। ବୃଷ : ରୋହିଣୀ…
Read More...

ଓଡ଼ିଶା ଦିବସର ଅନୁଚିନ୍ତା

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିବସ ବା ଉତ୍କଳ ଦିବସ ପାଳନ ହେଉଛି। ଏହି ଅବସରରେ ଏହାର ତାତ୍ପର୍ଯ୍ୟ ଓ ନିର୍ଯ୍ୟାସ ଉପରେ ଆଲୋଚନା କରିବା ଆବଶ୍ୟକ ହୋଇପଡ଼ିଛି। ସ୍ୱତନ୍ତ୍ର ଉତ୍କଳ…
Read More...

କୋଭିଡ୍ କଟକଣା ହଟିଲା

ଭୁବନେଶ୍ୱର : କରୋନା ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍‌ ମହାମାରୀ ଆଇନ ଅନୁଯାୟୀ ଏଣିକି କୌଣସି ମାମଲା ରୁଜୁ ନ କରିବା ଲାଗି ମାର୍ଚ୍ଚ ୩୧ ତାରିଖ ସମୟ ସୀମା ଧାର୍ଯ୍ୟ କରି ସବୁ ରାଜ୍ୟଙ୍କୁ…
Read More...

କାମଚଳା ବଜେଟ ପାରିତ ; ଅଧିବେଶନ ଶେଷ

ଭୁବନେଶ୍ୱର : ଶେଷ ହୋଇଛି ଷୋଡଶ ବିଧାନସଭାର ୬ ଦିନିଆ ସ୍ବଳ୍ପକାଳୀନ ନବମ ଅଧିବେଶନ। ୨୦୨୨-୨୩ ଆଥିକବର୍ଷର ପ୍ରଥମ ଚାରିମାସ ପାଇଁ ୧ଲକ୍ଷ ୬ହଜାର ୪୯୭କୋଟି ୮୯ଲକ୍ଷ ୨୮ ହଜାର ଟଙ୍କାର କାମଚଳା ବଜେଟ ଉପରେ ଆସିଥିବା…
Read More...

ନିର୍ଣ୍ଣାୟକ ମୋଡ଼ରେ ଯୁଦ୍ଧ : ଜେଲେନ୍‍ସ୍କି

କିଭ୍‍ : ରୁଷ୍‍ ମାସାଧିକ କାଳ ଧରି ଚଳାଇଥିବା ଘମାଘୋଟ ଆକ୍ରମଣର ୟୁକ୍ରେନ୍‍ ମୁକାବିଲା କରିବାରେ ଲାଗିଛି । ତେବେ ତାହା ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚିଥିବା ୟୁକ୍ରେନ୍‍ ରାଷ୍ଟ୍ରପତି ଭୋଲୋଡିମିର୍‍ ଜେଲେନ୍‍ସ୍କି…
Read More...

ଯେତେ ଚୂନା ସେତେ ପିଠା

ବିଗତ ଦୁଇ ବର୍ଷ ଧରି ବିଶ୍ବର ବିକଶିତ ଓ ପ୍ରଗତିଶୀଳ ଅର୍ଥନୀତିଗୁଡ଼ିକ ମଧ୍ୟ କୋଭିଡ୍‌ ପ୍ରକୋପରୁ ବର୍ତ୍ତିପାରି ନଥିବାବେଳେ ଭାରତର ଅଭିବୃଦ୍ଧି ବେଶ୍ ପ୍ରଭାବିତ ହୋଇଥିଲା। ଏଥିରୁ ଦେଶର ଅନେକ ରାଜ୍ୟ ମଧ୍ୟ ଏ ପର୍ଯ୍ୟନ୍ତ…
Read More...

ଭାଷା ଭଗୀରଥ କ୍ଷମାସାଗର

ଝାରସୁଗୁଡ଼ା :  ପୁରାଣ ଅନୁସାରେ ଭଗୀରଥ ମାଁ ଗଙ୍ଗାଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରିବା ପରେ ଧରାବତରଣ କରାଇଥିଲେ। ଯାହାଫଳରେ ଗାଙ୍ଗେୟ ଅଞ୍ଚଳ ସମେତ ସମଗ୍ର ଭାରତ ଭୂମି ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ ହୋଇଥିଲା। ଏମିତି…
Read More...

ଶ୍ରୀଜଗନ୍ନାଥ ମନ୍ଦିର ଚର୍ତୁଃପାର୍ଶ୍ବରେ ନିର୍ମାଣ ପ୍ରସଙ୍ଗ : ଲୋକସଭାରେ ଅପରାଜିତା-ପିନାକୀ ମୁହାଁମୁହିଁ

ନୂଆଦିଲ୍ଲୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଶହେ ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗରେ ଲୋକସଭାରେ ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡ଼ି ସାଂସଦ ପିନାକୀ ମିଶ୍ର ମୁହାଁମୁହିଁ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଦାରଖ ଗୃହ କମିଟି

ଭୁବନେଶ୍ୱର :  ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବିଧାନସଭାରେ ହଟ୍ଟଗୋଳ ହେବା ସହ ଗୃହ କମିଟି ଗଠନ କରି ଏହାର ଅନୁଧ୍ୟାନ ପାଇଁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ। ଆଜି ବିଧାନସଭାର ବିଭିନ୍ନ କମିଟି ଗଠନ କରାଯିବା ବେଳେ…
Read More...

ଆଜିଠୁ ବଦଳିବ ବ୍ୟାଙ୍କ, ଆୟକର ନିୟମ

ନୂଆଦିଲ୍ଲୀ :  ଏପ୍ରିଲ ୧ରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଥିବାବେଳେ ଦେଶରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଏଥିସହିତ ଆୟକର ଆଇନରେ ମଧ୍ୟ ପରିବର୍ତ୍ତନ ଘଟିବାକୁ ଯାଉଛି।…
Read More...

ଲୁଇସ୍‌ଙ୍କ ପ୍ରହାରରେ ଲକ୍ଷ୍ନୌର ରୋମାଞ୍ଚକର ବିଜୟ

ମୁମ୍ବଇ : ଚଳିତ ଆଇପିଏଲ୍‌ର ୭ମ ମ୍ୟାଚ୍‌ରେ ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ। ଗୁରୁବାର ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବିପକ୍ଷରେ ରୋମାଞ୍ଚକର ମ୍ୟାଚ୍‌ରେ ଲକ୍ଷ୍ନୌ ୬ ୱିକେଟରେ ବିଜୟୀ ହୋଇଥିଲା।…
Read More...

ରାଜପଥରେ ବାଇକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ପାଟଣା :  ଢେଙ୍କିକୋଟ ସନ୍ନିକଟ ଟିକିରାରେ ଭଡ଼ାଘରେ ରହି ଦଶମ ଶ୍ରେଣୀରେ ପଢୁଥିବା ଦୁଇ ଜଣ ଛାତ୍ର ଘର ମାଲିକଙ୍କ ଅନୁପସ୍ଥିତିରେ ତାଙ୍କ ବାଇକ ନେଇ ଟିକିରାରୁ ସୀତାନଦୀ କୁ ଗାଧେଇବାକୁ ଯାଉଥିବା ସମୟରେ ଗୁରୁବାର ୨୨୦ନଂ…
Read More...

ହରିଣକୁ ଉଦ୍ଧାର କରି ସଂରକ୍ଷିତ ଜଙ୍ଗଲରେ ଛାଡ଼ିଲା ବନବିଭାଗ 

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଉଦୟପୁର ବିଟ ଖଡ଼ିବେଡା ଗାଁ ଭିତରକୁ ପଶିଆସି ଥିବା ଏକ ହରିଣକୁ ବନ ବିଭାଗ ଉଦ୍ଧାର କରି ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଛି । ହରିଣଟି ପାଣି ଅନ୍ଵେଷଣରେ ଗାଁ…
Read More...

ଜମି ଦେବା ଆଳରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ

ସମ୍ବଲପୁର :  ସମ୍ବଲପୁରରେ ଜମି ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଭଳି ଏକ ଘଟଣାରେ ଅଇଁଠାପାଲି ନିବାସୀ ଜଣେ ବ୍ୟକ୍ତି ୧୦ ଲକ୍ଷରୁ ଅଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି । ଅଇଁଠାପାଲି ଥାନାରେ…
Read More...

ସମ୍ବଲପୁରରୁ ୩ ଅଭିଯୁକ୍ତଙ୍କୁ ଉଠାଇ ନେଲା ବରଗଡ ପୁଲିସ

ସମ୍ବଲପୁର : ବରଗଡ ଜିଲା ଅମ୍ବାଭନା ଥାନାରେ ସମ୍ବଲପୁର ଜିଲା ଶାସନ ଥାନା ଅର୍ନ୍ତଗତ କିଲାସମା ନିବାସୀ ତଥା ସମ୍ବଲପୁର ସ୍ଥିତ ମେଘନା ବିଡି କମ୍ପାନୀରେ କାର୍ଯ୍ୟରତ ଜଗବନ୍ଧୁ ବଢ଼େଇ ନାମକ ଜଣେ ବ୍ୟକ୍ତିଙ୍କର ୩ ଲକ୍ଷ…
Read More...

ରାସ୍ତାରେ ଜଳିଗଲା ଚଳନ୍ତା ଗାଡି

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରିପଡ଼ା ନିକଟସ୍ଥ ଲେମ୍ବୁବଗିଚା ରାସ୍ତା ଉପରେ ଗୁରୁବାର ସଂଧ୍ୟାରେ  ଏକ କାର ଜଳୁଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଖଜୁରୀପଡାରୁ ଦମକଳ ବାହିନୀ…
Read More...

‘ସକାଳ’ ପକ୍ଷରୁ ସମ୍ବର୍ଦ୍ଧନା ଓ କର୍ମଶାଳା

ମୋହନା : ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସକାଳ’ ପକ୍ଷରୁ ପିଏଚଏଫ ପ୍ରକଳ୍ପ ସହାୟତାରେ ସ୍ଥାନୀୟ ବ୍ରାହ୍ମଣୀ ଦେବୀ ନାଗରିକ ଉନ୍ନୟନ ସଙ୍ଗଠନ ସହଯୋଗରେ ଶୁଖିଲା ଆମ୍ବ ଛକଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ…
Read More...

ରେଳ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ନର୍ଲାର ପୂର୍ବତନ ବିଧାୟକ

ନର୍ଲା : ନର୍ଲାରୋଡ, ରୁପ୍ରାରୋଡ ରେଳ ଷ୍ଟେସନରେ ଦୀର୍ଘଦିନ ହେବ ଆଗରୁ ଅଟକୁ ଥିବା ରେଳ ଗାଡି ଆଉ ଅଟକୁ ନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳର ଯାତ୍ରୀ ନାହିଁ ନଥିବା ହଇରାଣ ହେଉଛନ୍ତି । ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ବିଶେଷ…
Read More...

ଗୁରୁଡିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଗୁରୁଡିଝାଟିଆ :  ସିଦ୍ଧିଦାତା ଶ୍ରୀ ଗଣେଷ,ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଗୁରୁଡିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ…
Read More...

ସଂସଦରେ ଶ୍ରୀମନ୍ଦିର ନିକଟରେ ଖନନକୁ ବିରୋଧ କଲେ ଅପରାଜିତା, ପିନାକୀ କହିଲେ ହେଉଛି ଟଏଲେଟ୍‌

ଭୁବନେଶ୍ବର: ଲୋକସଭାରେ ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗ ଉଠାଇଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀମନ୍ଦିର ନିକଟରେ ଖୋଳା ଯାଉଥିବା କାର୍ଯ୍ୟକୁ ଗୃହରେ ଅପରାଜିତା କଡ଼ା ବିରୋଧ କରିଥିବା ଦେଖିବାକୁ ମିଳିଛି…
Read More...

ରଞ୍ଜନ କହିଲା ସୈତାନୀ ସତ, ମାନସଙ୍କୁ ପିଟିପିଟି କରିଥିଲେ ହତ୍ୟା

ଭୁବନେଶ୍ବର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । କ୍ରାଇମବ୍ରାଞ୍ଚ ଆଗରେ ଅଭିଯୁକ୍ତ ରଞ୍ଜନ ସବୁ ସତ ଓଗାଳିଥିବା ସୂଚନା ଦେଲା କ୍ରାଇମବ୍ରାଞ୍ଚ । ସୂଚନା ଅନୁଯାୟୀ…
Read More...

ପୋଲକୁ ନେଇ ଘନଉଛି ବିବାଦ; ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ

ଦୋବଲ: ପୋଲକୁ ନେଇ ଘନଉଛି ବିବାଦ । ପ୍ରଶାସନର ପାତରଅନ୍ତର ଯୋଗୁ ଚିନ୍ତାରେ ରହିଛନ୍ତି ଗରିବ ଚାଷୀ । ଭଦ୍ରକ ଜିଲ୍ଲା ଆନନ୍ଦପୁରରେ ଦେଖିବାକୁ ମିଳିଛି ଏମିତି କିଛି । ଭଦ୍ରକ ଓ ଯାଜପୁର ଲୋକଙ୍କ ଗମନାଗମନକୁ ଦୃଷ୍ଟିରେ…
Read More...

ଆସୁଛି ହିରୋ ସ୍ପ୍ଲେଣ୍ଡର ଇ-ବାଇକ୍: ଚାଲିବ ୨୪୦ କିମି !

ନୂଆଦିଲ୍ଲୀ: ଭାରତରେ ବଢ଼ୁଛି ବୈଦ୍ୟୁତିକ ଯାନର ଚାହିଦା । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନୀ ଗୁଡ଼ିକ ମଧ୍ୟ ଉନ୍ନତ ମାନର ଗାଡ଼ି ପ୍ରସ୍ତୁତ କଲେଣି । ନିକଟରେ ଅନେକ କମ୍ପାନୀ ବଜାରରେ ବୈଦ୍ୟୁତିକ ଯାନ ଲଞ୍ଚ…
Read More...

ଦେଶରେ ଆଉ ୧,୨୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ କିଛି ଦିନ ହେବ ଦେଶରେ ୧୫ ଶହ ତଳେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧,୨୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ଜଣଙ୍କ…
Read More...

ମାନସ ସ୍ୱାଇଁ ହତ୍ୟା ମାମଲା; ୪ ଅଭିଯୁକ୍ତଙ୍କୁ କେଉଁ ସ୍ଥାନକୁ ନେଲା କ୍ରାଇମବ୍ରାଞ୍ଚ ?

ଭୁବନେଶ୍ବର: କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା ଉପରୁ ହଟିବ ପରଦା । କ୍ରାଇମବ୍ରାଞ୍ଚ ତାର ତଦନ୍ତ  ଜୋରଦାର କରୁଥିବା ଦେଖିବାକୁ ମିଳୁଛି । ଘଟଣା ଉପରୁ ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ…
Read More...

ଖାଦ୍ୟ ସୁରକ୍ଷା ଓ ଏମଜିଏନଆରଇଜିଏସ ଯୋଜନା ଜନଶୁଣାଣି 

ନବରଙ୍ଗପୁର: ପଂଚାୟତ ସମିତି ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ବ୍ଲକ ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବିଡିଓ ତଥା ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ସହ ଅଧ୍ୟକ୍ଷତା କରି…
Read More...

ସୁସ୍ଥ ଗାଁ ଓ ସୁସ୍ଥ ପଞ୍ଚାୟତ ଭାବେ ବିଜମରା ପଞ୍ଚାୟତ ପୁରସ୍କୃତ

କଲମପୁର:  ସ୍ୱାସ୍ଥ୍ୟ ସେବା ଏବଂ ସ୍ୱଚ୍ଛତା ଦିଗରେ ଜନ ସଚେତନତା ସୃଷ୍ଟି କରି ଗାଁ ଏବଂ ପଞ୍ଚାୟତକୁ ସୁସ୍ଥ ଗାଁ ଓ ସୁସ୍ଥ ପଞ୍ଚାୟତ ଭାବେ ଗଢି ତୋଳିଥିବାରୁ ଜିଲ୍ଲାସ୍ତରୀୟ  ଆଶା ଓ ଗାଁ କଲ୍ୟାଣ ସମିତି ସମାବେଶରେ…
Read More...

ଗ୍ରୀଷ୍ମ ଲହରୀର ମୁକାବିଲା କରିବା ପାଇଁ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ଲହରୀର ମୁକାବିଲା ଶୀର୍ଷକ ଏକ ତାଲିମ ଶିବିର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ…
Read More...

ଶାମୁକା ଭିତରେ ଦେବାଦେବୀଙ୍କ ମୂର୍ତ୍ତି !

ବୌଦ୍ଧ: ବୌଦ୍ଧ ସହରର ବାପୁଜୀନଗରସ୍ଥିତ ଏକ ପୋଖରୀରୁ ମିଳୁଥିବା ଶାମୁକା ମଧ୍ୟରୁ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ମିଳୁଥିବା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ବାପୁଜୀ ନଗରର କିଛି ଛୋଟପିଲା ଗ୍ରାମ ପୋଖରୀକୁ…
Read More...

ବୌଦ୍ଧରେ ଜିଲ୍ଳାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ

ବୌଦ୍ଧ: ସ୍ଥାନୀୟ ଟାଉନ୍ ହଲ୍‌ଠାରେ ଜିଲ୍ଳାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ । ଜିଲ୍ଳା…
Read More...

ବୀରନରସିଂହପୁରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ହରଭଙ୍ଗା; ହରଭଙ୍ଗା ବ୍ଲକ ବୀରନରସିଂହପୁର ବନବିଭାଗ ନର୍ସରୀ ପରିସରରେ ବୁଧବାର ଗଡଜାତ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ…
Read More...

ଅଗ୍ନିବିପନ୍ନ ପରିବାରକୁ ସରପଞ୍ଚଙ୍କ ସହାୟତା

ହରଭଙ୍ଗା: ହରଭଙ୍ଗା ଥାନା ଅରଖପଦର କନ୍ଧସାହିର ଅଗ୍ନିବିପନ୍ନ ସୀତା ମଲ୍ଲିକଙ୍କ ପରିବାରକୁ ହରଭଙ୍ଗା ସରପଞ୍ଚ  ଶକୁନ୍ତଳା ବେହେରା ବୁଧୁବାର ଭେଟିଛନ୍ତି । ବିପନ୍ନ ପରିବାରଙ୍କୁ ସରପଞ୍ଚ  ଲୁଗାପଟା, ଚାଉଳ, ଡାଲି, ଚୁଡା…
Read More...

ଜଙ୍ଗଲ ନିଆଁରେ ଚାରିଆଡେ ଧୂଆଁମୟ, ଲୋକେ ହନ୍ତସନ୍ତ

ହରଭଙ୍ଗା; ଯୁଗ ବଦଳିଲାଣି ,ମାତ୍ର ଲୋକଙ୍କ ଅଭ୍ୟାସ ବଦଳୁନାହିଁ । ସବୁ ପ୍ରକାର ସଚେତନତା ପ୍ରଚାର ପ୍ରସାର ସତ୍ତ୍ବେ ଖରାଦିନ ଆସିଲା ମାତ୍ରେ ଜଙ୍ଗଲ ନିଆଁରେ ବ୍ୟାପକ ଜଙ୍ଗଲ ଧ୍ୱଂସ ହେଉଛି । ଏହା ସହ ପ୍ରାକୃତିକ ଜଙ୍ଗଲ…
Read More...

ଇମ୍ରାନଙ୍କୁ ହତ୍ୟା ଷଡ଼ଯନ୍ତ୍ର !

ନୂଆଦିଲ୍ଳୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ନେଇ ଦିନକୁ ଦିନ ବିଭିନ୍ନ ଖବର ସାମ୍ନାକୁ ଆସୁଛି । କେତେବେଳେ ଇମ୍ରାନ୍‌ ବଡ଼ ସଭାର ଆୟୋଜନ କରୁଛନ୍ତି ତ କେତେବେଳ ସରକାର ବଞ୍ଚାଇବାକୁ ବିଭିନ୍ନ ପ୍ରୟାସ…
Read More...

ବେଲଗାମ୍‌ ତୈଳ ଦର, ୧୦ ଦିନରେ ବଢ଼ିଲାଣି ୯ ଥର ପେଟ୍ରୋଲ ଡିଜେଲ

ଭୁବନେଶ୍ବର: ଆଜି ପୁଣି ବଢ଼ିଲା ତୈଳ ଦର । ଲଗାତ ୧୦ ଦିନ ହେଲା ତୈଳ ଦର ବୃଦ୍ଧି ପାଉଛି । ମାତ୍ର ୧୦ ଦିନ ମଧ୍ୟରେ ୯ ଥର ପାଇଁ ତୈଳ ଦର ବୃଦ୍ଧି କରାଯାଇଛି । ଆଜି ଦେଶର ବିଭିନ୍ନ ସ୍ଥାନରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର…
Read More...

ଗ୍ରାମୀଣ ସେବାରେ ସମର୍ପିତ ଡାକ୍ତର ଦମ୍ପତି : ବନ୍ଦ କରାଇଛନ୍ତି ଘରେ ପ୍ରସବ, ଆଣିଛନ୍ତି କାୟାକଳ୍ପ ପୁରସ୍କାର

ବ୍ରହ୍ମପୁର : ଗ୍ରାମାଞ୍ଚଳରେ କାମ କରିବାକୁ ନବାଗତ ଡାକ୍ତରମାନେ ଇଚ୍ଛା ପ୍ରକାଶ କରୁନଥିବା ବେଳେ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲାର ଡାକ୍ତର ଦମ୍ପତି। ନିଯୁକ୍ତି ପରଠୁ ଗ୍ରାମାଞ୍ଚଳରେ ରୋଗୀ ସେବା…
Read More...

ଇଞ୍ଜିନିୟରିଂ ନାମଲେଖା ନିୟମ ବଦଳିଲା : ଗଣିତ, ପଦାର୍ଥ ଓ ରସାୟନ ବିଜ୍ଞାନ ଇଚ୍ଛାଧୀନ

ଭୁବନେଶ୍ବର : ଇଞ୍ଜିନିୟରିଂ ପାଠ ପଢିବା ପାଇଁ ଏଣିକି ଗଣିତ, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ବାଧ୍ୟତାମୂଳକ ନୁହେଁ। ଯୁକ୍ତ ଦୁଇରେ ଛାତ୍ରଛାତ୍ରୀ ଗଣିତ, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ପଢି ନ ଥିଲେ…
Read More...