www.samajalive.in
Saturday, December 13, 2025
27.1 C
Bhubaneswar

ଅଗ୍ନିବିପନ୍ନ ପରିବାରକୁ ସରପଞ୍ଚଙ୍କ ସହାୟତା

ହରଭଙ୍ଗା: ହରଭଙ୍ଗା ଥାନା ଅରଖପଦର କନ୍ଧସାହିର ଅଗ୍ନିବିପନ୍ନ ସୀତା ମଲ୍ଲିକଙ୍କ ପରିବାରକୁ ହରଭଙ୍ଗା ସରପଞ୍ଚ  ଶକୁନ୍ତଳା ବେହେରା ବୁଧୁବାର ଭେଟିଛନ୍ତି । ବିପନ୍ନ ପରିବାରଙ୍କୁ ସରପଞ୍ଚ  ଲୁଗାପଟା, ଚାଉଳ, ଡାଲି, ଚୁଡା ଇତ୍ୟାଦି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି  । ଅଗ୍ନିବିପନ୍ନ ପରିବାରକୁ ଭେଟିବା ସମୟରେ ସରପଞ୍ଚଙ୍କ ସହିତ  ହରଭଙ୍ଗା ଯୋଗାଣ ସହାୟକ ପ୍ରମୋଦ କୁମାର ପ୍ରଧାନ, ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉ କି ଗତ ସୋମବାର ଜଙ୍ଗଲ ନିଆଁରୁ ସୀତାଙ୍କ ଘରେ  ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ତାଙ୍କର ଦୁଇ ବଖରା ଚାଳ ଘର ସହ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories